Daily Archives

February 28, 2021

ଭାରତ ସରକାରଙ୍କ ନୂଆ ରେକର୍ଡ: ମାତ୍ର ୧୮ ଘଣ୍ଟାରେ ନିର୍ମାଣ କଲେ ୨୫ କି.ମି ଜାତୀୟ ରାଜପଥ

ନୂଆଦିଲ୍ଲୀ: ସଡକ ନିର୍ମାଣକୁ ନେଇ ଭାରତ ସରକାର ଆଉ ଏକ ରେକର୍ଡ ନିଜ ନାମରେ ନାମିତ କରିଛନ୍ତି । ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଏଆଇ) ମାତ୍ର ୧୮ ଘଣ୍ଟାରେ ୨୫.୫୪ କିଲୋମିଟର ସିଙ୍ଗଲ ଲେନ୍ ରାଜପଥ ନିର୍ମାଣ କରି ଲିମକା ବୁକ୍ ଅଫ୍ ରେକର୍ଡରେ ନିଜ ନାମ ସ୍ଥାନିତ କରିଛନ୍ତି । ଏନେଇ ଟ୍ୱିଟ୍ ଯୋଗେ…
ଅଧିକ ଖବର ଦେଖନ୍ତୁ...

ଚିଲିକା ଗଡ଼ ଜେଟିରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ୬ଦିନ ଧରି ଚାଲିବ ଅଭିଯାନ

ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ ଅଂଳଚରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ତରଫରୁ ଚିଲିକା ଗଡ଼ ଜେଟିରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ପ୍ରଶାସନ ୬୦ ହେକ୍ଟର ଜଳରାଶିରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରିଛି।…
ଅଧିକ ଖବର ଦେଖନ୍ତୁ...

ବିଜେପି ଆଡ଼କୁ ଢଳୁଛନ୍ତି କି ଗୁଲାମ ନବି ଆଜାଦ  ?  ମୋଦୀଙ୍କୁ ପ୍ରଶଂସା କରିବା ପରେ ନୂଆ କଳ୍ପନା ଜଳ୍ପନା

ଜମ୍ମୁ : ଗତକାଲି ଜମ୍ମୁରେ ଅନୁଷ୍ଠିତ ଜି-୨୩ ସମ୍ମିଳନୀରେ କଂଗ୍ରେସ ନେତୃତ୍ବକୁ ସମାଲୋଚନା କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ । ଆଜି ଜମ୍ମୁରେ ଅନୁଷ୍ଠିତ ଆଉ ଏକ ସଭାରେ ସେ କହିଛନ୍ତି ଯେ ମୋଦୀଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଟାଇଲ୍ସ କମ୍ପାନିରେ ୨୨୦ କୋଟିର କଳାଧନ ଧରିଲା ଆୟକର ବିଭାଗ

ଚେନ୍ନାଇ : ଆୟକର ବିଭାଗ ପକ୍ଷରୁ ଚେନ୍ନାଇର ଏକ ଟାଇଲ୍ସ ଓ ସାନିଟାରୀ ସାମଗ୍ରୀ ଉତ୍ପାଦନକାରୀ କମ୍ପାନି ଉପରେ ଚଢଉ କରାଯାଇ ପ୍ରାୟ ୨୨୦ କୋଟି ଟଙ୍କାର କଳାଧନ ଜବତ ହୋଇଛି । ଆୟକର ବିଭାଗ ପକ୍ଷରୁ ଗତ ୨୬ ତାରିଖରେ ଉକ୍ତ କମ୍ପାନିର ତାମିଲନାଡ଼ୁ, ଗୁଜୁରାଟ, କୋଲକତାରେ  ମୋଟ ୨୦ଟି ଅଫିସରେ…
ଅଧିକ ଖବର ଦେଖନ୍ତୁ...

ଡ଼୍ୟାମ୍‌ ଗଣ୍ଡର ପଞ୍ଜୁରୀରେ ‘ଜଳଙ୍ଗ’ ମାଛ ଚାଷ; ଲାଭବାନ ହେଉଛନ୍ତି ମାଛ ଚାଷୀ, ସିଫ୍ରି ବୈଜ୍ଞାନିକ କରୁଛନ୍ତି ଗବେଷଣା…

ବେଗୁନିଆପଡା: ଗଂଜାମ ଜିଲ୍ଲା ସୀମାନ୍ତରେ ଥିବା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଶାଳିଆ ଡ଼୍ୟାମର୍‌ ଗଣ୍ଡରେ ପଞ୍ଜୁରୀ(କେଜ୍‌)ରେ ହେଉଛି ‘ଜଳଙ୍ଗ’ ମାଛ ଚାଷ। ୫୮ଟି କେଜ୍‌ କରାଯାଇ ଏହି ମାଛ ଚାଷ କରାଯାଉଛି। ଏହା ମାଛ ଚାଷୀଙ୍କ ଆର୍ଥିକ ମାନଦଣ୍ଡକୁ ବୃଦ୍ଧି କରିବାରେ ସହାୟକ ହୋଇପାରିଛି। ଏଥି ସହ…
ଅଧିକ ଖବର ଦେଖନ୍ତୁ...

ବାଇକ ଦୁର୍ଘଟଣାରେ ବିଶିଷ୍ଟ ବ୍ୟବସାୟୀଙ୍କ ମୃତ୍ୟୁ

ନବରଙ୍ଗପୁର: ବାଇକ ଦୁର୍ଘଟଣାରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିର ବିଶିଷ୍ଟ ବ୍ୟବସାୟୀ ସୁରେନ୍ଦ୍ର ପାଣ୍ଡି(୫୬)ଙ୍କ ମୃତ୍ୟୁ ଘଟିଛି। ସୁରେନ୍ଦ୍ର ଗତକାଲି ନବରଙ୍ଗପୁରକୁ ଆସିଥିଲେ । ସେ ସକାଳୁ ନବରଙ୍ଗପୁରରୁ କାମ ସାରି ନିଜ ଗାଁ ଚନ୍ଦାହାଣ୍ଡି ବ୍ଲକର ବୋରିଗୁଡାକୁ ଫେରୁଥିବା ସମୟରେ ଝରିଗାଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କିଭଳି ଆମାଜନ ଆଉ ପ୍ଲିପକାର୍ଟରୁ ଜିନିଷ ଅର୍ଡର କରି ୩୬ଲକ୍ଷ ଟଙ୍କା ଠକିଥଲା ଏହି କମ୍ପ୍ୟୁଟର ମେକାନିକ

ନୂଆଦିଲ୍ଲୀ: ଆପଣ ପ୍ରତିଦିନ ଅନେକ ଠକଙ୍କ କଳା କାରନାମାର କାହାଣୀ ଶୁଣୁଥିବେ ଆଉ ଦେଖୁଥିବେ । ଲୋକଙ୍କୁ ଚୂନ ଲଗାଇ ଠକମାନେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିବା ଘଟଣା ଏବେ ଚିନ୍ତାର କାରଣ ପାଲଟିଛି। ହେଲେ ଦେଶର ଦୁଇଟି ବଡ଼ ଇ-କର୍ମସ କମ୍ପାନି ଫ୍ଲିପକାର୍ଟ ଆଉ ଆମାଜନ ଦିନେ ଏମିତି ଜଣେ ଠକର…
ଅଧିକ ଖବର ଦେଖନ୍ତୁ...

ସ୍ବାମୀର ଲାଠିମାଡ଼ରେ ସ୍ତ୍ରୀ ମୃତ, ଗିରଫ କଲା ପୁଲିସ

କାଲିମେଳା : ମାଲକାନଗିରି ଜିଲ୍ଲାର  କାଲିମେଳା ବ୍ଲକ ଏମଭି-୭୯ ଥାନା ଅନ୍ତର୍ଗତ ରାଜୁଳକୁଣ୍ଡା ଗ୍ରାମରେ ସ୍ୱାମୀର ଲାଠିମାଡ଼ରେ ସ୍ତ୍ରୀର ମୃତ୍ୟୁହୋଇଛି । ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସୋମା କବାସୀକୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ଶନିବାର ସକାଳ…
ଅଧିକ ଖବର ଦେଖନ୍ତୁ...

ନନ୍ଦପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଜଣେ ଛାତ୍ର ମୃତ, ଅନ୍ୟଜଣେ ଗୁରୁତର

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ଛାତ୍ର ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଅବସ୍ଥାରେ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ…
ଅଧିକ ଖବର ଦେଖନ୍ତୁ...

ବଢ଼ୁଛି ସଂକ୍ରମଣ: ପୁଣେରେ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଗଲା ସମସ୍ତ ସ୍କୁଲ-କଲେଜ

ପୁଣେ: ମହାରାଷ୍ଟ୍ରର ପୁଣେ ସହରରେ କରୋନାର ବଢୁଥିବା ସଂକ୍ରମଣକୁ ଦେଖି ପୁଣି କଡ଼ାକଡ଼ି ଲାଗୁ ହେଲା ନିୟମ । ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର । ଏନେଇ ଆଜି ପୁଣେର ମେୟର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ରାତି ୧୧ଟାରୁ ସକାଳ ୬ଟା ଯାଏଁ ସେଠାରେ…
ଅଧିକ ଖବର ଦେଖନ୍ତୁ...