Daily Archives

November 11, 2020

ଓଡ଼ିଆ ସିନେମାରେ ଗୀତ ଗାଇଲେ ଦୁଲେ ରାପର

ଭୁବନେଶ୍ବର: ୟୁଟ୍ୟୁବ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ଵର ତାଣ୍ଡି ଓରଫ ଦୁଲେ ରାପରଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଗୀତ ଗାଇବାର ସୁଯୋଗ ଦେଇଛନ୍ତି । ଦୁଲେ ରାପରଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରୁ ସୁସ୍ଥ ହେଲେ ୧୩୪୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି କରୋନାରୁ ୧ ହଜାର ୩୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୨ ହଜାର ୪୭୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ଶିକ୍ଷା ବିଭାଗ ବାୟା, ରୟତି ଜମିରେ ସରକାରୀ କୋଠା

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ସିକୁଆଁ ପଞ୍ଚାୟତ ବାଞ୍ଜିବାହାଲି ଗାଁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ‌ଶ୍ରେଣୀ କୋଠରି ନିର୍ମାଣରେ ନିଆଯାଇଥିବା ଶିକ୍ଷା ବିଭାଗର ଭୁଲ ନିଷ୍ପତ୍ତି ଯୋଗୁଁ  ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିବା କୋଠା ବର୍ତ୍ତମାନ ଜମି ମାଲିକଙ୍କ ନିକଟକୁ…
ଅଧିକ ଖବର ଦେଖନ୍ତୁ...

କରୋନାର ପ୍ରକୋପ କମିନାହିଁ, ଯୁଦ୍ଧରେ ଜିତିବା ପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ : ଡା. ଜୟନ୍ତ ପଣ୍ଡା

ଭୁବନେଶ୍ୱର: ଆମେ ଏକ ମହାମାରୀ ଦେଇ ଗତି କରୁଛେ। ବିଶ୍ୱବାସୀ ମହାମାରୀ ସହ ଯୁଦ୍ଧ ଜାରି ରଖିଛନ୍ତି। କିଛି ଲୋକ ଅନୁମାନ କରୁଥିବେ ଯେ, କରୋନା ଧୀରେ ଧୀରେ ହ୍ରାସ ପାଇଛି। କିନ୍ତୁ ଯୁଦ୍ଧର ପରିମାଣ କମି ନାହିଁ। ଆମକୁ ସଂପୂର୍ଣ୍ଣ ରୂପେ ସତର୍କତା ଅବଲମ୍ବନ କରିବାକୁ ହେବ। ନିଜେ ସଂକ୍ରମିତ ନ…
ଅଧିକ ଖବର ଦେଖନ୍ତୁ...

ନୂଆଗାଁ ବଜାର ଦୁର୍ଗାପୂଜା ମଣ୍ଡପ ଭଙ୍ଗାକୁ ନେଇ ଉତ୍ତେଜନା

ଧଉଳି: ଭୁବନେଶ୍ବର ଧଉଳି ଥାନା ଅଧୀନ ନୂଆଗାଁ ବଜାରରେ ଆଜି ପୂର୍ବାହ୍ନରେ ତହସିଲ ପ୍ରଶାସନ ପକ୍ଷରୁ ଦୁର୍ଗାପୂଜା ମଣ୍ଡପ ଉଚ୍ଛେଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲ । ବଜାର କମିଟି ପକ୍ଷରୁ ଦୀର୍ଘ ୨୦ ବର୍ଷ ଧରି ଉକ୍ତ ସ୍ଥାନରେ ଦୁର୍ଗାପୂଜା ଚାଲିଥିଲା । ଦୀପାବଳୀ ଅବସରରେ ବଜାର କମିଟି ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଧକ୍କାରେ ବାଇକ ଆରୋହୀ ମୃତ

ଦେବଗଡ଼: ବାରକୋଟ ବ୍ଲକ ଅନ୍ତର୍ଗତ ବିଜୟନଗର ଗ୍ରାମ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ସଂଧ୍ୟାରେ ଜଣେ ଯୁବକ ନିଜ ବାଇକରେ ବାରକୋଟ ଅଭିମୁଖେ ଯାଉଥିବାବେଳେ ‌୪୯ ନଂ ଜାତୀୟ ରାଜପଥର ବିଜୟନଗର ଗ୍ରାମ ନିକଟରେ ଏକ…
ଅଧିକ ଖବର ଦେଖନ୍ତୁ...

ପାଟଣାଗଡ଼ରେ ଚାଞ୍ଚଲ୍ୟ: ଗୋଟିଏ ପରିବାର ୬ ଜଣଙ୍କୁ ହତ୍ୟା, ସାଇଣ୍ଟିଫିକ ଟିମ୍‌ ଓ ଡଗସ୍କ୍ୱାଡ୍‌ର ତଦନ୍ତ ଜାରି

ବଲାଙ୍ଗୀର/ପାଟଣାଗଡ଼: ଜଣେ କି ଦୁଇ ଜଣ ନୁହଁ, ଏକାଥରକେ ଗୋଟିଏ ପରିବାରର ଛଅ ଜଣଙ୍କୁ ହତ୍ୟା। ଗଇଁତିରେ ନିର୍ମମ ଭାବରେ ଚୋଟ ପରେ ଚୋଟ ମାରି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ବୁଲୁ ଜାନୀ(୫୦ବର୍ଷ), ତାଙ୍କ ସ୍ତ୍ରୀ ଜ୍ୟୋତି(୪୮ବର୍ଷ) ଓ ଦୁଇପୁଅ ଭୀଷ୍ମ ଜାନୀ(୫ବର୍ଷ) ଓ ସଂଜୀବ…
ଅଧିକ ଖବର ଦେଖନ୍ତୁ...

ନକଲି ଗୃହ ସଚିବ କାହ୍ନୁ ପ୍ରଧାନ ଗିରଫ, କାର ଓ ବହୁ ନକଲି ପ୍ରମାଣପତ୍ର ଜବତ

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ଓ ଆଖପାଖ ଅଚଂଳରେ ନିଜକୁ  ଗୃହ ସଚିବ କହି ଲୋକଙ୍କୁ ଚୂନ ମାରି ଲକ୍ଷାଧିକ ଟଙ୍କା ଠକି ନେଉଥିବା ବହୁ ଚର୍ଚ୍ଚିତ କାହ୍ନୁ ପ୍ରଧାନ(୩୫) ଆଜି ପୁଲିସ ହାତରେ ଗିରଫ ହୋଇଥିବା ବେଳେ ଏକ କାର ସହ ବହୁ ନକଲି ପ୍ରମାଣପତ୍ର ଜବତ ହୋଇଥିବା ଜଣାଯାଇଛି। ଆଇଆଇସି…
ଅଧିକ ଖବର ଦେଖନ୍ତୁ...

ପାଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରୁ ତିନି ପର୍ଯ୍ୟାୟରେ ସୈନ୍ୟ ଅପସାରଣ ଯୋଜନା ନିମନ୍ତେ ଭାରତ ଓ ଚୀନ୍‌ ସହମତ

ନୂଆଦିଲ୍ଲୀ: ପାଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରୁ ତିନି ପର୍ଯ୍ୟାୟରେ ସୈନ୍ୟ ଅପସାରଣ କରିବା ନିମନ୍ତେ ଭାରତ ଓ ଚୀନ ରାଜି ‌ହୋଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଫଳରେ ଚଳିତ ବର୍ଷ ଏପ୍ରିଲ୍‌ ଓ ମେ ମାସ ପୂର୍ବରୁ ପୂର୍ବ ଲଦାଖର ଯେଉଁ ସ୍ଥାନରେ ଉଭୟ ଦେଶର ସୈନ୍ୟମାନେ ଥିଲେ, ପୁଣି ସେ…
ଅଧିକ ଖବର ଦେଖନ୍ତୁ...