Daily Archives

May 30, 2020

ଲକଡାଉନ କୋହଳ ପରେ ହଜିଯାଇଥିବା ‘କୃଷ୍ଣ-ରାଧା’ଙ୍କୁ ଖୋଜିପାଇଲେ ୧୧ ବର୍ଷୀୟ ବାଳକ

ଉଦୟପୁର: ଲକଡାଉନବେଳେ ଜଣେ ୧୧ ବର୍ଷୀୟ ବାଳକଙ୍କ ପାଖରୁ ଉଡିଯାଇଥିଲେ ତାଙ୍କର ଦୁଇଟି ପୋଷା ଶୁଆ | ଆଉ ଲକଡାଉନ କୋହଳ ପରେ ଦୁଇ ଶୁଆଙ୍କୁ ଫେରିପାଇଛନ୍ତି | ଶୁଆ ଚୋରି ଓ ଅନୁସନ୍ଧାନର ଏଭଳି ଏକ କାହାଣୀ ଆଜି ଆମେ ଆପଣଙ୍କୁ କହିବୁ | ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଦିନ ୧୧ ବର୍ଷର ବାଳକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ଆଗକୁ ବଢ଼ିବାର ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ବ୍ୟବସାୟରେ ସବୁ କିଛି ଭଲ ବଜାୟ ରହିବ। ଶୁକ୍ର ଓ ଶନିବାର: ଭାବିଥିବା କାମ ସଂପୂର୍ଣ୍ଣ ହେବ। ରବି, ସୋମ ଓ ମଙ୍ଗଳବାର: ନୂଆ କାମ ମିଳିପାରେ। ବୁଧ ଓ ଗୁରୁବାର: ଶତ୍ରୁଙ୍କୁ ପରାସ୍ତ କରିବେ ଏବଂ ପ୍ରିୟଜନ ମିଳନ।…
ଅଧିକ ଖବର ଦେଖନ୍ତୁ...

ପାଟଣାଗଡ଼ରେ ବାଣିଜ୍ୟ ଓ ବିକ୍ରୟ କର ବିଭାଗର ଚଢଉ: କାଗଜପତ୍ର ଯାଞ୍ଚ ପାଇଁ ଅଫିସକୁ ନେଲେ ଅଧିକାରୀ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଲୁଣର କଳା ବଜାରୀ ଚାଲୁଥିବା ବେଳେ କିଛି ଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ଚଢଉ କରାଯାଇ ଜଣେ ହୋଲସେଲରଙ୍କଠାରୁ ଲକ୍ଷେ ଟଙ୍କାର ଜରିମାନା ଆଦାୟ କରାଯାଇଥିବା ବେଳେ ଶନିବାର ପୁଣି ଥରେ ଏହାର ପୁନାରାବୃତ୍ତି ହୋଇଛି । ବାଣିଜ୍ୟ ଓ ବିକ୍ରୟ କର ବିଭାଗ…
ଅଧିକ ଖବର ଦେଖନ୍ତୁ...

ଅସଦାଚରଣ କରିଥିବା ଅଭିଯୁକ୍ତକୁ କରୋନା: ମହିଳା ଜଜଙ୍କ ସମେତ କୋର୍ଟର ୧୧ଜଣ ସଙ୍ଗରୋଧରେ

ନୂଆଦିଲ୍ଲୀ: ହରିୟାଣାର ହିସାରରେ ଅସଦାଚରଣ କରିଥିବା ଜଣେ ଅଭିଯୁକ୍ତ ଶରୀରରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଅଭିଯୁକ୍ତର କୋଭିଡ-୧୯ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଏହି ମାମଲାର ଶୁଣାଣି କରୁଥିବା ମହିଳା ଜଜ ସମେତ କୋର୍ଟର ୧୧ସଦସ୍ୟଙ୍କୁ ସଙ୍ଗରୋଧକୁ ପଠାଇ ଦିଆଯାଇଛି। ଅସଦାଚରଣ କରିଥିବା…
ଅଧିକ ଖବର ଦେଖନ୍ତୁ...

ଫିକି ମହିଳା ଶାଖା ଅନଲାଇନ୍ ଆଲୋଚନାଚକ୍ର : ଭାରତୀୟ ଅର୍ଥନୀତିରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ…

ଭୁବନେଶ୍ୱର: ଆଗାମୀ ଦିନରେ ମହିଳାମାନଙ୍କର ଭାରତୀୟ ଅର୍ଥନୀତିରେ ଏକ ଗୁରୁତ୍ବପୂର୍ଣ୍ଣ  ଭୂମିକା ରହିବ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର  ମହିଳା ଶାଖାର ଏକ…
ଅଧିକ ଖବର ଦେଖନ୍ତୁ...

ଅନଲକ୍-୧ : ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଏସବୁ ଉପରେ କଟକଣା ଜାରି ରହିବ

ନୂଆଦିଲ୍ଲୀ: ଆଜି ଲକଡାଉନର ପଞ୍ଚମ ପର୍ଯ୍ୟାୟ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ଗୃହ ମନ୍ତ୍ରାଳୟ | ତେବେ କେବଳ କଣ୍ଟେନମେଣ୍ଟ ଜୋନଗୁଡ଼ିକ ପାଇଁ ଏହି ଲକଡାଉନ ନିୟମାବଳୀ କଡ଼ାକଡ଼ିଭାବେ ଲାଗୁ ହେବ । କିନ୍ତୁ ଅନ୍ୟ ସବୁ ଅଞ୍ଚଳଗୁଡ଼ିକ ପାଇଁ ଏହାକୁ ଲକଡାଉନ କୁହା ନଯାଇ ‘ଅନଲକ-୧’ ବୋଲି…
ଅଧିକ ଖବର ଦେଖନ୍ତୁ...

ଜୁନ ୧ରୁ ପରବର୍ତ୍ତୀ ପର୍ଯ୍ୟାୟ ସମୁଦ୍ର ସେତୁ ଅଭିଯାନ, ଶ୍ରୀଲଙ୍କା, ମାଳଦ୍ୱୀପରେ ଫସିରହିଥିବା ଭାରତୀୟଙ୍କୁ ଅଣାଯିବ

ନୂଆଦିଲ୍ଲୀ : ବିଦେଶରେ ରହିଥିବା ପ୍ରବାସୀ ଭାରତୀୟଙ୍କୁ ସ୍ଵଦେଶ ଆଣିବା ପାଇଁ ଭାରତୀୟ ନୌସେନାର ଆଗାମୀ ସମୁଦ୍ର ସେତୁ ଅଭିଯାନ ଜୁନ ପହିଲାରୁ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ନୌସେନା ଜାହାଜ ଆଇଏନଏସ ଜଳଶ୍ଵ ଶ୍ରୀଲଙ୍କାର କଲମ୍ବୋରୁ ତାମିଲନାଡ଼ୁର ତୁତିକୋରିନକୁ ୭୦୦ ପ୍ରବାସୀଙ୍କୁ ଆଣିବ । ପରେ…
ଅଧିକ ଖବର ଦେଖନ୍ତୁ...

କୋହଳ ହେଲା କଟକଣା: ଜୁନ ୮ରୁ ଖୋଲିବ ଧାର୍ମିକସ୍ଥଳୀ, ହୋଟେଲ, ରେଷ୍ଟୁରାଣ୍ଟ ଓ ସପିଂ ମଲ୍

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଞ୍ଚମ ପାଳି ଲକଡାଉନ ଘୋଷଣା କରାଯାଇଛି । ତେବେ କେବଳ କଣ୍ଟେନମେଣ୍ଟ ଜୋନଗୁଡ଼ିକ ପାଇଁ ଏହି ଲକଡାଉନ ନିୟମାବଳୀ କଡ଼ାକଡ଼ିଭାବେ ଲାଗୁ ହେବ । କିନ୍ତୁ ଅନ୍ୟ ସବୁ ଅଞ୍ଚଳଗୁଡ଼ିକ ପାଇଁ ଏହାକୁ ଲକଡାଉନ କୁହା ନଯାଇ ଏହାକୁ ‘ଅନଲକ-୧’ କୁହାଯାଉଛି । କାରଣ…
ଅଧିକ ଖବର ଦେଖନ୍ତୁ...

ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ରୋହିତ ଶର୍ମାଙ୍କୁ ମନୋନୀତ କଲା ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଟିମ୍ ଇଣ୍ଡିଆର ଓପନର୍ ତଥା ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ୨୦୨୦ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତ କରିଛି। ଏଥି ସହ ବିସିସିଆଇ ଅର୍ଜୁନ ପୁରସ୍କାର ପାଇଁ ଇଶାନ୍ତ ଶର୍ମା, ଶିଖର ଧାୱନ ଏବଂ ଦୀପ୍ତି ଶର୍ମାଙ୍କ ନାମ ପଠାଇଛି।…
ଅଧିକ ଖବର ଦେଖନ୍ତୁ...

ବଦଳିଲେ ୨ ଏସ୍‌ପି: ବାଲେଶ୍ୱରରୁ କଟକ ଗଲେ ବି ଯୁଗଳ କିଶୋର

ଭୁବନେଶ୍ୱର: ରାଜ୍ୟ ସରକାର ଆଜି କଟକ ଓ ବାଲେଶ୍ୱର ଏସ୍‌ପିଙ୍କୁ ବଦଳି କରିଛନ୍ତି । ବାଲେଶ୍ୱର ଏସ୍‌ପି ବି ଯୁଗଳ କିଶୋରଙ୍କୁ କଟକ ବଦଳି ହୋଇଛି । ସେହିପରି କ୍ରାଇମବ୍ରାଞ୍ଚ ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଲେଶ୍ୱର ଏସ୍‌ପି ଭାବେ ବଦଳି ହୋଇଛି ।
ଅଧିକ ଖବର ଦେଖନ୍ତୁ...