Daily Archives

February 11, 2021

ଛୋଟ ଛୋଟ ସହରର ବିକାଶ ଉପରେ ରାଜ୍ୟ ସରକାର ସ୍ବତନ୍ତ୍ର ଗୁରୁତ୍ବ ଦେଉଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ହିଞ୍ଜିଳି ପୌରପରିଷଦ ଅଞ୍ଚଳରେ ୨୮ କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ହେଉଛନ୍ତି ଏ ଜାତିର, ଏ ଦେଶର ଭବିଷ୍ୟତ । ଶିକ୍ଷା ହେଉଛି…
ଅଧିକ ଖବର ଦେଖନ୍ତୁ...

ଏଟିଏମରୁ ନେଇଗଲେ ୨୫ ହଜାର ଟଙ୍କା

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଦୋପଟି ସାହିରେ ରହୁଥିବା ଜଣେ ମହିଳାଙ୍କ ଆକାଉଣ୍ଟରୁ ୨୫ ହଜାର ଟଙ୍କା ଲୁଟ ହୋଇଯାଇଛି । ଲୁଟର ଶିକାର ମହିଳା ହେଲେ ସ୍ଥାନୀୟ ଦୋପଟି ସାହିରେ ଘରଭଡ଼ା ନେଇ ରହୁଥିବା ଆନନ୍ଦ ଦାସଙ୍କ ପତ୍ନୀ ଲିଲି ଦାସ (୪୭) । ଏସଂପର୍କରେ ମହିଳା ଗୋଷ୍ଠୀ ତତ୍ବାବଧାନରେ…
ଅଧିକ ଖବର ଦେଖନ୍ତୁ...

ଗାଁରୁ ଉପଦ୍ରବକାରୀ ମାଙ୍କଡ଼କୁ କାଢ଼ିବା ପାଇଁ ନିବେଦନ‌, ଟ୍ବିଟ୍‌ର ଏପରି ମଜାକିଆ ଜବାବ ଦେବା ସହ ଏହି ପଦକ୍ଷେପ ନେଲେ…

ମୁମ୍ବାଇ: ପୂର୍ବରୁ ଅନେକ ଜନହିତକର କାର୍ଯ୍ୟ କରି ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଚର୍ଚ୍ଚାରେ ରହି ସାରିଛନ୍ତି। ‌ତାଙ୍କୁ ବିଭିନ୍ନ ମହଲରୁ ବିଭିନ୍ନ ପ୍ରକାରର ସାହାଯ୍ୟ ପାଇଁ ନିବେଦନ ହୋଇଛି ଓ ‌ସୋନୁ ସେ ସମସ୍ତ ନିବେଦନକାରୀଙ୍କ କଥା ରଖିଛନ୍ତି ମଧ୍ୟ। ଲକ୍‌ଡାଉନ୍‌ ସମୟରେ ପ୍ରବାସୀ…
ଅଧିକ ଖବର ଦେଖନ୍ତୁ...

ବଡ଼ନଦୀରେ ପୋଲ ନିର୍ମାଣ ସ୍ବପ୍ନ ସାକାର କେବେ? ସବୁକିଛି ଯୋଜନା ପ୍ରତିଶ୍ରୁତିରେ ସୀମିତ

ବେଲଗୁଣ୍ଠା : ଗାଁକୁ ଗାଁ ସହ ଯୋଡ଼ିବାକୁ ସବୁଠି ପକ୍କାରାସ୍ତା ଓ ନଦୀ ଉପରେ ସେତୁ ନିର୍ମାଣ ହେବ। ଏଥିପାଇଁ ରାଜ୍ୟ ସରକାର ନାନା ଯୋଜନା ହାତକୁ ନେଇଛନ୍ତି। ହେଲେ ଗମନାଗମନ ସୁବିଧା ପାଇଁ ମାଳମାଳ ଯୋଜନା ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ୧୧ଟି ପଞ୍ଚାୟତବାସୀଙ୍କ ପ୍ରତି ଯେମିତି ଉପହାସ…
ଅଧିକ ଖବର ଦେଖନ୍ତୁ...

୫୬୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ ବିମାନ ଯାତ୍ରା !

ନୂଆଦିଲ୍ଲୀ : ଦେଶରେ ବିମାନ ଭଡ଼ା ବଢିବାର ସମ୍ଭାବନା ରହିଛି । ସରକାର ବିମାନ ଭଡ଼ାର ସର୍ବନିମ୍ନ ଓ ସର୍ବୋଚ୍ଚ ପ୍ରାଇସ ବ୍ୟାଣ୍ଡ୍ ବୃଦ୍ଧି କରିଛନ୍ତି । ସର୍ବନିମ୍ନ ଭଡ଼ା ୧୦ ପ୍ରତିଶତ ଓ ସର୍ବୋଚ୍ଚ ଭଡ଼ା ୩୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହା ଫଳରେ ଘରୋଇ ବିମାନ ଯାତ୍ରା ୫୬୦୦ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଉପସ୍ଥିତ ବୁଦ୍ଧି ଖଟାଇ ଚଳନ୍ତା ଟ୍ରେନ ତଳେ ପଡ଼ିଯାଉଥିବା ବ୍ୟକ୍ତିଙ୍କୁ ଏପରି ଉଦ୍ଧାର କଲେ ମହିଳା ଆରପିଏଫ୍

ବିଶାଖାପଟ୍ଟନମ୍ : ସୋସିଆଲ ମିଡିଆରେ ଜଣେ ମହିଳା ଆରପିଏଫଙ୍କ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଏହି ମହିଳା ଆରପିଏଫ ଜଣକ ଏପରି କାମ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଭୁରିଭୁରି ପ୍ରଶଂସା କରାଯାଉଛି। ଏହି ଭିଡିଓ ବିଶାଖାପଟ୍ଟନମ୍ ରେଳ ଷ୍ଟେସନରୁ ଆସିଛି। ଯେଉଁଥିରେ…
ଅଧିକ ଖବର ଦେଖନ୍ତୁ...

୧୦ମାସ ପରେ ସୈନ୍ୟ ପ୍ରତ୍ୟାହାର କଲେ ଭାରତ-ଚୀନ, ସୀମାରୁ ପଛକୁ ହଟିଲା ଟ୍ୟାଙ୍କ

ନୂଆଦିଲ୍ଲୀ: ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ କୂଳରୁ ଭାରତ ଏବଂ ଚୀନ୍‌ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିବା ସହ ମୁତୟନ ହୋଇଥିବା ଯୁଦ୍ଧାସ୍ତ୍ରକୁ ମଧ୍ୟ ହଟାଇଦିଆଯାଇଛି। ଭାରତ ଯୁଦ୍ଧାସ୍ତ୍ରକୁ ନିଓମା ଆଡ଼କୁ ନେଇଆସିଥିବା ବେଳେ ଚୀନ ସିରିଜାପ୍ ଏବଂ ମଲଡୋକୁ ଯୁଦ୍ଧାସ୍ତ୍ର ଫେରାଇ ନେଇଛି।…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି କବିତା ସେୟାର କଲେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା

ମୁମ୍ବାଇ: ୭୭ ଦିନ ଧରି ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ଦେଶ ବିଦେଶରୁ ସମର୍ଥନର ସୁଅ ଛୁଟିବାରେ ଲାଗିଛି । କେତେବେଳେ ଖେଳାଳୀ, ରାଜନେତା ଓ କଳାକାରମାନଙ୍କର ସମର୍ଥନ ଆନ୍ଦୋଳନକୁ ମିଳୁଥିବା ବେଳେ କେତେବେଳେ ବିଦେଶୀ କଳାକାର ଓ ଅନ୍ୟ ବୃତ୍ତିରେ ଥିବା ଲୋକମାନେ ସେମାନଙ୍କର ସମର୍ଥନ ଜଣାଇ…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ୍‌ ପାସ୍‌ ଛାତ୍ରଛାତ୍ରୀଙ୍କ ପାଇଁ ରେଳବାଇ ଆଣିଲା ବଡ଼ ସୁଯୋଗ, ଚାକିରି ପାଇଁ ଅନ୍‌ଲାଇନ୍‌ରେ କରିପାରିବେ ଆବେଦନ

ନୂଆଦିଲ୍ଳୀ: ରେଲୱେ ରିକ୍ରୁଇଟ୍‌ମେଣ୍ଟ୍‌ ସେଲ୍‌(ଆର୍‌ଆର୍‌ସି) ସର୍ବନିମ୍ନ ମାଟ୍ରିକ୍‌ ପାସ୍‌ କରିଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ ନେଇଆସିଛି। ପ୍ରାୟ ୨୫୩୨ ପଦବୀରେ ନିଯୁକ୍ତି ଲାଗି ସୂଚନା ପ୍ରକାଶ ପାଇଛି ।ଏଥି ପାଇଁ ଆବେଦନ ପ୍ରକ୍ରିୟା ୨୦୨୧ ଫେବ୍ରୁଆରି ୬ ତାରିଖରୁ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ସାଂସଦ ନିଖୋଜ ଲେଖାଥିବା ପୋଷ୍ଟର ମରା ଘଟଣାରୁ ଗଣ୍ଡଗୋଳ, ୨ ଗିରଫ

ଭୁବନେଶ୍ୱର: ସାଂସଦ ନିଖୋଜ ନେଇ ପୋଷ୍ଟରମରା ଘଟଣା ନୂଆ ମୋଡ ନେଇଛି । ଗତକାଲି ରାତିରେ ପୋଷ୍ଟରମରା ଘଟଣାକୁ ନେଇ ହୋଇଥିବା ଏକ ଗଣ୍ଡଗୋଳ ମାମଲାରେ ଲକ୍ଷ୍ମୀସାଗର ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ହୋଇଥିବା ଦୁଇଜଣଙ୍କ ମଧ୍ୟରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅତି…
ଅଧିକ ଖବର ଦେଖନ୍ତୁ...