Daily Archives

August 13, 2020

ଓଡ଼ିଶା ବାହାରେ ଓଜେଇଇ ସେଣ୍ଟର: ରାଞ୍ଚି, ପାଟଣା ଓ କୋଲକାତାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶା ବାହାରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପାଇଁ କେନ୍ଦ୍ର ହେବ। ଓଜେଇଇ ପକ୍ଷରୁ ଏହି ନିଷ୍ପତ୍ତି ହୋଇଥିବା ଜଣାଯାଇଛି। ସୂଚନା ଅନୁସାରେ ବିହାରର ରାଜଧାନୀ ପାଟଣା, ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଓ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଏହି ୩ଟି ପରୀକ୍ଷା କେନ୍ଦ୍ରରେ…
ଅଧିକ ଖବର ଦେଖନ୍ତୁ...

ଅଡିଓ ଷ୍ଟଡିକୁ ଆଧାର କରି ଦୃଷ୍ଟିବାଧିତ ଯୁବତୀ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ହାସଲ କଲେ

ନୂଆଦିଲ୍ଲୀ: ତାମିଲନାଡୁର ଜଣେ ଦୃଷ୍ଟିହୀନ ଯୁବତୀ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ହାସଲ କରି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଉକ୍ତ ଯୁବତୀ ଜଣକ ସର୍ବଭାରତୀୟ ସ୍ତରରେ ୨୮୬ସ୍ଥାନ ଅଧିକାର କରିଛନ୍ତି। Tamil Nadu: Poorna Sundari, a visually impaired woman from…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତ ସିଂ ରାଜପୁତ ମାମଲାକୁ ମୁମ୍ବାଇ ସ୍ଥାନାନ୍ତର କରିବାର ପ୍ରଶ୍ନ ଉଠୁନାହିଁ: ସିବିଆଇ

ମୁମ୍ବାଇ: ଦିବଂଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ପରିବାର ବନାମ ବିବାଦୀୟା ଅଭିନେତ୍ରୀ ରେହା ଚକ୍ରବର୍ତ୍ତୀଙ୍କ ଆବେଦନର ଶୁଣାଣିରେ ସିବିଆଇ ପକ୍ଷରୁ ଏକ ଲିଖିତ ସତ୍ୟପାଠ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇ କୁହାଯାଇଛି ଯେ ଏହି ମାମଲାକୁ ମୁମ୍ବାଇକୁ ହସ୍ତାନ୍ତର କରିବାର ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...

ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ବିନା ପାଳନ ହେବ ସ୍ୱାଧୀନତା ଦିବସ, ଜାରି ହେଲା ଗାଇଡଲାଇନ୍

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ କଟକଣା ଲାଗୁ କରୁଥିବା ବେଳେ ଆଗକୁ ଆସୁଛି ସ୍ୱାଧୀନତା ଦିବସ। ଚଳିତ ଥର ପ୍ରତି ସ୍କୁଲରେ ସ୍ୱାଧୀନତା ଦିବସ ପାଳନ କରାଯିବା ନିର୍ଦ୍ଦେଶ ଥିବା ବେଳେ କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ…
ଅଧିକ ଖବର ଦେଖନ୍ତୁ...

ଭାରତ ସବୁଦିନ ପର୍ଯ୍ୟନ୍ତ ଆମଦାନୀ ହୋଇଥିବା ପ୍ରତିରକ୍ଷା ସାମଗ୍ରୀ ଉପରେ ନିର୍ଭର କରିପାରିବ ନାହିଁ : ରାଜନାଥ

ନୂଆଦିଲ୍ଲୀ : ଭାରତ ସବୁଦିନ ପାଇଁ ବିଦେଶୀ ପ୍ରତିରକ୍ଷା ସାମଗ୍ରୀ ଉପରେ ନିର୍ଭର କରି ରହିପାରିବ ନାହିଁ । ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ହେବ । କେତେକ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ନିର୍ମିତ ସାମଗ୍ରୀର ଉନ୍ମୋଚନ ଅବସରରେ ସେ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ଆଜି ସୁସ୍ଥ ହେଲେ ୧୪୨୨ ଜଣ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ହେଲା ୩୭,୯୦୦

ଭୁବନେଶ୍ୱର: ରାଜ୍ୟରେ ଆଜି ୨୬ଟି ଜିଲ୍ଲାରୁ ଆଜି ୧୪୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ୯୦୦ରେ ପହଞ୍ଚିଛ। ଆଜି…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ହତ୍ୟା ଅଭିଯୋଗରେ ପୁଲିସ୍‌ କବଳରେ ପଡ଼ିଯିବାରୁ ଆତ୍ମହତ୍ୟା କଲେ ପତି!

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।  ଜିଲ୍ଲାରେ ନିଜ ବାସଭବନରେ ଫାଶୀ ଲଗାଇ ସୁରଜିତ ନାମକ ଜଣେ  ୨୫ ବର୍ଷ ବୟସ୍କ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୁରଜିତ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ପରେ ପୁଲିସ୍‌ କବଳରେ ପଡ଼ିଯିବାରୁ ନିଜ ମାନସିକ…
ଅଧିକ ଖବର ଦେଖନ୍ତୁ...

୧୮ ଜଣ କୋଭିଡ୍‌ ଯୋଦ୍ଧାଙ୍କ ସମେତ କଟକରୁ ଆଜି ୧୧୫ ଜଣ କରୋନା ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ୧୮ ଜଣ କୋଭିଡ ଯୋଦ୍ଧାଙ୍କ ସମେତ ୧୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ୧୧ ଜଣ ପୁଲିସ କର୍ମଚାରୀ ଅଛନ୍ତି। ଏସ୍‌ସିବି ଆଇସୋଲେସନରୁ ୨ ଜଣଙ୍କ ସମେତ ୧୩ ଜଣ ସରକାରୀ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୫ ଜଣ କରୋନା ଯୋଦ୍ଧା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ : ଧୋନୀ କରୋନା ନେଗେଟିଭ, ଶୁକ୍ରବାର ଚେନ୍ନାଇରେ ପହଞ୍ଚିବେ

ଚେନ୍ନାଇ : ଚେନ୍ନାଇ ସୁପରକିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି । ଏହା ଫଳରେ ସେ ଚେନ୍ନାଇରେ ଅନୁଷ୍ଠିତ ହେଉଥିବା ଦଳର ତାଲିମ ଶିବିରରେ ଯୋଗ ଦେଇପାରିବେ । ଏଥିପାଇଁ ଆସନ୍ତାକାଲି ଚେନ୍ନାଇ ଯିବେ । ନିଜ ଦଳର ଖେଳାଳିମାନଙ୍କୁ ନେବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ, ଆଜି ସ୍ଥାନୀୟ ସଂକ୍ରମଣ ୧୦୫ ଜଣ

ଭୁବନେଶ୍ୱର: ଭୁବନେଶ୍ୱରର ୨ଟି ସଙ୍ଗରୋଧରୁ ୮-୮ ଜଣ ମହିଳାଙ୍କ ସମେତ ଆଜି ୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୫ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା…
ଅଧିକ ଖବର ଦେଖନ୍ତୁ...