Monthly Archives

August 2020

ଭୁବନେଶ୍ବରରେ ଆଉ ୪୦୪ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ଗତ ୨୪ ଘଣ୍ଟାରେ ( ରବିବାର ସକାଳ ୯ଟାରୁ ସୋମବାର ସକାଳ ୯ଟା ସୁଦ୍ଧା)  ମୋଟ୍‌ ୪୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା  ୧୦,୪୨୫ ଛୁଇଁଛି । ଏହା ମଧ୍ୟରୁ ସକ୍ରିୟ ଆକ୍ରାନ୍ତ ସଂଖ୍ୟା  ୪୦୩୮…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ୬ ସାଧାରଣ ନାଗରିକ ଆହତ

ବାରାମୁଲ୍ଲା (ଜମ୍ମୁ- କଶ୍ମୀର): ଜମ୍ମୁ- କଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଆଜି ଅପରାହ୍ନରେ ଆତଙ୍କବାଦୀମାନଙ୍କ ଗ୍ରେନେଡ୍‌ ଆକ୍ରମଣରେ ୬ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଆତଙ୍କବାଦୀମାନେ ଆଜି ଅପରାହ୍ନରେ ଏକ ଭାରତୀୟ ସେନା ଗାଡ଼ି ଉପରକୁ ଏକ…
ଅଧିକ ଖବର ଦେଖନ୍ତୁ...

ଆକାଶମାର୍ଗରୁ ରାଜ୍ୟର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ରାଜ୍ୟର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି। ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ଆଜି ବନ୍ୟାଞ୍ଚଳ ପରିଦର୍ଶନ କଲି। ବହୁ ଜିଲ୍ଲା ଜଳମଗ୍ନ ହୋଇଛି, ବହୁ ଗାଁ ବୁଡ଼ିଯାଇଛି, ଅନେକ ଘର ଭାଙ୍ଗି ଯାଇଛି…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ ଭିଡିଓ- ‘ଇଣ୍ଟୁ ଦି ୱାଇଲ୍‌ଡ୍ ୱିଥ୍‌ ବେୟର୍‌ ଗ୍ରିଲ୍‌ସ୍’ରେ ଅକ୍ଷୟ କୁମାରଙ୍କୁ ଦିଆଯାଉଛି  ‘ହାତୀ ମଳ ଚା’

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୧ ତାରିଖରେ ‘ଡିସ୍‌କଭରି ପ୍ଲସ୍‌ ଆପ୍‌’ରେ ଏବଂ ସେପ୍ଟେମ୍ବର ୧୪ରେ ଡିସ୍‌କଭରି ଚାନେଲ୍‌ରେ ପ୍ରଦର୍ଶୀତ ହେବାକୁ ଯାଉଥିବା ‘ଇଣ୍ଟୁ ଦି ୱାଇଲ୍‌ଡ୍ ୱିଥ୍‌ ବେୟର୍‌ ଗ୍ରିଲ୍‌ସ୍’ର ଆଗାମୀ ଅଧ୍ୟାୟର ଟ୍ରେଲର୍‌ ସେୟାର୍‌ କରିଛନ୍ତି ଅଭିନେତା ଅକ୍ଷୟ କୁମାର। ଏଥିରେ ସେ…
ଅଧିକ ଖବର ଦେଖନ୍ତୁ...

୩୪ଟି ଗେଟ ଦେଇ ହୀରାକୁଦ ନଦୀବନ୍ଧରୁ ଜଳ ନିଷ୍କାସନ ଜାରି

ଭୁବନେଶ୍ୱର : ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କମିବା ସହ ରାଜ୍ୟରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ଉନ୍ନତି ଆସିଛି । ଏହା ସତ୍ତ୍ୱେ କେତେକ ଅଞ୍ଚଳରେ ବନ୍ୟା ସ୍ଥିତି ଏବେ ବି ଚିନ୍ତାଜନକ ରହିଛି । ମିଳିଥିବା ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରରୁ ଏବେ ୩୪ଟି ଗେଟ ଦେଇ ଜଳ ନିଷ୍କାସନ…
ଅଧିକ ଖବର ଦେଖନ୍ତୁ...

 କୋଭିଡ୍ ନିୟମ ପାଳନ କରି  ଦୁର୍ଗାପୂଜା ଆୟୋଜନକୁ ଅନୁମତି ଦେଲେ ହାଇକୋର୍ଟ

କଟକ: ସହରର ପୁରାତନ ବାଲୁ ବଜାର ପୂଜା କମିଟି ପକ୍ଷରୁ ସଭାପତି ତଥା‌ ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନେରିଆ ଓ ସଂପାଦକ ରାଜେନ୍ଦ୍ର ସାମଲ ଓ ରମେଶ ଚନ୍ଦ୍ର ବେହେରା ଦାୟର କରିଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ  ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୋଭିଡ଼ ଗାଇଡ଼ଲାଇନ ଅନୁସରଣ କରି…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମ କୋର୍ଟଙ୍କ ରାୟକୁ ‘କୃତଜ୍ଞତାର ସହ ଗ୍ରହଣ କରି’ ୧ ଟଙ୍କାର ଜରିମାନା ଭରିଲେ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ: ଏକ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସାମାଜିକ କର୍ମୀ ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ କୋର୍ଟ ଆଜି ୧ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଏଥିସହ ଆସନ୍ତା ସେପ୍ଟେଟର ୧୫ ସୁଦ୍ଧା ୧ ଟଙ୍କା ଜରିମାନା ଭରଣା କରିବାରେ…
ଅଧିକ ଖବର ଦେଖନ୍ତୁ...

ବିଏମସି ଏନଫୋର୍ସମେଣ୍ଟ ଇନ୍‌ସପେକ୍ଟରଙ୍କର କରୋନାରେ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଏନଫୋର୍ସମେଣ୍ଟ ଇନ୍‌ସପେକ୍ଟର ଭାବରେ କାର୍ଯ୍ୟରତ ଥିବା ଆଉ ଜଣେ କୋଭିଡ ଯୋଦ୍ଧା ମାହାମାରୀ କରୋନା ସହ ଯୁଦ୍ଧରେ ହାରି ଯାଇଛନ୍ତି। ମୃତ ଏନଫୋର୍ସମେଣ୍ଟ ଇନ୍‌ସପେକ୍ଟରଙ୍କ ନାମ ପ୍ରଫୁଲ୍ଲ କୁମାର ବେହେରା ବୋଲି ଜଣାପଡିଛି। ସେ ବିଏମସିର ଦକ୍ଷିଣ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ବିନା ଅନୁମତିରେ ବି ଗୁଗୁଲ ଆପଣଙ୍କ ଉପରେ ରଖୁଛି ନଜର ? ମୋବାଇଲ ଲୋକେସନ ବନ୍ଦ ଥିଲେ ବି ଲୋକେସନ ଟ୍ରାକ କରୁଛି…

ନୂଆଦିଲ୍ଲୀ: ଆପଣଙ୍କ ମୋବାଇଲର ଲୋକେସନ ବନ୍ଦ ରହିଲେ ବି ଗୁଗୁଲ ଆପଣଙ୍କ ଉପରେ ରଖିଛି ନଜର । ଅଧିକାଂଶ ସମୟରେ ଆପଣମାନେ ନିଜ ମୋବାଇଲର ଲୋକେସନ ବନ୍ଦ ରଖନ୍ତି କିନ୍ତୁ ସେହି ସମୟରେ ବି ଗୁଗୁଲ ଆପଣଙ୍କ ଉପରେ ପୂରା ନଜର ରଖିଛି । ତେବେ ଏମିତି ଖବର ଗୁଗୁଲର ଇଂଜିନିୟରମାନେ ଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ସ୍ବାୟତଶାସନ ଦିବସରେ ଦୁଇଟି ନାଗରିକକେନ୍ଦ୍ରିକ ଆପ୍‌ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସ୍ବାୟତ ଶାସନ ଦିବସ ଅବସରରେ ଲୋକସେବା ଭବନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ସହର’ ଓ ‘ସ୍ବଚ୍ଛ ସହର ଓଡ଼ିଶା’ ନାମକ ଦୁଇଟି ନାଗରିକକେନ୍ଦ୍ରିକ ମୋବାଇଲ୍‌ ଫୋନ୍ ଆପ୍ଲିକେସନ୍‌ର ଶୁଭାରମ୍ଭ କରିଛନ୍ତି। ଏହି ଆପ୍ ଦୁଇଟି ଲଞ୍ଚ୍ ହେବା ଫ‌ଳରେ ନଗରାଞ୍ଚଳ ପୌର…
ଅଧିକ ଖବର ଦେଖନ୍ତୁ...