Daily Archives

December 5, 2020

ପୁଣି ବଢିଲା ତେଲଦର, ଓଡ଼ିଶାରେ ୮୦ ଛୁଇଁଲା ଡିଜେଲ୍

ନୂଆଦିଲ୍ଲୀ : ଶନିବାରଦିନ ପୁଣି ତେଲଦର ବୃଦ୍ଧି ପାଇଛି ।  ପେଟ୍ରୋଲ ଲିଟର ପିଛା ୨୭ ପଇସା ଓ ଡିଜେଲ ଲିଟର ପିଛା ୨୫ ପଇସା ବୃଦ୍ଧି  ପାଇଛି । ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଚାଲିଥିବାରୁ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଯୋଗୁଁ  ଏହି ଦରବୃଦ୍ଧି ହୋଇଛି ବୋଲି କୁହାଯାଉଛି । ଏହି…
ଅଧିକ ଖବର ଦେଖନ୍ତୁ...

ଟ୍ୟୁସନ୍‌ରୁ ଆଣିବାକୁ ଯାଇ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର

ବ୍ରଜରାଜନଗର: ଜଣେ ୭ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଝାରସୁଗୁଡା ଚାଇଲ୍ଡ ଲାଇନ ସହାୟତାରେ ବ୍ରଜରାଜନଗର ଥାନାରେ ଆଜି ଅପରାହ୍ନରେ ଏକ ମାମଲା ରୁଜୁ ହୋଇଛି। ଚାଇଲ୍ଡ ଲାଇନ କେନ୍ଦ୍ର ସଂଯୋଜକ ଆଶିଷ ପଣ୍ଡା ଏହି ସୂଚନା ଦେଇଛନ୍ତି। ଅଭିଯୁକ୍ତ ଫେରାର ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଜାରି ରହିଛି ନକ୍ସଲଙ୍କ ପିଏଲଜିଏ ସପ୍ତାହ : ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରହିଛି ଗୁରୁପ୍ରିୟା, ଦିନରାତି…

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା) :  ଗତ ୨ ତାରିଖ ଠାରୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଛି। ଏହା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ୱାଭିମାନ ଅଂଚଳରେ ସବୁଠାରୁ ବେଶୀ ଅଘଟଣ ଘଟିବାର ଆଶଙ୍କା ରହିଥିବା ବେଳେ ଏଠାରେ ବିଏସ୍‌ଏଫ୍‌,  ପୁଲିସ, ଏସ୍‌ଓଜି ଏବଂ ଡିଭିଏଫ ଯବାନଙ୍କ…
ଅଧିକ ଖବର ଦେଖନ୍ତୁ...

ତୃଣମୂଳ କଂଗ୍ରେସ ବିଧାୟକ ହତ୍ୟା ମାମଲା ଚାର୍ଜସିଟ୍‌ରେ ମୁକୁଳ ରାୟଙ୍କ ନାମ ଉଲ୍ଲେଖ କଲା ପଶ୍ଚିମବଙ୍ଗ ‘ସିଆଇଡି’

କୋଲକାତା: ନଦିଆ ଜିଲ୍ଲାର ତୃଣମୂଳ କଂଗ୍ରେସ ବିଧାୟକ ସତ୍ୟଜିତ ବିଶ୍ବାସଙ୍କ ହତ୍ୟା ମାମଲାରେ ଦାଖଲ କରାଯାଇଥିବା ଚାର୍ଜସିଟ୍‌ରେ ପଶ୍ଚିମବଙ୍ଗ ‘ସିଆଇଡି’ ବିଜେପିର ଜାତୀୟ ଉପାଧ୍ୟକ୍ଷ ମୁକୁଳ ରାୟଙ୍କୁ ଜଣେ ଷଡ଼ଯନ୍ତ୍ରକାରୀ ଭାବେ ନାମିତ କରିଛି। ଶନିବାର ଦିନ ରାଣାଘାଟ ‘ଏସିଜେଏମ୍‌’…
ଅଧିକ ଖବର ଦେଖନ୍ତୁ...

ଟଙ୍କା ହେରଫେର ଅଭିଯୋଗରେ ଗୁମା ନିର୍ବାହୀ ଅଧିକାରୀ ନିଲମ୍ବିତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦରମହକୁମା ଗୁମ୍ମା ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଏସ୍‌ ରାବଣା ଆମ୍ମା ଟଙ୍କା ହେରଫେର କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ତାଙ୍କ ନାମରେ ସେରଙ୍ଗ ଥାନାରେ ଏକ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଗୁମ୍ମା ବିଡ଼ିଓ ନଟବର…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୧୦ ତାରିଖରେ ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୧୦ ତାରିଖରେ ନୂତନ ସଂସଦଗୃହର ଶିଳାନ୍ୟାସ ଓ  ଭୂମିପୂଜନ କରିବେ । ଏହି ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଶନିବାର ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭେଟ ହେବା ପରେ ଏକ ଜାତୀୟ ଗଣମାଧ୍ୟମକୁ ଏଭଳି…
ଅଧିକ ଖବର ଦେଖନ୍ତୁ...

ନୂଆ କୃଷି ଆଇନକୁ ପ୍ରତ୍ୟାହାର କର, ନଚେତ୍ ଆଲୋଚନାରୁ ଓହରିବୁ : ସରକାରଙ୍କୁ କୃଷକଙ୍କ ଚରମବାଣୀ

ନୂଆଦିଲ୍ଲୀ :  ନୂଆ କୃଷି ଆଇନ ସମ୍ପର୍କରେ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ୫ମ ପର୍ଯ୍ୟାୟ ଆଲୋଚନା ଦିଲ୍ଲୀର ବିଜ୍ଞାନ ଭବନରେ ଜାରି ରହିଛି । ତେବେ ଏହି ଆଲୋଚନାରେ କୌଣସି ସମାଧାନର ରାସ୍ତା ବାହାରୁ ନଥିବାରୁ କୃଷକ ସଂଗଠନଗୁଡ଼ିକ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଦେଇଛନ୍ତି । ଏହି ଆଇନ…
ଅଧିକ ଖବର ଦେଖନ୍ତୁ...

ସ୍ପୁଟ୍‌ନିକ୍-୫ ଟିକା ଦ୍ବାରା କୋଭିଡ୍‌-୧୯ ଗଣଟିକାକରଣ ଆରମ୍ଭ କଲା ମସ୍କୋ

ନୂଆଦିଲ୍ଲୀ: କୋଭିଡ୍‌-୧୯ ବିପକ୍ଷରେ ରୁଷ୍‌ର ପ୍ରଥମ ଗଣଟିକାକରଣର ଶୁଭାରମ୍ଭ କରି ଶନିବାର ଦିନ ୭୦ଟି କ୍ଲିନିକ୍ ଜରିଆରେ ମସ୍କୋ ‘ସ୍ପୁଟ୍‌ନିକ୍‌-୫’ ଟିକା ବଣ୍ଟନ ଆରମ୍ଭ କରିଥିବା କଥା ସେଠାକାର କରୋନାଭାଇରସ୍‌ ଟାସ୍କ୍‌ ଫୋର୍ସ କହିଛି। କୋଭିଡ୍‌-୧୯ ସଂସ୍ପର୍ଶରେ ଆସିବାର ଅଧିକ…
ଅଧିକ ଖବର ଦେଖନ୍ତୁ...

ଭାରତ ବନ୍ଦକୁ ସମର୍ଥନ ଜଣାଇଲା ରାଜ୍ୟ କଂଗ୍ରେସ; ପିସିସି ସଭାପତି କହିଲେ- ଓଡ଼ିଶାବାସୀ ବନ୍ଦରେ ସହଯୋଗ କରନ୍ତୁ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆସନ୍ତା ୮ ତାରିଖରେ ହେବାକୁ ଥିବା ‘ଭାରତ ବନ୍ଦ’କୁ କଂଗ୍ରେସ ସମର୍ଥନ ଜଣାଇଛି। ଦେଶର ୪୦ଟି କୃଷକ ସଂଗଠନ ଦ୍ୱାରା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ କରୁଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ଟିକା ପରୀକ୍ଷଣରେ ସଫଳତା ନେଇ ମତ ରଖିଲେ ‘ହୁ’ ମୁଖ୍ୟ ଟେଡ୍ରୋସ୍‌, ଏବେ କରୋନା ମହାମାରୀ ମୁକ୍ତ ବିଶ୍ବର ସ୍ବପ୍ନ…

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଓ କରୋନା ଟିକା ସଂକ୍ରାନ୍ତରେ ସକାରାତ୍ମକ କଥା କହି ବିଶ୍ବବାସୀଙ୍କୁ ସାମାନ୍ୟ ଆଶ୍ବସ୍ତ କରାଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମୁଖ୍ୟ ଟେଡ୍ରୋସ୍‌‌ ଆଧାନୋମ୍‌। ସେ କହିଛନ୍ତି କି ବିଶ୍ୱ ଉପରେ କରୋନା ମହାମାରୀ  ମାଡି ବସିଥିଲା ତାହା କବଳରୁ ମୁକ୍ତ…
ଅଧିକ ଖବର ଦେଖନ୍ତୁ...