Daily Archives

August 6, 2020

ସୁସ୍ଥ ହେଲେ ୧୧୫୦ ଜଣ, ସୁସ୍ଥଙ୍କ ସଂଖ୍ୟା ୨୬ହଜାର ୮୮୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟର ୨୯ଟି ଜିଲ୍ଲାରୁ ଆଜି ୧୧୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

କରୋନା ମୃତ୍ୟୁହାର ହ୍ରାସ କରିବାରେ ପ୍ଲାଜମା ଥେରାପି ପ୍ରଭାବଶାଳୀ ନୁହେଁ : ଏମ୍ସ

ନୂଆଦିଲ୍ଲୀ: କରୋନା ଭୂତାଣୁର ମୁକାବିଲା ପାଇଁ ଟିକା ପୂର୍ବରୁ ପ୍ଲାଜମା ଥେରାପିର ସାହାରା ନେଉଥିଲେ ଡାକ୍ତର। କରୋନାରୁ ମୁକ୍ତ ହେଉଥିବା ଲୋକେ ନିଜ ପ୍ଲାଜମା ଦାନ କରୁଥିଲେ, ଯାହାକୁ ପରେ କରୋନା ଆକ୍ରାନ୍ତଙ୍କୁ ଦିଆଯାଉଥିଲା। ପ୍ରଥମେ ପ୍ଲାଜମା ଥେରାପି ଲୋକଙ୍କୁ କରୋନା ମୁକ୍ତ କରୁଥିବା…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ନାବାଳିକା ଆତ୍ମହତ୍ୟା ଘଟଣା: ତଦନ୍ତ ପାଇଁ ଏସପିଙ୍କୁ ଲିଖିତ ଅନୁରୋଧ କଲେ ଯୁବ ଯାଦବ ମହାସଭା

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ସାଗବାହାଲୀ ନାବାଳିକା ଆତ୍ମହତ୍ୟା ଘଟଣାର ଉପଯୁକ୍ତ ତଦନ୍ତ ପାଇଁ କଳାହାଣ୍ଡି ଏସ୍‌ପିଙ୍କୁ ଜିଲ୍ଲା ଯୁବ ଯାଦବ ମହାସଭା ଲିଖିତ ଅନୁରୋଧ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ସାଗବାହାଲୀ ଗାଁର ଜଣେ ନାବାଳିକା ଆତ୍ମହତ୍ୟା କରିଥିଲେ। ରାଖୀ…
ଅଧିକ ଖବର ଦେଖନ୍ତୁ...

ଚିନ୍ତା ବଢ଼ାଉଛି ଚୀନ : କରୋନା ନ ଯାଉଣୁ ମୁଣ୍ଡ ବିନ୍ଧା ପାଲଟିଲାଣି ଟିକ୍‌-ବର୍ଣ୍ଣ ଭାଇରସ୍‌

ନୂଆଦିଲ୍ଳୀ: ମହାମାରୀ କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ ଚୀନ ଏବେ ନୂଆ ଏକ ସଂକଟର କାରଣ ବନିବା ଆରମ୍ଭ କରିଛି। କରୋନା ଭାଇରସ୍‌ ଗତ ୭ ମାସ ମଧ୍ୟରେ ସାରା ବିଶ୍ବରେ ୧୯ ମିଲିୟନ୍‌ ଲୋକଙ୍କୁ ଆକ୍ରାନ୍ତ କରି ପ୍ରାୟ ୭ ଲକ୍ଷରୁ ଊର୍ଧ୍ବ ଲୋକଙ୍କ ଜୀବନ ନେଇ ସାରିବା ପରେ ଚୀନରେ ଏବେ ନୂତନ ଏକ…
ଅଧିକ ଖବର ଦେଖନ୍ତୁ...

ଲେବାନନ ବିସ୍ଫୋରଣ ପରେ ବି ଚେତୁନାହାନ୍ତି ସରକାର, ଚେନ୍ନାଇ ବନ୍ଦର ନିକଟରେ ପଡ଼ିରହିଛି ୭୦୦ ଟନର ବିସ୍ଫୋରକ ରାସାୟନିକ…

ଚେନ୍ନାଇ : ଲେବାନନ ରାଜଧାନୀ ବିରୁଟର ଏକ ବନ୍ଦର ନିକଟରେ ହୋଇଥିବା ବିସ୍ଫୋରଣ ସାରା ବିଶ୍ୱକୁ ଚିନ୍ତିତ କରିଦେଇଛି । ଏକ ଗୋଦାମ ଘରେ ରଖାଯାଇଥିବା ଆମୋନିୟମ ନାଇଟ୍ରେଟରେ ନିଆଁ ଲାଗିବାରୁ ଏହି ବିସ୍ଫୋରଣ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ସତର୍କ ହୋଇଉଠିଛନ୍ତି । ଦେଶର…
ଅଧିକ ଖବର ଦେଖନ୍ତୁ...

ବେହେରା ସାହି କଣ୍ଟେନମେଣ୍ଟ ଜୋନ୍‌ରୁ ୨୪ ସମେତ କଟକରୁ ଆଜି ୬୪ ଜଣ କରୋନା ଆକ୍ରାନ୍ତ

କଟକ: ସ୍ଥାନୀୟ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନ୍‌ରୁ ୨୪ ଜଣଙ୍କ ସମେତ ଆଜି କଟକ ସହରର ବିଭିନ୍ନ ଅଂଚଳରେୁ ମୋଟ ୬୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ଲୋକଙ୍କ ମଧ୍ୟରୁ ୧୭ ଜଣ ପୁରୁଷ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାକୁ ବିବାହ ପ୍ରସ୍ତାବ ଦେବା ପାଇଁ ଘରକୁ ମହମବତୀରେ ସଜାଇଥିଲେ ଯୁବକ, ଜଳିଗଲା ଘର

ନୂଆଦିଲ୍ଲୀ: ନିଜ ଜୀବନର ବିଶେଷ ମୁହୂର୍ତ୍ତକୁ ଖାସ୍ କରିବା ପାଇଁ  ଲୋକେ ଭିନ୍ନ ଭିନ୍ନ ବାଟ ଆପଣାଇଥାନ୍ତି। କେହି କେହି ବିଦେଶ ଯାଇ ବିବାହ ପ୍ରସ୍ତାବ ଦେଇଥାନ୍ତି ତ କେହି କେହି ବାହାରକୁ ଡେଟରେ ଯାଇ ବିବାହ ପ୍ରସ୍ତାବ ଦେଇଥାନ୍ତି। କିନ୍ତୁ ଇଂଲଣ୍ଡରେ ଜଣେ ବ୍ୟକ୍ତି ବିବାହ ପ୍ରସ୍ତାବ ଦେବା…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲେ ମା’-ଝିଅ

ରାଇରଂଗପୁର: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମା’-ଝିଅଙ୍କର ମୃତ୍ୟୁ ହୋଇଛି। ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ବାଦାମପାହାଡ଼ ଥାନା ତାଳଡିହା ଗ୍ରାମରେ ଗତକାଲି ରାତିରେ ଘରେ ଲାଗିଥିବା ସର୍ଭିସ ତାରରେ ବାଙ୍ଗି କିସ୍କୁ (୬୦)ଙ୍କ ହାତ ଲାଗି…
ଅଧିକ ଖବର ଦେଖନ୍ତୁ...

ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦୁଝର ଆଦି ରହିଛି। ଏସବୁ ଜିଲ୍ଲାକୁ ସତର୍କ କରାଇ ୟେଲୋ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଜିଲ୍ଲାରେ କରୋନା: ହଜାରେ ଆକ୍ରାନ୍ତ ଆଡକୁ ମୁହାଁଉଛି ପଜିଟିଭ୍‌ ସଂଖ୍ୟା

ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅଗଷ୍ଟ ମାସ ଆରମ୍ଭରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ଘଟିଛି। ଜିଲ୍ଲାବାସୀଙ୍କୁ ଏବେ ଭୟ ପସିଛି। ଲୋକେ ଘରୁ ଗୋଡକାଢି ବାହାରକୁ ବାହାରିବା ପୂର୍ବରୁ ଅନେକ କଥା ଚିନ୍ତା କରୁଛନ୍ତି। ଚାକିରିଆ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...