Daily Archives

August 13, 2020

ଶାଶୁ ସହିତ ଝଗଡ଼ା କରି ରେଳଗାଡ଼ି ସାମ୍ନାରେ ତିନି ପିଲାଙ୍କୁ ଧରି ଆତ୍ମହତ୍ୟା କଲା ବୋହୂ

ନୂଆଦିଲ୍ଲୀ: ପାରିବାରିକ କଳହର କରୁଣ ପରିଣତି। ଶାଶୁଙ୍କ ସହିତ ଝଗଡ଼ା କରି ତିନିଜଣ ନାବାଳକ ପିଲାଙ୍କୁ ଧରି ଟ୍ରେନ୍‌ ସାମ୍ନାକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାରେ ମା’ ଓ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ନାମ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରିବ ବିଜେପି; ଏ ସରକାର ବେଶୀ ଦିନ ତିଷ୍ଠିବ ନାହିଁ: ବସୁନ୍ଧରା ରାଜେ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଗୁରୁବାର ଦିନ କହିଛନ୍ତି ଯେ, ଅଶୋକ ଗେହଲଟ୍‌ଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ବେଶୀ ଦିନ ତିଷ୍ଠିବ ନାହିଁ। ରାଜସ୍ଥାନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାର…
ଅଧିକ ଖବର ଦେଖନ୍ତୁ...

ମିଳିଲା ସୁଶାନ୍ତଙ୍କ ବ୍ୟକ୍ତିଗତ ଡାଏରିରୁ ୧୧ ପୃଷ୍ଠା, ମିଳିଲା ଅନେକ ତଥ୍ୟ

ମୁମ୍ବାଇ: ଦିନକୁ ଦିନ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ନୂଆ ନୂଆ ମୋଡ଼ ନେବାରେ ଲାଗିଛି। ସୁଶାନ୍ତଙ୍କ ବ୍ୟକ୍ତିଗତ ଡାଏରିରୁ ୧୧ ପୃଷ୍ଠା ଏବେ ସାମ୍ନାକୁ ଆସିଛି। ଏହି ପୃଷ୍ଠାଗୁଡ଼ିକରେ ସୁଶାନ୍ତ ନିଜ ସ୍ବପ୍ନ ବିଷୟରେ ଲେଖିଥିବାର ଦେଖିବାକୁ ମିଳିଛି। ଡାଏରିଟି ୨୦୧୮-୧୯ ମସିହା…
ଅଧିକ ଖବର ଦେଖନ୍ତୁ...

ଗଂଜାମରେ ଏକତୃତୀୟାଂଶ ଲୋକଙ୍କ ଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି : ଡା. ସଂଘମିତ୍ରା ପତି

ଭୁବନେଶ୍ୱର: ଗଂଜାମ ଜିଲ୍ଲାରେ ଏକ ତୃତୀୟାଂଶ ଲୋକଙ୍କ ଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ନିକଟରେ ବ୍ରହ୍ମପୁରରେ ଶେଷ ହୋଇଥିବା  ସିରୋ (ସେରୋଲୋଜିକାଲ) ସର୍ଭେରୁ ଏହା ଜଣାପଡ଼ିଛି। ଆରଏମ୍‌ଆରସି ନିର୍ଦ୍ଦେଶିକା  ଡା.ସଂଘମିତ୍ରା ପତି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।  ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ସୌମ୍ୟରଂଜନଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ସଂଗଠନ ପକ୍ଷରୁ ପ୍ରାର୍ଥନା

ଖୋର୍ଦ୍ଧା: ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନା ସଂକ୍ରମିତ ହେବା ପରେ ଖୋର୍ଦ୍ଧାର ବିଭିନ୍ନ ସଂଗଠନ ପକ୍ଷରୁ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା ଓ ଦୀପଦାନ କରାଯାଇଛି। ଖୋର୍ଦ୍ଧା ନାଗରିକ ମଂଚ, ନ୍ୟୁ ଥିଂକିଂ ଫୋରମ୍‌ ପକ୍ଷରୁ ସ୍ଥାନୀୟ ସ୍ୱପ୍ନେଶ୍ୱର…
ଅଧିକ ଖବର ଦେଖନ୍ତୁ...

ଲଦାଖରୁ ‘ପିଏଲ୍‌ଏ’ ହଟିବାକୁ ନାରାଜ, କିନ୍ତୁ ଚୀନ୍‌ ରାଷ୍ଟ୍ରଦୂତ ଲେଖୁଛନ୍ତି ବାଣିଜ୍ୟ କଟକଣା ଅନ୍ୟାୟ

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅଞ୍ଚଳରୁ ଚୀନ୍‌ର ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ ହଟିବାକୁ ମନା କରୁଥିବା ବେଳେ ଭାରତସ୍ଥିତ ଚୀନ୍ ରାଷ୍ଟ୍ରଦୂତ ସୁନ୍‌ ୱେଇଡୋଙ୍ଗ୍‌ ତାଙ୍କ ଦୂତାବାସ ତରଫରୁ ପ୍ରକାଶିତ ମାସିକ ପତ୍ରିକା ‘ଚାଇନା-ଇଣ୍ଡିଆ ରିଭ୍ୟୁ’ରେ ଲେଖିଛନ୍ତି, ଅର୍ଥନୀତି ସଂକ୍ରାନ୍ତ ଯେକୌଣସି…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଗୁଇନ୍ଦା ସଂସ୍ଥା ଦ୍ୱାରା ସାଇବର ଆକ୍ରମଣ କରାଯାଇଥିବା ପାକିସ୍ତାନ ସେନାର ଅଭିଯୋଗ

ଇସ୍ଲାମାବାଦ : ପାକିସ୍ତାନର କେତେକ ମିଲିଟାରୀ ଓ ସରକାରୀ ବିଭାଗର କମ୍ପ୍ୟୁଟର ବ୍ୟବସ୍ଥା ଉପରେ ଏକ ବଡ଼ ଧରଣର ସାଇବର ଆକ୍ରମଣ ହୋଇଥିବା ଜଣାଯାଇଛି । ଏହା ଫଳରେ ପାକିସ୍ତାନୀ ସେନାର କେତେକ ଗୁରୁତ୍ୱପୂର୍ଣ୍ଣ ସାଇଟ ଏବଂ କେତେକ ବରିଷ୍ଠ ଅଧିକାରୀଙ୍କ ଇମେଲ ଆକାଉଣ୍ଟ, ସ୍ମାର୍ଟଫୋନ ହ୍ୟାକ…
ଅଧିକ ଖବର ଦେଖନ୍ତୁ...

ନକଲି ଏଏସଆଇ ବନି କାଟୁଥିଲେ କୋଭିଡ-୧୯ ଚାଲାଣ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଗୁରୁବାର ଜଣେ ନକଲି ମହିଳା ସହକାରୀ ସବ୍‌-ଇନ୍‌ସପେକ୍ଟର (ଏଏସଆଇ)ଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣକ ଦିଲ୍ଲୀ ପୁଲିସର ନକଲି ସହକାରୀ ସବ୍‌-ଇନ୍‌ସପେକ୍ଟର ବନି କୋଭିଡ-୧୯ର ଚାଲାଣ କାଟୁଥିଲେ । ତେବେ ଏହି ମହିଳାଙ୍କ ସ୍ୱଭାବ ଦେଖି କେହି କେହି ସନ୍ଦେହ ବି…
ଅଧିକ ଖବର ଦେଖନ୍ତୁ...

ମହେନ୍ଦ୍ର ସିଂ ଧୋନୀଙ୍କ କରୋନା ପରୀକ୍ଷା

ଚେନ୍ନାଇ : ଏଥର ଆଇପିଏଲ ୟୁଏଇରେ ଖେଳାଯିବାକୁ ଥିବାବେଳେ ଟିମ ଗୁଡ଼ିକ ଆସନ୍ତା ୨୦ ତାରିଖ ପରେ ୟୁଏଇ ଅଭିମୁଖେ ଯାତ୍ରା କରିବେ । ଏହା ପୂର୍ବରୁ ବିସିସିଆଇ ଗାଇଡଲାଇନ ଅନୁସାରେ ବିଭିନ୍ନ ଦଳ ନିଜ ନିଜ ଖେଳାଳି ଓ କର୍ମଚାରୀମାନଙ୍କ କରୋନା ପରୀକ୍ଷା ଆରମ୍ଭ କରିଛନ୍ତି । ଏହି କ୍ରମରେ ଚେନ୍ନାଇ…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ୍‌ର ଉତ୍ପତ୍ତି ଜାଣିବାକୁ ମଫସଲ ବୁଲି ବାଦୁଡ଼ି ଧରୁଛନ୍ତି ଥାଇଲାଣ୍ଡ୍‌ ବୈଜ୍ଞାନିକ

କାଞ୍ଚନବୁରି: କରୋନାଭାଇରସ୍‌ର ସନ୍ଦେହଜନକ ଉତ୍ପତ୍ତି ଜାଣିବା ‌ଚେଷ୍ଟାରେ ବାଦୁଡ଼ି ଧରିବାକୁ ଥାଇଲାଣ୍ଡ୍‌ର ଗବେଷକମାନେ ମଫସଲ ଅଞ୍ଚଳ ବୁଲୁଛନ୍ତି। ବିଶ୍ବରେ ୨୦. ୫ ନିୟୁତ ଲୋକଙ୍କୁ ସଂକ୍ରମିତ କରିଥିବା ଏବଂ ୭୪୮, ୦୦୦ ମୃତ୍ୟୁର କାରଣ ହୋଇଥିବା କରୋନାଭାଇରସ୍‌ର ଉତ୍ସ ବାଦୁଡ଼ି ବୋଲି…
ଅଧିକ ଖବର ଦେଖନ୍ତୁ...