Daily Archives

September 10, 2020

ଭଉଣୀ ଘରକୁ ଯିବା ବାଟରେ ଜଗି ରହିଥିଲା ଯମ:  ଦ୍ବିତୀୟା ଭାର ନେଇ ଯାଉଥିବା ବେଳେ ଟ୍ରକ୍ ଧକ୍କାରେ ମାମୁ ଓ ଭଣଜାଙ୍କ…

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଖରସ୍ରୋତା ପୋଲ ଉପରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ମାମୁ ଓ ଭଣଜାଙ୍କ ମୃତ୍ୟୁ ହୋଇଛି।। ମୃତ ମାମୁଙ୍କ ନାମ ରାଜକିଶୋର ମହାନ୍ତି ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ମଧୁବନ ନଗୁଆଁର ରାଜକିଶୋର…
ଅଧିକ ଖବର ଦେଖନ୍ତୁ...

ଅନୁଭବ ଓ ବର୍ଷାଙ୍କୁ ଭେଟିଲେ ମାନବାଧିକାର କର୍ମୀ : ବିବାହ ବିଚ୍ଛେଦ ନୁହେଁ, ସେ ସମାଧାନ ଚାହାନ୍ତି ବୋଲି କହିଲେ…

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବୈବାହିକ ଜୀବନକୁ ନେଇ ବିବାଦ କ୍ରମଶଃ ଅଧିକ ବିବାଦୀୟ ହୋଇପଡ଼ୁଛି। ଉଭୟ ପରସ୍ପରର ଅଭିଯୋଗକୁ ମିଥ୍ୟା ଦର୍ଶାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଥିବା ବେଳେ ଆଜି ଉଭୟଙ୍କୁ ଭେଟିଛନ୍ତି କିଛି ମାନବିକ…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ଆର ଆଇ ଅଫିସକୁ ପଶିଲା ଥଣ୍ଡା ବୋଝେଇ ଟ୍ରକ

ହରଭଙ୍ଗା: ଗୁରୁବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଆଡେନିଗଡ଼ ଦେଇ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଯାଉଥିବା ଏକ ଥଣ୍ଡା ପାନୀୟ (ପେପସି)ବୋଝେଇ ମିନି ଟ୍ରକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଆର ଆଇ ଅଫିସ ଭିତରକୁ ଧସେଇ ପଶି ଯାଇଛି। ପ୍ରାପ୍ତ…
ଅଧିକ ଖବର ଦେଖନ୍ତୁ...

‘ନ୍ୟାସ୍‌ନାଲ୍ ସ୍କୁଲ୍‌ ଅଫ୍ ଡ୍ରାମା’ର ମୁଖ୍ୟ ଭାବେ ନିଯୁକ୍ତି ପାଇଲେ ଅଭିନେତା ପରେଶ ରାୱଲ୍‌

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ନ୍ୟାସ୍‌ନାଲ୍ ସ୍କୁଲ୍‌ ଅଫ୍ ଡ୍ରାମା’ର ମୁଖ୍ୟ ଭାବେ ଅଭିନେତା ପରେଶ ରାୱଲ୍‌ଙ୍କୁ ନିଯୁକ୍ତ କରିଛନ୍ତି। ଏ ସମ୍ବାଦକୁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ସୁନିଶ୍ଚିତ କରିଛନ୍ତି। ନୂତନ ପଦବୀ ପାଇଥିବା…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌-୧୯ ମହାମାରୀ ପ୍ରଭାବ: ଋଣକିସ୍ତି ଆଦାୟକୁ ୨ ମାସ ପାଇଁ ସ୍ଥଗିତ ରଖିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଋଣକିସ୍ତି (ଇଏମ୍‌ଆଇ) ପ୍ରଦାନକୁ ଆଜି ଆସନ୍ତା ୨ମାସ ପାଇଁ ସ୍ଥଗିତ ରଖିଛନ୍ତି ସୁପ୍ରିମ୍‌ କୋର୍ଟ। ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏସଂକ୍ରାନ୍ତରେ ଆଗତ ଏକାଧିକ ମାମଲାକୁ…
ଅଧିକ ଖବର ଦେଖନ୍ତୁ...

ରୋଷେଇ ବେଳେ ଅଘଟଣ, ଗ୍ୟାସ ଟାଙ୍କି ଫାଟି ୫ ଗୁରୁତର

ଯାଜପୁର ସଦର: ଆଜି ଅପରାହ୍ନରେ ଯାଜପୁର ସଦର ଥାନା ଅନ୍ତର୍ଗତ ଖଇରାବାଦ ପଂଚାୟତ କଳିନ୍ଦ୍ରାବାଦ୍ ଗ୍ରାମରେ ରୋଷେଇ ବେଳେ ଅଘଟଣ ଘଟିଛି। ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ପୁରୁଷ, ୨ ଜଣ ମହିଳା ଓ ଜଣେ…
ଅଧିକ ଖବର ଦେଖନ୍ତୁ...

‘ନିଟ୍‌’ ୨୦୨୦: ପରୀକ୍ଷା ପରିଚାଳନା ନିମନ୍ତେ ସଂଶୋଧିତ ‘ଏସ୍ଓପି’ ଜାରି କଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ‘ନିଟ୍୨୦୨୦’ ପରୀକ୍ଷା ପରିଚାଳନା ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସଂଶୋଧିତ ‘ଏସ୍‌ଓପି’ ଜାରି କରିଛନ୍ତି। ‘ଅଲ୍ ଇଣ୍ଡିଆ ମେଡିକାଲ୍ ଏଣ୍ଟ୍ରାନ୍ସ୍‌ ଏକ୍ଜମିନେସନ୍’ ‘ନିଟ୍୨୦୨୦’ ଦେବାକୁ ଆଗ୍ରହୀ ପ୍ରାର୍ଥୀ ଓ ପରୀକ୍ଷା ପରିଚାଳକମାନେ ଏହି ‘ଏସ୍‌ଓପି’ ପାଳନ କରିବେ।…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟ ଗଲେ କଟକର ୨୫ ପୂଜା କମିଟି : ମୂର୍ତ୍ତୀ ଯେମିତି ଗଢ଼ୁଥିଲୁ ଗଢ଼ିବୁ; ମଣ୍ତପରେ ପରଦା ବାନ୍ଧିବୁନି

କଟକ: ଦୁର୍ଗା ପୂଜା ପାଇଁ ମୂର୍ତ୍ତି ନିର୍ମାଣକୁ ନେଇ ଅବାସ୍ତବ ସର୍ତ୍ତ ଆଉ ମଣ୍ଡପରେ ପରଦା ଟଣା ପ୍ରସ୍ତାବ ବିରୋଧରେ ପ୍ରତିବାଦର ସ୍ବର ତୀବ୍ର ହୋଇଛି। ଏହା ବିରୋଧରେ ‘ସମ୍ବାଦ’ର ସ୍ବତନ୍ତ୍ର ସ୍ତମ୍ଭରେ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ବୁଦ୍ଧିଜୀବୀ ଲଗାତର ସ୍ବର ଉତ୍ତୋଳନ କରି…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍ ଓ କାର ଦୁର୍ଘଟଣାଗ୍ରସ୍ତ: ଘଟଣାସ୍ଥଳରେ ୨ ମୃତ

ସମ୍ବଲପୁର: ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥ ଜୁଜୁମୁରା ଥାନା ଅନ୍ତର୍ଗତ ସମ୍ବଲପୁରୀ ଢ଼ାବା ସାମ୍ନାରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଜି ଅନୁଗୁଳରୁ ସମ୍ବଲପୁର ଅଭିମୁଖେ ଏକ…
ଅଧିକ ଖବର ଦେଖନ୍ତୁ...

ମହାନଦୀ,ତାଳଦଣ୍ତାରେ ମିଶୁଛି ନର୍ଦ୍ଦମା ପାଣି : ପାଣି ପାଲଟିଛି କଳା, ବିପଦରେ ମଣିଷ ଓ ପଶୁପକ୍ଷୀ

କଟକ: ମହାନଦୀରେ ସିଧାସଳଖ ମିଶୁଛି କଟକ ସହରର ନର୍ଦ୍ଦମା ଜଳ। ବିଦ୍ୟାଧରପୁର ଠାରେ ଡ୍ରେନ୍ ଜଳ ତାଳଦଣ୍ଡା କେନାଲରେ ମିଶୁଥିବା ବେଳେ ଭଦିମୂଳ ଠାରେ ଗୁଳୁଗୁଳି ବାଟେ ମହାନଦୀରେ ନର୍ଦ୍ଦମା ଜଳ ମିଶିବା ଯୋଗୁଁ ଉଭୟ କେନାଲ ଓ ମହାନଦୀ ପାଣି ବିଷାକ୍ତ ହେଉଥିବା ଅଭିଯୋଗ ହେଉଛି। ମହାନଦୀ ପାଣି ଏହି…
ଅଧିକ ଖବର ଦେଖନ୍ତୁ...