Daily Archives

September 25, 2020

ଆଇପିଏଲ ୨୦୨୦ : ଟସ ଜିଣି ଚେନ୍ନାଇର ବୋଲିଂ ନିଷ୍ପତ୍ତି

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୦ର ୭ମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ ଜିଣି ପ୍ରଥମେ ବୋଲି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ଆଇପିଏଲରେ…
ଅଧିକ ଖବର ଦେଖନ୍ତୁ...

ଦିନକରେ ସର୍ବାଧିକ ୪୩୮୮ କରୋନା ଆକ୍ରାନ୍ତ ସୁସ୍ଥ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧, ୬୫, ୪୩୨କୁ ବୃଦ୍ଧି

ଭୁବନେଶ୍ୱର: କୋଭିଡ ଯୋଦ୍ଧାଙ୍କ ଲଗାତାର ଉଦ୍ୟମ ଓ କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ସୁବନ୍ଦୋବସ୍ତ ଯୋଗୁଁ ଆଜି ଗୋଟିଏ ଦିନରେ ସର୍ବାଧିକ ୪ ହଜାର ୩୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀ ରକୁଲପ୍ରୀତ, ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ୪ ଘଣ୍ଟାରୁ ଅଧିକ ସମୟ ଧରି ଜେରା

ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ କନେକ୍ସନ୍ ମାମଲାରେ  ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କୁ ଦୀର୍ଘ ୪ ଘଂଟା ଧରି ଜେରା କଲା ଏନସିବି । ରିୟା ଚକ୍ରବର୍ତ୍ତୀଙ୍କୁ ଜେରା ବେଳେ ଡ୍ରଗ୍ସ କନେକ୍ସନରେ ସାମ୍ନାକୁ ଆସିଥିଲା ରକୁଲ ପ୍ରୀତ୍ ସିଂଙ୍କ ନାଁ । ଏହାପରେ ତାଙ୍କୁ ସମନ କରିଥିଲା ନାରକୋଟିକ୍ସ କଂଟ୍ରୋଲ…
ଅଧିକ ଖବର ଦେଖନ୍ତୁ...

ୟୁପିଏସସି ପରୀକ୍ଷାରେ ସଫଳତା ପାଇବା ପୂର୍ବରୁ ୩୦ଟି ପରୀକ୍ଷାରେ ବିଫଳ ହୋଇଥିବା ଆଦିତ୍ୟ ଦେଲେ ଏଭଳି ଟିପ୍ସ

ନୂଆଦିଲ୍ଳୀ: ରାଜ୍ୟ ପ୍ରଶାସନିକ ସେବା, ଅଲ ଇଣ୍ଡିଆ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍) ଏବଂ ବ୍ୟାଙ୍କିଙ୍ଗ୍ ପରୀକ୍ଷା ପରି ୩୦ଟି ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇଥିଲେ ଆଦିତ୍ୟ । ହେଲେ ସବୁଥିରେ .ଫେଲ୍ ମାରିଥିଲେ ସେ। ଅନେକ ବିଫଳତା ସତ୍ତ୍ବେ ସେ…
ଅଧିକ ଖବର ଦେଖନ୍ତୁ...

ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତ ପରେ ସଲ୍‌ମାନ ଖାନଙ୍କଠାରୁ ଶ୍ରେୟା ଘୋଷାଲଙ୍କ ଯାଏଁ ଟ୍ବିଟର‌ରେ ଶୋକ ପ୍ରକାଶ…

ମୁମ୍ବାଇ: ପରଲୋକରେ ବହୁ ପରିଚିତ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଏସ୍‌ପି ବାଲାସୁବ୍ରମଣ୍ୟମ। ତାଙ୍କ ଦେହାନ୍ତ ପରେ ବଲିଉଡ୍‌ ସମେତ ପୂରା ଦେଶରେ ଶୋକର ଛାୟା ଖେଳି ଯାଇଛି। କେବଳ ଦେଶ ନୁହେଁ, ୪୦ ହଜାରରୁ ଅଧିକ ଗୀତ ଗାଇଥିବା ଏହି ବହୁ ପରିଚିତ କଣ୍ଠଶିଳ୍ପୀ ତାଙ୍କ କଳା ପାଇଁ ସାରା…
ଅଧିକ ଖବର ଦେଖନ୍ତୁ...

ଭାରତ ବିପକ୍ଷରେ ୨୦, ୦୦୦ କୋଟି ଟଙ୍କାର ଟିକସ ବିବାଦ ମାମଲା ଜିଣିଲା ଭୋଡାଫୋନ୍

ନୂଆଦିଲ୍ଲୀ: ‘ଭୋଡାଫୋନ୍ ଗ୍ରୁପ୍ ପିଏଲ୍‌ସି’ ଭାରତ ସରକାରଙ୍କ ବିପକ୍ଷରେ ୨୦, ୦୦୦ କୋଟି ଟଙ୍କାର ଏକ ପିଛିଲା ତାରିଖ ଟିକସ ବିବାଦରେ ଇଣ୍ଟର୍‌ନ୍ୟାସ୍‌ନାଲ୍ ଆର୍ବିଟ୍ରେସନ୍ (ଆନ୍ତର୍ଜାତିକ ଆପୋସ) ମାମଲା ଜିଣିଛି। ପ୍ରାପ୍ତ ସୂଚନା ଅନୁସାରେ, ହେଗ୍‌ସ୍ଥିତ ଏକ ଇଣ୍ଟର୍‌ନ୍ୟାସ୍‌ନାଲ୍…
ଅଧିକ ଖବର ଦେଖନ୍ତୁ...

କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଏଥି ସହିତ ସେ କହିଛନ୍ତି, ବିଗତ ୭ ଦିନ ମଧ୍ୟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ନିଜକୁ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଟପିଲା, ଆଜି ୩୨୬ ପିଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରିଛି । ରାଜଧାନୀରୁ ଆଜି ୩୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ସଂଗରୋଧରୁ ୭୦ ଜଣ ଓ ସ୍ଥାନୀୟ ଅଂଚଳରୁ ୨୫୬ ଜଣ ଆକ୍ରାନ୍ତ ଅଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ପେଟ ପାଇଁ କେତେ ନାଟ; ଶିଶୁକୁ ପିଠିରେ ବାନ୍ଧି ଇଟା ବୋହୁଛି ମା’

ନୂଆଦିଲ୍ଲୀ: ମା’ ନିଜ ପିଲା ପାଇଁ ସବୁପ୍ରକାର କଷ୍ଟକୁ ସର୍ବଦା ସହ୍ୟ କରିବାକୁ ପ୍ରସ୍ତୁତ ରହିଥାଏ। ମା’ଟି ନିଜ ପରିବାର ସହିତ ପିଲାଟିର ବି ଉଚିତ ଯତ୍ନ ନେବାକୁ ପଛାଇ ନ ଥାଏ। ସେଥିପାଇଁ ତ ମା’ଙ୍କୁ କବି ବା ଲେଖକମାନେ ଅନେକ ଆଖ୍ୟା ଦେଇ ସେମାନଙ୍କ କବିତା ଓ ଲେଖାରେ ସ୍ଥାନ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମୁହାଁମୁହିଁ ଧକ୍କା ହେଲା ଆମ୍ବୁଲାନ୍ସ-ବାଇକ, ଶିଶୁଙ୍କ ସମେତ ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ

ଯାଜପୁର: ରୋଗୀ ନଥିବା ଏକ ଆମ୍ବୁଲାନ୍ସ ଧକ୍କା ଦେବାରୁ ଆଜି ଅପରାହ୍ନରେ ୩ ଜଣ ଲୋକଙ୍କର ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ଶିଶୁ ଅଛନ୍ତି । ମୃତକମାନେ ହେଲେ କଟକ ସହରର ବଡ଼ାନାସୀର ଗୋପାଳ ସାହିର ଶଙ୍କର ସାହୁ (୫୦), ମାମିନା ସାହୁ (୪୨) ଓ ସଂପୂର୍ଣ୍ଣା ସାହୁ…
ଅଧିକ ଖବର ଦେଖନ୍ତୁ...