Daily Archives

October 14, 2020

ରୁଷ୍‌ ଦ୍ବିତୀୟ କୋଭିଡ୍‌-୧୯ ଟିକା ଅନୁମୋଦନ କରିଥିବା କଥା କହିଲେ ପୁଟିନ୍

ମସ୍କୋ: କୋଭିଡ୍‌-୧୯ ନିରୋଧୀ ଦ୍ବିତୀୟ ଟିକାକୁ ରୁଷ୍‌ ନିୟମାକ ଅନୁମୋଦନ ଦେଇଥିବା କଥା ବୁଧବାର ଦିନ ଏକ ସରକାରୀ ସଭାରେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍ ଘୋଷଣା କରିଛନ୍ତି। ସାଇବେରିଆର ଭେକ୍ଟୋର୍ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ବିକଶିତ ଏବଂ ଗତ ମାସରେ ପ୍ରାରମ୍ଭିକ ପର୍ଯ୍ୟାୟ…
ଅଧିକ ଖବର ଦେଖନ୍ତୁ...

କରୋନାରୁ ବର୍ତ୍ତିବା ପାଇଁ ପାର୍ବଣ ଓ ଶୀତ ଋତୁରେ ଅଧିକ ସତର୍କ ରହିବାକୁ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ ପରିଚାଳନାରେ ଓଡିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛି। ସମସ୍ତ ସୂଚକାଙ୍କ ଜାତୀୟ ହାର ତୁଳନାରେ ଭଲ ରହିଛି। ଅଧିକାଂଶ ଜିଲ୍ଲାରେ ନୂଆ ସଂକ୍ରମଣ କମୁଛି। କଟକ, ଖୋର୍ଦ୍ଧା ଓ ପୁରୀ ପରି ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡିକରେ ମଧ୍ୟ ପରିସ୍ଥିତିରେ ଉନ୍ନତି ଆସିଛି। ଆଗକୁ…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୧୧୧ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ଅଂଚଳରୁ ୫୨ ଜଣ ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ମୋଟ ୧୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୫୯ ଜଣ ଓ ସ୍ଥାନୀୟ ଅଂଚଳରୁ ୫୨ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୨୩ ଜଣ ଓ ଗୃହ…
ଅଧିକ ଖବର ଦେଖନ୍ତୁ...

ପ୍ରଶାସନ ଶୁଣିଲାନି: ଋଷିକୁଲ୍ୟା ମୁହାଣ ଖୋଳିଲେ ମତ୍ସ୍ୟଜୀବୀ, ଭିଡିଓରେ ଦେଖନ୍ତୁ ଶତାଧିକ ଲୋକଙ୍କ ଅକ୍ଲାନ୍ତ ପରିଶ୍ରମ

ବ୍ରହ୍ମପୁର: ଗଞ୍ଜାମ ବ୍ଲକ ଅର୍ନ୍ତଗତ ପୋତାଗଡ଼ ନିକଟରେ ମତ୍ସ୍ୟଜୀବୀମାନେ ଆଜି ନିଜସ୍ବ ଉଦ୍ୟମରେ ଏକ ମୁହାଣ ଖୋଳିଛନ୍ତି। ଆଠଟି ଗ୍ରାମର ମତ୍ସ୍ୟଜୀବିମାନେ ଏକଜୁଟ୍‌ ହୋଇ ୨ମୋଟର ଚାଳିତ ଡଙ୍ଗାରେ ଜୀବନକୁ ବିପନ୍ନ କରି ଯାଇ ଏହି ମୁହାଣ ଖୋଲିଛନ୍ତି। ଏହି ଫଳ ଖୋଳିବା ଫଳରେ ସୁବିଧା…
ଅଧିକ ଖବର ଦେଖନ୍ତୁ...

ସରକାରୀ ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କୁ ମିଳିବ ୩୩ ପ୍ରତିଶତ ସଂରକ୍ଷଣ

ପଞ୍ଜାବ: ପଞ୍ଜାବର କଂଗ୍ରେସ ସରକାର ସରକାରୀ ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ନିସ୍ପତ୍ତି କରିଛନ୍ତି । ଏବେ ରାଜ୍ୟରେ ସରକାରୀ ନିଯୁକ୍ତି କ୍ଷେତ୍ରତେର ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମିରିନ୍ଦର ସିଂ ଏନେଇ ଟ୍ୱିଟ୍ ଯୋଗେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲିଠାରୁ ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟରେ ଖୋଲିବ ସିନେମା ହଲ ; ଜାଣନ୍ତୁ, କେଉଁ କେଉଁ ଚଳଚ୍ଚିତ୍ର ଦେଖିପାରିବେ…

ନୂଆଦିଲ୍ଲୀ : ସାରା ଦେଶର ସିନେମା ପ୍ରେମୀଙ୍କ ଦୀର୍ଘ ୭ ମାସର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ଅନଲକ୍ ୫.୦ ଗାଇଡଲାଇନ ଅନୁସାରେ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧୫ ଠାରୁ ସିନେମା ହଲ ଓ ମଲଟିପ୍ଲେକ୍ସ ଗୁଡ଼ିକ ଖୋଲିବାକୁ ଯାଉଛି । ତେବେ ଓଡ଼ିଶାର ସିନେମାପ୍ରେମୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ରାଜା ଗିରଫ, ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

ଭଦ୍ରକ: ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ରାଜାକୁ ଏସ୍‌ଟିଏଫ୍‌ ଭଦ୍ରକର ପୁରୁଣାବଜାର ଅଂଚଳରୁ ଗିରଫ କରିଛି । ପୁଲିସ ସେକ୍‌ ରାଜା ଠାରୁ ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି ଓ ବାଇକ୍‌ ଜବତ କରିଛି। ସେକ୍‌ ରାଜା ନାମରେ ପୂର୍ବରୁ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି। ସେ…
ଅଧିକ ଖବର ଦେଖନ୍ତୁ...

ପୂଜାପର୍ବାଣି ଆଗରୁ ଯାତ୍ରୀମାନଙ୍କ ନିମନ୍ତେ ନୂଆ କୋଭିଡ୍-୧୯ ନିୟମ ଜାରି କଲା ‘ରେଲ୍‌ୱେ ପ୍ରୋଟେକ୍‌ସନ୍ ଫୋର୍ସ’

ନୂଆଦିଲ୍ଲୀ: ପୂଜାପର୍ବାଣି ସମୟ ପାଖେଇ ଆସୁଥିବା ବେଳେ ଯାତ୍ରୀମାନଙ୍କ ନିମନ୍ତେ ‘ରେଲ୍‌ୱେ ପ୍ରୋଟେକ୍‌ସନ୍ ଫୋର୍ସ’ (ଆର୍‌ପିଏଫ୍‌) ବୁଧବାର ଦିନ ନୂଆ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଫଳରେ ଯାତ୍ରୀମାନେ କୋଭିଡ୍-୧୯ ମହାମାରୀରେ ନିରାପଦରେ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବେ।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଦିଲ୍ଲୀ 

ନୂଆଦିଲ୍ଲୀ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୩୦ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି ।  ଏହି ମ୍ୟାଚରେ  ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟର ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ…
ଅଧିକ ଖବର ଦେଖନ୍ତୁ...

ଦେଓଗା ଅଞ୍ଚଳକୁ ଫେରିଲେ ଲୁଟେରା ଦଳ, ଗୋଟିଏ ରାତିରେ ୩ ଦୋକାନରୁ ତାଳା କାଟି ଚୋରି

ଦେଓଗାଁ: କିଛି ଦିନର ନିରବତା ପରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳକୁ ପୁଣି ଫେରିଛନ୍ତି ଲୁଟେରା ଦଳ। ସହରରେ ଲୁଟପାଟ କରି ସାରିବା ପରେ ଗ୍ରାମାଞ୍ଚଳରେ ମାତିଲେଣି ଏହି ଡ଼କାୟତି ଗ୍ୟାଙ୍ଗ। ଗୋଟିଏ ରାତିରେ ଦେଓଗାଁ ଥାନାଞ୍ଚଳର ବିଭିନ୍ନ ସ୍ଥାନ ୩ଟି ଦୋକାନରୁ ଚୋରି ହୋଇଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...