Daily Archives

April 9, 2020

ଶଶୁରଘରେ ଥିବା ପତ୍ନୀଙ୍କ ବିରହ ସହ୍ୟ ନକରି ଜୀବନ ହାରିଲେ ସ୍ବାମୀ

ଲ‌କ୍ଷ୍ନୌ: କରୋନା ଭାଇରସ୍‌ କେବଳ ପ୍ରତ୍ୟେକ୍ଷରେ ନୁହେଁ, ପରୋକ୍ଷରେ ବି ବହୁ ଜୀବନ ନେଉଥିବାର ଉଦାହରଣ ସବୁ ଦେଖିବାକୁ ମିଳୁଛି। ଆପଣଙ୍କୁ ବିଶ୍ବାସ ହୋଇନପାରେ, ମାତ୍ର କଥାଟି ସତ। ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ନିଜଠାରୁ ଦୂରରେ ଥିବା ତାଙ୍କ ପତ୍ନୀଙ୍କୁ ଅତ୍ୟଧିକ ମନେ ପକାଇବା କାରଣରୁ…
ଅଧିକ ଖବର ଦେଖନ୍ତୁ...

କୋଏମ୍ବାଟୁରରୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ବୌଦ୍ଧ ଜିଲ୍ଲାର ୧୮ ଜଣ ଶ୍ରମିକ

ବୌଦ୍ଧ: ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାକୁ ଦାଦନ ଖଟିବାକୁ ଯାଇ ଲକ୍‌ଡାଉନ୍ ଯୋଗୁଁ ବୌଦ୍ଧ ଜିଲ୍ଲା ଗୁନ୍ଦୁଳିଆ ପଞ୍ଚାୟତ ଅଞ୍ଚଳରୁ ୧୮ ଜଣ ଶ୍ରମିକ ଫଶି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗୁନ୍ଦୁଳିଆ ପଞ୍ଚାୟତ ଖମାର ଗାଁର ଗରୁଡଧ୍ବଜ ମଲିକଙ୍କ ପୁଅ ସନାତନ ମଲ୍ଲିକ(୨୬)ଙ୍କୁ ବ୍ରେନ୍ ଟ୍ୟୁମର…
ଅଧିକ ଖବର ଦେଖନ୍ତୁ...

ଚାଲିବା ଦୂରତାରେ ଅତ୍ୟାବଶ୍ୟକ ସାମଗ୍ରୀ ନ ମିଳିବା ପର୍ଯ୍ୟନ୍ତ ଦୁଇଚକିଆ ଯାନ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଜାରି…

କଟକ: ଲକ୍‌ଡାଉନ ବେଳେ ଚାଲିବା ଦୂରତାରେ ଅତ୍ୟାବଶକ ସାମଗ୍ରୀ ନ ମିଳିବା ପରିସ୍ଥିତିରେ ଦୁଇ ଚକିଆ ଯାନ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇ ପାରିବ ନାହିଁ। ଏଥି ସହିତ ଲକ୍‌ଡାଉନ ବେଳେ ଜବତ କରାଯାଇଥିବା ଗାଡିଗୁଡିକ ତୁରନ୍ତ ଛାଡିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କରୋନା…
ଅଧିକ ଖବର ଦେଖନ୍ତୁ...

କରୋନା ଦିନିକିଆ କ୍ରିକେଟ୍ ମ୍ୟାଚ ନୁହେଁ : ସୁବ୍ରତ ବାଗଚୀ

ଭୁବନେଶ୍ୱର: ମାରାତ୍ମକ କରୋନା ଭାଇରସ ଦିନିକିଆ ଆଇପିଏଲ୍ ମ୍ୟାଚ ନୁହେଁ । ଏହା କ୍ରିକେଟ ନୁହେଁ, କୋଭିଡର ଖେଳ।  କରୋନାର ସମୟ । ଆବେଗର ସମୟ ନୁହେଁ, ପ୍ରତ୍ୟୟର ସମୟ । କ୍ରିକେଟ ଖେଳ ଭଳି କରୋନା କ୍ଷେତ୍ରରେ ସୂଚନା ଦେଇ ହେବନାହିଁ। ଆପଣମାନେ ପ୍ରତିଟି ବଲର ସମୀକ୍ଷା କରନ୍ତୁ ନାହିଁ।…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର ଉପଜିଲ୍ଲାପାଳଙ୍କୁ ମାଡ ଅଭିଯୋଗ

ନବରଙ୍ଗପୁର: ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତଙ୍କୁ ମାଡ ଅଭିଯୋଗ। ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ଗ୍ରାମକୁ ଅଙ୍ଗନୱାଡି କେନ୍ଦ୍ରରେ ଅଣ୍ଡା ମିଳୁନଥିବା ଅଭିଯୋଗ ପାଇ ସିଡିପିଓଙ୍କ ସହ ତଦନ୍ତ କରିବା ପାଇଁ ଯାଇଥିଲେ। ସେଠାରେ ସେ ଗାଁ ଲୋକଙ୍କ ରୋଷର ଶିକାର ହୋଇଥିଲେ। ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣର କାରଣ କହି ଦିଲ୍ଲୀର ଦୁଇ ମହିଳା ଡାକ୍ତରଙ୍କୁ ସ୍ଥାନୀୟ ଲୋକଙ୍କ ନିର୍ଯାତନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଦୁଇ ଜଣକ ମହିଳା ଡାକ୍ତରଙ୍କୁ ଗୌତମ ନଗର ଅଞ୍ଚଳରେ ରହୁଥିବା ବାସିନ୍ଦାମାନେ ତାଙ୍କ ଘର ନିକଟରେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଏହି ଦୁଇ ଡାକ୍ତରଙ୍କ ପାଇଁ ହିଁ ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...

ଗ୍ରାମ ବିକାଶ କମିଟି ଦ୍ୱାରା ମାସ୍କ ତିଆରି କରି ମାଗଣାରେ ବଣ୍ଟନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲ୍ଲାମୁଣ୍ଡା ବ୍ଲକର ପୁଟିଗାଁ ପୁରୁଣାପଡ଼ାର ଗ୍ରାମ ବିକାଶ କମିଟି ଦ୍ବାରା କରୋନାକୁ ହଟାଇବା ଉଦ୍ଦେଶ୍ୟରେ ମାଗଣାରେ ପୁରୁଣାପଡ଼ାର ସମସ୍ତଙ୍କୁ  ମାସ୍କ୍ ବଣ୍ଟନ କରିବା ସହିତ ଲୋକ ମାନଙ୍କୁ ସଚେତନ ମଧ୍ୟ କରାଯାଇଥିଲା । ଏଥିରେ ଗ୍ରାମବାସୀଙ୍କ  ସହଯୋଗରେ…
ଅଧିକ ଖବର ଦେଖନ୍ତୁ...

‘ମୁଁ ପ୍ରାୟତଃ ମରିଯାଇଥିଲି’ ଏଭଳି କହି ନିଜର ଅଭିଜ୍ଞତା ବଖାଣିଲେ କରୋନା ଯୁଦ୍ଧ ଜିତିଥିବା ଭାରତୀୟ…

ନୂଆଦିଲ୍ଲୀ: କରୋନା ସହ ବର୍ତ୍ତମାନ ସାରା ବିଶ୍ବ ଲଢେଇ କରୁଛି | ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରିନଥିବା ବେଳେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ତେବେ କିଛି ଲୋକ ଚିକିତ୍ସିତ ହୋଇ କରୋନାକୁ ହରାଇବାରେ ସଫଳ ମଧ୍ୟ ହୋଇଛନ୍ତି | ବ୍ରିଟେନରେ ରହୁଥିବା ଭାରତୀୟ ବଂଶୋଦ୍ଭବ ରିୟା…
ଅଧିକ ଖବର ଦେଖନ୍ତୁ...

ଦେଶରେ ଅଧିକ ସଂଖ୍ୟକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଓଡ଼ିଶାରେ, ୮ କାର୍ଯ୍ୟକ୍ଷମ ହସ୍ପିଟାଲରେ ରହିଛି ୧୫୯୭ ଶଯ୍ୟା

ଭୁବନେଶ୍ୱର: ଦେଶର ସର୍ବାଧିକ ସଂଖ୍ୟକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଓଡ଼ିଶାରେ ରହିଛି। ଏ କ୍ଷେତ୍ରରେ ରାଜ୍ୟ ଆଗରେ ରହିଛି। ଏଯାବତ୍ ୮ଟି କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ଓ ସେଠାରେ ୧୫୯୭ଟି ଶଯ୍ୟା ରହିଛି। ସେହିପରି ଆଗାମୀ ଦିନରେ କୋଭିଡ୍‌ ହସ୍ପିଟାଲର ସଂଖ୍ୟା ବୃଦ୍ଧି କରିବା…
ଅଧିକ ଖବର ଦେଖନ୍ତୁ...