Daily Archives

January 10, 2021

ବିଦ୍ୟୁତ୍‌ ଟାୱାରରୁ ଡେଇଁ ମରିବାକୁ ଧମକ ଦେଲା ଯୁବକ, ୨ଘଣ୍ଟା ପରେ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ରାଉରକେଲା: ସଂଧ୍ୟା ପ୍ରାୟ ୫ଟା। ସାରନଗରୀ ମଡର୍ଣ୍ଣ ଇଣ୍ଡିଆ ଗାନ୍ଧିସ୍କୁଲ ନିକଟ ୩୩ କେଭି ବିଦ୍ୟୁତ୍‌ ଟାୱାର ନିକଟରେ ପହଞ୍ଚିଥିଲେ ଜଣେ ଯୁବକ। ‌କିଛି ସମୟ ଛିଡା ହେବା ପରେ ବିଦ୍ୟୁତ୍‌ ଟାୱାରର ୩୩ ଫୁଟ ଉଚ୍ଚକୁ ଚଢ଼ି ଯାଇଥିଲେ। ସେଠାରୁ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଲୋକଙ୍କୁ ଧମକ…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଦୁର୍ଘଟଣାରେ ଚାଳକ ମୃତ

ଝରିଗାଁ: ନବରଂଗପୁର ଜିଲ୍ଲା ରିଗାଁ ବ୍ଲକ ଅନ୍ତର୍ଗତ ବାଣୁଆଗୁଡ଼ା ପାଞ୍ଚାୟତର ପଲସଗାଁ  ଶିଵ ମନ୍ଦିର ରାସ୍ତା ପାର୍ଶ୍ୱରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇ ଘଟଣାସ୍ଥଳରେ ଚାଳକର ମୃତ୍ୟୁ ହୋଇଥିବା ଜଣାପଡିଛି। ଡ୍ରାଇଭର ଜୟରାମ ଗୌଡ଼(୨୦) ଚିତବେଡା ଗ୍ରାମର ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ରେଳଧାରଣାରେ ଜମା ହୋଇଥିବା ବରଫ ହଟାଇବାକୁ ଶ୍ରୀନଗରରେ ବ୍ୟବହୃତ ହେଉଛି ଏହି ଉପକରଣ, ଦେଖନ୍ତୁ ଭିଡିଓ

ଶ୍ରୀନଗର: ଗତ କିଛି ଦିନ ହେବ ଜାମ୍ମୁ କାଶ୍ମୀରରେ ତୁଷାରପାତ ଜାରି ରହିଛି। ଗୋଟିଏ ପଟେ ପ୍ରବଳ ତୁଷାରପାତ ଯୋଗୁଁ କାଶ୍ମୀରରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଅନ୍ୟ ପଟେ ଉପତ୍ୟକାରେ କ୍ରମାଗତ ତୁଷାରପାତ ହେତୁ କାଶ୍ମୀରର ଗ୍ରାମାଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।…
ଅଧିକ ଖବର ଦେଖନ୍ତୁ...

ସୋରରେ ପୁଣି ଏଟିଏମ୍‌ ଲୁଟ୍‌: ଏଟିଏମ୍‌ ପାସୱାର୍ଡ ଓ ପିନ୍‌ନମ୍ବର ନକହିବାରୁ ଆକ୍ରମଣ 

ସୋର: ଜିଲ୍ଲାରେ ଗୋ‌ଟିଏ ‌ପରେ ଗୋଟିଏ ଏଟିଏମ୍‌ ଲୁଟ୍‌ ହୋଇଚାଲିଛି। କେତେବେଳେ ଏଟିଏମ୍‌କୁ ଟାର୍ଗେଟ୍‌ କରାଯାଉଛି ତ କେତେବେଳେ ଟଙ୍କା ଉଠାଇ ଫେରୁଥିବା ଲୋକଙ୍କୁ ମରଣାନ୍ତକ ଆକ୍ରମଣ ହେଉଛି। ଗତ କିଛିଦିନ ମଧ୍ୟରେ ସାରା ବାଲେଶ୍ବରରେ ଆଇନ ଶୃଙ୍ଖଳା ପରିସ୍ଥିତି ଏହିପରି ବିପର୍ଯ୍ୟସ୍ତ…
ଅଧିକ ଖବର ଦେଖନ୍ତୁ...

୧୨ରୁ ଖୋଲିବ କୁସୁମା, ସକାଳ ୮ରୁ ରାତି ୮ଯାଏ ଅନୁମତି

ଯାଜପୁରସଦର: ଆସନ୍ତା ୧୨ ତାରିଖରୁ ଖୋଲିବାକୁ ଯାଉଛି କୁସୁମା। ଦୀର୍ଘ ୧୦ ମାସ ହେବ କ‌େରୋନା କଟକଣା ପାଇଁ ବନ୍ଦ ରହିବା ପରେ ପୁଣି ଥରେ କୋଳାହଳମୟ ହେବ ଯାଜପୁର ସହରର ଏହି ବହୁଚର୍ଚ୍ଚିତ ଉଦ୍ୟାନ ତଥା ପୋଖରୀ। ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁସାରେ ଆସନ୍ତା ୧୨ ତାରିଖ ମଙ୍ଗଳବାରଠାରୁ…
ଅଧିକ ଖବର ଦେଖନ୍ତୁ...

ନେତା ହେବା ପାଇଁ ଚୋରି କରୁଥିଲେ, ଆଉ ଗରିବଙ୍କୁ ବାଣ୍ଟୁଥିଲେ ପୋଷାକ

ନୂଆଦିଲ୍ଲୀ: ନେତା ହେବା ପାଇଁ ପ୍ରଥମେ ଚୋରି କରିବା ଓ ସହାନୁଭୂତି ସାଉଁଟିବାକୁ ଗରିବ ଲୋକଙ୍କ ମଧ୍ୟରେ ସାମଗ୍ରୀ ବଣ୍ଟନ କରୁଥିବା ଜଣେ ଚୋରକୁ ଗିରଫ କରିଛି ପୁଲିସ | ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ମହମ୍ମଦ ଇରଫାନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି, ଯିଏ ନିଜ ଗ୍ୟାଙ୍ଗ ସହିତ ଦିଲ୍ଲୀ,…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁରରେ ପୋଲ ଭୁଶୁଡିବା ଘଟଣା: କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିସନର

ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଜାନୀଗୁଡା-ତାଲାପଦର ମଧ୍ୟରେ ନାଗୀ ନଦୀରେ ସେତୁର ଛାତ ଭୁଶୁଡ଼ିବା ଘଟଣାରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ଠିକାଦାର ଆଶିଷ ବିଶ୍ବାଳ ଓ ନିର୍ମାଣ କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକ ସାଜି ପିଲାମାନଙ୍କୁ ପାଠ ପଢାଇଲେ ଥାନା ବାବୁ

ରାଞ୍ଚି: ଖାକି ବର୍ଦ୍ଦି ପିନ୍ଧି ଥାନାରେ ଡ୍ୟୁଟି କରୁଥିବା ପୁଲିସ ବାବୁଙ୍କୁ ଆପଣ ଦେଖିଥିବେ | ଆଇନଶୃଙ୍ଖଳା ବଜାୟ ସହ କୌଣସି ସ୍ଥାନରେ ଶାନ୍ତି ପରିସ୍ଥିତି ବଜାୟ ରଖିବାକୁ ଦିନରାତି ପରିଶ୍ରମ କରୁଥିବା ପୁଲିସ ବାବୁଙ୍କ ବାବଦରେ ଅଳ୍ପ ବହୁତେ ଜାଣିଥିବେ | କିନ୍ତୁ ଝାଡ଼ଖଣ୍ଡରେ ଏମିତି ଜଣେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜାର୍ଚ୍ଚନାରେ ସମୟ ବିତିବ। କୌଣସି ଶୁଭ ସମାଚାର ପାଇବେ। ପ୍ରତିଟି କାମର ସମାଧାନ ସହସା ବାହାରିଯିବ। ପ୍ରେମ ପ୍ରସଙ୍ଗରେ ସବୁ କିଛି ଭଲ ରହିବ। ବୃଷ: କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଇ˚ଜିନିୟରଙ୍କ ଲାଗି ଦିନଟି ଭଲ ରହିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପ୍ରେମିକଙ୍କ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସୁରକ୍ଷା କମାଇଲେ ଉଦ୍ଧବ ଠାକରେ

ମୁମ୍ବାଇ: ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସୁରକ୍ଷା କମାଇଲେ ଉଦ୍ଧବ ସରକାର | ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାବିକାଶ ଅଘାଡି ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ସୁରକ୍ଷାକୁ ହ୍ରାସ କରି…
ଅଧିକ ଖବର ଦେଖନ୍ତୁ...