Daily Archives

March 23, 2020

ନୂତନ ଅଧ୍ୟୟନ ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଲା ବିଶ୍ୱ ସ୍ୱାସ୍ଥ୍ୟ…

ନୂଆଦିଲ୍ଲୀ: କରୋନା ଜୀବାଣୁ ମୁକାବିଲା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରଭାବଶାଳୀ ଔଷଧ ବାହାର କରାଯାଇପାରି ନଥିବା ବେଳେ ନିକଟ ଭବିଷ୍ୟତରେ କୌଣସି ଟୀକା ବାହାର ହେବା ନେଇ ଆଶା କରାଯାଉ ନାହିଁ। ଏହାର ବିପଦ ହ୍ରାସ ହେବା ପରିବର୍ତ୍ତେ ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ଆଉ ୯ଟି ଜିଲ୍ଲାରେ ଲକ୍‌ଡାଉନ୍‌ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ଲାଗି ରାଜ୍ୟ ସରକାର କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପୂର୍ବରୁ ୫ଟି ଜିଲ୍ଲା ଓ ୮ଟି ସହରକୁ  ଲକଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଆଜି ରାଜ୍ୟ ସରକାର ଏହି ଲକ୍‌-ଡାଉନ୍‌କୁ ସଂପ୍ରସାରଣ କରି ଆଉ ୯ଟି ଜିଲ୍ଲାକୁ ସାମିଲ୍ କରିଛନ୍ତି । ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ଲକ୍‌ ଡାଉନ୍‌ ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ; ଗିରଫ ମଧ୍ୟ ହୋଇ ପାରନ୍ତି: ରାଜ୍ୟ ସରକାର

ଭୁବନେଶ୍ୱର: କୌଣସି ବି ପରିସ୍ଥିତିରେ ରାଜ୍ୟରେ କରୋନା ଯେପରି ମହାମାରୀର ରୂପ ଗ୍ରହଣ ନ କରେ ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିଛନ୍ତି, କରୁଛନ୍ତି ଓ କରିବେ ମଧ୍ୟ। ସେଥିପାଇଁ ରାଜ୍ୟରେ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତେବେ, ରାଜ୍ୟବାସୀ ଏହାକୁ…
ଅଧିକ ଖବର ଦେଖନ୍ତୁ...

ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୪ ମଧ୍ୟରାତ୍ରରୁ ସମସ୍ତ ଘରୋଇ ବିମାନ ଚଳାଚଳକୁ ବାତିଲ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ସରକାର ବୃଦ୍ଧି ପାଉଥିବା ମାମଲା ଉପରେ ଯାଞ୍ଚ କରିବା ପାଇଁ ଅତିରିକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ରବିବାର ଦିନ ଭାରତରେ ସଂକ୍ରମଣକୁ ରୋକିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଦିନ ୧୧ଟାରୁ ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ, ମଧ୍ୟରାତ୍ରିରୁ ସିଟି ବସ୍ ସେବା ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ଦିନ ୧୧ଟାରୁ ସାରା ରାଜ୍ୟରେ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିବ। ଆଜି ରାତି ୧୨ଟାରୁ ସମସ୍ତ ସିଟି ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି। କେବଳ ଏତିକି ନୁହେଁ,…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ ଚିକିତ୍ସା ପାଇଁ ମ୍ୟାଲେରିଆ ଔଷଧ କ୍ଲୋରୋକ୍ୱିନ ସୁପାରିଶ କଲା ଆଇସିଏମଆର, କେବଳ ଜରୁରୀ ପରିସ୍ଥିତିରେ…

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ବିଶ୍ୱସ୍ତରରେ ଏହାର ଟୀକା ଓ ଔଷଧ ବାହାର କରିବାକୁ ଉଦ୍ୟମ ଜୋରଦାର ହୋଇଛି । ତେବେ ଏହାର ଔଷଧ ବାହାରିବାକୁ ଆହୁରି ବର୍ଷେ ସମୟ ଲାଗିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ତେବେ ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ଏଚଡ଼ିଏଫସି ବ୍ୟାଙ୍କରେ ଆପଣଙ୍କ ଆକାଉଣ୍ଟ ଅଛି କି, ତେବେ ନୂଆ ନିୟମ ବାବଦରେ ଜାଣନ୍ତୁ

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଏଚଡ଼ିଏଫସି ବ୍ୟାଙ୍କ ଏକ ବଡ ନିଷ୍ପତ୍ତି ନେଇଛି | ଏଚଡ଼ିଏଫସି ବ୍ୟାଙ୍କ ସୋମବାରଠାରୁ ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ଏହା ବ୍ୟତୀତ ବ୍ୟାଙ୍କ ସାଧାରଣତଃ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ଛୁଟି ରହିବ। ଏହି ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ନିୟମ ଭାଙ୍ଗିବାରୁ ୧୧ଜଣ ଚାଳକଙ୍କ ଉପରେ ଲାଗିଲା ୬୭ ହଜାର ଟଙ୍କାର ଜରିମାନା

ଭଦ୍ରକ: ଲକଡାଉନ କଟକଣା ସତ୍ତ୍ୱେ ନିୟମ ନ ମାନିବାରୁ ୧୧ ଜଣ ମୋଟରସାଇକେଲ ଚାଳକଙ୍କ ଉପରେ ୬୭ ହଜାର ଟଙ୍କାର ଫାଇନ କାଟିଛନ୍ତି ଭଦ୍ରକ ଆରଟିଓ | କୌଣସି ଜରୁରୀ କାମ ନଥିବାବେଳେ ଏହି ବାଇକ ଚାଳକମାନେ ରାସ୍ତାରେ ଯାଉଥିବାରୁ ଏହି ଫାଇନ କଟାଯାଇଛି ବୋଲି ଜଣାପଡିଛି | ଏହାପୂର୍ବରୁ ଆଜି ଭଦ୍ରକ…
ଅଧିକ ଖବର ଦେଖନ୍ତୁ...

ଲାଗିଲା ଏସମା: ଏସବୁ ବିଭାଗର କର୍ମଚାରୀ ଆନ୍ଦୋଳନ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କୋରୋନା ସ୍ଥିତି ଦୃଷ୍ଟିରୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଜଳଯୋଗାଣ ଓ ପରିମଳ ସେବା ପାଇଁ ଏସମା ଲାଗୁ କରାଯାଇଛି । ରାଜ୍ୟର ସବୁ ସହରାଞ୍ଚଳରେ ୬ ମାସ ପାଇଁ ଏସ୍‌ମା ଲାଗୁ କରାଯାଇଛି | ଜଳଯୋଗାଣ ଓ ପରିମଳ ସେବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଧର୍ମଘଟ…
ଅଧିକ ଖବର ଦେଖନ୍ତୁ...

ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ସନ୍ଧ୍ୟା ୭ରେ ଶପଥ ନେବେ ଶିବରାଜ ସିଂହ ଚୌହାନ

ଭୋପାଳ: ମଧ୍ୟପ୍ରଦେଶରେ ଆରମ୍ଭ ହୋଇଥିବା ‘ହାଇ ଭୋଲଟେଜ୍‌ ପଲିଟିକାଲ ଡ୍ରାମା’ର ଯବନିକା ପତନ ଆଜି ସନ୍ଧ୍ୟାରେ ଘଟିବା ପାଇଁ ଯାଉଛି। କ୍ଷମତା ଦଖଲ ପାଇଁ ଆରମ୍ଭ ହୋଇଥିବା ଲଢ଼େଇରେ ବିଜୟ ଲାଭ କରିବା ପରେ ମଧ୍ୟପ୍ରଦେଶ ବିଜେପି ବିଧାୟକ ଦଳ ନେତା ରୂପେ ଶିବରାଜ ସିଂହ ଚୌହାନ୍‌ ଆଜି ସନ୍ଧ୍ୟା ୭ଟାରେ…
ଅଧିକ ଖବର ଦେଖନ୍ତୁ...