Daily Archives

October 10, 2020

ଅକୁହା ଭକ୍ତିର ଧାରା: ଭଙ୍ଗା କୁଡ଼ୁଆରେ ମହାପ୍ରସାଦ ଖାଉଛନ୍ତି ବିଦେଶୀ ଭକ୍ତ

ପୁରୀ: ପ୍ରସାଦ ଭିତରେ ସର୍ବୋତ୍ତମ, ଆତ୍ମତୃପ୍ତିରେ ସମସ୍ତଙ୍କ ମନ କିଣୁଥିବା ମହାବାହୁଙ୍କ ମହାପ୍ରସାଦ | ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦେଖିବାକୁ ଆସୁଥିବା ପ୍ରତିଟି ଭକ୍ତ ମନରେ ଥାଏ ମହାପ୍ରସାଦ ଟିକେ ପାଇବାର ଇଚ୍ଛା ଓ ଅଭିଳାଷ | ନା ଆବଶ୍ୟକ ଥାଏ କୌଣସି ହୋଟେଲ ନା ଆବଶ୍ୟକ ଥାଏ କୌଣସି…
ଅଧିକ ଖବର ଦେଖନ୍ତୁ...

ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର, ବାପ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ଦିନକୁ ଦିନ ଯୌତୁକ ଜନିତ ନିର୍ଯ୍ୟାତନା ବଢିବାରେ ଲାଗିଛି। ଗତ ୭ ତାରିଖରେ ପାଟଣାଗଡ଼ ଥାନାରେ ଯୌତୁକ ଜନିତ ନିର୍ଯ୍ୟାତନା ଅଭିଯୋଗ ହୋଇଥିବା ବେଳେ ଏହି ଉପଖଣ୍ଡ ବେଲପଡା ଥାନାରେ ରାଡବାହାଲ ଗ୍ରାମରେ ଜଣେ ମହିଳାଙ୍କୁ ଯୌତୁକ ନିର୍ଯ୍ୟାତନା ଦେଇ…
ଅଧିକ ଖବର ଦେଖନ୍ତୁ...

ଏନ୍ଓୟୁ ଜାତୀୟ ସେବା ଯୋଜନା ବ୍ୟୁରୋ ଓ ମୁକ୍ତ ଶାଖା ପକ୍ଷରୁ ଭର୍ଚୁଆଲ୍ ଗୋପବନ୍ଧୁ ଜୟନ୍ତୀ ପାଳିତ

ବାରିପଦା: ଗୋପବନ୍ଧୁଙ୍କ ଦୃଷ୍ଟିରେ ଜାତୀୟ ଚେତାନା ପ୍ରସଙ୍ଗରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ, ମୁକ୍ତ ଶାଖା ଏବଂ ଗଡ଼ିଆ ଆଞ୍ଚଳିକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ମିଳିତ ଅନୁକୂଲ୍ୟରେ ଅନଲାଇନରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବାଧୀନତା ଦିବସ ଭାଷଣ ଅନୁସାରେ, ୨୩ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳ…

ନୂଆଦିଲ୍ଲୀ: ଶନିବାର ଦିନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ସରକାରୀ ଚାକିରି ଲାଗି ମନୋନୟନ ନିମନ୍ତେ ଏପର୍ଯ୍ୟନ୍ତ ୨୩ ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳ ସାକ୍ଷାତ୍‌କାର ଉଚ୍ଛେଦ କରିସାରିଲେଣି। କାର୍ମିକ ମନ୍ତ୍ରାଳୟ ଦ୍ବାରା ଜାରି ଏକ ବିବୃତି ଅନୁସାରେ, ଗ୍ରୁପ୍-ବି…
ଅଧିକ ଖବର ଦେଖନ୍ତୁ...

ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୩୦ ଜଣ ଷ୍ଟାର୍‌ ପ୍ରଚାରକଙ୍କ ମଧ୍ୟରେ ଅଛନ୍ତି ଗାନ୍ଧୀ ପରିବାର ଓ ଅଭିନେତା…

ନୂଆଦିଲ୍ଲୀ: ଅକ୍ଟୋବର ୨୮ ତାରିଖ ଦିନ ହେବାକୁ ଥିବା ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି କଂଗ୍ରେସ ପାର୍ଟିର ୩୦ଜଣ ତାରକା ପ୍ରଚାରକଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ୍‌ ଗାନ୍ଧୀ ଏବଂ ଉତ୍ତରପ୍ରଦେଶ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ବିରାଟଙ୍କ ଲଢୁଆ ବ୍ୟାଟିଂ, ଚେନ୍ନାଇ ଆଗରେ ୧୭୦ ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୦ର ୨୫ ତମ ମ୍ୟାଚରେ  ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ ସୁପର କିଙ୍ଗସ ଆଗରେ ୧୭୦ ରନର ଲକ୍ଷ୍ୟ ରଖିଛି । ଏହି ମ୍ୟାଚରେ ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ବାମା : ସୁରକ୍ଷା ବାହିନୀ ଗୁଳିରେ କୁଖ୍ୟାତ ଆତଙ୍କବାଦୀ ଜାହିଦ୍ ଟାଇଗର ନିହତ

ଶ୍ରୀନଗର : କଶ୍ମୀରରେ ଆଜି ସୁରକ୍ଷାବଳକୁ ଡବଲ ସଫଳତା ମିଳିଛି । ସକାଳେ କୁଲଗାମ ଜିଲ୍ଲାରେ ଦୁଇ ଆତଙ୍କବାଦୀ ନିହତ ହେବା ପରେ ସଂଧ୍ୟାରେ ପୁଲଓ୍ବାମା ଠାରେ ଆଉ ଦୁଇ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛି ଭାରତୀୟ ସେନା । ଜମ୍ମୁ ଓ କଶ୍ମୀର ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି…
ଅଧିକ ଖବର ଦେଖନ୍ତୁ...

ଶତ୍ରୁର ମୁକାବିଲା ଲାଗି ଭଲରୂପେ ପ୍ରସ୍ତୁତ: ଲଦାଖସ୍ଥିତ ଭାରତୀୟ ବାୟୁସେନା ପାଇଲଟ୍‌

ଲେହ: ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ମୁତୟନ ହୋଇଥିବା ଭାରତୀୟ ବାୟୁସେନାର ପାଇଲଟ୍‌ମାନେ କହିଛନ୍ତି ଯେ, ଯେକୌଣସି ପରିସ୍ଥିତି ଓ ବିପଦର ମୁକାବିଲା କରିବାକୁ ସେମାନେ ଯଥେଷ୍ଟ ଭାବେ ପ୍ରସ୍ତୁତ ଅଛନ୍ତି। ଶୀତ ଆସୁଥିବାରୁ ସମ୍ପ୍ରତି ଲେହ୍‌ ବିମାନଘାଟିରେ ଅନେକ…
ଅଧିକ ଖବର ଦେଖନ୍ତୁ...

ବିନା ଶବରେ ହେଲା ଶବ ସତ୍କାର ! ‌ଭୁବନେଶ୍ବର ପେଟ୍ରୋଲ ପମ୍ପ ବିସ୍ପୋରଣସ୍ଥଳରୁ ନିଖୋଜ ହୋଇଯାଇଥିବା ସୀମାଞ୍ଚଳ ଏବେ…

ଭୁବନେଶ୍ବର:  ବିନା ଶବରେ ଶବ ସତ୍କାର । କଥାଟି ଶୁଣିବାକୁ ଯେତେ ଅସ୍ୱାଭାବିକ ଲାଗୁଛି, ଘଟଣାଟି ସେତେ ସମ୍ବେଦନଶୀଳ । ମରି ଯାଇଥିବା ମଣିଷର ମୃତଦେହ ମିଳିବ ନାହିଁ ଆଉ ବାଧ୍ୟବାଧତାରେ ନଡ଼ା ବିଡ଼ାକୁ ଶବ କରି ପ୍ରତୀକାତ୍ମକ ଶବ ସତ୍କାର କରିବାକୁ ପଡ଼ିବ। ସେହି ପରିବାରର ମାନସିକତା କ’ଣ ଥିବ ଥରେ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାରୁ ୧୧୪୩ ଜଣଙ୍କ ସମେତ ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୮୮୫ ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୧୧୪୩ ଜଣଙ୍କ ସମେତ ରାଜ୍ୟରେ ଆଜି କରୋନା ସଂକ୍ରମଣରୁ ୩ ହଜାର ୮୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା…
ଅଧିକ ଖବର ଦେଖନ୍ତୁ...