Daily Archives

March 17, 2020

କଲ୍ୟାଣସିଂହପୁରରେ ସିଆରପିଏଫ୍‌ ଯବାନଙ୍କୁ ଦେଖି ଛତ୍ରଭଙ୍ଗ ଦେଲେ ନକ୍ସଲ

କଲ୍ୟାଣସିଂହପୁର: ସିଆରପିଏଫ୍‌ ଯବାନଙ୍କୁ ଦେଖି ଆଜି ନକ୍ସଲମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଛନ୍ତି। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ନିୟମଗିରି ପାହାଡା ନିକଟରେ ଆଜି ମଧ୍ୟାହ୍ନ ୧ଟାରେ କଲ୍ୟାଣସିଂହପୁରସ୍ଥିତ ସିଆରପିଏଫ ଇ/୪ ବାଟାଲିୟନର ଯବାନମାନେ କମ୍ବିଂ ଅପରେସନ୍‌ ବେଳେ…
ଅଧିକ ଖବର ଦେଖନ୍ତୁ...

କରୋନା ଆକ୍ରାନ୍ତ ସୁସ୍ଥ ଅଛନ୍ତି, ୧୨୩୯ ବିଦେଶ ଫେରନ୍ତା ପଞ୍ଜୀକରଣ କରିଛନ୍ତି : ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: ରାଜ୍ୟର ଲୋକେ କରୋନା ଭାଇରସ ସଂକ୍ରମଣ ନେଇ ଭୟ କରିବାର ନାହିଁ। ସଚେତନତା ଅବଲମ୍ବନ କଲେ ଆ‌ମେ ସୁସ୍ଥ ରହିବା ସହ ସମସ୍ତଙ୍କୁ ସୁସ୍ତ ରଖିପାରିବ। ଗତକାଲି  ଘୋଷଣା ହୋଇଥିବା ‘୧୦୪’ ହେଲ୍ପଲାଇନ୍ ନମ୍ବରକୁ ବହୁସଂଖ୍ୟାରେ ଫୋନ ଆସୁଥିବା ବେଳେ କୋଡିଡ୍ ୧୯ ପୋର୍ଟାଲ ଜରିଆରେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

କରୋନାର ତାଜା ସ୍ଥିତି: ବର୍ତ୍ତମାନ ସୁଦ୍ଧା ବିଶ୍ୱର ୧୬୨ଟି ରାଷ୍ଟ୍ରକୁ କରୋନା ବ୍ୟାପି ସାରିଥିବା ବେଳେ ଏଥିରେ…

ଭୁବନେଶ୍ୱର: କରୋନାର ତାଜା ସ୍ଥିତି ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଅପରାହ୍ଣରେ ଗୀତଗୋବିନ୍ଦ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି। ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି ରାଜ୍ୟ ସରକାରଙ୍କର…
ଅଧିକ ଖବର ଦେଖନ୍ତୁ...

‘କରୋନା’ ମୁକାବିଲା: ବିଧାନସଭା ପରିସରକୁ ପ୍ରବେଶ ମନା, କେବଳ କର୍ମଚାରୀ, ମନ୍ତ୍ରୀ ଓ ବିଧାୟକ ଯାଇପାରିବେ

ଭୁବନେଶ୍ବର: କରୋନା ସତର୍କତା  ନେଇ ଜନସାଧାରଣଙ୍କ ବିଧାନସଭା ପରିସରକୁ ପ୍ରବେଶ ନିଷେଧ କରାଗଲା  । କେବଳ କର୍ମଚାରୀ, ମନ୍ତ୍ରୀ ଓ ବିଧାୟକଙ୍କ ବ୍ୟତୀତ ସାଧାରଣ ଲୋକ ବିଧାନସଭା ପରିସରକୁ  ଯାଇପାରିବେନି । କେବଳ ସେତିକି ନୁହେଁ, ଜଣେ କର୍ମଚାରୀ ନିଜ ଚାମ୍ବରରୁ ଅନ୍ୟ ଜଣକ ଚାମ୍ବରକୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ଅମିନଙ୍କୁ ଲାଞ୍ଚ ଅଭିଯୋଗରେ ୨ ବର୍ଷ ଜେଲଦଣ୍ଡ

ବାଲେଶ୍ୱର : ବାଲେଶ୍ୱର ଭିଜିଲାନ୍ସ ଅଦାଲତର ବିଚାରପତି ନିଶିଥ ନିସ ମଙ୍ଗଳବାର ଏକ ମାମଲାର ରାୟ ପ୍ରକାଶ କରି ଦୋଷୀକୁ ୨ ବର୍ଷ ଜେଲଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଦୋଷୀକୁ ୩୦୦୦ ଟଙ୍କା ଜରିମାନା ଓ ତାହା ଅନାଦେୟ ହେଲେ ଅଧିକ ୪ମାସ ଜେଲଦଣ୍ଡ ମିଳିବ ବୋଲି ରାୟରେ ଉଲ୍ଲେଖ ରହିଛି। ପ୍ରକାଶ ଯେ,…
ଅଧିକ ଖବର ଦେଖନ୍ତୁ...

ଇରାନରେ ପରିସ୍ଥିତି ସଂଗୀନ, ମୃତ୍ୟୁସଂଖ୍ୟା ୮୫୩ ଛୁଇଁଲା, ୮୫ ହଜାର ବନ୍ଦୀଙ୍କୁ ସାମୟିକଭାବେ ମୁକ୍ତ କରାଗଲା

ତେହେରାନ : ଇରାନରେ କରୋନା ଭାଇରସ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ସେଠାକାର ସରକାର କିଂକର୍ତ୍ତବ୍ୟବିମୁଢ ହୋଇପଡ଼ିଛନ୍ତି । ଏହି ପଶ୍ଚିମ-ଏସୀୟ ଦେଶରେ ମୃତ୍ୟୁସଂଖ୍ୟା ୮୫୩ରେ ପହଞ୍ଚି ଥିବାବେଳେ ୧୪,୯୯୧ ଜଣ ସଂକ୍ରମିତ ହୋଇଛନ୍ତି । ଏପରିକି ଇରାନର ବରିଷ୍ଠ ଓ କ୍ଷମତାଶାଳୀ ବ୍ୟକ୍ତିମାନେ…
ଅଧିକ ଖବର ଦେଖନ୍ତୁ...

କରୋନା ସତର୍କତା: ରାଜ୍ୟର ସରକାରୀ କାର୍ଯ୍ୟାଳୟରେ ଲାଗିଲା ଥର୍ମାଲ ସ୍କାନିଂ; ବିନା ସ୍କାନିଂରେ ଓ ହାତ ନଧୋଇ କର୍ମଚାରୀ…

ଭୁବନେଶ୍ୱର: ସଂପ୍ରତି କରୋନା ଭାଇରସ୍‌କୁ କେନ୍ଦ୍ର କରି ସମଗ୍ର ଦେଶରେ ଏକ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ କରୋନାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଆହୁରି ଅଧିକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏବଂ ଏ ସଂପର୍କରେ ରାଜ୍ୟ ସରକାରଙ୍କର କାର୍ମିକ ବିଭାଗ ପକ୍ଷରୁ ଏକ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ୯ମ ଶ୍ରେଣୀ ଛାତ୍ରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ୫ମ ଶ୍ରେଣୀ ଛାତ୍ରୀ ଗୁରୁତର

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଯାହାକି ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜଣେ ୯ମ ଶ୍ରେଣୀ ଛାତ୍ର ଦ୍ୱାରା ଜଣେ ୫ମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଅପରାହ୍ନରେ ପଞ୍ଚମ ଶ୍ରେଣୀରେ ପାଠପଢ଼ୁ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ : ହସପିଟାଲରୁ ଛାଡ଼ ପାଇଲେ ପ୍ରସିଦ୍ଧ ଅଭିନେତା ଟମ ହାଙ୍କସ, ପତ୍ନୀ ରିଟା

ନ୍ୟୁୟର୍କ : କରୋନା ଭାଇରସ ସଂକ୍ରମିତ ପ୍ରସିଦ୍ଧ ଅଭିନେତା ଟମ ହାଙ୍କସ୍‌ ଓ ତାଙ୍କ ପତ୍ନୀ ରୀଟା ଓ୍ଵିଲସନ ଆଜି ଅଷ୍ଟ୍ରେଲିଆର କ୍ୱିନ୍ସଲାଣ୍ଡ ହସପିଟାଲରୁ ଛାଡ଼ ପାଇଛନ୍ତି । ତେବେ ଉଭୟ ଆସନ୍ତା କିଛିଦିନ ପର୍ଯ୍ୟନ୍ତ ନିଜ ଘରେ ଏକୁଟିଆ ରହିବେ । ଏ ସଂପର୍କରେ ସିଏନଏନ ପକ୍ଷରୁ ଏକ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ଭବିିଷ୍ୟତକୁ ଦୃଷ୍ଟିରେ କରୋନାର ସଫଳ ମୁକାବିଲା ପାଇଁ ଭାରତ ଏବେ ଠାରୁ ଆରମ୍ଭ କଲା ଲମ୍ବା ଦୌଡ଼; ଜର୍ମାନୀରୁ କିଣିଲା ୧…

ନୂଆଦିଲ୍ଲୀ: ସଂପ୍ରତି କରୋନା ଭାଇରସ୍‌ ଏକ ଭୟଙ୍କର ମହାମାରୀର ରୂପ ଧାରଣ କରି ସମଗ୍ର ବିଶ୍ୱ ପାଇଁ ଆତଙ୍କର କାରଣ ସାଜିଛି। ଏହି ପରିସ୍ଥିତିରେ କରୋନାର ସଫଳ ମୁକାବିଲା କ୍ଷେତ୍ରରେ ଭାରତ କରୋନା ଆକ୍ରାନ୍ତ ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଯଥେଷ୍ଟ ଆଗରେ ରହିବା ସହ ଭବିିଷ୍ୟତକୁ ଦୃଷ୍ଟିରେ ରଖି…
ଅଧିକ ଖବର ଦେଖନ୍ତୁ...