Daily Archives

February 10, 2021

ଦୁର୍ଘଟଣାରେ ଛାତ୍ର ଆହତ

ବାଲିଅନ୍ତା: ପୁରୁଣା ଜଗନ୍ନାଥ ପୂର୍ତ୍ତ ବିଭାଗ ରାସ୍ତାରେ ଆଜି ସକାଳେ ବାଇକ ଧକ୍କାରେ ଜଣେ ହାଇସ୍କୁଲ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ର ହେଲେ ସ୍ଥାନୀୟ ଗଡ଼କଣ୍ଟୁଣିଆ ଗ୍ରାମର ଅଶୋକ ଭୋଇଙ୍କ ପୁଅ ପପୁନ ଭୋଇ । ସ୍ଥାନୀୟ ଲୋକ ପପୁନଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ବାଳକାଟି…
ଅଧିକ ଖବର ଦେଖନ୍ତୁ...

ପାଙ୍ଗୋଙ୍ଗ ହ୍ରଦ କୂଳରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କଲେ ଭାରତ-ଚୀନ୍‌: ଚୀନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ କୂଳରୁ ଭାରତ ଏବଂ ଚୀନ୍‌ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି ବୋଲି ଚୀନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ବୁଧବାର ଅପରାହ୍ନରେ କହିଛନ୍ତି। ତେବେ, ଚୀନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ମୁକପାତ୍ର କର୍ଣ୍ଣେଲ ୱୁ କିଆନଙ୍କ ବିବୃତ୍ତି ଉପରେ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ ୧୪ହଜାର ଟପିଲା ସୁସ୍ଥ ସଂଖ୍ୟା

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ କରୋନା ଲଢ଼େଇ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ବେଶ୍ କିଛିଦିନ ହେବ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହୁଛି। ସେହିପରି ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ଇତିମଧ୍ୟରେ ୧୪ହଜାର ଅତିକ୍ରମ କରି ୧୪ହଜାର ୩…
ଅଧିକ ଖବର ଦେଖନ୍ତୁ...

ଜେଡିଏସ୍‌ କର୍ଣ୍ଣାଟକ ଉପନିର୍ବାଚନରେ ପ୍ରାର୍ଥୀ ଦେବନାହିଁ; ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ: କହିଲେ ଦେବଗୌଡା

ରାଇଚୁର: ଜେଡି(ଏସ୍‌) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଆଜି (ବୁଧବାର) ଘୋଷଣା କରିଛନ୍ତି ଯେ ତାଙ୍କ ଦଳ କର୍ଣ୍ଣାଟକର ବେଲଗାମ୍‌ ଲୋକସଭା ଉପନିର୍ବାଚନ, ଏବଂ ବାସଭାକାଲିଆନ୍‌, ସିନ୍ଦଗି ଏବଂ ମାସ୍କି ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନରେ ଲଢ଼ିବ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଗାଡ଼ି ଭଡା ନେଇ ଗାଡି ଚାଳକକୁ ହତ୍ୟା ଘଟଣାରେ ପ୍ରେମୀ ଯୁଗଳ ଗିରଫ

ବୋରିଗୁମ୍ମା: ଭୁବନେଶ୍ୱରରୁ କାର ଭଡ଼ାରେ ନେଇ କାର ଚାଳକକୁ ହତ୍ୟା କରିବା ପରେ କାର ନେଇ ଫେରାର ହେବାର ଖୁଲାସା କରିଛି ପୁଲିସ। କାର ଭଡ଼ା ନେଇ କୋରାପୁଟ ଆସିଥିବା ପ୍ରେମୀ ଯୁଗଳ ହିଁ ସୁଧିର ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି କୋରାପୁଟ ଏସ ପି ବରୁଣ ଗୁଣ୍ଟୁପାଲି ବୋରିଗୁମ୍ମା…
ଅଧିକ ଖବର ଦେଖନ୍ତୁ...

ସିଦ୍ଧେଶ୍ୱରୀ ପ୍ରସାଦ ମିଶ୍ରଙ୍କ ପରଲୋକ 

ଢେଙ୍କାନାଳ:  ବିଜେଡିର ପୂର୍ବତନ ରାଜ୍ୟ ସାଧାରଣ ସଂପାଦକ ସିଦ୍ଧେଶ୍ୱରୀ ପ୍ରସାଦ ମିଶ୍ର(ବାବି)(୫୦)ଙ୍କର ଆଜି ଅପରାହ୍ନ ସାଢେ ୩ଟା ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ଏହା ପୂର୍ବରୁ ସେ କିଛି ଦିନ ଅସୁସ୍ଥ ହୋଇ ଚିକିତ୍ସିତ ହେବା ପରେ  ସୁସ୍ଥ…
ଅଧିକ ଖବର ଦେଖନ୍ତୁ...

ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିଲା; ମହାପ୍ରଭୁଙ୍କ ଦର୍ଶନ କଟକଣା କୋହଳ, ମହା‌ପ୍ରସାଦ ସେବନ ନେଇ ଅନୁମତି

ପୁରୀ: କରୋନା ମହାମାରୀ ପାଇଁ ପୁରୀ ଜଗନ୍ନାଥ ଦର୍ଶନ ଉପରେ କଟକଣା ଲାଗିଥିଲା। କିଛିଦିନ ହେବ ମହାପ୍ରଭୁଙ୍କୁ କେବଳ ପୁରୀବାସୀ ଦର୍ଶନ କରି ପାରୁଥିଲେ। ଆଜି ମହାପ୍ରଭୂଙ୍କ ଏହି ଦର୍ଶନ କଟକଣାକୁ କୋହଳ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଖାଦ୍ୟ ‌ଦୋକାନୀଙ୍କୁ କରାଯିବ ସଚେତନ; ନକଲି କାରଖାନା ଠାବ ପରେ ସିଏମସି୍‌ର ପ୍ରୟାସ; ସିଏମ୍‌ସିରେ ଆରମ୍ଭ ହେବ…

କଟକ: ମହାନଗର ନିଗମରେ ରାସ୍ତାକଡ଼ରେ ଥିବା ଖାଦ୍ୟ ବ୍ୟବସାୟୀଙ୍କ ପାଇଁ ସିଏମ୍‌ସି ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ‘ଫୁଡ୍‌ ସେଫ୍ଟି ଟ୍ରେନିଂ ଆଣ୍ଡ ସାର୍ଟିଫିକେସନ୍‌’ (ଫୋଷ୍ଟାକ) ଯୋଜନା। ଏଥିରେ ବ୍ୟବସାୟୀଙ୍କୁ ଖାଦ୍ୟ ପ୍ରସ୍ତୁତି ପାଇଁ ସାମଗ୍ରୀ କିଣିବାଠାରୁ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରି…
ଅଧିକ ଖବର ଦେଖନ୍ତୁ...

ନୂତନ କୃଷି ଆଇନ ‘ଇଚ୍ଛାଧୀନ, ବାଧ୍ୟତାମୂଳକ ନୁହେଁ’; ଲୋକସଭାରେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚାଷୀଙ୍କୁ ସମ୍ମାନ ଦେଉଛନ୍ତି ଏବଂ ତିନିଟି ବିବାଦୀୟ ଚାଷ ଆଇନ ଉପରେ ସେମାନଙ୍କର ଯୁକ୍ତିଯୁକ୍ତ ପରାମର୍ଶ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଘୋଷଣା କରିଛନ୍ତି। ଏଥିସହ ଏହି ଆଇନଗୁଡ଼ିକ ‘ଇଚ୍ଛାଧୀନ ଏବଂ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରୁ ସୁସ୍ଥ ହେଲେ ୮୧ଜଣ କରୋନା ଆକ୍ରାନ୍ତ 

ଭୁବନେଶ୍ବର: ଆଜି ରାଜ୍ୟରୁ ୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ବୁଧବାର ଖୋର୍ଧାରୁ ୧୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦ଜଣ, ବାଲେଶ୍ବରରୁ ୭ଜଣ, ବରଗଡ଼ରୁ ୫ଜଣ, ଝାରସୁଗୁଡ଼ାରୁ…
ଅଧିକ ଖବର ଦେଖନ୍ତୁ...