Daily Archives

September 14, 2020

ବର୍ଷକରୁ ଦୁଇବର୍ଷ ମଧ୍ୟରେ କରାଯାଉଥିବା ମିଆଦି ଜମା ଉପରେ ସୁଧହାର କମାଇଲା ଷ୍ଟେଟ୍‌ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: ବର୍ଷକରୁ ଦୁଇବର୍ଷ ନିମିତ୍ତ ମିଆଦି ଜମା ଉପରେ ଷ୍ଟେଟ୍‌ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ସୁଧହାର ହ୍ରାସ କରିଛି। ଏହା ସେପ୍ଟେମ୍ବର ୧୦ ତାରିଖରୁ ଲାଗୁ ହେବ। ସାଧାରଣ ବୟସ ବର୍ଗର ଜମାକର୍ତ୍ତାଙ୍କ ନି‌ମନ୍ତେ ୧ ବର୍ଷରୁ ୨ ବର୍ଷ ମଧ୍ୟରେ କରାଯାଉଥିବା ମିଆଦି ଜମା ଉପରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କେଉଁ ଜିଲ୍ଲାରେ କେତେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ୪୧୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୭୬ ଓ ସ୍ଥାନୀୟ ଅଞ୍ଚଳରୁ ୧୭୨୨ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୫୫ହଜାର ୫କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ୨୯ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୯ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ ବୋଲି ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ । ଅକ୍ଟୋବର ୨ ଗାନ୍ଧି ଜୟନ୍ତି ପାଇଁ…
ଅଧିକ ଖବର ଦେଖନ୍ତୁ...

ନିଶା ଔଷଧ କାରବାର ବିଷୟରେ ମାଆଙ୍କ ମୋବାଇଲ୍‌ ଫୋନ୍‌ରେ ଚାଟିଙ୍ଗ୍ କରୁଥିଲେ ରିୟା: ଏନ୍‌ସିବି

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀ ତାଙ୍କ ମାଆ ସନ୍ଧ୍ୟା ଚକ୍ରବର୍ତ୍ତୀଙ୍କ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିଲେ ଏବଂ ସେଥିରେ ନିଶା ଔଷଧ ସମ୍ବନ୍ଧୀୟ ଚାଟିଙ୍ଗ୍ କରୁଥିଲେ ବୋଲି ‘ଏନ୍‌ସିବି’ସୂତ୍ରରୁ ଜଣାପଡ଼ିଛି। ‘ଏନ୍‌ସିବି’ ଉକ୍ତ ଫୋନ୍‌କୁ ଜବତ କରି ସେଥିରୁ ଡାଟା ଉଦ୍ଧାର କରିଛି।…
ଅଧିକ ଖବର ଦେଖନ୍ତୁ...

୩୦ ସାଂସଦ, ୫୦ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ; ପାର୍ଲାମେଣ୍ଟ ଆସିବା ମନା

ନୂଆଦିଲ୍ଲୀ : ଲୋକସଭା ଓ ରାଜ୍ୟସଭାର ୩୦ ଜଣ ସାଂସଦ ଏବଂ  ପାର୍ଲାମେଣ୍ଟ ସେକ୍ରେଟାରିଏଟର ୫୦ରୁ ଅଧିକ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ପ୍ରଥମେ ମାତ୍ର ୧୭ ଜଣ ସାଂସଦ କୋଭିଡ୍ ପଜିଟିଭ୍ ବୋଲି ସୂଚନା ମିଳିଥିଲା। ମାତ୍ର ବର୍ତ୍ତମାନ ଏହି ସଂଖ୍ୟା ୩୦ରେ ପହଞ୍ଚିଛି।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଜେଡିୟୁ ସାଂସଦ ହରିବଂଶ ସିଂହ

ନୂଆଦିଲ୍ଲୀ: ଆଜି ଠାରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିବସରେ ଜନତା ଦଳ ୟୁନାଇଟେଡ୍‌ (ଜେଡିୟୁ)ର ସାଂସଦ ହରିବଂଶ ସିଂହ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଦ୍ୱିତୀୟ ଥର ପାଇଁ ବିଧିବଦ୍ଧ ଭାବେ ନିର୍ବାଚିତ ହୋଇଛନ୍ତି। ହରିବଂଶ ସିଂହ ବିଧିବଦ୍ଧ ଭାବେ ରାଜ୍ୟସଭାର ଉପାଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ଆଉ ୩୫୧ କରୋନା ଆକ୍ରାନ୍ତ ଚିହ୍ନଟ, ୨ ମୃତ

ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ଗତ ୨୪ ଘଣ୍ଟାରେ ( ରବିବାର ସକାଳ ୯ଟାରୁ ସୋମବାର ସକାଳ ୯ଟା ସୁଦ୍ଧା)  ମୋଟ୍‌ ୩୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରୁ ୧୧୩ଟି କ୍ବାରାଣ୍ଟାଇନ ମାମଲା ଥିବାବେଳେ ୨୩୮ଟି ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ସେହିପରି ସମସ୍ତ…
ଅଧିକ ଖବର ଦେଖନ୍ତୁ...

ବିରଜା ମନ୍ଦିରରେ ରଥଯାତ୍ରା ପ୍ରସଙ୍ଗ: ମୁକ୍ତି ମଣ୍ଡପ ସେବାୟତ ପରିଷଦ ପକ୍ଷରୁ ହାଇ‌କୋର୍ଟରେ ଜନସ୍ବାର୍ଥ ମାମଲା

ଯାଜପୁର: ବିରଜା ମନ୍ଦିର ରଥଯାତ୍ରାକୁ ନେଇ ହାଇକୋର୍ଟ‌ରେ ମାମଲା। ଶାରଦୀୟ ଦୁର୍ଗା ପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ୯ ଦିନାତ୍ମକ ରଥଯାତ୍ରା ଅନୁଷ୍ଠିତ କେଉଁ ଆବାହନ କାଳରୁ ହୋଇଆସୁଛି। ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ମା ବିରଜା ଙ୍କ…
ଅଧିକ ଖବର ଦେଖନ୍ତୁ...

ଲୋକପ୍ରିୟ ଶିଶୁ ସାହିତ୍ୟିକ ‘ବଡ଼ଭାଇ’ ନଦିୟା ବିହାରୀ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଆକାଶବାଣୀ କଟକ କେନ୍ଦ୍ରର ଲୋକପ୍ରିୟ ଶିଶୁ କାର୍ଯ୍ୟକ୍ରମ ‘ଶିଶୁ ସଂସାର’ର ଉପସ୍ଥାପକ ନଦିୟା ବିହାରୀ ମହାନ୍ତିଙ୍କ ପରଲୋକ ହୋଇଛି । ସେ ‘ବଡ଼ଭାଇ’ ନାମରେ ସାରା ରାଜ୍ୟର ‌ଶ୍ରୋତା ମହଲରେ ପରିଚିତ ଥିଲେ । କଟକରେ ଏକ ଘରୋଇ ହସପିଟାଲରେ…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ୍ ଊହାନ୍‌ ପରୀକ୍ଷାଗାରରେ ସୃଷ୍ଟି ହୋଇଥିବାର ପ୍ରମାଣ ରଖିଥିବା ଦାବି କଲେ ଚୀନ୍ ଭୂତାଣୁବିତ୍

ନୂଆଦିଲ୍ଲୀ: କରୋନାଭାଇରସ୍ ଊହାନ୍‌ ପରୀକ୍ଷାଗାରରେ ସୃଷ୍ଟି ହୋଇଥିବା କଥା ଚୀନ୍‌ର ଜଣେ ଭୂତାଣୁବିତ୍ କହିଛନ୍ତି। ତାଙ୍କ ପାଖରେ ଏହାର ପ୍ରମାଣ ଅଛି ବୋଲି ମଧ୍ୟ ସେ ଦାବି କରିଛନ୍ତି। ଲି-ମେଙ୍ଗ୍ ୟାନ୍ ନାମ୍ନୀ ସେ ଭୂତାଣୁବିତ୍ ଏହି ଗୁପ୍ତ ତଥ୍ୟ ପ୍ରଘଟ କରିବା ପରେ ପରେ ଚୀନ୍‌ରୁ ଖସି…
ଅଧିକ ଖବର ଦେଖନ୍ତୁ...