Daily Archives

February 12, 2021

ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ, ଜୀବନଧାରଣ ମାନରେ ଉନ୍ନତି ଆସୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଗୋଟିଏ ମାସରେ ସଂଗ୍ରହ ହୋଇଛି ୧୦୦୦କୋଟି ଟଙ୍କା

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦେଶବ୍ୟାପୀ ନିଧି ସଂଗ୍ରହ କାମ ଜୋରସୋର ଆରମ୍ଭ ହୋଇଯାଇଛି। ଗତ ମାସରେ ଆରମ୍ଭ ହୋଇଥିବା ନିଧି ସଂଗ୍ରହ ଅଭିଯାନ ଜରିଆରେ ୧୦୦୦କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ଅନୁମାନ କରାଯାଉଛି ବୋଲି ଶ୍ରୀମନ୍ଦିର ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକଙ୍କ ହେବ କୋଭିଡ୍ ଟେଷ୍ଟ, ନେଗେଟିଭ୍ ରିପୋର୍ଟ ଆସିଲେ ପ୍ରବେଶ ପାଇଁ ଅନୁମତି ମିଳିବ

ଭୁବନେଶ୍ବର: ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କୋଭିଡ୍ ଟେଷ୍ଟ । ଆସନ୍ତା ଫେବ୍ରୁଆରି ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିସରରେ ଏହି ଟେଷ୍ଟ ହେବ । ଏହି ଟେଷ୍ଟରେ ବିଧାୟକମାନଙ୍କ ସହିତ ସେମାନଙ୍କର ସୁରକ୍ଷାକର୍ମୀ, ଡ୍ରାଇଭରମାନେ ବି ସାମିଲ ହେବେ ବୋଲି…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ର ନଜରରେ ରାୟଗଡ଼ା: ବାସ ଓଡ଼ିଶାରେ, ଜୀବିକା ପଡ଼ିଶାରେ

ରାୟଗଡ଼ା: ପାଞ୍ଚ କି ଦଶ ନୁହେଁ, ଆନ୍ଧ୍ର ସୀମାକୁ ଲାଗିଛି ରାୟଗଡ଼ା ଜିଲ୍ଲାର ୬୧ଟି ଗାଁ। ସୀମାନ୍ତରେ ଥିବା ଅଧିକାଂଶ ଗ୍ରାମ ମୌଳିକ ସୁବିଧା ସୁଯୋଗ ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ। ମୋବାଇଲ୍ ଟାୱାରଠୁ ଆରମ୍ଭ କରି ଦୈନନ୍ଦିନ ହାଟ ସଉଦା, ଗମନାଗମନ, ମେଡ଼ିକାଲ୍ ସବୁ କିଛି ଆବଶ୍ୟକତା ଆନ୍ଧ୍ର…
ଅଧିକ ଖବର ଦେଖନ୍ତୁ...

ନିଶାଶକ୍ତ ଅବସ୍ଥାରେ ପରିବାର ଲୋକଙ୍କ ସହ ଝଗଡ଼ା କଲେ ଯୁବକ, ବ୍ଲେଡରେ ବେକ କାଟିଲେ

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଭାକର ସାହି ଗ୍ରାମର ଆରତ ପଣ୍ଡା ନାମକ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ନିଜ ବେକକୁ ବ୍ଲେଡରେ କାଟି ଦେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପିସିଆର ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛି। ଅବସ୍ଥା ଗୁରତର…
ଅଧିକ ଖବର ଦେଖନ୍ତୁ...

ପାରିବାରିକ ଅଶାନ୍ତିରୁ ନିଜ ସର୍ଭିସ ରାଇଫଲରେ ଆତ୍ମହତ୍ୟା କଲେ ଆଇଟିବିପିର ଯବାନ

ମାଲକାନଗିରି: ସୀମାନ୍ତ ଛତିଶଗଡର କୋଣ୍ଡାଗାଓଁ ଜିଲ୍ଲା ଅନ୍ତର୍ଗତ କେଶକାଲ ବ୍ଲକରେ ୨୯ ଆଟିବିପି ବାଟାଲିୟନର ଜଣେ ଯବାନ ନିଜ ସର୍ଭିସ ରାଇଫଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ପରିବାରରେ ଗଣ୍ଡଗୋଳ ବୋଲି ଜଣାପଡିଛି। ଘଟଣା ଅନୁଯାୟୀ ଆରନ୍ଦବେଡା ଥାନରେ ଆଇଟିବିପିର…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ କଟାମୁଣ୍ଡ ମାମଲା: ରିମାଣ୍ଡ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କୋର୍ଟ

ଭୁବନେଶ୍ବର: ଭୁବନେଶ୍ୱରରେ ମହିଳାଙ୍କୁ ହତ୍ୟା କରି ମୁଣ୍ଡ କାଟିବା ମାମଲାରେ ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ଜେଏମଏଫସି କୋର୍ଟ । ଶୁକ୍ରବାର କମିସନରେଟ୍ ପୁଲିସ ଏହି ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ସହିତ ୫ ଦିନିଆ…
ଅଧିକ ଖବର ଦେଖନ୍ତୁ...

ଚୀନ ଭାରତୀୟ ଅଞ୍ଚଳ ଅଧିକାର କରିଥିବା ଖବର ମିଛ : ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ : ଚୀନ ଭାରତୀୟ ଅଞ୍ଚଳ ଅଧିକାର କରିନେଇଥିବା କଥା କଂଗ୍ରେସ ନେତା ରାହୁଲ ଗାନ୍ଧି କହୁଥିବାରୁ ତାହାର କଡ଼ା ଜବାବ ରଖିଛନ୍ତି ସରକାର । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ ଚୀନ ସହ ହୋଇଥିବା ସୈନ୍ୟ ପ୍ରତ୍ୟାହାର ବୁଝାମଣା…
ଅଧିକ ଖବର ଦେଖନ୍ତୁ...

ତିନି ଖଣ୍ଡ ହାତୀଦାନ୍ତ ବିକ୍ରି ଲାଗି ଗ୍ରାହକଙ୍କୁ ଅପେକ୍ଷା କରିଥିଲେ ୩ ଅଭିଯୁକ୍ତ, ଗିରଫ କଲା ଏସ୍‌ଟିଏଫ୍‌

ଭୁବନେଶ୍ବର: ହାତୀଦାନ୍ତ ବିକ୍ରି କରିବାକୁ ଯୋଜନା କରୁଥିବା ସମୟରେ ଏସ୍‌ଟିଏଫ୍‌ ଅତର୍କିତ ଭାବେ ଚଢ଼ାଉ କରିଛି। ଏସ୍‌ଟିଏଫ୍‌ ଘଟଣାସ୍ଥଳରୁ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩ ଖଣ୍ଡ ହାତୀଦାନ୍ତ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦୁଝର ଜିଲ୍ଲା ଭଗବାନପୁର ଗାଁର ପୀତବାସ…
ଅଧିକ ଖବର ଦେଖନ୍ତୁ...

ସନ୍ନି ଲିଓନିଙ୍କ ଫିଲ୍ମସୁଟିଂ ବେଳେ ସେଟରେ ପହଁଚିଲେ ଗୁଣ୍ଡା, କାହିଁକି ଆସିଲେ ଗୁଣ୍ଡା ଜାଣନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଏବେ ତାଙ୍କ ୱେବ ସିରିଜ 'ଅନାମିକା'ର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି | ଏହି ୱେବ ସିରିଜକୁ ଜଣାଶୁଣା ସିନେ ନିର୍ମାତା ବିକ୍ରମ ଭଟ୍ଟ ନିର୍ମାଣ କରୁଥିବାବେଳେ ଏବେ ଏମିତି କିଛି ଘଟଣା ଘଟିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...