Daily Archives

August 8, 2020

୨ସପ୍ତାହ ମଧ୍ୟରେ ବାପା ବନିଥାନ୍ତେ ସହ-ପାଇଲଟ ଅଖିଲେଶ, ବାପା ହେବାର ଖୁସି ଛଡାଇନେଲା ବିମାନ ଦୁର୍ଘଟଣା

ମଥୁରା: ଆଉ ମାତ୍ର ୨ସପ୍ତାହ ମଧ୍ୟରେ ବାପା ହେବାର ସୌଭାଗ୍ୟ ଅର୍ଜନ କରିଥାନ୍ତେ କେରଳର କୋଜିକୋଡେ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନର ସହ-ପାଇଲଟ୍ ଅଖିଳେଶ କୁମାର | ଉତ୍ତରପ୍ରଦେଶର ମଥୁରାରେ ରହୁଥିବା ଅଖିଲେଶ ଶୀଘ୍ର ଫେରିବି ବୋଲି କହି ଘରୁ ବାହାରିଥିଲେ ସତ,…
ଅଧିକ ଖବର ଦେଖନ୍ତୁ...

ପତ୍ନୀର ଚରିତ୍ରକୁ ସନ୍ଦେହ କରି ସଂପର୍କୀୟ ଶାଳକଙ୍କୁ ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଧିନରେ ଜଣେ ଯୁବକ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସଂପର୍କୀୟ ଶାଳକଙ୍କୁ ହତ୍ୟା କରି ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଛି। ହାତିବାରୀ ଗାଁରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରତନ ଗୌଡ଼ (୩୦)। ଅଭିଯୁକ୍ତର ନାମ ଡମ୍ବରୁ ଗୌଡ଼…
ଅଧିକ ଖବର ଦେଖନ୍ତୁ...

ତେଜରାତି ଓ ପରିବା ଦୋକାନୀଙ୍କ କରୋନା ପରୀକ୍ଷା କରିବାକୁ ରାଜ୍ୟମାନଙ୍କୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ : ପରିବା ଓ ଫଳ ଦୋକାନୀ ଓ ତେଜରାତି ଦୋକାନୀ ଓ ଅନ୍ୟ ଦୋକାନୀଙ୍କ କରୋନା ପରୀକ୍ଷା କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ କହିଛନ୍ତି । ଏମାନଙ୍କ ସଂସ୍ପର୍ଶରେ ପ୍ରତିଦିନ ଅନେକ ସାଧାରଣ ଲୋକ ଆସୁଥିବାରୁ ଏମାନେ ଯଦି ସଂକ୍ରମିତ ହେବେ ତେବେ ଅନେକ ଲୋକ ସଂକ୍ରମିତ ହୋଇଯିବେ ।…
ଅଧିକ ଖବର ଦେଖନ୍ତୁ...

ପୂର୍ବରୁ ମୁତ୍ୟୁ ଥରେ ହାର ମାନିଥିଲା କ୍ୟାପଟେନ ଦୀପକ ସାଠେଙ୍କ ନିକଟରେ; ଏଥରକ କିନ୍ତୁ ଛାଡ଼ିଲାନି…

କୋଜିକୋଡ଼େ/ ମୁମ୍ବାଇ: କେରଳର କୋଜିକୋଡ଼ ଠାରେ ଶୁକ୍ରବାର ସନ୍ଧ୍ୟାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ବିମାନର ପାଇଲଟ୍‌-ଇନ୍‌-କମାଣ୍ଡ ଦୀପକ ସାଠେ ଏବଂ ତାଙ୍କ ସହ-ପାଇଲଟ୍‌ ଅଖିଲେଶ କୁମାର ମଧ୍ୟ ସାମିଲ ଅଛନ୍ତି। ତେବେ, ଏହି…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର୍‌-ଏ-ତୈବା’ ଆର୍ଥିକ ନେଟ୍‌ୱାର୍କର ଛଅ ଜଣ ସାହାଯ୍ୟକାରୀଙ୍କୁ ଗିରଫ କଲା ଜମ୍ମୁ ଓ କଶ୍ମୀର…

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲା ସମ୍ବନ୍ଧୀୟ ତଦନ୍ତ‌ ପ୍ରକ୍ରିୟାରେ ଶନିବାର ଦିନ ଜମ୍ମୁ ଓ କଶ୍ମୀର ପୁଲିସର ସ୍ପେସାଲ୍ ଅପରେସନ୍‌ ଗ୍ରୁପ୍ ଅନ୍ୟୂନ ଛଅ ଜଣଙ୍କୁ ଗିରଫ କରିଛି। ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ପ୍ରଦାନ କରି ଜମ୍ମୁ ପୁଲିସ୍‌ ଇନ୍‌ସ୍ପେକ୍ଟର୍‌…
ଅଧିକ ଖବର ଦେଖନ୍ତୁ...

କପିଳେଶ୍ୱରରୁ ୨୧ ଜଣ ସମେତ ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ, ଆଜି ସ୍ଥାନୀୟ ସଂକ୍ରମଣ ୫୨ ଜଣ

ଭୁବନେଶ୍ୱର: ସ୍ଥାନୀୟ କପିଳେଶ୍ୱର କଞ୍ଚା ସାହିରୁ ୨୧ ଜଣଙ୍କ ସମେତ ଭୁବନେଶ୍ୱରରୁ ଆଜି ୧୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୩୮ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୨ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ…
ଅଧିକ ଖବର ଦେଖନ୍ତୁ...

ଗଣିତରେ ୨ନମ୍ବର ରଖିଥିଲେ ଦିବ୍ୟାଙ୍ଗ ସୁପ୍ରିୟା, ପୁନଃ ମୂଲ୍ୟାଙ୍କନ ପରେ ଆସିଲା ୧୦୦ମାର୍କ

ହରିୟାଣା: ଖାତା ଦେଖା ସମୟରେ ଅନେକଙ୍କୁ ଭୁଲ ନମ୍ବର ଦିଆଯାଇଥିବା ଘଟଣା ପୂର୍ବରୁ ଘଟିଛି | ଏହି ଭୁଲ ପାଇଁ ଅନେକ ଛାତ୍ର-ଛାତ୍ରୀ ଜୀବନ ହାରୁଥିବା ବେଳେ ଅନେକ ପାଠ ପଢା ଛାଡି ଦେଇଥାନ୍ତି | କିନ୍ତୁ ହରିୟାଣାର ସୁପ୍ରିୟା ଗଣିତରେ ୨ନମ୍ବର ପାଇ ମଧ୍ୟ ନିଜର ଆତ୍ମବିଶ୍ୱାସକୁ କମ ହେବାକୁ…
ଅଧିକ ଖବର ଦେଖନ୍ତୁ...

କରୋନା ଆକ୍ରାନ୍ତ ହେଲେ ବରଗଡ଼ର ଲୋକସଭା ସାଂସଦ ସୁରେଶ ପୂଜାରୀ

ବରଗଡ଼: ବରଗଡ଼ର ଲୋକସଭା ସାଂସଦ ସୁରେଶ ପୂଜାରୀ କରୋନା ଆକ୍ରାନ୍ତ ହୋଇଛନ୍ତି | ଏ ନେଇ ସେ ଟୁଇଟ କରି ଜଣାଇଛନ୍ତି | ଟୁଇଟରେ, କୋଭିଡ-୧୯ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି କରୋନା ପରୀକ୍ଷା ପାଇଁ ମୋର ସ୍ୱାବ ନମୁନା ଦେଇଥିଲି | ଆଜି ମୋର ରିପୋର୍ଟ ପଜିଟିଭ୍ ଆସିଛି ବୋଲି ବରଗଡ଼ ଜିଲ୍ଲାପାଳ…
ଅଧିକ ଖବର ଦେଖନ୍ତୁ...