Daily Archives

October 14, 2020

ଖୋର୍ଦ୍ଧା ଜିଲ୍ଲାରୁ ୫୦୦ ଜଣଙ୍କ ସହ ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୭୭୫ ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୫୦୦ ଜଣଙ୍କ ସହ ରାଜ୍ୟରେ ଆଜି ୨ ହଜାର ୭୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୭୬୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ…
ଅଧିକ ଖବର ଦେଖନ୍ତୁ...

ନାସିକର ଏନସିପି ନେତା ସଞ୍ଜୟ ସିନ୍ଦେ ଜୀବନ୍ତ ଦଗ୍ଧ, କାରରେ ନିଆଁ ଲାଗି ଦୁର୍ଘଟଣା

ମୁମ୍ବାଇ: ମଙ୍ଗଳବାର ସନ୍ଧ୍ୟାରେ ନାସିକରେ ଜଣେ ଏନସିପି ନେତା ଜୀବନ୍ତ ଦଗ୍ଧ ହୋଇଥିବା ଖବର ମିଳିଛି। ଏନସିପି ନେତା ସଞ୍ଜୟ ସିନ୍ଦେ ମୁମ୍ବାଇ-ଆଗ୍ରା ରାଜପଥରେ ଯାତ୍ରା କରୁଥିବା ବେଳେ ପିମ୍ପଲଗାଓଁ ବସୱନ୍ତ ଟୋଲ ପ୍ଲାଜା ନିକଟରେ ତାଙ୍କ କାରରେ ସର୍ଟସର୍କିଟ ହୋଇ ନିଆଁ ଲାଗି ଯାଇଥିଲା। ମଦ…
ଅଧିକ ଖବର ଦେଖନ୍ତୁ...

ସ୍ୱାଇନ୍‌ କରୋନାଭାଇରସ୍‌ ପଶୁଙ୍କଠାରୁ ଲୋକଙ୍କ ମଧ୍ୟରେ ବ୍ୟାପିପାରେ: ନୂତନ ଅଧ୍ୟୟନ

ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନରେ ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ଯେ ସ୍ୱାଇନ୍‌ (ଘୁଷୁରି) କରୋନାଭାଇରସ୍‌ ପଶୁମାନଙ୍କ ଠାରୁ ଲୋକଙ୍କ ମଧ୍ୟରେ ବ୍ୟାପିପାରେ। ବୈଜ୍ଞାନିକମାନଙ୍କ ଦ୍ୱାରା କରା ଯାଇଥିବା ଏହି ନୂତନ ଅଧ୍ୟୟନ ଅନୁଯାୟୀ, କରୋନାଭାଇରସ୍‌ର ଏକ ଷ୍ଟ୍ରେନ୍‌ ଯାହା ଘୁଷୁରି ଠାରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସମେତ ଛଅଟି ରାଜ୍ୟର ସ୍କୁଲ୍ ଶିକ୍ଷା ଉନ୍ନତ କରିବା ଲାଗି ୫୭୧୮ କୋଟି ଟଙ୍କାର ‘ଷ୍ଟାର୍‌ସ୍‌’ ପ୍ରକଳ୍ପକୁ…

ନୂଆଦିଲ୍ଲୀ: ଓଡ଼ିଶା ସମେତ ଛଅଟି ରାଜ୍ୟର ସ୍କୁଲ୍ ଶିକ୍ଷା ଉନ୍ନତ କରିବା ଲାଗି ୫୭୧୮ କୋଟି ଟଙ୍କାର ‘ଷ୍ଟ୍ରେଙ୍ଗ୍‌ଦେନିଙ୍ଗ୍ ଟିଚିଙ୍ଗ୍-ଲର୍ଣ୍ଣିଂ ଆଣ୍ଡ୍‌ ରେଜଲ୍ଟସ୍‌ ଫର୍ ଷ୍ଟେଟ୍‌ସ୍’ ବା ‘ଷ୍ଟାର୍‌ସ୍‌’ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି। ଏଥିଲାଗି ବିଶ୍ବ ବ୍ୟାଙ୍କ୍…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌ ନିୟମ ଉଲ୍ଲଂଘନ: ଅନୁଗୁଳରେ ଡ. ଦୀପକ ଗଡ଼ନାୟକଙ୍କ କ୍ଲିନିକ୍‌କୁ ସିଲ୍‌ କଲା ପ୍ରଶାସନ

ଅନୁଗୁଳ: କୋଭିଡ୍‌-୧୯ ନିୟମ ଉଲ୍ଲଂଘନ ହେବା ଅଭିଯୋଗରେ ଅନୁଗୁଳ ପୌରପରିଷଦ ଆଜି ଅପରାହ୍‌ଣରେ ଅମଲାପଡ଼ାର ଶେଷ ଲାଇନ୍‌ରେ ପରିଚାଳିତ ହେଉଥିବା ଡ. ଦୀପକ ଗଡ଼ନାୟକଙ୍କ କ୍ଲିନିକ୍‌କୁ ସିଲ୍‌ କରିଛି। ଏହି କ୍ଲିନିକ୍‌ରେ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାର ମେଡିସିନ ସ୍ପେଶାଲିଷ୍ଟ ଡ. ଦୀପକ ଗଡ଼ନାୟକ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌ କଟକଣାକୁ ଆହୁରି କୋହଳ କଲେ ମହାରାଷ୍ଟ୍ର ସରକାର, ଗୁରୁବାରଠାରୁ ଚାଲିବ ମୁମ୍ବାଇ ମେଟ୍ରୋ

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଂଖ୍ୟା କମୁଥିବାରୁ ରାଜ୍ୟ ସରକାର ଲକଡାଉନ କଟକଣାକୁ ଆହୁରି କୋହଳ କରିଛନ୍ତି । ଆସନ୍ତା କାଲିଠାରୁ ମୁମ୍ବାଇରେ ମେଟ୍ରୋ ରେଳ ଚଳାଚଳକୁ ଅନୁମତି ଦିଆଯାଇଛି । ତେବେ ମେଟ୍ରୋ ସେବା ପର୍ଯ୍ୟାୟ କ୍ରମେ ଆରମ୍ଭ କରାଯିବ । ଏକ ଲକଡାଉନ କଟକଣା କୋହଳ…
ଅଧିକ ଖବର ଦେଖନ୍ତୁ...

ବରମୁଣ୍ଡା ଓଭରବ୍ରିଜ୍‌ରେ ଟ୍ରେଲରକୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ୍‌, ଜଣେ ମୃତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଫାୟାର ଷ୍ଟେସନ ଛକ ନିକଟସ୍ଥ ଓଭରବ୍ରିଜରେ ଆଜି ଅପରାହ୍‌ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚାପି ହୋଇଯାଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ ଓ କଶ୍ମୀର: କୁପ୍‌ୱାରାର ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନୀ ‘ବର୍ଡର୍‌ ଆକ୍ସନ୍ ଟିମ୍‌’ର ସନ୍ଦିଗ୍ଧ…

ନୂଆଦିଲ୍ଲୀ: ବୁଧବାର ଦିନ ଭାରତୀୟ ସେନା ଜମ୍ମୁ ଓ କଶ୍ମୀରର କୁପ୍‌ୱାରା ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନ ସେନା ‘ବର୍ଡର୍‌ ଆକ୍ସନ୍ ଟିମ୍‌’ର (ବ୍ୟାଟ୍‌) ଅନୁପ୍ରବେଶ ଭଳି ସନ୍ଦିଗ୍ଧ କାର୍ଯ୍ୟକଳାପକୁ ବିଫଳ କରିଛି। ଭାରତୀୟ ସେନାର ଚିନାର୍ କର୍ପସ୍ କହିଛି ଯେ, ଆଜି…
ଅଧିକ ଖବର ଦେଖନ୍ତୁ...

ନଦୀରେ ପହଁରା ଶିଖିବା ମହଙ୍ଗା ପଡ଼ିଲା, ବୁଢାବଳଙ୍ଗର ଡେଥ ଜୋନ୍‌ରେ ବୁଡ଼ି ପୁଣି ଜଣେ ଯୁବକଙ୍କ ମୃତ୍ୟୁ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ବୁଢ଼ାବଳଙ୍ଗ ନଦୀରେ ପହଁରା ଶିଖୁଥିବା ବେଳେ ଆଜି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ବାଙ୍ଗିରିପୋଷି କାଳିଆମି ନିକଟସ୍ଥ ବୁଢାବଳଙ୍ଗ ନଦୀରେ ସାଙ୍ଗମାନଙ୍କ ସହିତ ପହଁରା ଶିଖୁଥିବା ବେଳେ ଅର୍ମାନ ହୋତା (୨୦) ନାମକ ଜଣେ ଯୁବକ ପ୍ରାଣ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଆଜି ୨୬୭ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୩୪୨ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୨୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୭୧ ଜଣ ସଂଗରୋଧ ଓ ୧୯୬ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୪୨ ଜଣ କରୋନା ଆକ୍ରାନ୍ତ…
ଅଧିକ ଖବର ଦେଖନ୍ତୁ...