Daily Archives

February 10, 2021

ପୁଣି ବଢ଼ିଲା ମାଟ୍ରିକ ଫର୍ମ ପୂରଣ ଅବଧି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍‌), ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ଫର୍ମପୂରଣ ସମୟସୀମା ପୁଣି ବୃଦ୍ଧି ପାଇଛି। ଫେବ୍ରୁଆରି ୧୨ ତାରିଖ ମଧ୍ୟରାତ୍ରି ଯାଏଁ ଛାତ୍ରଛାତ୍ରୀମାନେ ଫର୍ମପୂରଣ କରିପାରିବେ। ତେବେ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ର କବଜାରେ ଓଡିଶାର ଜୁମଡାଙ୍ଗ ଗ୍ରାମ; ପଞ୍ଚାୟତ ନିର୍ବାଚନରେ ଜୁମଡାଙ୍ଗ ଗ୍ରାମବାସୀ ଭୋଟ ଦେବେ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗ୍ରାମକୁ ଆନ୍ଧ୍ର ସରକାର ନିଜ କବଜାରେ ନେଇସାରିଛନ୍ତି। ଏ ନେଇ ପ୍ରଶାସନ ନିକଟରେ ଖବର ରହିଥିଲେ ମଧ୍ୟ ଏହାକୁ ପ୍ରଶାସନ ଗୁରୁତ୍ବର ସହ ନେଉନଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ସରକାର ଧିରେ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଉପରେ ଏୟାର ଇଣ୍ଡିଆର ବକେୟା ପଡ଼ିଛି ୪୯୮ କୋଟି ଟଙ୍କା: ମନ୍ତ୍ରୀ

ନୂଆଦିଲ୍ଲୀ: ଭିଭିଆଇପିଙ୍କ ଯାତ୍ରା, ନିରାପତ୍ତା କାର୍ଯ୍ୟ, ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଯାତ୍ରା ବାବଦରେ ଡିସେମ୍ବର ୩୧, ୨୦୨୦ ସୁଦ୍ଧା ଉଭୟ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଉପରେ ଏୟାର ଇଣ୍ଡିଆର ୪୯୮.୧୭ କୋଟି ଟଙ୍କା ବକେୟା ପଡ଼ିଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭାରତର ‘ସଙ୍କଳ୍ପ ଶକ୍ତି’ ପ୍ରତିଫଳିତ ହୋଇଛି; ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବରେ ବହୁ ମହିଳା ସାଂସଦ ଅଂଶଗ୍ରହଣ କରି ଆଲୋଚନାରେ ଅଂଶଗ୍ରହଣ ଘଟଣାକୁ ପ୍ରଶଂସା କରିଛନ୍ତି। ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା…
ଅଧିକ ଖବର ଦେଖନ୍ତୁ...

କୋଏଲ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ

ରାଉରକେଲା : ଆଜି କୋଏଲ ନଦୀରେ ବୁଡି ଆଉ ତିନିଜଣ ନାବାଳକଙ୍କର ମୃତ୍ୟୁ ହୋଇଛି । ତିନିଜଣଙ୍କ ମୃତ ଶରୀର କୋଏଲନଦୀ ଭାଟା ବସ୍ତି ନିକଟରେ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୁଲିସ, ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ l ଝିରିପାଣି ପୁଲିସ ଓ ଅଗ୍ନିଶମ ଟିମ ଏବଂ ସ୍ଥାନୀୟ ଲୋକ ତିନିଜଣ ନାବାଳକଙ୍କ…
ଅଧିକ ଖବର ଦେଖନ୍ତୁ...

କରୋନା ଟିକାକରଣରେ ‌ବି କେନ୍ଦ୍ର-ରାଜ୍ୟ ବିବାଦ!

କଟକ: କରୋନା ଟିକାକରଣରେ ବି କେନ୍ଦ୍ର-ରାଜ୍ୟ ବିବାଦ? କେନ୍ଦ୍ର ସରକାରଙ୍କ କର୍ମଚାରୀ ବୋଲି କହି ଇଏସଆଇ ହସ୍ପିଟାଲରେ କାର୍ଯ୍ୟରତ ୩୦ ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଟିକା ଦିଆ ନଯିବା ଘଟଣା ଏବେ ଉଦବେଗର କାରଣ ହୋଇଛି। ଏଭଳି ନିଷ୍ପତ୍ତି ଆଉ ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...

ଦୁଃଖଦ ଘଟଣା; ସ୍କୁଟି ଉପରେ ମାଡ଼ିଗଲା ଟ୍ରକ, ଘଟଣାସ୍ଥଳରେ ଦମ୍ପତି ମୃତ

ଯାଜପୁର: ଯାଜପୁର ଜିଲ୍ଲା ୫୩ନଂ ଜାତୀୟ ରାଜପଥ ଚଢ଼େଇଧରା ଛକ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଟି ଉପରେ ଟ୍ରକ ମାଡ଼ି ଯିବାରୁ ଘଟଣାସ୍ଥଳରେ ଦମ୍ପତିଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଦମ୍ପତି ନିକଟସ୍ଥ ଡ଼ଙ୍କାରୀ ଅଞ୍ଚଳ ଜେନାପୁର ଥାନା ଅଧିନ ମହିସରା…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ରାଜସ୍ଥାନ କଂଗ୍ରେସ ବିଧାୟିକା ଟ୍ରାକ୍ଟର ଚଳାଇ ପହଞ୍ଚିଲେ ବିଧାନସଭାରେ

ଜୟପୁର: ରାଜସ୍ଥାନ ବାମନୱାସ୍‌ର କଂଗ୍ରେସ ବିଧାୟିକା ଇନ୍ଦିରା ମୀନା ଆଜି ଏକ ଅଭିନବ ଉପାୟରେ ନୂତନ କୃଷି ଆଇନ୍‌ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କୁ ନିଜର ସମର୍ଥନ ଜଣାଇଛନ୍ତି। ଏହି ଉଦ୍ଦେଶ୍ୟରେ ଆଜି (ବୁଧବାର) ବିଧାୟିକା ମୀନା ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ ଏକ…
ଅଧିକ ଖବର ଦେଖନ୍ତୁ...

କୋଟିଆ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

ଭୁବନେଶ୍ବର: କୋଟିଆ ପ୍ରସଙ୍ଗ ନେଇ ଭାରତୀୟ ବିକାଶ ପରିଷଦ ଜନସ୍ୱାର୍ଥ ମାମଲା ରୁଜୁ କରିଛି। ଏଥିରେ ଦର୍ଶାଯାଇଛି ଯେ ରାଜ୍ୟର ତିନିଗୋଟି ଜିଲ୍ଲା ଯାଥା ଗଞ୍ଜାମ, କୋରାପୁଟ ଓ ଗଜପତିର ମୋଟ ୫୮ ଗୋଟି ଗ୍ରାମରେ ଆନ୍ଧ୍ର ସରକାର ହସ୍ତକ୍ଷେପ କରିବାକୁ ଉଦ୍ୟମ କରୁଛନ୍ତି। ଆନ୍ଧ୍ର ସରକାର ତରଫରୁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୫ହଜାର ୮୮୯ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରେ ବୁଧବାର ୯୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୪ଜଣ କ୍ବାରାଣ୍ଟାଇନରୁ ଥିବା ବେଳେ ୩୮ଜଣ ସ୍ଥାନୀୟ ଅଞ୍ଚଳର ରହିଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ…
ଅଧିକ ଖବର ଦେଖନ୍ତୁ...