Daily Archives

February 28, 2021

ଆସନ୍ତକାଲି କୋରାପୁଟ ଜିଲ୍ଲାରେ ୨୫ଟି କେନ୍ଦ୍ରରେ ହେବ ଟିକାକରଣ

କୋରାପୁଟ: ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ପ୍ରଶାସନ ପକ୍ଷରୁ ଆସନ୍ତକାଲି କୋଟିଆସ୍ଥିତ ନୂତନ ହସ୍ପିଟାଲରେ ସବୁ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯିବ। ଏନେଇ ସ‌େମାନଙ୍କର ତଥ୍ୟ କୋୱିନ ୨.୦ ପୋର୍ଟାଲରେ…
ଅଧିକ ଖବର ଦେଖନ୍ତୁ...

ବିଜେପି କରିଥିଲା ଲାଲକିଲ୍ଲା ହିଂସା: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ପୁଣି ବିଜେପିକୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଉତ୍ତରପ୍ରଦେଶର ମିରଟଠାରେ ଆୟୋଜିତ ଚାଷୀ ମହାପଞ୍ଚାୟତକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି ‘ଲାଲକିଲ୍ଲା ହିଂସା ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ’ । ଲାଲକିଲ୍ଲା ଉପରେ ଚଢି ଯେଉଁ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଅର୍ଚ୍ଚିତ‌ାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ସବ୍ୟସାଚୀ, ଟୁଇଟ୍ କରି ସୂଚନା ଦେଲେ ସବ୍ୟର୍ଚ୍ଚିତା

ଭୁବନେଶ୍ବର: ବିବାହ ବନ୍ଧନରେ ବାନ୍ଧି ହେବେ ଓଲିଉଡ଼ର ଚର୍ଚ୍ଚିତ ଯୋଡ଼ି ସବ୍ୟସାଚୀ- ଅର୍ଚ୍ଚିତା । ଆସନ୍ତାକାଲି ଦୁହେଁ ବିବାହ କରିବେ ବୋଲି ଜଣାପଡ଼ିଛି। ବିବାହ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଉଭୟ ସବ୍ୟସାଚୀ ଏବଂ ଅର୍ଚ୍ଚିତା । ନୂଆ ସମ୍ପର୍କ ଆରମ୍ଭ କରୁଥିବାରୁ ପ୍ରଭୁ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟ ଶାସନ ସଚିବଙ୍କ ମା’ ତାରିଣୀ ଦର୍ଶନ

ଘଟଗାଁ: ଶନିବାର ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ତାଙ୍କ ସହଧର୍ମିଣୀ ଘଟଗାଁ ଆସି ମା' ତାରିଣୀଙ୍କ ଦର୍ଶନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କେନ୍ଦୁଝର ଗସ୍ତରେ ଆସି ପ୍ରଥମେ ହରିଚନ୍ଦନପୁର ବ୍ଲକ୍‌ ଭଗାମୁଣ୍ଡା ଟସର ସିଲ୍‌କ ସୋସାଇଟି ପରିଦର୍ଶନ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ପରେ ଅନୁଗୁଳ ଭାଙ୍ଗିଲା ୧୦ ବର୍ଷର ରେକର୍ଡ, ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ଭୁବନେଶ୍ୱର ପରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଅନୁଗୁଳ ସହର । ଆଜି ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଅନୁଗୁଳ । କାରଣ ଅନୁଗୁଳର ତାପମାତ୍ରା ଆଜି ୪୦.୧ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛି । ତେବେ ଲଗାତାର…
ଅଧିକ ଖବର ଦେଖନ୍ତୁ...

ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ପ୍ରବେଶ କରିବ ରିଲାଏନ୍ସ ; ଗୁଗୁଲ, ଫେସବୁକ ସହ ହାତ ମିଳାଇଲା

ମୁମ୍ବାଇ: ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ଡିଜିଟାଲ ପେମେଣ୍ଟ ବ୍ୟବସାୟରେ ପ୍ରବେଶ କରିବାକୁ ଉଦ୍ୟମ ଚଳାଇଛି । ଏଥିପାଇଁ ଏହି କମ୍ପାନି ବହୁରାଷ୍ଟ୍ରୀୟ ଟେକନଲୋଜୀ କମ୍ପାନି ଫେସବୁକ, ଗୁଗୁଲ ଓ ଫିନଟେକ୍ କମ୍ପାନି ଇନଫିବିମ ସହ ହାତ ମିଳାଇଛି । ଏସବୁ କମ୍ପାନିମାନଙ୍କ ସହ ମିଶି…
ଅଧିକ ଖବର ଦେଖନ୍ତୁ...

ଟିକଟକ ଷ୍ଟାରଙ୍କ ମୃତ୍ୟୁ ପରେ ବିବାଦରେ ଛନ୍ଦି ହୋଇଥିବା ମହାରାଷ୍ଟ୍ରର ଜଙ୍ଗଲ ମନ୍ତ୍ରୀ ଦେଲେ ଇସ୍ତଫା

ମୁମ୍ବାଇ: ଆଜି ମହାରାଷ୍ଟ୍ର ଜଙ୍ଗଲ ମନ୍ତ୍ରୀ ସଞ୍ଜୟ ରାଠୋର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଟିକ୍ ଟକ୍ ଷ୍ଟାରଙ୍କ ଆତ୍ମହତ୍ୟାକୁ ନେଇ ବିବାଦ ଘେରକୁ ଆସିଥିବା ଶିବସେନା ନେତା ସଞ୍ଜୟ ରାଠୋର ରବିବାର ଦିନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଏହା ସହ ସେ…
ଅଧିକ ଖବର ଦେଖନ୍ତୁ...

ଲଣ୍ଡନ ଜଗନ୍ନାଥ ମନ୍ଦିର ପ୍ରକଳ୍ପର ନିଉଜଲେଟର ଉଦଘାଟନ କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ବର: ପୁରୀ ଜଗନ୍ନାଥ ମନ୍ଦିର ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ବିଶ୍ବର ପ୍ରତି କୋଣ ଅନୁକୋଣରୁ ପ୍ରଭୁ ଜଗନ୍ନାଥଙ୍କ ଗୋଟେ ଝଲକ ଦେଖିବା ପାଇଁ ଲୋକେ ପୁରୀକୁ ଆସିଥାନ୍ତି। ହେଲେ ଦେଶ ବାହାରେ ଏମିତି ଅନେକ ଓଡ଼ିଆ ଭାଇ-ଭଉଣୀମାନେ ଅଛନ୍ତି, ଯେଉଁମାନ ପ୍ରଭୁ ଜଗନ୍ନାଥଙ୍କ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ଅଚାନକ ପବନ ବହିବା ଯୋଗୁଁ ମାଡି ଆସିଥିଲା ନିଆଁ ଓ ଧୂଆଁ, ପୋଡିଗଲେ ରାସ୍ତାରେ ଯାଉଥିବା ୫ ଜଣ ଯାତ୍ରୀ

ଭୁବନେଶ୍ବର: କିଛି ଦିନ ହେଲା ରାଜ୍ୟରେ ତାପମାତ୍ରା ବଢ଼ିବା ସହିତ ଜଙ୍ଗଲ ଜଳିବା ଆରମ୍ଭ ହୋଇଛି । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଜଙ୍ଗଲରେ ମାଡିଚାଲିଛି ନିଆଁ । ଜଙ୍ଗଲ ଭିତରେ ଶୁଖିଲା ପତ୍ର ପଡିଥିବାରୁ ନିଆଁ ସହଜରେ ବ୍ୟାପି ଚାଲିଛି । ଆଉ ଏହି ନିଆଁରେ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ବେଳକୁ ତେଲ ଦର କମିବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତଭାବେ ବୃଦ୍ଧି ପାଇବା ଦ୍ବାରା ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଆସନ୍ତା ଏପ୍ରିଲ ମାସ ବେଳକୁ ତେଲ ଦର କମିବ ବୋଲି ଆଜି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...