Daily Archives

December 5, 2020

କୃଷକ ଆନ୍ଦୋଳନ ସମ୍ପର୍କରେ କାନାଡା ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ଭାରତର ତୀବ୍ର ବିରୋଧ, ଅନ୍ତର୍ଜାତୀୟ କୋଭିଡ୍…

ନୂଆଦିଲ୍ଲୀ : ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ସମ୍ପର୍କରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁଙ୍କ ମନ୍ତବ୍ୟକୁ ଭାରତ ପୁଣିଥରେ ବିରୋଧ କରିଛି । ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡା ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ହସ୍ତକ୍ଷେପକୁ ପ୍ରତିବାଦ କରି ଭାରତ ଆସନ୍ତା ୭ ତାରିଖରେ ହେବାକୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ କରୋନାର ଦ୍ବିତୀୟ ଲହର ଆସିବାର ଆଶଙ୍କା ନାହିଁ : ଡାକ୍ତର ଜୟନ୍ତ ପଣ୍ତା

କଟକ: ଦେଶର ବିଭିନ୍ନ ରାଜ୍ୟରେ କରୋନାର ଦ୍ବିତୀୟ ଲହର ଦେଖାଦେଇଥିଲେ ମଧ୍ୟ ଓଡ଼ିଶାରେ ଏଭଳି କିଛି ହେବାର ଆଶଙ୍କା ନାହିଁ। କାରଣ ବର୍ତ୍ତମାନ କରୋନା ସ˚କ୍ରମଣ, ଆରୋଗ୍ୟ ଓ ମୃତ୍ୟୁ ହାରରେ ଯଥେଷ୍ଟ ହ୍ରାସ ହୋଇଛି। କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୮ମାସ ତଳୁ ଯେଉଁ ଉଦ୍ୟମ ହୋଇଥିଲା…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବି ମେଡିକାଲ୍‌ କଲେଜ ଆଲୁମ୍‌ନି ସ˚ଘର ୱେବସାଇଟ୍‌କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ: ଏସ୍‌ସିବି ମେଡିକାଲ୍‌ ଆଲୁମ୍‌ନି ସ˚ଘର ୱେବସାଇଟ୍‌କୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଏହି ୱେବସାଇଟ‌କୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ, ବରିଷ୍ଠ ଡାକ୍ତରମାନଙ୍କର ଏତାଦୃଶ ପ୍ରୟାସକୁ ଦେଖି ପ୍ରଶ˚ସା କରିଥିଲେ। ଭାରତ ତଥା…
ଅଧିକ ଖବର ଦେଖନ୍ତୁ...

କୋଭିଡ୍-୧୯ ଟିକାକରଣ ପରବର୍ତ୍ତୀ ପ୍ରତିକୂଳ ଘଟଣା ଯାଞ୍ଚ ଲାଗି ସରକାର ପୁନର୍ଗଠନ କଲେ ରାଜ୍ୟ ଓ ଜିଲ୍ଲାସ୍ତରୀୟ କମିଟି

ଭୁ‌ବନେଶ୍ବର: ‘ଆଡ୍‌ଭର୍ସ ଇଭେଣ୍ଟ୍‌ସ୍‌ ଫଲୋଇଙ୍ଗ୍‌ ଇମ୍ୟୁନାଇଜେସନ୍’ (ଏଇଏଫ୍‌ଆଇ) ବା କୋଭିଡ୍-୧୯ ଟିକାକରଣ ପରବର୍ତ୍ତୀ ପ୍ରତିକୂଳ ଘଟଣା ଯାଞ୍ଚ ନିମନ୍ତେ ଆଜି ଓଡ଼ିଶା ସରକାର ରାଜ୍ୟ ଓ ଜିଲ୍ଲାସ୍ତରୀୟ କମିଟିଗୁଡ଼ିକର ପୁନର୍ଗଠନ କରିଛନ୍ତି। ‘ଏଇଏଫ୍‌ଆଇ’ ପୁନର୍ଗଠନ ନିମନ୍ତେ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୦୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୬୦୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ୨୭୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆଯାଇଛି। …
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବ କ୍ରୀଡ଼ାବିତ ଅଜୟ କୁମାର

ହରିଚନ୍ଦନପୁର/ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର-ଭଗାମୁଣ୍ଡା ରାସ୍ତାର ଆଳୁଘାଟିରେ ଗତକାଲି ରାତିରେ ବାଇକ୍ରୁ ଖସିପଡ଼ି ଘସିପୁରା ଥାନା ବରିପାଳ ଗ୍ରାମର ଅଜୟ କୁମାର ପାତ୍ର (୩୫)ଙ୍କ ମୃତ୍ୟୁ ଘଟିଛି। ଅଜୟ ଏକ ବାଇକ୍‌ (ଓଆର୍‌-୦୪-ଏଲ୍‌-୭୧୬୫)ରେ ହରିଚନ୍ଦନପୁର ଅଭିମୁଖେ ଆସୁଥିବା…
ଅଧିକ ଖବର ଦେଖନ୍ତୁ...

ସରକାର-କୃଷକ ସଂଗଠନ ୫ମ ପର୍ଯ୍ୟାୟ ଆଲୋଚନା ବିଫଳ, ୯ ତାରିଖରେ ପରବର୍ତ୍ତୀ ଆଲୋଚନା

ନୂଆଦିଲ୍ଲୀ : ନୂଆ କୃଷି ଆଇନ ସମ୍ପର୍କରେ ସରକାର ଓ କୃଷକ ସଂଗଠନମାନଙ୍କ ମଧ୍ୟରେ ଚାଲିଥିବା ୫ମ ପର୍ଯ୍ୟାୟ ଆଲୋଚନାରେ କୌଣସି ସମାଧାନ ପନ୍ଥା ବାହାରିପାରିନାହିଁ ।  ତେବେ କଥାବାର୍ତ୍ତା ଜାରି ରଖିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ଆସନ୍ତା ୯ ତାରିଖରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବ ।…
ଅଧିକ ଖବର ଦେଖନ୍ତୁ...

କେସିଙ୍ଗାରେ ବାଇକ୍‌କୁ ଧକ୍କା ଦେଲା ଧାନ ବୋଝେଇ ଟ୍ରକ୍‌: ୨ ମୃତ, ଜଣେ ଗୁରୁତର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରସ୍ଥିତ ରିଲାଏନ୍‌ସ ପେଟ୍ରୋଲ ପମ୍ପ ନିକଟରେ ଧାନ ବୋଝେଇ ଟ୍ରକ ଓ ବାଇକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକଙ୍କ ପରିଚୟ ମିଳିପାରିନାହିଁ। ଅନ୍ୟ ଜଣେ ଗୁରୁତର ଥିବା…
ଅଧିକ ଖବର ଦେଖନ୍ତୁ...

ଗୌହାଟିରେ ସ୍ପାଇସ୍‌ଜେଟ୍‌ ବୋଇଙ୍ଗ୍ ୭୩୭ ବିମାନ ‘ହାର୍ଡ ଲ୍ୟାଣ୍ଡିଙ୍ଗ୍‌’, ଟଳିଲା ଦୁର୍ଘଟଣା

ନୂଆଦିଲ୍ଲୀ: ରନ୍‌ୱେର ସାଧାରଣ ଅବତରଣ ଅଞ୍ଚଳର ପ୍ରାୟ ୧୦୦୦ ମିଟର୍‌ ପୂର୍ବରୁ ଏକ ସ୍ପାଇସ୍‌ଜେଟ୍‌ ବୋଇଙ୍ଗ୍ ୭୩୭-୮୦୦ ଜେଟ୍‌ଲାଇନର୍‌ ଓହ୍ଲାଇ ପଡ଼ିବାରୁ ରନ୍‌ୱେର ତିନୋଟି ‘ଥ୍ରେସ୍‌ହୋଲ୍‌ଡ୍‌’ ଲାଇଟ୍‌ ନଷ୍ଟ ହୋଇଯାଇଛି। ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି।  ଏହି…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ଆକ୍ରମଣରେ ବ୍ୟବସାୟୀ ଲହୁଲୁହାଣ

ଯାଜପୁର: ଯାଜପୁର ସହରର ଗାନ୍ଧୀ ଛକ ଠାରେ ଜଣେ ଜଳଖିଆ ଦୋକାନୀଙ୍କୁ ସ୍ଥାନୀୟ ଯୁଵକ ମରଣାନ୍ତକ ଆକ୍ରମଣ କରିଛନ୍ତି। ସୂଚନା ଅନୁସାରେ ବିଂଝାରପୁର ଥାନା ଶାସନ୍ଦା ଅଂଚଳର ପୂର୍ଣ୍ଣଚନ୍ଦ୍ର ସାହୁ ଯାଜପୁର ଟାଉନ ଥାନା ଅଧିନ ଯାଜପୁର ସହରେ ପ୍ରମୁଖ ସ୍ଥାନ ଗାନ୍ଧୀ ଛକ ଠାରେ ଜଳଖିଆ ଦୋକାନ କରି…
ଅଧିକ ଖବର ଦେଖନ୍ତୁ...