Daily Archives

November 27, 2020

ଭିତ୍ତିଭୂମି ନଥାଇ ଘରୋଇ ଶିକ୍ଷାନୁଷ୍ଠାନକୁ ଏନଓସି କାହାସ୍ବାର୍ଥରେ!  

ଭଦ୍ରକ: ଘରୋଇ ଶିକ୍ଷାନୁଷ୍ଠାନର ମାଲିକ, ଶିକ୍ଷା ଓ ଶ୍ରମ ବିଭାଗର ମଧୁଚନ୍ଦ୍ରିକାରେ ଭଦ୍ରକ ଜିଲ୍ଲାରେ ଗଢି ଉଠିଛି ଘରୋଇ ଶିକ୍ଷାନୁଷ୍ଠାନ। ଘରୋଇ ଶିକ୍ଷାନୁଷ୍ଠାନକୁ ବେଆଇନ ଭାବେ  ଖୋଲିବାକୁ ପ୍ରୋତ୍ସାହନ ଦେଇ ଜିଲ୍ଲାର ଶିକ୍ଷା ଓ ଶ୍ରମ ବିଭାଗର କିଛି ଅଧିକାରୀ ମାଲେମାଲ ହେଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବାଇକକୁ ପିଟିଲା ଟ୍ରକ, ଦୁର୍ଘଟଣାରେ ବାଇକ୍‌ ଆରୋହୀ ମୃତ

ପଞ୍ଚଗାଁ : ରେଙ୍ଗାଲି ଥାନା ଅନ୍ତର୍ଗତ ଏନ୍‌ଏଚ୍‌ ୪୯ ପଞ୍ଚଗାଁ ନିକଟ ପଟେଲ୍‌ ଢାବା ସମ୍ମୁଖରେ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ପଳସଦା ନାୟକପଡ଼ାର ଗୁରୁଦେବ ବଞ୍ଜାରା (୩୭)। ଗୁରୁଦେବ କୌଣସି କାମରେ…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୨୮-୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଗୋପାଳପୁର ଏବଂ ସୁନାପୁର ବେଳାଭୂମି

ଗଞ୍ଜାମ: ନଭେମ୍ବର ୨୮-୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଗୋପାଳପୁର ଏବଂ ସୁନାପୁର ବେଳାଭୂମି | କିଛି ବିକାଶମୂଳକ କାର୍ଯ୍ୟ ଏବଂ ସଫେଇ କାର୍ଯ୍ୟ ପାଇଁ ବେଳାଭୂମିକୁ ବନ୍ଦ ରଖାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି | ଏ ନେଇ ଟୁଇଟ କରି ସୂଚନା ଦେବା ସହ ନଭେମ୍ବର ୨୮-୩୦…
ଅଧିକ ଖବର ଦେଖନ୍ତୁ...

ବସ କର୍ମଚାରୀଙ୍କୁ ମାଡ ନେଇ ବସଷ୍ଟାଣ୍ଡରେ ଉତ୍ତେଜନା, ପୁଲିସର ଗିରଫ ପ୍ରତିଶ୍ରୁତି ପରେ ଅଟକିଥିବା ୪୦ନାଇଟ ବସ…

ରାଉରକେଲା : ନୂଆ ବସଷ୍ଟାଣ୍ଡରେ ନାଇଟ ବସର ଦୁଇ କର୍ମଚାରୀଙ୍କୁ ମାଡ ମରାରୁ ଉତ୍ତେଜନା ପ୍ରକାଶ ପାଇଥିଲା l ମାଡ଼ମାରି ଥିବା ଆସାମାଜିକ ଯୁବକମାନକୁ ଗିରଫ ଦାବିରେ ସମସ୍ତ ନାଇଟ ବସ ଅଟକି ରହିଥିଲା l ଫଳରେ ସହରର ବିଭିନ୍ନ ଛକରେ ଘଣ୍ଟା ଘଣ୍ଟା ଧରି ବସକୁ ଅପେକ୍ଷା କରିଥିବା ଯାତ୍ରୀମାନେ ନାହିଁ…
ଅଧିକ ଖବର ଦେଖନ୍ତୁ...

କୃଷକ ବିରୋଧୀ ବିଲ୍ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ଭଦ୍ରକ: କେନ୍ଦ୍ର ସରକାରଙ୍କର କୃଷକ ବିରୋଧୀ ବିଲ୍ ପ୍ରତ୍ୟାହାର ଦାବି କରି ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା। କରୋନା ମହାମାରୀ ସମୟରେ ସାରା ବିଶ୍ବ କଲ ବଲ ହେଉଥିବା ବେଳେ ସାରା ଭାରତ ବର୍ଷରେ ଏଇ କରୋନା ସମୟରେ କୃଷକମାନେ ଅଧିକ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା ପୁଲିସକୁ ସଫଳତା, ଡକାୟତ ଗ୍ୟାଙ୍ଗ୍‌ର ୪ ଗିରଫ

ରାୟଗଡ଼ା : ରାୟଗଡ଼ା ପୁଲିସକୁ ମିଳିଛି ସଫଳତା। ଏକ ଡକାୟତ ଗ୍ୟାଙ୍ଗ୍‌ର ୪ଜଣଙ୍କୁ ପୁଲିସ ଗିରଫ କରିବା ସହ ଏମାନଙ୍କ ଠାରୁ ୧୦ ହଜାର ଟଙ୍କା ଜବତ କରିଛି। ଏହି ୪ଜଣ ଅଭିଯୁକ୍ତ ଗତ ଦିନରେ ଦୁଇଟି ସ୍ଥାନରୁ ଟଙ୍କା ଲୁଟ୍ କରିଥିବା ବେଳେ ଏହି ଗ୍ୟାଙ୍ଗ୍‌ରେ ଆଉ କିଏ ସଂପୃକ୍ତ ଅଛି ସେନେଇ ପୁଲିସ ଅଧିକ…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନତା ପରଠାରୁ ପ୍ରଥମ ଥର ପାଇଁ ମାନ୍ଦାବସ୍ଥାରେ ପ୍ରବେଶ କଲା ଭାରତୀୟ ଅର୍ଥନୀତି

ନୂଆଦିଲ୍ଲୀ : କରୋନା ମହାମାରୀ ଓ ଲକଡାଉନ ଭାରତୀୟ ଅର୍ଥନୀତିକୁ ଗୁରୁତର କ୍ଷତି ପହଞ୍ଚାଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ୨୩.୯ ପ୍ରତିଶତ ହ୍ରାସ ପାଇଥିବା ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୨ୟ ତିନିମାସରେ ୭.୫ ପ୍ରତିଶତ ହ୍ରାସ ପାଇଛି । ଏହାଫଳରେ ଭାରତୀୟ ଅର୍ଥନୀତି…
ଅଧିକ ଖବର ଦେଖନ୍ତୁ...

ବସ୍‌ର ଦୁଇ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ରାଉରକେଲା: ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି ସେବା ଆରମ୍ଭ ହେବା ପରେ ରାଉରକଲୋରେ ଦେଖାଦେଇଛି ବିବାଦ। କେତେବେଳେ ଅସାମାଜିକ ଯୁବକମାନେ ନାଇଟ୍‌ ସୁପର ବସ୍‌କୁ ଭଙ୍ଗାରୁଜା କରୁଛନ୍ତି ତ ପୁଣି କେତେବେଳେ କିଛି ବସ୍‌ର ଡ୍ରାଇଭର, କଣ୍ଡକ୍ଟର, ହେଲପରକୁ ମାଡ ମାରୁଛନ୍ତି। ଆଜି ସେମିତି ଘଟଣାର…
ଅଧିକ ଖବର ଦେଖନ୍ତୁ...

ଚାକିରି ନାଁରେ ନାବାଳିକା ଚାଲାଣ ଅଭିଯୋଗ, ତ୍ରିପୁରା ଚାଲାଣ ବେଳେ ଉଦ୍ଧାର କଲେ ବଡ଼ ଭଉଣୀ

ପାପଡାହାଣ୍ଡି/ମଇଦଲପୁର:ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ କସରାଭାଟା ଗ୍ରାମରେ ସାନ ଭଉଣୀ କୁ ଉଦ୍ଧାର କଲେ ବଡ଼ ଭଉଣୀ । ସୂଚନା ଅନୁଯାୟୀ ଝରିଗାଁ ବ୍ଲକ ରତାଖଣ୍ଡି ଗ୍ରାମର ଏକ ନାବାଳିକା ଗୁରୁବାର ଘରୁ ନିଖୋଜ ହୋଇଥିବା ବେଳେ ଶୁକ୍ରବାର ତ୍ରିପୁରା…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଫେସବୁକ ହ୍ୟାକ କରି ଅଧ୍ୟାପିକାଙ୍କ ନାଁରେ ଟଙ୍କା ମାଗିଲେ

ଦଶରଥପୁର : ଫେସବୁକ୍‌ ହ୍ୟାକ କରି ମେସେ‌ଞ୍ଜରରେ ଅଧ୍ୟାପିକାଙ୍କ ନାଁରେ ଟଙ୍କା ମଗାଯାଇଥିବା ଅଭିଯୋଗ ହୋଇଛି। ମଙ୍ଗଳପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ପ୍ରମିଳା ବାଇ ଆଜି ମଙ୍ଗଳପୁର ଥାନାରେ ଏନେଇ ଏତଲା ଦେଇଛନ୍ତି। ଅଭିଯୋଗ ପରେ ପୁଲିସ ଷ୍ଟେସନ ଡାଇରି ନମ୍ବର ୭୯୩ ରେ ପଞ୍ଜୀକରଣ…
ଅଧିକ ଖବର ଦେଖନ୍ତୁ...