Monthly Archives

August 2020

ଏଥର ଭୁବନେଶ୍ୱରରେ ନିରାଡମ୍ବର ଦୁର୍ଗା ପୂଜା; ରାବଣ ପୋଡ଼ି କି ଭସାଣି ଉତ୍ସବ ଅନୁଷ୍ଠିତ ହେବ ନାହିଁ

ଭୁବନେଶ୍ୱର : କରୋନା ମହାମାରୀ ପ୍ରକୋପ କାରଣରୁ ଚଳିତ ବର୍ଷ  ଭୁବନେଶ୍ୱରରେ ନିରାଡମ୍ବର ଭାବେ ପାଳନ ହେବ ଦୁର୍ଗା ପୂଜା । ରାଜଧାନୀ ଭୁବନେଶ୍ବରରେ ଏଥର କଟକଣା ଯୁକ୍ତ ପୂଜା ପାଇଁ ନିଷ୍ପତ୍ତି ହୋଇଛି । ବିନା ତୋରଣ ଓ ବିନା ସାଜସଜ୍ଜା କେବଳ ମଣ୍ଡପରେ ମା’ ଦୁର୍ଗତିନାଶିନୀ ଦୁର୍ଗାଙ୍କ ପୂଜା…
ଅଧିକ ଖବର ଦେଖନ୍ତୁ...

୪ ତାରଖ ପର୍ଯ୍ୟନ୍ତ ପୁଣି ପ୍ରବଳ ବର୍ଷା; ବେହାଲ ହେବେ ବନ୍ୟା ବିପନ୍ନ

ଭୁବନେଶ୍ୱର: ଗତ ସପ୍ତାହରେ ରାଜ୍ୟରେ ହୋଇଯାଇଥିବା ଲଘୁଚାପ ଜନିତ ଅତିପ୍ରବଳ ବର୍ଷା ଫଳରେ ଏବେ ରାଜ୍ୟରେ ବନ୍ୟା ପରିସ୍ଥିତି ଉତ୍କଟ ହୋଇଛି। ରାଜ୍ୟର ୬ଟି ଜିଲ୍ଲାର ଲକ୍ଷାଧିକ ଲୋକ ବନ୍ୟା ବିପନ୍ନ ହୋଇ ପଡ଼ିଛନ୍ତି। ଏବେବି ଶତାଧିକ ଗାଁ ପାଣିଘେରରେ ରହିଛି। ଏପରିସ୍ଥିତିରେ ବର୍ତ୍ତମାନ ଦକ୍ଷିଣ-…
ଅଧିକ ଖବର ଦେଖନ୍ତୁ...

ପୁଲିସ ଏଏସ୍‌ଆଇଙ୍କୁ ଅପହରଣ କରି ହତ୍ୟା କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ଜଣେ ପୁଲିସ ଏଏସ୍‌ଆଇଙ୍କୁ ଅପହରଣ କରି ହତ୍ୟା କରିଛନ୍ତି। ମୃତ ଏଏସ୍‌ଆଇଙ୍କ ନାମ ନଗେୟା କର୍ସା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ନଗେୟା କର୍ସା ଡିୟୁଟିରୁ ଫେରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଚୀନ୍ ସେନା ନିଷ୍ଠାର ସହ ବାସ୍ତବ ନିୟନ୍ତ୍ରଣ ରେଖା ନିୟମ ପାଳନ କରେ, କଦାପି ରେଖା ଟପି ନାହିଁ ବେଜିଙ୍ଗ୍

ବେଜିଙ୍ଗ୍: ଭାରତ ଓ ଚୀନ୍ ମଧ୍ୟରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖା ନିୟମକୁ ଚୀନ୍‌ ସେନା ନିଷ୍ଠାପର ଭାବେ ମାନନ୍ତି ବୋଲି ସୋମବାର ଦିନ ଚୀନ୍ କହିଛି। ଏହାଛଡ଼ା ପାଙ୍ଗୋଙ୍ଗ୍ ସୋ ହ୍ରଦର ଦକ୍ଷିଣ କୂଳରେ ଚୀନ୍‌ର ସଶସ୍ତ୍ର ସୈନିକମାନେ ଅକାରଣରେ ସାମରିକ କାର୍ଯ୍ୟକଳାପ କରିଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବରର ୩୦ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ଲକ୍ଷ ଅତିକ୍ରମ କରିଛି। ଏହା ସତ୍ତ୍ବେ ସାରା ଦେଶରେ ଲାଗିଥିବା ପ୍ରତିବନ୍ଧକକୁ ଧି‌ରେ ଧିରେ କ‌ୋହଳ କରିବାରେ ଲାଗିଛନ୍ତି କେନ୍ଦ୍ର ସରକାର। ଅନଲକ-୪ରେ ମେଟ୍ରୋ ଯାତାୟତ ଆରମ୍ଭ ପାଇଁ ଅନୁମତି ଦିଆଯାଇ ସାରିଥିବା ବେଳେ ଏବେ ବି…
ଅଧିକ ଖବର ଦେଖନ୍ତୁ...

ଜୁଆ ଆଡ୍ଡାରେ ଚଢଉ: ୧୨ ଗିରଫ, ୧ଲକ୍ଷ ୨୩ ହଜାର ଟଙ୍କା ସମେତ ୩ ବାଇକ୍ ଜବତ

ରାଉରକେଲା : ମହାମାରୀ କରୋନାର ଫାଇଦା ଉଠାଉଛନ୍ତି ଜୁଆଡି l ଜୁଆ ଖେଳିବାକୁ ପଛଘୁଞ୍ଚା ଦେଉନାହାନ୍ତି l ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳ ଅନ୍ତର୍ଗତ ଧାଙ୍ଗରୀନଚା ଗ୍ରାମରେ ଚାଲିଥିଲା ଜୁଆ ଆଡ୍ଡାରେ ବୀରମିତ୍ରପୁର ଏସଡିପିଓ ନିବେଦିତା ସୋରେନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏସ ଆଇ…
ଅଧିକ ଖବର ଦେଖନ୍ତୁ...

ଏଲଏସିରେ ପୁଣି ଥରେ ଜେ -୨୦ଯୁଦ୍ଧ ବିମାନ ନିୟ‌ୋଜିତ କଲା ଚୀନ

ନୂଆଦିଲ୍ଲୀ: ଅଗଷ୍ଟ ୨୯-୩୦ ରାତିରେ ସୀମାନ୍ତରେ ପୁଣି ଥରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଚୀନ୍ ବାୟୁସେନା ଏହାର ଜେ-୨୦ପଞ୍ଚମ ପିଢ଼ିର ଯୁଦ୍ଧବିମାନକୁ ଭାରତୀୟ ସୀମା ନିକଟରେ ପୁନଃ ନିୟୋଜିତ କରିଛି। ଅଗଷ୍ଟ ୨୯-୩୦ ପୂର୍ବରୁ ଚୀନ ଜେ-୨୦ପଞ୍ଚମ ପିଢ଼ିର…
ଅଧିକ ଖବର ଦେଖନ୍ତୁ...

ଜନଗଣନା ବ‌ର୍ଷେ ବିଳମ୍ବ ହୋଇପାରେ

ନୂଆଦିଲ୍ଲୀ: ଦେଶରେ ଚଳିତ ଦଶନ୍ଧିର ଜନଗଣନା ଓ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର) ପ୍ରସ୍ତୁତି କାର୍ଯ୍ୟ ବର୍ଷେ ବିଳମ୍ବ ହୋଇପାରେ। ଉକ୍ତ କାର୍ଯ୍ୟ ଚଳିତବର୍ଷ ଏପ୍ରିଲ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ହେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ କରୋନା ମହାମାରୀ ପାଇଁ ଏହାକୁ…
ଅଧିକ ଖବର ଦେଖନ୍ତୁ...

ଅବମାନନା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ : ୧୫ଦିନ ଭିତରେ ୧ଟଙ୍କା ଜରିମାନା ନ ଦେଲେ ୩ ମାସ ଜେଲ ଯିବେ ବରିଷ୍ଠ…

ନୂଆଦିଲ୍ଲୀ: ନ୍ୟାୟପାଳିକା ବିରୋଧରେ ଟୁଇଟ୍ କରି ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ମାମଲାରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ନ୍ୟାୟପାଳିକା ବିରୋଧରେ ଟ୍ୱିଟ୍ କରି ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଶାନ୍ତ ଭୂଷଣଙ୍କୁ ସେପ୍ଟେମ୍ବର ୧୫ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

ଜୟପୁର ସଦର ଥାନାରେ ଅଭିଯୁକ୍ତଙ୍କ ହାଜତରେ ମୃତ୍ୟୁ ମାମଲାରେ ସେଣ୍ଟ୍ରି ଓ ଏଏସ୍ ଆଇଙ୍କୁ ନିଲମ୍ବିତ କଲେ  ଆରକ୍ଷୀ…

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ସଦର ଥାନାରେ ଗ‌ଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କ ହାଜତରେ ମୃତ୍ୟୁ ମାମଲାରେ ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।  ଏହି ମାମଲାରେ କାର୍ଯ୍ୟରତ ସେଣ୍ଟ୍ରି ଡି କେ ମାଝି ଓ ଏଏସ୍ ଆଇ ସପନ ସରକାରଙ୍କୁ…
ଅଧିକ ଖବର ଦେଖନ୍ତୁ...