Daily Archives

November 5, 2020

ଦରଦାମ ବୃଦ୍ଧି ଓ ଶ୍ରମିକ ମାରଣା ନୀତିର ପ୍ରତିବାଦ, କନ୍ଧମାଳରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଆନ୍ଦୋଳନ 

ଫୁଲବାଣୀ:କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୂଲ ନୀତି ଯୋଗୁ ଦେଶରେ ଦରଦାମ ହୁହୁ ହୋଇ ବଢି ଚାଲିଛି। ଏଥି ସହ ଶ୍ରମିକ ଓ କୃଷକଙ୍କ ସ୍ବାର୍ଥ ପ୍ରତି ଆଖି ବୁଜି ଦିଆଯାଉଛି। ଏହାକୁ ନେଇ ଆଜି କନ୍ଧମାଳରେ ରାଷ୍ଟୀୟ ମଜଦୁର କଂଗ୍ରେସ ପକ୍ଷରୁ ଆନ୍ଦୋଳନ ସ୍ବରୂପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ…
ଅଧିକ ଖବର ଦେଖନ୍ତୁ...

ବର୍ଷେ ପୂରିବାକୁ ବସିଲାଣି, ଶିକ୍ଷା ସହାୟକଙ୍କୁ ନିୟମିତ କରିବାରେ ଅହେତୁକ ବିଳମ୍ବ

ଭବାନୀପାଟଣା: ରାଷ୍ଟ୍ରର ସାମଗ୍ରିକ ବିକାଶ କ୍ଷେତ୍ରରେ ଶିକ୍ଷକ ମାନଙ୍କ ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ଏମିତିକି ଆବଶ୍ୟକ ସ୍ଥଳେ ଜାତୀୟ ଓ ରାଜ୍ୟସ୍ତରୀୟ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଦିଆଯାଇଥିବା ଅତିରିକ୍ତ ଦାୟିତ୍ୱକୁ ସଫଳ ଭାବେ ନିଭାଇ ଆସୁଛନ୍ତି। ତେବେ ପରିତାପର ବିଷୟ…
ଅଧିକ ଖବର ଦେଖନ୍ତୁ...

ଦୁଇ ଦିନରେ ଆଖି ବୁଜିଲେ ୨ ଶିକ୍ଷୟିତ୍ରୀ, ଅକାଳ ବିୟୋଗରେ ଦୁଃଖୀ ଅଞ୍ଚଳବାସୀ

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅଞ୍ଚଳରେ ୨ ଦିନରେ ୨ ଜଣ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଛି। ସେ ଦୁଇ ଜଣ ହେଲେ ସନ୍ଧ୍ୟାରାଣୀ ଓଝା ଏବଂ ପ୍ରିୟଙ୍କା ନାୟକ। ସୂଚନା ଆଧାରରେ, ଗତ ମଙ୍ଗଳବାର ରାତି ସାଢେ ୯ଟା ସମୟରେ କୁରୁଞ୍ଜିପୁର ରାମଚନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ…
ଅଧିକ ଖବର ଦେଖନ୍ତୁ...

ନିଲମ୍ବନ ପରେ ବିଷ ଓଗାଳିଲେ ଜୀବନ, ‘ମୁଁ ଯଦି ବିଭୀଷଣ, ବିଜେଡିରେ ରାବଣ କିଏ?’

ବାଲେଶ୍ବର : ବିଭୀଷଣ ସତ୍ୟ ପାଇଁ ରାବଣକୁ ବିରୋଧ କରି ରାମଙ୍କ ଶରଣକୁ ଯାଇଥିଲେ। ମୁଁ ତ ବିଭୀଷଣ ହୋଇପାରିଲି ନାହିଁ। କାରଣ ମୋ ପ୍ରତି ଯେଉଁ ଅନ୍ୟାୟ ହେଲା ମୁଁ ତାର ପ୍ରତିବାଦ କରିପାରିଲି ନାହିଁ । ୟା ଛଡ଼ା ମୁଁ ଯଦି ବିଭୀଷଣ ସାଜିଥିଲି, ତାହେଲେ ବିଜେଡିରେ ରାବଣ କିଏ? ତେଣୁ ଏଠି…
ଅଧିକ ଖବର ଦେଖନ୍ତୁ...

ଯୋଜନାର ଲାଭକୁ ରୋକି ଦେଉଛନ୍ତି ମମତା, ଆମକୁ ସୁଯୋଗ ଦେଲେ ସୁନାର ବଙ୍ଗଳା କରିବୁ: ଶାହା

କୋଲକାତା: ମମତା ବାନାର୍ଜୀଙ୍କ ଦୁର୍ଗ ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ବିଜେପି କିଭଳି ଜିତାପଟ ହାସଲ କରିବ ସେ ନେଇ ପ୍ରୟାସ ଆରମ୍ଭ ହୋଇଯାଇଛି | ପଶ୍ଚିମବଙ୍ଗକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ…
ଅଧିକ ଖବର ଦେଖନ୍ତୁ...

ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି, ୧୦ରୁ ଖୋଲିବ ସଂଗ୍ରହାଳୟ, କଳା ଗ୍ୟାଲେରି ଓ ପ୍ରଦର୍ଶନୀ

ନୂଆଦିଲ୍ଲୀ:  ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟର ଅନଲକ ୫.୦କୁ ଭିତ୍ତିକରି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ  ସଂଗ୍ରହାଳୟ, କଳା ଗ୍ୟାଲେରୀ ଓ ପ୍ରଦର୍ଶନୀଗୁଡ଼ିକୁ ଖୋଲିବା ପାଇଁ ମାର୍ଗଦର୍ଶିକା ଜାରି କରିଛି । ତେବେ କୋଭିଡ-୧୯କୁ ରୋକିବା ଦିଗରେ ସତର୍କତାମୂଳକ ପଦକ୍ଷେପଗୁଡିକ ଗ୍ରହଣ କରିବାକୁ…
ଅଧିକ ଖବର ଦେଖନ୍ତୁ...

ପିଆରଏମ ଅଧୀକ୍ଷକଙ୍କୁ ଆକ୍ରମଣ ଘଟଣା: ପୁଣି ୩ ମହିଳା ଗିରଫ, ଏଯାବତ ୭ ଜଣ ଗିରଫ ହେଲେଣି

ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଅଧୀକ୍ଷକ ଡ. ବି ଏନ୍ ମହାପାତ୍ରଙ୍କୁ ଚଳିତ ମାସ ୨ ତାରିଖରେ ଆକ୍ରମଣ ଘଟଣାରେ ଆଜି ପୁଣି ୩ଜଣ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ମହିଳାମାନେ ହେଲେ ଶୁଳିଆପଦା ଥାନା ବଡ଼ା ଗ୍ରାମର ପୂର୍ଣ୍ଣିମା ବିନ୍ଧାଣୀ(୪୦),…
ଅଧିକ ଖବର ଦେଖନ୍ତୁ...

ଆଇଟିବିପି ଯବାନଙ୍କୁ ମିଳିଲା ଲାଡେନକୁ ମାରିବାରେ ସାହାଯ୍ୟ କରିଥିବା ୧୭ ଟି କୁକୁର

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଅଲ-କାଏଦାର ମୁଖ୍ୟ ଓସାମା ବିନ୍ ଲାଦେନକୁ ନିହତ କରିବାରେ ସୁରକ୍ଷାକର୍ମୀଙ୍କୁ ସାହାଯ୍ୟ କରିଥିବା ଏକ ସ୍ୱତନ୍ତ୍ର ବର୍ଗର କୁକୁର ଏବେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସକୁ ଏହାର କେ-୯ ଦଳ…
ଅଧିକ ଖବର ଦେଖନ୍ତୁ...

ଉପନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିଲେ ଜୀବନପ୍ରଦୀପ ଦାଶ: ରବୀନ୍ଦ୍ର

ବାଲେଶ୍ବର : ଆସନ୍ତା ୧୦ରେ ଆସିବ ବାଲେଶ୍ବର ସଦର ଉପନିର୍ବାଚନ ଫଳାଫଳ। ଜନମତ କାହା ସପକ୍ଷରେ ଯିବ ସେ ନେଇ ଆରମ୍ଭ ହୋଇଗଲାଣି କଳ୍ପନାଜଳ୍ପନା। ତେବେ ଏଭଳି ଏକ ସମୟରେ ବିଜେଡି ଆଜି ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି। ଦଳ ବିରୋଧୀ କାମ ଅଭିଯୋଗରେ ବାଲେଶ୍ବରର ପୂର୍ବତନ ବିଧାୟକ…
ଅଧିକ ଖବର ଦେଖନ୍ତୁ...

ଅର୍ଥାଭାବ: ହୋଇ ପାରୁନି ଚିକିତ୍ସା, ଯନ୍ତ୍ରଣା ଭୋଗୁଛନ୍ତି ରାନୁ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ବଡ଼ବାହାଳ ଗ୍ରାମର ମାନସ ନାୟକଙ୍କ ଝିଅ ରାନୁ (୧୫)ଙ୍କ ବାମ ଗୋଡ଼ର ଜଙ୍ଘରେ ଘା’ ହୋଇ ଭିତରୁ ହାଡ଼ ଦୁର୍ବଳ ହୋଇ ଖସି ପଡ଼ୁଛି। ଅର୍ଥାଭାବରୁ ପରିବାର ଲୋକ ତାଙ୍କର ଅଧିକ ଚିକିତ୍ସା କରାଇ ପାରୁ ନାହାନ୍ତି। ସୂଚନା ଅନୁଯାୟୀ ରାନୁ ପଞ୍ଚମ ଶ୍ରେଣୀରେ…
ଅଧିକ ଖବର ଦେଖନ୍ତୁ...