Monthly Archives

September 2020

ଅନ୍‌ଲକ୍ ୫.୦: ଖୋଲିବ ସିନେମା ହଲ୍, ଥିଏଟର୍ ଏବଂ ମଲ୍‌ଟିପ୍ଲେକ୍ସ୍‌

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ  ସଂକ୍ରମଣ ଜାରି ରହିଥିବା ବେଳେ ଅକ୍ଟୋବର ମାସ ଲାଗି  ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର। ଅନେକ କ୍ଷେତ୍ରରେ ପୂର୍ବରୁ ଜାରି ହୋଇଥିବା କଟକଣାକୁ କୋହଳ କରାଯାଉଥିବାରୁ ଏହାକୁ ‘ଅନଲକ୍ ୫.୦’ ଭାବେ ନାମିତ କରାଯାଇଛି।  କେନ୍ଦ୍ର ଗୃହ…
ଅଧିକ ଖବର ଦେଖନ୍ତୁ...

ପ୍ରାଣୀ ଉଦ୍ୟାନ ଖୋଲିବା ନେଇ ଆସିଲା ଗାଇଡଲାଇନ୍ : ଦିନକୁ ସର୍ବାଧିକ ୧୫୦୦ ଦର୍ଶକ; ଜର, ଥଣ୍ଡା ଓ କାଶ ଥିଲେ ପ୍ରବେଶ…

ଭୁବନେଶ୍ବର: ପ୍ରାଣୀ ଉଦ୍ୟାନ ନନ୍ଦନ କାନନ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ । ରାଜ୍ୟ  ବନ୍ୟ ପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଏହି ଗାଇଡଲାଇନ ଜାରି କରାଯାଇଛି । ଏହି ସମୟରେ କୋଭିଡ କଟକଣା ପାଳନ କରାଯିବ । ଗାଇଡଲାଇନ୍ ଅନୁଯାୟୀ, ନନ୍ଦନ କାନନକୁ ଦିନକ ଭିତରେ ସର୍ବାଧିକ ୧୫୦୦ ଦର୍ଶକ…
ଅଧିକ ଖବର ଦେଖନ୍ତୁ...

ଆର୍ମେନିଆ-ଆଜର୍‌ବୈଜାନ୍ ଯୁଦ୍ଧରେ ଭାଗ ନେଇପାରେ ରୁଷ୍!

ନୂଆଦିଲ୍ଲୀ:   ଆର୍ମେନିଆ ଏବଂ ଆଜର୍‌ବୈଜାନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ରୁଷ୍ ଯୋଗ ଦେବାର ସମ୍ଭାବନା ଥିବାରୁ ଏହା  ଭୟଙ୍କର ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ଚତୁର୍ଥ ଦିନରେ ପହଞ୍ଚିଥିବା ଯୁଦ୍ଧର ପରିସ୍ଥିତିକୁ ଲକ୍ଷ୍ୟ କରି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୨୨୭ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ଅଂଚଳରୁ ୯୮ ଜଣ ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ମୋଟ ୨୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୨୯ ଜଣ ଓ ସ୍ଥାନୀୟ ଅଂଚଳରୁ ୯୮ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୪୮ ଜଣ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଟସ ହାରି ପ୍ରଥମେ ବ୍ୟାଟିଂ କରୁଛି କୋଲକତା

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୦ର ୧୨ତମ ମ୍ୟାଚ କୋଲକତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ କୋଲକତା ଦଳ ନିଜର ବ୍ୟାଟିଂ ଆରମ୍ଭ କରିଛି । ଦଳ ପକ୍ଷରୁ ସୁନୀଲ ନରିନ  ଓ ଶୁଭମନ ଗିଲ ବ୍ୟାଟିଂ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାରୁ ୬୨୮ ଜଣଙ୍କ ସହ ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୪୨୧୯ ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୬୨୮ ଜଣଙ୍କ ସମେତ ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୪ ହଜାର ୨୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୫ ହଜାର ୭୦୦ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...

ଦ୍ବୈତନଗରୀରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ଅଫିସ୍, ଶନିବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ…

ଭୁବନେଶ୍ୱର : ଅକ୍ଟୋବର ମାସରେ ଭୁବନେଶ୍ବର ଓ କଟକରେ ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଏଥିସହ ପ୍ରତ୍ୟେକ ଶନିବାର ରାଜ୍ୟର ସମସ୍ତ ସରକାରୀ ଅଫିସ୍‌ ଛୁଟି ରହିବ। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ…
ଅଧିକ ଖବର ଦେଖନ୍ତୁ...

ଦୁଇ ବର୍ଷ ହେବ ନିଖୋଜ ହୋଇଯାଇଥିବା ମହିଳା ଜୀବିତାବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲା ପରେ କହିଲେ ଏଭଳି କଥା

ନୂଆଦିଲ୍ଲୀ: ଦୁଇ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ଜଣେ କଲମ୍ବିୟାନ ମହିଳା ଶନିବାର ଦିନ ସମୁଦ୍ରରେ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଉକ୍ତ ମହିଳାଙ୍କ ନାମ ଅଞ୍ଜେଲିକା ଗେଟନ୍ ବୋଲି ଜଣାପଡ଼ିଛି। ମତ୍ସ୍ୟଜୀବୀମାନେ ପ୍ରଥମେ ଅଞ୍ଜେଲିକା ଗେଟନଙ୍କୁ ସମୁଦ୍ରରେ ଭାସୁଥିବା ଦେଖି ଭୟଭୀତ…
ଅଧିକ ଖବର ଦେଖନ୍ତୁ...

ବାବ୍ରି ରାୟ ଘୋଷଣା ପରେ କୃଷ୍ଣ ଜନ୍ମଭୂମିକୁ ନେଇ ଆଗତ ମାମଲାକୁ ଖାରଜ କଲେ ୟୁପି କୋର୍ଟ

ନୂଆଦିଲ୍ଲୀ/ ମଥୁରା: ଅଯୋଧ୍ୟା ରାମ ଜନ୍ମଭୂମି ମାମଲା ପରେ ମଥୁରାର କୃଷ୍ଣ ଜନ୍ମଭୂମିକୁ ନେଇ ଆଗତ ହୋଇଥିବା ଏକ ଆବେଦନକୁ ଆଜି ଉତ୍ତରପ୍ରଦେଶର ଏକ ଅଦାଲତ ଖାରଜ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ମଥୁରାର ଏକ ସିଭିଲ କୋର୍ଟରେ ଆଗତ ହୋଇଥିବା ଏକ ପିଟିସନରେ କୃଷ୍ଣ ଜନ୍ମଭୂମିର…
ଅଧିକ ଖବର ଦେଖନ୍ତୁ...

କୋଭିଡ୍-୧୯ ସଂକ୍ରମଣ ଆଶଙ୍କା ବଢ଼ାଉଛି ଅଫିସ୍‌ର ବାୟୁ ସଞ୍ଚାଳନ ବ୍ୟବସ୍ଥା: କେମ୍ବ୍ରିଜ୍ ଅଧ୍ୟୟନ

ଲଣ୍ଡନ୍: ଆଧୁନିକ ଅଫିସ୍ କୋଠରିରେ ବାୟୁ ସଞ୍ଚାଳନ ବ୍ୟବସ୍ଥା କରୋନାଭାଇରସ୍ ସଂସ୍ପର୍ଶରେ ଆସିବା ଆଶଙ୍କା ବୃଦ୍ଧି କରିପାରେ ବୋଲି ‘ଜର୍ଣ୍ଣାଲ୍ ଅଫ୍ ଫ୍ଲୁଇଡ୍ ମେକାନିକ୍ସ୍‌’ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି। ବୁଧବାର ଦିନ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ କହିଛି ଯେ, ଭାରତୀୟ…
ଅଧିକ ଖବର ଦେଖନ୍ତୁ...