Daily Archives

October 2, 2020

ରିଲାଏନ୍ସ ନିର୍ମାଣ କଲା ନୂଆ ଆରଟି-ପିସିଆର କିଟ୍, ମାତ୍ର ୨ ଘଣ୍ଟାରେ କରୋନା ଭୁତାଣୁ ଚିହ୍ନଟ କରିବ

ନୂଆଦିଲ୍ଲୀ : ରିଲାଏନ୍ସ ଲାଇଫ ସାଇନ୍ସେସ ପକ୍ଷରୁ ଏକ ନୂଆ ପ୍ରକାରର ଆରଟି-ପିସିଆର କିଟ୍ ପ୍ରସ୍ତୁତ କରାଯାଇଛି । ଏହି କିଟ୍ ମାଧ୍ୟମରେ ମାତ୍ର ୨ ଘଣ୍ଟାରେ କରୋନା ପରୀକ୍ଷାର ଫଳାଫଳ ମିଳିଯିବ । ଏବେ ପ୍ରଚଳିତ ଆରଟି-ପିସିଆର (ରିଅଲ ଟାଇମ ରିଭର୍ସ ଟ୍ରାନ୍ସକ୍ରିପସନ-ପଲିମରେଜ ଚେନ ରିଆକ୍ସନ)…
ଅଧିକ ଖବର ଦେଖନ୍ତୁ...

କୋଭିଡ୍-୧୯କୁ ଗୁରତ୍ବ ନ ଦେବାର ପରିଣାମ ଭୋଗିଲେ ରାଷ୍ଟ୍ରପତି ଟ୍ରମ୍ପ୍: ଚୀନ୍ ଖବରକାଗଜ ‘ଗ୍ଲୋବାଲ୍ ଟାଇମ୍ସ’

ବେଜିଙ୍ଗ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍ ଏବଂ ଫାଷ୍ଟ୍‌ ଲେଡି ମେଲାନିଆ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଖବର ପ୍ରସାରଣ ହେବା ପରେ ଚୀନ୍‌ର ରାଷ୍ଟ୍ରାୟତ୍ତ ଦୈନିକ ସମ୍ବାଦପତ୍ର ‘ଗ୍ଲୋବାଲ୍ ଟାଇମ୍ସ୍‌’ ସମାଲୋଚନା କରି କହିଛି ଯେ, ଟ୍ରମ୍ପ୍‌ କରୋନାଭାଇରସ୍‌କୁ ଗୁରତ୍ବ ନ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ଜିଲ୍ଲାରେ ୧୦୭ ଆକ୍ରାନ୍ତ, ପୁଣି ୨ ମୁଣ୍ଡ ନେଲା କରୋନା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ କରୋନା ସଂକ୍ରମଣ ଥମିବାର ନା ନେଉନାହିଁ। ଗତକାଲି ଶହେ ତଳକୁ ଆକ୍ରାନ୍ତଙ୍କ ସଂଖ୍ୟା ରହିଥିବା ବେଳେ ଆଜି ପୁଣି ଶହେ ଉପରେ ରହିଛି। ପ୍ରତିଦିନ ଏମିତି ସଂକ୍ରମଣ ବଢି ଚାଲିଥିବା ବେଳେ ପ୍ରଶାସନର ବି କୌଣସି ନିଘା ନାହିଁ। ଯେଉଁଠି ଦେଖିବ ସବୁଠି ଭିଡ଼ାଭିଡ଼ି…
ଅଧିକ ଖବର ଦେଖନ୍ତୁ...

ଦେଶରେ କରୋନା ସଂକ୍ରମଣ ଥମିବାକୁ ନେଇ ଖୁସି ଖବର ଦେ‌‌ଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ଟିକାକୁ ଅପେକ୍ଷା କରିଛନ୍ତି। ଦେଶର ଅନେକ କମ୍ପାନି କରୋନା‌ ଟିକା ଉପରେ କାମ କରୁଛନ୍ତି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଦେଶକୁ କରୋନା ଟିକା କେବେ ଆସିବ? ଏହି…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି: ନଭେମ୍ବର ୨୦ ପର୍ଯ୍ୟନ୍ତ ପୂର୍ବଭଳି ଭିଡିଓ କନଫରେନ୍ସିଂରେ ମାମଲା ଶୁଣାଣି

କଟକ: ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ୨୦୨୦, ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ପୂର୍ବଭଳି କଟକଣା ଭିତରେ କାର୍ଯ୍ୟ କରିବ। କରୋନା ଭୂତାଣୁ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଫୁଲ୍ କୋର୍ଟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୧୮୨ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ଅଂଚଳରୁ ୭୫ ଜଣ ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ମୋଟ ୧୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୦୭ ଜଣ ଓ ସ୍ଥାନୀୟ ଅଂଚଳରୁ ୭୫ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌-୧୯ ସଂକ୍ରମଣର ସବୁଠୁ ବିଶ୍ବାସଯୋଗ୍ୟ ଲକ୍ଷଣ ହେଉଛି ଘ୍ରାଣ ଶକ୍ତି, ସ୍ବାଦ ବାରିବା ଶକ୍ତି ହ୍ରାସ: ଇଂଲଣ୍ଡ୍‌…

ଲଣ୍ଡନ୍‌: ଅଧିକ ମାତ୍ରାରେ ଘ୍ରାଣ ଶକ୍ତି ଓ ସ୍ବାଦ ବାରିବା ଶକ୍ତି ହରାଇବା କରୋନାଭାଇରସ୍‌ ସଂକ୍ରମଣର ସବୁଠୁ ବିଶ୍ବାସଯୋଗ୍ୟ ସୂଚନା ବୋଲି ଇଂଲଣ୍ଡର ବୈଜ୍ଞାନିକମାନେ କରିଥିବା ଗବେଷଣାରୁ ଜଣାପଡ଼ିଛି। କିଛି ଲୋକଙ୍କ ଉପରେ କରାଯାଇଥିବା ଏହି ଅଧ୍ୟୟନ ଏ ସପ୍ତାହର ‘ପ୍ଲୋସ୍…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ : ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ସନରାଇଜର୍ସ ହାଇଦ୍ରାବାଦ,

ଦୁବାଇ : ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୦ର ୧୪ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ, ସନରାଇଜର୍ସ ହାଇଦ୍ରାବାଦ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ…
ଅଧିକ ଖବର ଦେଖନ୍ତୁ...

ରୋଗୀ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ଓ ଭଙ୍ଗାରୁଜା, ଭଦ୍ରକ ଜିଲ୍ଲା ଡାକ୍ତରଖାନାରେ ପୁଲିସ ମୁତୟନ

ଭଦ୍ରକ: ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ସନ୍ଧ୍ୟାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ରୋଗୀଙ୍କ ପରିବାର ଓ ସଂପର୍କୀୟମାନେ ଏହି ଉତ୍ତେଜନା ଓ ଭଙ୍ଗାରୁଜା କରିଥିବା ଜଣାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ…
ଅଧିକ ଖବର ଦେଖନ୍ତୁ...

ଚଳିତ ବର୍ଷ ସବୁଠାରୁ ଅଧିକ ଆୟ କରୁଥିବା ଅଭିନେତାଙ୍କ ତାଲିକାରେ ସାମିଲ ହୋଇଛନ୍ତି ଅକ୍ଷୟ କୁମାର

ନୂଆଦିଲ୍ଲୀ: ଫୋର୍ବସ୍ ମାଗାଜିନ୍ ଚଳିତ ବର୍ଷ ଅର୍ଥାତ୍ ୨୦୨୦ର ସବୁଠୁ ମହଙ୍ଗା ଅଭିନେତାଙ୍କ ତାଲିକା ପ୍ରକାଶ କରିଛି । ଏଥର ସବୁଠୁ ଅଧିକ ଆୟ କରୁଥିବା ଅଭିନେତାଙ୍କ ତାଲିକାରେ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ନାମ ସାମିଲ ରହିଛି। ଅକ୍ଷୟ କୁମାର ୨୦୨୦ରେ ମୋଟ ୪୮.୫ ମିଲିୟନ ଡଲାର ଆୟ…
ଅଧିକ ଖବର ଦେଖନ୍ତୁ...