Daily Archives

August 8, 2020

ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ପ୍ରଥମ ବାର୍ଷିକୀରେ କହିବାକୁ ପୂର୍ବତନ ‘ୟୁଏନ୍‌ଏସ୍‌ସି’ ତାଲିକାଭୁକ୍ତ…

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ପ୍ରଥମ ବାର୍ଷିକୀ ଅବସରରେ ବକ୍ତବ୍ୟ ପ୍ରଦାନ କରିବାକୁ ପୂର୍ବତନ ଜାତିସଂଘ ନିରାପତ୍ତା ପରିଷଦ୍‌ ତାଲିକାଭୁକ୍ତ ଜଣେ ଆତଙ୍କବାଦୀ ଓ ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ଜଣେ ବ୍ୟକ୍ତିଙ୍କୁ ପାକିସ୍ତାନ ଆମନ୍ତ୍ରଣ କରିଥିଲା। ବିଶ୍ବର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ମନ୍ଦିର ଖୋଲିବାକୁ ଦାବି ଉଠାଇଲେ ବିଜୟ ମହାପାତ୍ର; ସ୍ୱର ମିଳାଇଲେ ସୁର

ଭୁବନେଶ୍ବର:  ସାରା ଦେଶରେ ଧର୍ମାନୁଷ୍ଠାନ ଖୋଲିଛି, ହେଲେ ଓଡ଼ିଶାରେ ବନ୍ଦ ରହିଛି । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଅନଲାଇନରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆଲୋଚନା ହେଉଥିବା ବେଳେ ଆବଶ୍ୟକ କଟକଣା ଭିତରେ ମନ୍ଦିର ଖୋଲିବାକୁ ଯୁକ୍ତି ବାଢ଼ିଛନ୍ତି ବିରେଜପିର ବରିଷ୍ଠ…
ଅଧିକ ଖବର ଦେଖନ୍ତୁ...

କରୋନା ଆକ୍ରାନ୍ତ ହେଲେ ମିଳିବ ୯୪ହଜାର ଟଙ୍କା !

ନୂଆଦିଲ୍ଲୀ: ଆମେରିକାର କାଲିଫର୍ନିଆର ଥିବା ଏକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ପାଇଁ ଏକ ବଡ ନିଷ୍ପତି ନିଆଯାଇଛି | ଯେଉଁମାନେ କରୋନା ଆକ୍ରାନ୍ତ ହେବେ ସେମାନଙ୍କୁ ୯୪ହଜାର ଟଙ୍କା ଦିଆଯିବ। ଲୋକଙ୍କୁ ଖାଦ୍ୟ ଖର୍ଚ୍ଚ, ଭଡା ଏବଂ ଫୋନ୍ ବିଲ୍ ପୈଠ କରିବାରେ ସାହାଯ୍ୟ କରିବାକୁ ଏହି ଟଙ୍କା ଦିଆଯିବ…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ନାଳରେ ଭାସିଗଲା ୬ ବର୍ଷର ଶିଶୁପୁତ୍ର, କୂଅରେ ପଡ଼ି ବାଳିକାର ମୃତ୍ୟୁ

ଯାଜପୁର: ଆଜି ୨ଟି ଭିନ୍ନ ଭିନ୍ନ ଘଟଣାରେ ଯାଜପୁର ଜିଲ୍ଲାର ୨ ଜଣ ଶିଶୁ ପାଣିରେ ବୁଡ଼ିଯାଇଛନ୍ତି। ପ୍ରଥମ ଘଟଣା ଧର୍ମଶାଳା ଥାନା ଅଂଚଳରେ ଏବଂ ଅନ୍ୟଟି ମଙ୍ଗଳପୁର ଅଧିନରେ ଘଟିଥିବା ଜଣାପଡ଼ିଛି। ୬ ବର୍ଷର ଶିଶୁପୁତ୍ର ସତ୍ୟପ୍ରକାଶ ସାହୁ ନାଳରେ ବୁଡ଼ିଯାଇ ନିଖୋଜ ଥିବା ବେଳେ ୧୫ ବର୍ଷର ବାଳିକା…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ୪ ନମ୍ବର ଧନୀରେ ପରିଣତ ହେଲେ ମୁକେଶ ଅମ୍ବାନି

ମୁମ୍ବାଇ : କରୋନା ମହାମାରୀ ଯୋଗୁଁ ଅର୍ଥନୀତି ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବାବେଳେ ଭାରତୀୟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନିଙ୍କ ପାଇଁ ଏବେ ଭଲ ସମୟ ଚାଲିଛି । ବିଶ୍ୱ ଧନୀ ତାଲିକାରେ ସେ ଗୋଟିକ ପରେ ଗୋଟିଏ ସିଡ଼ି ଚଢି ଉପରକୁ ଉଠିବାରେ ଲାଗିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଆଜି ସୁସ୍ଥ ହେଲେ ୧୫୪୪ ଜଣ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୦ ହଜାର ୨୪୧କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହଯୋଗ ଏବଂ କୋଭିଡ ଯୋଦ୍ଧାଙ୍କର ନିରନ୍ତର ଉଦ୍ୟମ ଫଳରେ ଆଜି ୨୬ଟି ଜିଲ୍ଲାରୁ ଆଜି ୧୫୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାବାସୀଙ୍କ ପାଇଁ ଆଶ୍ବାସନା: ଏବେ ବି ୮୦ ଭାଗ ଗାଁରେ ସଂକ୍ରମଣ ନାହିଁ, କରୋନାକୁ ଭୟ ନକରିବାକୁ…

ଭୁବନେଶ୍ବର:  ଖୋର୍ଦ୍ଧା ଜିଲ୍ଲାର କରୋନା ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସନତ କୁମାର ମହାନ୍ତି । ଏବେ ବି ଜିଲ୍ଲାର ୮୦ ଭାଗ ଗାଁରେ କୌଣସି ସଂକ୍ରମଣ ଦେଖାଯାଇ ନାହିଁ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ମୋଟ୍ ୧୩୫୮ଟି ଗାଁରୁ ମାତ୍ର ୨୭୬ ଗାଁ…
ଅଧିକ ଖବର ଦେଖନ୍ତୁ...

ସ୍ବଚ୍ଛତା ମିସନ୍‌ରୁ ପ୍ରାପ୍ତ ଶିକ୍ଷା କରୋନାଭାଇରସ୍ ଲଢ଼େଇରେ ଗୁରୁତ୍ବପୂର୍ଣ୍ଣ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ସ୍ବଚ୍ଛତା ମିସନ୍‌ରୁ ପ୍ରାପ୍ତ ଶିକ୍ଷା କରୋନାଭାଇରସ୍ ଲଢ଼େଇରେ ଗୁରୁତ୍ବପୂର୍ଣ୍ଣ ବୋଲି ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ର ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କୁଲ୍‌ ପିଲାମାନଙ୍କୁ ଉତ୍ସାହ ଦେଇ କହିଛନ୍ତି। ମହାତ୍ମା ଗାନ୍ଧୀଙ୍କ ପ୍ରତି…
ଅଧିକ ଖବର ଦେଖନ୍ତୁ...