Daily Archives

October 12, 2020

ବାଲେଶ୍ବର, ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର :  ଆସନ୍ତା ନଭେମ୍ବର ୩ରେ ଅନୁଷ୍ଠିତ ହେବାକୁ ଥିବା ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବାଲେଶ୍ବର ସଦର ପାଇଁ ମମତା କୁଣ୍ଡୁଙ୍କୁ ଟିକେଟ ଦିଆଯାଇଥିବାବେଳେ ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକଙ୍କ ନାଁ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିଶ୍ରମର ଉଚିତ ମୂଲ୍ୟ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଚାକିରିଜୀବୀଙ୍କୁ ଲାଭ ମିଳିବ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ବହୁତ ଆନନ୍ଦ ପାଇବେ। ବୃଷ: ଆପଣଙ୍କ ସାମନାକୁ ନୂଆ ସୁଯୋଗ ଆସିବ। ସମାଜରେ ଆଦର ସମ୍ମାନ ପାଇବେ। ଅଫିସରେ ସହକର୍ମୀଙ୍କ ସହିତ ଭଲ ତାଳମେଳ ରହିବ।…
ଅଧିକ ଖବର ଦେଖନ୍ତୁ...

ଅନଲାଇନରେ ବିଲେଇ ମଗାଇଥିଲେ… ଘରେ ପହଞ୍ଚିଲା ବାଘ ଛୁଆ

ନୂଆଦିଲ୍ଲୀ: ଅନଲାଇନ ସପିଂର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କରୋନା କାଳରେ ଏହାର ବ୍ୟବହାର ଅଧିକ ବଢ଼ି ଯାଇଛି। କାରଣ କରୋନା ମହାମାରୀ ସମୟରେ ସରକାର ଲୋକମାନଙ୍କୁ ଯଥାସମ୍ଭବ ଘରେ ରହିବାକୁ ପରାମର୍ଶ ଦେଉଥିବା ବେଳେ ଲୋକମାନେ ବି ଭୟରେ ବାହାରକୁ ବାହାରୁ ନାହାନ୍ତି। ଏଭଳି…
ଅଧିକ ଖବର ଦେଖନ୍ତୁ...

ମୋଟରବାଇକକୁ ପିଟିଲା ଡମ୍ପର, ୨ ମୃତ

ରାଉରକେଲା : ରାଜଗାଙ୍ଗପୁର ରାଣୀବନ୍ଧ ପେଟ୍ରୋଲ ପମ୍ପ ନିକଟରେ ମୋଟରବାଇକକୁ ଡମ୍ପର ସମ୍ମୁଖପଟୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ଦୁଇ ମୋଟରବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାମାବାହାଲର ପ୍ରଦୀପ ଡୁଙ୍ଗ ଡୁଙ୍ଗ (୨୦), ପ୍ରମୋଦ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ ଏଡିଜିଙ୍କୁ ପଚାରିଲେ ହାଇକୋର୍ଟ: ନିଜ ଝିଅର କ’ଣ ଏଭଳି ସତ୍କାର କରିଥାଆନ୍ତେ?

ନୂଆଦିଲ୍ଲୀ: ରାତି ଅଧରେ ହାଥ୍‌ରସ୍‌ ଦୁଷ୍କର୍ମ ପୀଡ଼ିତାଙ୍କ ଶବ ସତ୍କାର କରିଥିବା କାରଣରୁ ଉତ୍ତରପ୍ରଦେଶ ପୁଲିସକୁ ସୋମବାର ଦିନ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ ଭର୍ସନା କରିଛନ୍ତି। ପୀଡ଼ିତାଙ୍କ ପରିବାରର ଓକିଲଙ୍କ କହିବା ଅନୁସାରେ, ବିଚାରପତି ପଙ୍କଜ ମିଥଲ ଏବଂ ରଞ୍ଜନ…
ଅଧିକ ଖବର ଦେଖନ୍ତୁ...

କୋଲକାତା ଆଗରେ ୧୯୫ ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୨୮ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୋଲକାତା ନାଇଟ ରାଇଡର୍ସ ଆଗରେ ୧୯୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଆଜି ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ପୁଅ ପାଇଁ କାନି ପତାଇ ଭୋଟ୍‌ ମାଗିଲେ ମା’, ମାନସ ଆପଣମାନଙ୍କର, ତାକୁ ଆଶୀର୍ବାଦ କରନ୍ତୁ

ବାଲେଶ୍ବର : ବାଲେଶ୍ବରର ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମା‌ନସଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଦଳ ପକ୍ଷରୁ ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଛି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କଠାରୁ ଆରମ୍ଭ କରି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପଦ୍ମଲୋଚନ…
ଅଧିକ ଖବର ଦେଖନ୍ତୁ...

ବର୍ତ୍ତମାନ ଖୋଲିବ ନାହିଁ ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର:  ଭକ୍ତଙ୍କ ପାଇଁ ଏବେ ଖୋଲିବ ନାହିଁ ମାଆ ସମଲେଶ୍ୱରୀଙ୍କ ମନ୍ଦିର । ବିଭିନ୍ନ ମନ୍ଦିର ଓ ଦେବପୀଠ ଖୋଲିବା ନେଇ  ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ତର୍ଜମା ବୈଠକରେ ଏହି  ନିଷ୍ପତ୍ତି ନିଆଯାଇଛି  । ଏହି ବୈଠକରେ ଉପସ୍ଥିତ ସମ୍ବଲପୁର ଜିଲ୍ଲାର ପ୍ରମୁଖ ପୀଠ ମା’…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ : ନୂତନ କୋର୍ଟ କୋଠା ଉଦଘାଟିତ

ଦେବଗଡ଼: ଦେବଗଡ଼ ଜିଲ୍ଲାରେ ଆଜି ନୂତନ କୋର୍ଟ କୋଠା ଉଦଘାଟିତ ହୋଇଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସେକ ରଫିକ ଅହମ୍ମଦ ଭିଡିଓ କନଫରେସିଂ ମାଧ୍ୟମରେ ନୂତନ କୋର୍ଟ କୋଠାକୁ ଉଦଘାଟିତ କରିଥିଲେ । ଏହି ଅବସରରେ ଅନ୍ୟତମ ବିଚାରପତି ଜଷ୍ଟିସ ସାବିତ୍ରୀ ରଥ ଉପସ୍ଥିତ ଥିଲେ ।…
ଅଧିକ ଖବର ଦେଖନ୍ତୁ...

ସାମାଜିକ ଗଣମାଧ୍ୟମରେ ନ୍ୟାୟପାଳିକା ସଂକ୍ରାନ୍ତ ଅପମାନଜନକ ମନ୍ତବ୍ୟ ଘଟଣାର ସିବିଆଇ ତଦନ୍ତ ଆଦେଶ ଦେଲେ ଆନ୍ଧ୍ର…

ହାଇଦ୍ରାବାଦ: ସାମାଜିକ ଗଣମାଧ୍ୟମରେ ଘୃଣ୍ୟ ପୋଷ୍ଟ୍‌ ଏବଂ ରାଜ୍ୟ ନ୍ୟାୟପାଳିକା ବିରୁଦ୍ଧରେ ‘ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି’ର କେତେକ ନେତା ଅପମାନଜନକ ବିବୃତି ଦେଇଛନ୍ତି ବୋଲି କୁହାଯାଉଥିବା ଘଟଣାର ‘ସିବିଆଇ’ ତଦନ୍ତ କରାଇବାକୁ ସୋମବାର ଦିନ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଆଦେଶ…
ଅଧିକ ଖବର ଦେଖନ୍ତୁ...