Daily Archives

August 8, 2020

ହସ୍ପିଟାଲ୍‌ ବାହାରେ ବୃଦ୍ଧାଙ୍କୁ ସୁରକ୍ଷାକର୍ମୀଙ୍କ ଶାରୀରିକ ନିର୍ଯାତନା; ଭିଡିଓ ହେଲା ଭାଇରାଲ୍‌

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା। ପ୍ରୟାଗରାଜର ଏକ ସରକାରୀ ଡାକ୍ତରଖାନା ବାହାରେ ଜଣେ ବୃଦ୍ଧାଙ୍କୁ ନର୍ଯାତନା ଦିଆ ଯାଉଥିବା ବେଳର ଭିଡିଓ ଟ୍ବିଟର୍‌ରେ ଭାଇରାଲ୍‌ ହେବା ପରେ ଘଟଣାଟିକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ବୃଦ୍ଧା ଜଣଙ୍କର ଘର…
ଅଧିକ ଖବର ଦେଖନ୍ତୁ...

ରବିବାରଠାରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ରବିବାରଠାରୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଏହା ଫଳରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଉତ୍ତର ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧ: ଚାରିଛକରେ ଅଟୋ ଓ ଟ୍ରକ ଧକ୍କା, ଜଣେ ମୃତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ଉପରେ ଅଟୋ ଓ ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସୂଚନା ମତେ ଚାରିଛକ ମଝିରେ ଦଶପଲ୍ଲା ପଟୁ ଭୁବନେଶ୍ୱରରୁ ୫୭ନଂ ଜାତୀୟ ରାଜପଥ ଦେଇ ବଲାଙ୍ଗୀର ଯାଉଥିବା ଏକ ଆଳୁ ବୋଝେଇ ଟ୍ରକ ବାମପାର୍ଶ୍ୱ ଚକଦେହରେ ଫୁଲବାଣୀ ପଟୁ…
ଅଧିକ ଖବର ଦେଖନ୍ତୁ...

ପ୍ଲେନକ୍ରାସ୍ ପୋଷ୍ଟମର୍ଟମ୍: ଶେଷ ମୁୁହୂର୍ତ୍ତ ଯାଏଁ ସୁରକ୍ଷିତ ଅବତରଣ ପାଇଁ ଉଦ୍ୟମ କରିଥିଲେ ପାଇଲଟ୍; ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ: ଶୁକ୍ରବାର ସଂଧ୍ୟାରେ କେରଳର କାରିପୁର ବିମାନ ବନ୍ଦରରେ କ୍ରାସ ଲାଣ୍ଡି କରିଥିଲା ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆର ବିମାନ । ଏବେ ଦୁର୍ଘଟଣା ପଛର କାରଣ ଖୋଜା ଚାଲିଥିବା ବେଳେ ଦୁଘର୍ଟଣା ସମୟର କାହାଣୀ ବଖାଣିଛନ୍ତି ଉଦ୍ଧାର ପାଇଥିବା ଯାତ୍ରୀ । ଗନ୍ତବ୍ୟସ୍ଥଳ ଆସିଯାଇଥିବାରୁ…
ଅଧିକ ଖବର ଦେଖନ୍ତୁ...

ଭିମସାରକୁ ଫେରିଲା କରୋନା: ୭ ଡାକ୍ତରଙ୍କ ସମେତ ୯ କରୋନା ଯୋଦ୍ଧା ସଂକ୍ରମିତ

ସମ୍ବଲପୁର: ବୁର୍ଲା ବଡ଼ ଡାକ୍ତରଖାନା ମେଡିସିନ୍‌ ବିଭାଗ ଏଚ୍‌ଡିୟୁରେ ଗତ ୩୧ ତାରିଖରେ ବରଗଡ଼ ଜିଲ୍ଲା ଅତାବିରାର ଜଣେ ରୋଗୀ ପଜିଟିଭ୍‌ ଚିହ୍ନଟ ହେବା ପରେ ଡାକ୍ତରଖାନାରେ ପୁଣି ସଂକ୍ରମଣ ବୃଦ୍ଧି ପାଇଛି। ଶନିବାର ପୁଣିଥରେ ଡାକ୍ତରଖାନାର ୭ ଡାକ୍ତରଙ୍କ ସମେତ ୯ ଜଣ କର୍ମଚାରୀ କରୋନା ପଜିଟିଭ୍‌…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ପ୍ରଶାସନିକ ସେବାରେ ସଫଳତା ହାସଲ କରିଥିବା ‘ମିସ୍‌ ଇଣ୍ଡିଆ’ ପ୍ରତିଯୋଗୀଙ୍କ ନାଁ’ରେ ୨୦ଟି ଫେକ୍ ଇନ୍‌ଷ୍ଟା…

ମୁମ୍ବାଇ: ୨୦୧୯ କେନ୍ଦ୍ରୀୟ ଲୋକସଭା ଆୟୋଗରେ ସଫଳତା ହାସଲ କରି ଲୋକଲୋଚନକୁ ଆସିଥିବା ୨୩ ବର୍ଷୀୟ ପୂର୍ବତନ ମିସ୍‌ ଇଣ୍ଡିଆ ପ୍ରତିଦ୍ବନ୍ଦ୍ବୀ ଐଶ୍ବର୍ଯ୍ୟା ଶ୍ୟୋରାଣ ନିଜ ନାଁରେ ୨୦ ଜାଲ୍ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ ଦେଖି ଗୁରୁବାର ଦିନ କୋଲାବା ଥାନାରେ ଅଭିଯୋଗ ଦାଏର କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଲୋକଙ୍କ ସାହାଯ୍ୟ ପାଇବେ। ସୋମ ଓ ମଙ୍ଗଳବାର: ବେପାରୀଙ୍କ ଲାଗି ସମୟ ଭଲ। ବୁଧ, ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ଶନିବାର: ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ରବିବାର: ରୋଜଗାର ପାଇଁ ସୁଯୋଗ ପାଇବେ। ସୋମ ଓ ମଙ୍ଗଳବାର: ଖର୍ଚ୍ଚ ବଢ଼ିପାରେ।…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରୁ ବୌଦ୍ଧକୁ ହେଉଥିଲା ଚାଲାଣ: ୮.୫୦ କ୍ବିଣ୍ଟାଲ ଗଂଜେଇ ଜବତ, ଜଣେ ଗିରଫ

ଫୁଲବାଣୀ: କରୋନା ମହାମାରୀକୁ ନେଇ ଲୋକ ତ୍ରାହିତ୍ରାହି ଡାକୁଛନ୍ତି। କଟକଣା ଭିତରେ ଘାଣ୍ଟି ହୋଇ କେହି ବି ପଦାକୁ ବାହାରି ପାରୁ ନାହାନ୍ତି। ହେଲେ ଗଂଜେଇ ମାଫିଆଙ୍କୁ କରୋନା ଭୟ ନାହିଁ। ଯେ କୌଣସି ଉପାୟରେ ଗଂଜେଇ ଚାଲାଣ କରିବାକୁ ଲାଗି ପଡିଛନ୍ତି। କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା…
ଅଧିକ ଖବର ଦେଖନ୍ତୁ...

ମୋ ପାଖରେ ଥିବା ସୁଶାନ୍ତଙ୍କ ସମ୍ପତ୍ତି ହେଉଛି ଗୋଟାଏ କୃତଜ୍ଞତା ନୋଟ୍‌ ଆଉ ଗୋଟାଏ ପାଣି ବ‌ୋତଲ: ରିୟା…

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ବାପା ଆଣିଥିବା ଆର୍ଥିକ ଅଭିଯୋଗ ସଂକ୍ରାନ୍ତରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରା ଉଚୁରା କରିବାର ଦିନକ ପରେ ସେ କହିଛନ୍ତି ଯେ, ମୋ ପାଖରେ ଥିବା ସୁଶାନ୍ତଙ୍କର ସମ୍ପତ୍ତି ହେଉଛି, ଗୋଟାଏ କୃତଜ୍ଞତା ନୋଟ୍‌ ଏବଂ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ଲକ୍ଷ ଟପିଲା

ନୂଆଦିଲ୍ଲୀ : ସମଗ୍ର ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦ ଲକ୍ଷ ଟପିଯାଇଥିବାବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ଆଜି କରୋନା ସଂକ୍ରମିତ ସଂଖ୍ୟା ୫ ଲକ୍ଷ ଟପିଯାଇଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ରେକର୍ଡ ୧୨୮୨୨ ଟି ନୂଆ ସଂକ୍ରମଣ ମାମଲା ଦେଖାଦେବା ପରେ…
ଅଧିକ ଖବର ଦେଖନ୍ତୁ...