Daily Archives

February 11, 2021

ବିରଳ ରୋଗରେ ପୀଡ଼ିତ ୫ମାସର ଶିଶୁ ପାଇଁ ୬କୋଟି ଟଙ୍କାର ଜିଏସଟି ଛାଡ଼ କଲେ ପ୍ରଧାନମନ୍ତ୍ରୀ

ମୁମ୍ୱାଇ: ପୁଣି ଥରେ ମହାନତା ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୫ମାସର ଶିଶୁ ପାଇଁ ୬କୋଟି ଟଙ୍କାର ଜିଏସଟି ଛାଡ଼ କରି ଏବେ ପ୍ରଶଂସାର ପାତ୍ର ପାଲଟିଛନ୍ତି । ବିରଳ ଜେନେଟିକ୍ ରୋଗରେ ପୀଡ଼ିତ ଥବା ମୁମ୍ବାଇର ଟେରା କାମତଙ୍କ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ୬କୋଟି ଟଙ୍କାର…
ଅଧିକ ଖବର ଦେଖନ୍ତୁ...

ବାରିପଦା ବସଷ୍ଟାଣ୍ଡ୍‌ରୁ ଉଦ୍ଧାର ହେଲେ ଅପହୃତ ଯୁବକ, ଫିଲ୍ମ ଷ୍ଟାଇଲ୍‌ରେ ଦୁଇ ଅଭିଯୁକ୍ତ ଗିରଫ

ବାରିପଦା: ମୟୂରଭଂଜ ଜିଲ୍ଲା ବେତନଟୀ ଉପକଣ୍ଠ ତୁଳସୀଚଉରାରୁ ଅପହରଣ ହୋଇଥିବା ଯୁବକ ବାରିପଦା ବସଷ୍ଟାଣ୍ଡରୁ ଉଦ୍ଧାର ହୋଇଛନ୍ତି। ପୁଣି ଆଜି ବାରିପଦା ଓ ବେତନଟୀ ପୁଲିସ୍‌ର ମିଳିତ ଚଢ଼ଉରେ ଫିଲ୍ମ ଷ୍ଟାଇଲ୍‌ରେ ଗିରଫ ହୋଇଛନ୍ତି ଦୁଇ ଅଭିଯୁକ୍ତ। ପୁରା ଫିଲ୍ମି ଲାଗୁଥିଲେ ମଧ୍ୟ ଘଟଣା ସତ୍ୟ।…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା : ଜାଣନ୍ତୁ ହତ୍ୟାକାଣ୍ଡ ପଛର ପୂରା କ‌ାହାଣୀ

ଭୁବନେଶ୍ବର: ଶେଷରେ ସାମ୍ନାକୁ ଆସିଛି ମୁଣ୍ଡବିହୀନ ମୃତଦେହ ପଛର ରହସ୍ୟ। ପ୍ରେମସଂପର୍କ ଓ ବିବାହକୁ ନେଇ ବିବାଦ କାରଣରୁ ୨୮ ବର୍ଷୀୟ ମହିଳା ପୁଷ୍ପଲତାଙ୍କ ହତ୍ୟା ହୋଇଥିବା ସ୍ପଷ୍ଟ ହୋଇଛି। କମିସନରେଟ୍ ପୁଲିସ ଆଜି ଏହି ରହସ୍ୟମୟ ଘଟଣା ଉପରୁ ପରଦା ହଟାଇଛି। ୨୮ ବର୍ଷୀୟ ମହିଳା…
ଅଧିକ ଖବର ଦେଖନ୍ତୁ...

ଅବସରପ୍ରାପ୍ତ ଭାଇସ୍‌ ଆଡମିରାଲ୍‌ ବିକେ ରକ୍ଷିତଙ୍କ ପରଲୋକ, ନୌସେନାର ୨ୟ ସର୍ବୋଚ୍ଚ ପଦବୀ ଗ୍ରହଣ କରିବାରେ ପ୍ରଥମ…

ବାଲେଶ୍ବର : ଭାରତୀୟ ନୌବାହିନୀର ଅବସରପ୍ରାପ୍ତ ଭାଇସ୍‌ ଆଡମିରାଲ୍‌ ଡାକ୍ତର ବରୁଣିକାନ୍ତ ରକ୍ଷିତଙ୍କର ବୁଧବାର ସନ୍ଧ୍ୟାରେ ଦିଲ୍ଲୀସ୍ଥିତ କୈଳାସ ହସ୍‌ପିଟାଲରେ ପରଲୋକ ଘଟିଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ସ୍ବର୍ଗତ ରକ୍ଷିତଙ୍କ ଘର ବାଲେଶ୍ବର ସହର ମାକଲପୁରସ୍ଥିତ କୁନ୍ତଳାକୁମାରୀ…
ଅଧିକ ଖବର ଦେଖନ୍ତୁ...

ବଣାଇଁରେ ଖୋଲିଲା “ସୁଦକ୍ଷ’ କୋଚିଂ କେନ୍ଦ୍ର, ଶିକ୍ଷିତ ଯୁବକ ଯୁବତୀଙ୍କୁ ମିଳିବ ମାଗଣାରେ କୋଚିଂ

ବଣାଇଁ: ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବଣାଇଁଠାରେ ଖୋଲିଲା "ସୁଦକ୍ଷ' କୋଚିଂ କେନ୍ଦ୍ର । ସୁନ୍ଦରଗଡ଼ ଓ ରାଉରକେଲା ପରେ ଏହା ହେଉଛି ସୁଦକ୍ଷର ତୃତୀୟ କେନ୍ଦ୍ର ।…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ମେଡିକାଲ କଲେଜ ଦାବି ପ୍ରସଙ୍ଗ: ବିରୋଧୀ ଦଳ ଉପନେତାଙ୍କ ଘର ଆଗରେ କ୍ରିୟାନୁଷ୍ଠାନ କମିଟିର ଧାରଣା

ଭଦ୍ରକ: ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଆଜି  ମେଡିକାଲ କଳେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିରୋଧୀ ଦଳର ଉପନେତା  ତଥା ଧାମନଗରର ବିଧାୟକ ବିଷ୍ଣୁ ସେଠୀଙ୍କ ବାସଭବନ ଆଗରେ ପ୍ରତୀକ ଧାରଣା ଦିଆଯାଇଥିଲା। ସକାଳ ୧୦ ଘଟିକାରେ  କ୍ରିୟାନୁ‌ଷ୍ଠାନ କମିଟିର କର୍ମକର୍ତ୍ତାମାନେ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଘୋଷଣା: ଦେଶରେ କରୋନା ଟିକାକରଣ ପରେ ଲାଗୁ ହେବ ସିଏଏ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଘୋଷଣା । ଦେଶରେ କରୋନା ଟିକାକରଣ ଶେଷ ହେବା ପରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ୍(ସିଏଏ) । ଗୁରୁବାର ପଶ୍ଚିମବଙ୍ଗର କୁଚବିହାରରେ ଏକ ରାଲିକୁ ସମ୍ବୋଧିତ କରି ଶାହା ଏହି ବଡ଼ ଘୋଷଣା କରିଛନ୍ତି । ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

୫ ଦଫା ଦାବି ନେଇ ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ଓ ଧାରଣା

ବାରିପଦା: ଜିଲ୍ଲାରେ ଚାଲିଥିବା ବ୍ୟାପକ ଲଘୁ ଖଣିଜ ଚୋରିକୁ ନେଇ ଆଜି ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ସହିତ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବଡ଼ସାହି ବ୍ଲକ ଅଧୀନ ଆରପଟା ବାଲିଘାଟ ସହିତ ଜିଲ୍ଲାର ବିଭିନ୍ନ ବାଲିଘାଟ, ପଥର ଖାଦାନ ଓ କ୍ରସର…
ଅଧିକ ଖବର ଦେଖନ୍ତୁ...

ସରକାରୀ ବିମାନରେ ଯାତ୍ରା ପାଇଁ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ମିଳିଲାନି ଅନୁମତି; ସରକାରୀ ବିମାନରୁ ଓହ୍ଲାଇ ଘରୋଇ…

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ବିଏସ୍‌ କୋଶୟାରୀଙ୍କୁ ଉଦ୍ଧବ ଠାକ୍‌ରେଙ୍କ ସରକାର ରାଜ୍ୟ ସରକାରୀ ବିମାନରେ ଯାତ୍ରା କରିବା ପାଇଁ ଅନୁମତି ନ ଦେଇ ତାଙ୍କୁ ବିମାନରୁ ଓହ୍ଲାଇ ଯିବା ପାଇଁ ବାଧ୍ୟ କରିଥିବା ଘଟଣା ଆଜି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ହସ୍ତଗତ ହୋଇଥିବା ରିପୋର୍ଟରୁ…
ଅଧିକ ଖବର ଦେଖନ୍ତୁ...

ଅର୍ଥ ଅଭାବରୁ ସଡ଼କରେ ରାମ୍ପ ୱାକ୍ ଅଭ୍ୟାସ କରି ‘ଫେମିନା ମିସ ଇଣ୍ଡିଆ-୨୦୨୦’ର ଯାତ୍ରା ଶେଷ କରିଛନ୍ତି ରିକ୍ସା ଚାଳକଙ୍କ…

ନୂଆଦିଲ୍ଲୀ: ଚଳିତ ଥର ‘ଫେମିନା ମିସ ଇଣ୍ଡିଆ’ ଏକ ସ୍ବତନ୍ତ୍ର କାରଣ ପାଇଁ ଚର୍ଚ୍ଚାରେ ରହିଛି। ନିକଟରେ ‌ଫେମିନା ମିସ ଇଣ୍ଡିଆ-୨୦୨୦ର ଫଳାଫଳ ସାମ୍ନାକୁ ଆସିଛି। ତେଲେଙ୍ଗାନାର ମାନସା ବାରାଣସୀ ଭିଏଲସିସି ମିସ୍ ଇଣ୍ଡିଆ -୨୦୨୦ ମୁକୁଟ ଜିତିଛନ୍ତି। ସେହିପରି ଉତ୍ତର ପ୍ରଦେଶର ମାନ୍ୟା ସିଂହ…
ଅଧିକ ଖବର ଦେଖନ୍ତୁ...