Daily Archives

November 16, 2020

ଭାଇରାଲ୍‌ ହେଲା ବନ୍ୟାରେ ଜଳବନ୍ଦୀ ଅବସ୍ଥାରୁ ଉଦ୍ଧାର ପାଇବାକୁ ବ୍ୟାକୁଳ ହେଉଥିବା କୁକୁରର ଭିଡିଓ

ମେକ୍ସିକୋ: ପୂର୍ବରୁ ସୋସିଆଲ୍‌ ମିଡିଆରେ ଆପଣ ଅନେକ ମଜାଦାର ଭିଡିଓ ଦେଖି ଉପଭୋଗ କରିଥିବେ। ନିକଟରେ ଭାଇରାଲ୍‌ ହୋଇଛି ଏକ ଭାବପ୍ରବଣ ଭରା ଭିଡିଓ, ଯାହାକି କାହାର ବି ଆଖିରୁ ଲୁହ ଝରେଇ ଦେଇପାରେ। ଭାଇରାଲ୍‌ ଭିଡିଓରେ ମେକ୍ସିକୋ ବନ୍ୟାରେ ଫସି ରହିଥିବା ଏକ କୁକୁରକୁ ‌ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ମୁନରେ ନେଇଗଲେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା

ବାଲିଅନ୍ତା :ବାଲିଅନ୍ତା ଥାନା ଅନ୍ତର୍ଗତ ବେଣ୍ଟପୁର ଦିୱାନପାଟଣା ରାସ୍ତାରେ ଆଜି ଅପରାହ୍ନ ୨ଟା ସମୟରେ ଦୁଇଜଣ ଦୁର୍ବୃତ୍ତ ଦୁଇଜଣ ଫାଇନାନ୍ସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଏସଂପର୍କରେ ସଂପୃକ୍ତ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ…
ଅଧିକ ଖବର ଦେଖନ୍ତୁ...

ପୁଣି ଭାରତକୁ ଫେରିବ ପବ୍‌ଜୀ; ନୂଆ ରୂପରେ, ଅଧିକ ଆକର୍ଷଣୀୟ ଢଙ୍ଗରେ

ନୂଆଦିଲ୍ଲୀ: ପବଜୀ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ପୁଣି ଥରେ ଦେଶକୁ ନୂଆ ଭାବରେ ଫେରୁଛି ଏହି ଲୋକପ୍ରିୟ ଗେମିଂ ଆପ୍‌। ଏ ନେଇ କମ୍ପାନି ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଯଦିଓ କମ୍ପାନି ପକ୍ଷରୁ ଲଞ୍ଚର କୌଣସି ତାରିଖ ଘୋଷଣା କରାଯାଇ ନାହିଁ, ତଥାପି ଟିଜର୍‌ ଭିଡିଓରୁ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ତରଭା ତହସିଲଦାର 

ତରଭା : ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲଦାର ସୁବ୍ରତ ବେହେରା ସୋମବାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମିଳିଥିବା ସୂଚନାରୁ ପ୍ରକାଶ ଯେ, ତରଭା ବ୍ଲକ୍‌ ଶିବତୁଲା ପଞ୍ଚାୟତ  ଘାଟକଇଁନ୍ତରା ନିବାସୀ କାହ୍ନୁଚରଣ ଦାଶ  (ଓକିଲ) ତାଙ୍କର ଅନ୍ତର୍ଡା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ଚିନ୍ତା ବଢ଼ାଉଛି କୋଭିଡ-୧୯; ସ୍ଥଗିତ ରହିପାରେ ସଂସଦର ଶୀତ ଅଧିବେଶନ!

ନୂଆଦିଲ୍ଲୀ: ସଂପ୍ରତି ରାଜଧାନୀ ଦିଲ୍ଲୀରେ ମହାମାରୀ କରୋନା ବା କୋଭିଡ୍‌-୧୯ର ତୃତୀୟ ଲହର କାୟାବିସ୍ତାର କରିବାକୁ ଆରମ୍ଭ କରିଛି। ଫଳରେ ଦିଲ୍ଲୀରେ ପ୍ରତ୍ୟେକ ଦିନ ନୂତନ ସଂକ୍ରମଣ ମାମଲାରେ ବୃଦ୍ଧି ଘଟିବାରେ ଲାଗିଛି। ଏବଂ ଆସନ୍ତା ମାସରେ ଥଣ୍ଡା ବଢ଼ିବା ସହ କରୋନାର ପ୍ରକୋପ ଆହୁରି ଅଧିକ…
ଅଧିକ ଖବର ଦେଖନ୍ତୁ...

ବିହାର ନିର୍ବାଚନ ଫଳାଫଳ ସହ କଂଗ୍ରେସ ନେତୃତ୍ୱର ତ୍ରୁଟି ବିଚ୍ୟୁତି ଅନୁସନ୍ଧାନ ପାଇଁ ସମୟ ସମାପ୍ତ ହୋଇଯାଇଛି: କପିଲ…

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ପୁଣିଥରେ କଂଗ୍ରେସର ଦଳୀୟ ନେତୃତ୍ୱ ପ୍ରତି ବରିଷ୍ଠ ନେତାଙ୍କ ଅସନ୍ତୋଷ ତୀବ୍ର ହେବାକୁ ଆରମ୍ଭ କରିଛି। ପୁଣିଥରେ କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି ଦଳୀୟ ବରିଷ୍ଠ ନେତା। ଆଜି ଏକ ଜାତୀୟ ଗଣମାଧ୍ୟମକୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜାପାଠ କାର୍ଯ୍ୟକ୍ରମରେ ଆସ୍ଥା ବଢ଼ିବ। ଧର୍ମ ଚର୍ଚ୍ଚାରେ ଅ˚ଶଗ୍ରହଣ କରିବେ। ବୁଦ୍ଧିଜୀବୀଙ୍କ ସହିତ ସ˚ପର୍କ ଘନିଷ୍ଠ ହେବ। ବୃଷ: ଆପଣ ଟିକେ ବିଷାଦଗ୍ରସ୍ତ ରହିବେ। ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ, ଲାଭ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ଗୁଳି ଚୋଟରେ ସହିଦ ‘ବିଏସ୍‌ଏଫ୍‌’ ଯବାନଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି: ସେନାରେ ଯୋଗ ଦେବାକୁ ୧୦…

ଡେରାଡୁନ୍‌: ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ବାରମୂଳାରେ ସୀମାପାରି ସେଲିଙ୍ଗ୍‌ କ୍ଷେପଣରେ ସହିଦ ହୋଇଥିବା ‘ବିଏସ୍‌ଏଫ୍‌’ ସବ୍‌-ଇନ୍‌ସ୍‌ପେକ୍ଟର୍‌ ରାକେଶ ଡୋଭାଲ୍‌ଙ୍କ ଶେଷକୃତ୍ୟ ଆଜି ତାଙ୍କ ବାସସ୍ଥାନ ସହର ଋଷିକେଶରେ ସମ୍ପନ୍ନ ହୋଇଛି। ଆଜି ସକାଳ ୭ଟାରେ ଦୋବାଲ୍‌ଙ୍କ ପାର୍ଥିବ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରରୁ କାଲିମେଳା ଆସୁଥିବା ଚୋରା କଇଁଛ ଉଦ୍ଧାର, ୩ ଗିରଫ

କାଲିମେଳା :  ଆନ୍ଧ୍ରରୁ କାଲିମେଳା ଅଂଚଳକୁ ଆସୁଥିବା ଏକ କଇଁଛ ବୋଝଇ ୪୦୭ ଗାଡିକୁ ଆନ୍ଧ୍ର ପୋଲିସ ଜବତ କରିଥିବା ଜଣା ପଡିଛି । ଚୋରା ଚାଲାଣ କରୁଥିବା ୩ ଜଣ ଲୋକଙ୍କୁ ଆନ୍ଧ୍ର ପୋଲିସ ଗିରଫ କରିଥିବାର ସୂଚନା ମିଳିଛି, ଗିରଫ ୩ ଜଣ କାଲିମେଳା ଅଂଚଳର ବୋଲି ଜଣା ପଢ଼ିଛି, ତେବେ ସେମାନଙ୍କର…
ଅଧିକ ଖବର ଦେଖନ୍ତୁ...

୬ବର୍ଷ ଶିଶୁ ଆଙ୍କିଥିବା ଚିତ୍ରକୁ ଆଧାର କରି ଦୁର୍ଘଟଣା ଘଟାଇ ଫେରାର ଥିବା କାର ଚାଳକଙ୍କୁ ଧରିବାକୁ ଚେଷ୍ଟା କରୁଛି…

ନୂଆଦିଲ୍ଲୀ: ଜର୍ମାନର ହମ୍ମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୬ବର୍ଷର ଶିଶୁ ଆଙ୍କିଥିବା ଏକ ଫଟୋ ଚିତ୍ରକୁ ଆଧାର କରି ପୁଲିସ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଜଣେ ମହିଳାଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି। ଉକ୍ତ ୬ବର୍ଷର ଶିଶୁର ସ୍କେଚ ଯାଞ୍ଚ ଫାଇଲରେ ସାମିଲ ହୋଇଛି।…
ଅଧିକ ଖବର ଦେଖନ୍ତୁ...