Daily Archives

February 12, 2021

ବାପା ତଥା ଆରଜେଡି ସଭାପତି ଲାଲୁ ଯାଦବଙ୍କୁ ମୁକ୍ତ କରିବାକୁ ପୁଅ ତେଜପ୍ରତାପଙ୍କ ଭିନ୍ନ ପ୍ରୟାସ

ପାଟନା: ଚାରା ଦୁର୍ନୀତିରେ ଜେଲରେ ଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ମୁକ୍ତ କରିବାକୁ ଭିନ୍ନ ଢଙ୍ଗରେ ପ୍ରୟାସ ଆରମ୍ଭ କରିଛନ୍ତି ପୁଅ ତେଜପ୍ରତାପ ଯାଦବ | ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ଗୁରୁବାର ଦିନ ଶହ ଶହ ସମର୍ଥକଙ୍କ…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ମାସରୁ ଦିଆଯିବ ୫୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଲୋକଙ୍କୁ କରୋନା ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇ ପାଇଁ ଟିକାକରଣ ଅଭିଯାନ ଜାରି ରହିଛି। ଦେଶରେ ବର୍ତ୍ତମାନ ସ୍ବାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ ୱାର୍କରଙ୍କୁ ଟିକା ଦିଆଯାଉଛି। ଏହା ବ୍ୟତୀତ ୫୦ବର୍ଷରୁ ଅଧିକ ବର୍ଷର ଲୋକଙ୍କୁ ୨୦୨୧ ମାର୍ଚ୍ଚରୁ ଟିକା ଦେବା ଆରମ୍ଭ କରାଯିବ। ଏଥିରେ ସେହି…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର ସୋରାଦେବୀ ଜଙ୍ଗଲରେ ନିଆଁ 

ଭଞ୍ଜନଗର:ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ ରେଞ୍ଜରେ ଥିବା ସୋରାଦେବୀ ଜଙ୍ଗଲରେ ଆଜି ଅପରାହ୍ନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ନିଆଁ କିଭଳି ଲାଗିଲା ତାର ପ୍ରକୃତ କାରଣ ଜଣାପଡିନଥିବା ବେବଳେ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଜାରି…
ଅଧିକ ଖବର ଦେଖନ୍ତୁ...

କାଳିଆ ଟଙ୍କା ପଠାଇବା ପରେ ଚାଷୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କାଳିଆ ଟଙ୍କା ପଠାଇବା ପରେ ଚାଷୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ କାଳିଆ କିସ୍ତିରେ ପ୍ରତି ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ପଠାଇବା ପରେ ୫ ଜଣ ଚାଷୀଙ୍କ ସହ କଥା ହୋଇଛନ୍ତି । ସେମାନଙ୍କ ଭିତରେ ସୁନ୍ଦରଗଡ, ବରଗଡ, ନବରଙ୍ଗପୁର,…
ଅଧିକ ଖବର ଦେଖନ୍ତୁ...

ବାଘନଖ ସମେତ ବଜ୍ରକାପ୍ତା କାତି ଜବତ ୨ ଗିରଫ, ଚାଲାଣ ପାଇଁ ଚାଲିଥିଲା ଯୋଜନା

ନୂୂଆପଡ଼ା/ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳରୁ ବନ୍ୟପ୍ରାଣୀ ଜୀବଜନ୍ତୁଙ୍କ ନଖ, ଚମଡ଼ା, କାତି ଆଦି ଚୋରା ଚାଲାଣ ବେଳେ ଛତିଶଗଡ଼ ପ୍ରସାଶନ ଚଢାଉ କରି ଅନେକ ଥର ମାଫିଆ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଲେ ଆଜି ସ୍ଥାନୀୟ ବନ ବିଭାଗ ଚଢାଉ କରି ୨ଜଣଙ୍କୁ ଗିରଫ କରିଛି। ଏଥି…
ଅଧିକ ଖବର ଦେଖନ୍ତୁ...

୨ ରାଜପଥ ଲୁଟେରା ଗିରଫ, ବନ୍ଧୁକ ଜବତ

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଟାଉନ୍ ଥାନାରୁ ପାଟ୍ରୋଲିଂ ଟିମ୍ ରାଜପଥ ଲୁଟେରା ଗ୍ୟାଙ୍ଗର ୨ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିଛନ୍ତି । ସୂଚନାନୁସାରେ ଗତକାଲି ଟାଉନ୍ ଥାନାର ଅତିରିକ୍ତ ଥାନା ଅଧିକାରୀ ଓ ଟିମ୍ ରାତି ପାଟ୍ରୋଲିଂ କରୁଥିବା…
ଅଧିକ ଖବର ଦେଖନ୍ତୁ...

ରଥ ନିର୍ମାଣ ଲାଗି ପୁରୀରେ ପହଁଚିଲା ରଥ କାଠ, ପଞ୍ଚମୀରେ ହେବ ଅନୁକୂଳ

ପୁରୀ:‌ ଚଳିତ ବର୍ଷ ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ଆଜି ଶ୍ରୀକ୍ଷେତ୍ର ପୁରୀରେ ପ୍ରଥମ ପର୍ଯ୍ୟାୟର ରଥ କାଠ ପହଂଚିଛି। ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଦଶପଲ୍ଲା ଜଂଗଲରୁ ଏହି କାଠ ଏକ ‌ଟ୍ରକରେ ବୋଝେଇ ହୋଇ ବଡ଼ଦାଣ୍ଡରେ ପହଂଚିଛି। ପ୍ରଥମ ପର୍ଯ୍ୟାୟରେ ୪୯ ଖଣ୍ଡ ଧଉରା ଓ ଅସନ କାଠ ଆସିଛି।…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡ ପାଇଁ ଆଉ ଏକ ବିପଦ ମାଡ଼ିଆସୁଛି : ପର୍ବତ ଉପରେ ସୃଷ୍ଟି ହୋଇଛି ନୂଆ ହ୍ରଦ, ଚିନ୍ତାରେ ବିଶେଷଜ୍ଞ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ଗତ ସପ୍ତାହରେ ହୋଇଥିବା ଭୟଙ୍କର ବରଫ ବନ୍ୟା ପରେ ଆଉ ଏକ ବିପଦ ମାଡ଼ି ଆସୁଛି । ତାହା ହେଉଛି ଏହି ବନ୍ୟାପାଣି ଆସି ପର୍ବତ ଉପରେ ଏକ ନୂଆ ହ୍ରଦ ସୃଷ୍ଟି ହୋଇଛି । ଏହା ଯେକୌଣସି ସମୟରେ ଭାଙ୍ଗିଯିବାର ଆଶଙ୍କା ରହିଥିବାରୁ ପୁଣି ଏକ ବଡ଼ଧରଣର ପାହାଡ଼ି ବନ୍ୟା…
ଅଧିକ ଖବର ଦେଖନ୍ତୁ...

ଅଭାବୀ ଗାଁ, ଧନୀ ନେତା: ଦାୟିତ୍ୱ ନେବାକୁ ହେଲିକପ୍ଟରରେ ଆସିଲେ ସରପଞ୍ଚ

ନାଗପୁର: ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ହେଲିକପ୍ଟରରେ ପହଁଚିଲେ ପ୍ରାର୍ଥୀ | ଆଜି ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ସଙ୍ଗମେନର ଅଂଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି | ଶପଥ ନେବାକୁ ନୂଆ ସରପଞ୍ଚ ସିଧାସଳଖ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ। ମିଳିଥିବା ସୂଚନା ମୁତାବକ ଆଜି ନବ…
ଅଧିକ ଖବର ଦେଖନ୍ତୁ...

ନକ୍ସଲଙ୍କ ବିସ୍ଫୋରଣ ଯୋଜନା ପଣ୍ଡ; ୪୦ କିଲୋ ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ସୀମାନ୍ତ ଝାରଖଣ୍ଡ ରାସ୍ତାରେ ୪୦ କିଲୋ ଲ୍ୟାଣ୍ଡମାଇନ ଉଦ୍ଧାର କଲେ ସିଆରପିଏ୍ଫ‌ ଯବାନ। ଛତିଶଗଡ ଏବଂ ଝାରଖଣ୍ଡର ସିଆରପିଏ୍ଫ‌ ଯବାନ ମିଳିତ କୁମ୍ବିଂ କରୁଥିବା ବେଳେ ନୂତନ ଭାବେ ରାସ୍ତା ତିଆରି ହେଉଥିବା ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...