Daily Archives

March 23, 2020

କରୋନା ମୁକାବିଲା: ମହାରାଷ୍ଟ୍ରରେ ଘୋଷଣା ହେଲା କର୍ଫ୍ୟୁ

ମୁମ୍ବାଇ: ସଂପ୍ରତି କରୋନା ମହାରାଷ୍ଟ୍ରରେ ଉଗ୍ର ରୂପ ଧାରଣ କରିଛି। ଫିଲିପିନ୍ସରୁ ଆସିଥିବା ଜନୈକ ବିଦେଶୀ ନାଗରିକଙ୍କର କରୋନାରେ ମୃତ୍ୟୁ ଘଟିବା ପରେ ଆଜି ମହାରାଷ୍ଟ୍ର ସରକାର ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲକ୍ଷ୍ୟରେ ସମଗ୍ର ମହାରାଷ୍ଟ୍ରରେ କର୍ଫ୍ୟୁ ଜାରି କରିଛନ୍ତି। ମହାରାଷ୍ଟ୍ରରେ…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ କର୍ମଚାରୀଙ୍କୁ ଛଟେଇ କର ନାହିଁ, ବେସରକାରୀ କମ୍ପାନି ମୁଖ୍ୟଙ୍କୁ ମୋଦୀ ଦେଲେ ପରାମର୍ଶ

ନୂଆଦିଲ୍ଲୀ: କରୋନା ପାଇଁ ଏବେ ଏକ ପ୍ରକାର ଠପ୍ ହୋଇଯାଇଛି ଦେଶର ଶିଳ୍ପ ଓ ବ୍ୟବସାୟ ଜଗତ | କିଛି କମ୍ପାନୀ ସେମାଙ୍କର ଉତ୍ପାଦନକୁ ବନ୍ଦ କରିଥିବାବେଳେ କିଛି କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କହିଛନ୍ତି | ଅନେକ ସଫ୍ଟୱେୟାର କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

କରୋନା ପ୍ରଭାବ: ଭାରତରେ ଉତ୍ପାଦନ ବନ୍ଦ କଲେ ସାମସଙ୍ଗ, ଓପୋ, ଭିଭୋ ଏବଂ ଏଲଜି

ନୂଆଦିଲ୍ଲୀ: ଏହି ସମୟରେ ପ୍ରାୟ ସମଗ୍ର ବିଶ୍ୱ କରୋନା ଭୂତାଣୁ  ଦ୍ୱାରା ପ୍ରଭାବିତ ହୋଇଛି | ଭାରତରେ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି। ତେବେ ସହର ସହ ବଡ ବଡ ସ୍ମାର୍ଟଫୋନ କମ୍ପାନୀ ମଧ୍ୟ ନିଜ ନିଜର ଉତ୍ପାଦନ ବନ୍ଦ କରୁଥିବାର ଖବର ମିଳିଛି | ଦକ୍ଷିଣ କୋରିଆର ଟେକ୍…
ଅଧିକ ଖବର ଦେଖନ୍ତୁ...

ଯାଜପୁରରେ ଲକ-ଡାଉନକୁ ମାନିଲେ ନାହିଁ ଲୋକେ; ରାସ୍ତାକୁ ଓହ୍ଲାଇଲେ ଜିଲ୍ଲାପାଳ ଓ ଏସପି

ଯାଜପୁର: ‘ଜନତା କର୍ଫ୍ୟୁ’କୁ କଲେ ସମର୍ଥନ ଲକ ଡାଉନକୁ ମାନିଲେ ନାହିଁ ଲୋକେ। ଗତକାଲି କରୋନା ମୁକାବିଲା ପାଇଁ ସାରା ଭାରତରେ ହୋଇଥିବା ଜନତା କର୍ଫ୍ୟୁକୁ ଯେଉଁମାନେ ଅଦ୍ଭୁତପୂର୍ବ ସଫଳତା ଦେଇଥିଲେ ସେହିମାନେ ଆଜି ଲକ ଡାଉନକୁ ମାନି ନାହାନ୍ତି। ଯାହାକି ଯାଜପୁର ଟାଉନ ପାଇଁ ଜିଲ୍ଲା ପ୍ରଶାସନର…
ଅଧିକ ଖବର ଦେଖନ୍ତୁ...

୧୨ଟି ଘରୋଇ ପରୀକ୍ଷାଗାରରେ କରୋନା ପରୀକ୍ଷା ହୋଇପାରିବ, ତାଲିକା ପ୍ରକାଶିତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ପରୀକ୍ଷା ପାଇଁ ସରକାରୀ ପରୀକ୍ଷାଗାରଗୁଡ଼ିକ ଯଥେଷ୍ଟ ହେଉନାହିଁ । ଏହାକୁ ଦୃଷ୍ଟିରେ ରଖି ସରକାର ଘରୋଇ ପରୀକ୍ଷାଗାରଗୁଡ଼ିକୁ କରୋନା ଭାଇରସ ପରୀକ୍ଷା ପାଇଁ ଅନୁମତି ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସୋମବାରଦିନ ୧୨ଟି ଘରୋଇ…
ଅଧିକ ଖବର ଦେଖନ୍ତୁ...

ସଙ୍ଗରୋଧରେ ଥାଇ ବି ଜନ୍ମଦିନ ପାର୍ଟି ଦେଉଥିବାରୁ ଯୁବକଙ୍କ ନାମରେ ମାମଲା ରୁଜୁ କଲା ପୁଲିସ

ଅହମ୍ମଦାବାଦ: କରୋନା ପାଇଁ ଜାରି ହୋଇଥିବା କଟକଣା ଓ ସତର୍କତାକୁ ଜଣେ ଯୁବକ ନ ମାନିବା ଏବେ ମହଙ୍ଗା ପଡିଛି | ଯୁବକଙ୍କ ନାମରେ ପୁଲିସ ମାମଲା ରୁଜୁ କରିଥିବାବେଳେ ଏବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି | ମିଳିଥିବା ସୂଚନା ମୁତାବକ ସାଉଦି ଆରବର ଓମାନରୁ ଗୁଜୁରାଟର ଅହମ୍ମଦାବାଦ ଫେରି…
ଅଧିକ ଖବର ଦେଖନ୍ତୁ...

ଅପ୍ରେଲ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି; କର୍ମୀ ଯିବେ ହିତାଧିକାରୀଙ୍କ ଘରକୁ

ଭୁବନେଶ୍ୱର: ସଂପ୍ରତି କରୋନାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ସଙ୍କଟଜନକ ସ୍ଥିତିକୁ ଦେଖି ରାଜ୍ୟ ସରକାର ରାଜ୍ୟର ଅଙ୍ଗନବାଡ଼ିଗୁଡ଼ିକୁ ଆସନ୍ତା ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟ କାଳରେ ଶିଶୁ ଓ ଗର୍ଭବତୀ ମହିଳାମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୭ବର୍ଷରୁ କମ୍ ଦଣ୍ଡ ଭୋଗୁଥିବା କଏଦୀଙ୍କୁ ମୁକ୍ତ…

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି କମ୍ ଗୁରୁତ୍ୱ ରଖୁଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା କଏଦୀଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୭ବର୍ଷରୁ କମ୍ ଜେଲଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ପାରୋଲ୍ କିମ୍ବା…
ଅଧିକ ଖବର ଦେଖନ୍ତୁ...

ହେଲମେଟ୍‌ ଯାଞ୍ଚ ବେଳେ କନେଷ୍ଟବଳଙ୍କ ଉପରେ ଚଢ଼ିଗଲା ବାଇକ୍‌

ରାୟଗଡ଼ା: ରାୟଗଡ଼ା ଟାଉନ୍‌ ଥାନା ପୁଲିସ୍‌ ପକ୍ଷରୁ ହେଲମେଟ୍‌ ଯାଞ୍ଚ ସମୟରେ ସୋମବାର ଏକ ଅଘଟଣ ଘଟିଛି। ପୁଲିସ୍‌ କବଳରୁ ବର୍ତ୍ତିବା ପାଇଁ ବାଇକ୍‌ ଚାଳକ ଚେଷ୍ଟା କରୁଥିବା ବେଳେ କନେଷ୍ଟବଳ ଦୀପକ କୁମାର ଗେଡଙ୍କ ଉପରେ ବାଇକ୍‌ ଚଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଦୀପକଙ୍କ ଡାହାଣ…
ଅଧିକ ଖବର ଦେଖନ୍ତୁ...

ସଂଗରୋଧ ଥିବା ଲୋକଙ୍କ ଘର ଆଗରେ ଷ୍ଟିକର ଲଗାଇବ ଜିଲ୍ଲା ପ୍ରଶାସନ, କଡ଼ାକ଼ଡ଼ି ପାଳନ ହେବ ନିୟମ

ନୂଆଦିଲ୍ଲୀ : ଘରେ ସଂଗରୋଧ (ହୋମ୍ କ୍ୱାରାଣ୍ଟାଇନ) ଥିବା ଲୋକମାନେ ଯେପରି କଡ଼ାକଡ଼ିଭାବେ ଏହି ନିୟମକୁ ପାଳନ କରିବେ ସେଥିପାଇଁ ସରକାର କେତେକ ପଦକ୍ଷେପ ନେଇଛନ୍ତି । ଯେଉଁ ଘରେ ହୋମ୍ କ୍ୱାରାଣ୍ଟାଇନ କରାଯାଇଛି, ସେହି ଘର ବାହାରେ ଜିଲ୍ଲା ପ୍ରଶାସନ ତରଫରୁ ଷ୍ଟିକର ଲଗାଯିବ । ଏହି ଷ୍ଟିକର ହୋମ…
ଅଧିକ ଖବର ଦେଖନ୍ତୁ...