Daily Archives

August 13, 2020

ଏଣିକି ଭିଡିଓ କଲିଂ ସମୟରେ ଏସବୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ ! ନଚେତ ଗଣିବାକୁ ପଡ଼ିବ ଆଇଏସ୍‌ଡି ଚାର୍ଜ

ନୂଆଦିଲ୍ଲୀ: ଏଣିକି ଭିଡିଓ କଲିଂ ସମୟରେ ବ୍ୟବହାରକାରୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ନଚେତ ସେମାନଙ୍କୁ ଆଇଏସ୍‌ଡି ଚାର୍ଜ ଦେବାକୁ ପଡ଼ିବ ବୋଲି ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ (ଟିଆରଏଆଇ) ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ଏଭଳି ପରିସ୍ଥିତିରେ ଗ୍ରାହକମାନେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଦେବୀଙ୍କ ୫୭ତମ ଜନ୍ମବାର୍ଷିକୀରେ ପତ୍ନୀଙ୍କୁ ମନେ ପକାଇଲେ ବୋନି କପୁର

ମୁମ୍ବାଇ: ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ୫୭ତମ ଜନ୍ମବାର୍ଷିକୀରେ ତାଙ୍କୁ ମନେ ପକାଇଛନ୍ତି ସ୍ବାମୀ ବୋନି କପୁର୍‌। ପ୍ରଯୋଜକ ତଥା ଶ୍ରୀଦେବୀଙ୍କ ସ୍ବାମୀ ବୋନି ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ର ସାହାଯ୍ୟ ନେଇ  ପତ୍ନୀ ଶ୍ରୀଦେବୀଙ୍କୁ ଜନ୍ବଦିନର ଶୁଭେଚ୍ଛା ଜଣାଇଛନ୍ତି। ବୋନି…
ଅଧିକ ଖବର ଦେଖନ୍ତୁ...

୭୦.୭୭%କୁ ବୃଦ୍ଧି ପାଇଛି ଦେଶର କୋଭିଡ୍-୧୯ ସୁସ୍ଥତା ହାର, ୧.୯୬% ହ୍ରାସ ପାଇଛି ମୃତ୍ୟୁହାର: ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ପ୍ରାୟ ୧୭ ଲକ୍ଷ ଆକ୍ରାନ୍ତ ବ୍ୟକ୍ତି ସଂକ୍ରମଣରୁ ଆରୋଗ୍ୟ ଲାଭ କରିବା ସହ ଭାରତର କୋଭିଡ୍‌-୧୯ ସୁସ୍ଥତା ହାର ୭୦.୭୭%କୁ ବୃଦ୍ଧି ପାଇଥିବା କଥା ଗୁରୁବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ଏହାଛଡ଼ା, କୋଭିଡ୍-୧୯ ସଂକ୍ରମଣ ଜନିତ ମୃତ୍ୟୁହାର ମଧ୍ୟ ୧.୯୬କୁ ହ୍ରାସ…
ଅଧିକ ଖବର ଦେଖନ୍ତୁ...

ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ

ଭୁବନେଶ୍ୱର: ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସ୍ୱତନ୍ତ୍ର ସଚିବ ଅଜୟ ଦାସ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି। ଭିଜିଲାନ୍‌ସ ଟିମ୍‌କୁ ବର୍ତ୍ତମାନ ସୁଦ୍ଧା ୩ କୋଟି ଟଙ୍କାର ସଂପତ୍ତି ମିଳିଥିବା ବେଳେ ଅଜୟ ଦାସ ଜବତ ସଂପତ୍ତିର ସଠିକ ତଥ୍ୟ ଦେଇପାରୁ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁପୂର୍ବରୁ ଅଙ୍ଗଦାନ କରିଥିବା ୩ ମହିଳାଙ୍କ ସଂପର୍କୀୟଙ୍କୁ ସୂରଜ ସମ୍ମାନ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ; ଅଙ୍ଗଦାନକୁ…

ଭୁବନେଶ୍ୱର: ଆଜି ମଧ୍ୟ ମଣିଷ ଭିତରେ ବଂଚିଛି ମଣିଷ ପଣିଆ। ୬ ଜଣଙ୍କ ଜୀବନ ବଂଚାଇଥିବା ଠାରୁ ଅଧିକ ପୁଣ୍ୟ କାମ କିଛି ନାହି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ସୂରଜ ସମ୍ମାନ ପ୍ରଦାନ କରି ଉପରୋକ୍ତ ମତ…
ଅଧିକ ଖବର ଦେଖନ୍ତୁ...

କ‘ଣ ଏହି ସିମଲେସ, ପେନଲେସ ଓ ଫେସଲେସ ଟିକସ ବ୍ୟବସ୍ଥା ?

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପାରଦର୍ଶୀ ଟିକସ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ସେ ଏହି ଅବସରରେ କହିଛନ୍ତି ଯେ ଆମର ଟିକସ ବ୍ୟବସ୍ଥାକୁ ବାଧାମୁକ୍ତ (ସିମଲେସ), ଯନ୍ତ୍ରଣାମୁକ୍ତ (ପେନଲେସ), ସାକ୍ଷାତମୁକ୍ତ (ଫେସଲେସ) କରିବା ଲାଗି ପ୍ର୍ରୟାସ କରାଯାଉଛି । ତେବେ କଣ…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା କରିବାକୁ ନଦୀକୁ ଡେଇଁ ପଡ଼ିଥିବା ଯୁବକ ଜୀବିତ ଅବସ୍ଥାରେ ତିନିଦିନ ଯାଏଁ ବୁଦା ମଝିରେ ଫସି ରହିଥିଲେ;…

ଅହମ୍ମଦାବାଦ: ‘ଯାହାକୁ ରଖିବ ଅନନ୍ତ, କି କରିପାରେ ବଳବନ୍ତ’ ଉକ୍ତିର ଅନେକ ଉଦାହରଣ ପୂର୍ବରୁ ଦେଖିବାକୁ ମିଳିଥିବା ବେଳେ ନିକଟରେ ଏମିତି ଆଉ ଏକ ଘଟଣା ଅହମ୍ମଦାବାଦରେ ଦେଖିବାକୁ ମିଳିଛି। ଅହମ୍ମଦାବାଦର ସାବରମତୀ ନଦୀରେ ଜଣେ ଯୁବକ ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଇଁ ପଡ଼ିଥିଲେ। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ପଙ୍ଗପାଳଙ୍କୁ ଘଉଡ଼େଇବା ପାଇଁ ଶିକ୍ଷକଙ୍କ ସହ ମିଶି ‘ପଙ୍ଗପାଳ ବିପଦ ପ୍ରତିରୋଧ ଯନ୍ତ୍ର’ ଉଦ୍ଭାବନ କଲେ ଅଷ୍ଟମ ଶ୍ରେଣୀ…

ହାଇଦ୍ରାବାଦ୍‌: ଫସଲ ନ‌ଷ୍ଟକାରୀ ପଙ୍ଗପାଳଙ୍କ ମୁକାବିଲା ପାଇଁ ତେଲେଙ୍ଗାନାସ୍ଥିତ ପେଡାପାଲ୍ଲୀରେ ଥିବା ରାମଗିରି ମଣ୍ଡଳର ଚନ୍ଦନପୁର ଜିଲ୍ଲା ପରିଷଦ ଉଚ୍ଚ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ‘ପଙ୍ଗପାଳ ବିପଦ ପ୍ରତିରୋଧ ଯନ୍ତ୍ର’ ଉଦ୍ଭାବନ କରିଥିବା ଦେଖିବାକୁ ମିଳିଛି। ଛାତ୍ରୀ ଜଣକ…
ଅଧିକ ଖବର ଦେଖନ୍ତୁ...

ମାସେ ପରେ ଭେଟାଭେଟି ହେଲେ ସଚିନ ପାଇଲଟ୍‌ ଓ ଅଶୋକ ଗେହଲଟ୍: ମୃଦୁ ହସି କରମର୍ଦ୍ଦନ କଲେ

ନୂଆଦିଲ୍ଲୀ: ଦୀର୍ଘ ଏକ ମାସ ପରେ ଆଜି ସନ୍ଧ୍ୟାରେ ସଚିନ ପାଇଲଟ୍‌ ଓ ଅଶୋକ ଗେହଲଟ୍‌ ଭେଟାଭେଟି ହୋଇ ପରସ୍ପରକୁ ମୁରୁକି ହସା ଦେବା ସହ କରମର୍ଦ୍ଦନ କରିଛନ୍ତି। ଆସନ୍ତାକାଲି ରାଜସ୍ଥାନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ଜୟପୁରସ୍ଥିତ…
ଅଧିକ ଖବର ଦେଖନ୍ତୁ...

ପୁଣି କରୋନା ସଂକ୍ରମିତ ହେଲେ ୬ ମାସ ତଳେ ସୁସ୍ଥ ହୋଇଥିବା ଚୀନର ଦୁଇ ବ୍ୟକ୍ତି

ବେଜିଂ : ଚୀନରେ ଦୁଇଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ତେବେ କେତେକ ଦୃଷ୍ଟିରୁ ଏହି ଦୁଇଟି ନୂଆ ସଂକ୍ରମଣ ମାମଲାକୁ ବେଶ ଗୁରୁତ୍ୱ ଦିଆଯାଉଛି ଓ ଚିନ୍ତା ମଧ୍ୟ ପ୍ରକଟ କରାଯାଉଛି । କାରଣ ଯେଉଁ ଦୁଇଜଣ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି, ସେମାନେ କିଛିମାସ ତଳେ ସଂକ୍ରମିତ ହୋଇ…
ଅଧିକ ଖବର ଦେଖନ୍ତୁ...