Daily Archives

March 1, 2021

ଶ୍ରୀଲିଙ୍ଗରାଜଙ୍କ ଶିବରାତ୍ରୀ ଆୟୋଜନକୁ ଅନୁମତି ଦେଲା ବିଏମ୍‌ସି; ୬୦ ବର୍ଷରୁ ଊର୍ଦ୍ଧ୍ବ ଓ ୧୨ ବର୍ଷରୁ କମ୍…

ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ଶିବରାତ୍ରୀ ଆୟୋଜନ ନେଇ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଅନୁମତି ଦେଇଛି। କୋଭିଡ୍-୧୯ ଗାଇଡଲାଇନ୍ ପାଳନ ସହିତ ଚଳିତ ବର୍ଷ ଏକାମ୍ର କ୍ଷେତ୍ରରେ ଜାଗର ଅନୁଷ୍ଠିତ ହେବ । ଏ ନେଇ ଆଜି ବୈଠକରେ ଆଲୋଚନା ପରେ ସୂଚନା ଦେଇଛନ୍ତି ବିଏମ୍‌ସି କମିସନର…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ତୁଳନାରେ ଫେବ୍ରୁଆରିରେ ଜିଏସଟି ଆଦାୟ ୫.୫% ହ୍ରାସ

ନୂଆଦିଲ୍ଲୀ : ଜାନୁଆରି ମାସରେ ରେକର୍ଡ ୧ ଲକ୍ଷ ୨୦ ହଜାର କୋଟିର ଜିଏସଟି ଆଦାୟ ପରେ ଫେବ୍ରୁଆରି ମାସରେ ଦେଶର ଜିଏସଟି ରାଜସ୍ବ ୧ ଲକ୍ଷ ୧୩ ହଜାର କୋଟିକୁ ଖସିଆସିଛି । ଫଳରେ ଜାନୁଆରି ତୁଳନାରେ ଫେବ୍ରୁଆରି ଜିଏସଟି ସଂଗ୍ରହ ୫.୫ ପ୍ରତିଶତ କମିଛି । ତେବେ ଫେବ୍ରୁଆରି ୨୦୨୧ର ଜିଏସଟି ଆଦାୟ…
ଅଧିକ ଖବର ଦେଖନ୍ତୁ...

ଦୃଢ଼ ଇଚ୍ଛାଶକ୍ତି ଶକ୍ତି ଓ କାର୍ଯ୍ୟ ପ୍ରତି ଥିବା ନିଷ୍ଠା ଆଜି ଶ୍ରମିକ ମହିଳା ବିକାଶ ସଂଗଠନର ୩ହଜାର ଟଙ୍କାର…

ମୁମ୍ବାଇ: ଯଦି ଦୃଢ଼ ଇଚ୍ଛାଶକ୍ତି ଶକ୍ତି ଏବଂ ନିଜ କାର୍ଯ୍ୟ ପ୍ରତି ନିଷ୍ଠା ଥାଏ ତେବେ ସବୁକିଛି ସମ୍ଭବ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଶ୍ରମିକ ମହିଳା ବିକାଶ ସଂଗଠନର ମହିଳାମାନେ। ୧୯୯୧ରେ ପଞ୍ଜୀକୃତ ହୋଇଥିବା ଏହି ସଂଗଠନ ଆଜିର ସମାଜ ପାଇଁ ଉଦାହରଣ ପାଲଟିଛି। ଶ୍ରମିକ ମହିଳା ବିକାଶ…
ଅଧିକ ଖବର ଦେଖନ୍ତୁ...

୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଗ୍ୟାସ୍‌ ‌ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ଲୋକେ ଭୟଭୀତ

ବ୍ରହ୍ମପୁର: ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଆମୋନିଆ ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର। ପାରାଦୀପରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଭିମୁଖେ ଯାଉଥବା ବେଳେ ଗଂଜାମ ଥାନା ଅନ୍ତର୍ଗତ ପୁଇଁତଳା-ହୁମା ମଧ୍ୟବର୍ତ୍ତୀ ସ୍ଥାନରେ ଗ୍ୟାସ୍‌ ବୋଝେଇ ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

କଙ୍ଗନାଙ୍କ ବଢ଼ିଲା ଅସୁବିଧା, କୋର୍ଟ ଜାରି କଲେ ୱାରେଣ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅସୁବିଧା କମିବାର ନାମ ନେଉନାହିଁ। ଗୀତିକାର ଜାଭେଦ ଅଖତର ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ କଙ୍ଗନାଙ୍କ ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି। ମୁମ୍ବାଇ ପୁଲିସ ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ…
ଅଧିକ ଖବର ଦେଖନ୍ତୁ...

‘ତୁମେ ତାଙ୍କୁ ବିବାହ କରିବ କି?’… ଦୁଷ୍କର୍ମ ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ପଚାରିଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଏକ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଥାଇ ଗିରଫଦାରୀରୁ ସୁରକ୍ଷା ମାଗୁଥିବା ଜଣେ ସରକାରୀ କର୍ମଚାରୀଙ୍କୁ ଆଜି ସୁପ୍ରିମକୋର୍ଟ ପଚାରିଛନ୍ତି, ‘ତୁମେ ତାଙ୍କୁ ବିବାହ କରିବ କି? ଯଦି ବିବାହ କରିବାକୁ ଚାହୁଁଛନ୍ତି ତେବେ ଆମେ ସାହାଯ୍ୟ କରିପାରିବା। ଯଦି ନୁହେଁ, ତେବେ ଚାକିରି ହରାଇ…
ଅଧିକ ଖବର ଦେଖନ୍ତୁ...

ଅପରେସନ୍‌ ପାଇଁ ରୋଗୀ ସଂପର୍କୀୟଙ୍କ ଠାରୁ ୫,୫୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ରେଢ଼ାଖୋଲ…

ରେଢ଼ାଖୋଲ: ରୋଗୀଙ୍କ ଅପରେସନ୍‌ ପାଇଁ ଲାଞ୍ଚ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଜଣେ ରୋଗୀଙ୍କ ଅପରେସନ ପାଇଁ ଏସ୍‌ଡିଏମ୍‌ଓ ୫,୫୦୦ ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଉପଖଣ୍ଡ ମେଡିକାଲ ଅଧିକାରୀ ହେଲେ ବିପିନ ବିହାରୀ ସାହୁ।…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ସହ ଯୁଦ୍ଧବିରତି ସତ୍ତ୍ବେ କଶ୍ମୀର ଆତଙ୍କବାଦୀଙ୍କୁ ତ୍ରାହି ନାହିଁ : ସେନା

ଶ୍ରୀନଗର : ସୀମାରେ ପାକିସ୍ତାନ ସହ ଯୁଦ୍ଧବିରତି ହୋଇଥିଲେ ମଧ୍ୟ କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନ ଚାଲୁ ରହିବ ବୋଲି ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ଭାରତୀୟ ସେନାର ଉତ୍ତରାଞ୍ଚଳ କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ଓ୍ବାଇ.କେ. ଯୋଶୀ କହିଛନ୍ତି ଯେ ସୀମାରେ ଯୁଦ୍ଧବିରତି…
ଅଧିକ ଖବର ଦେଖନ୍ତୁ...

ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ପାଠକ ବାପ-ପୁଅଙ୍କୁ ଜାମିନ୍ ଦେଲେ ହାଇକୋର୍ଟ

କଟକ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲରେ ଥିବା ପାଠକ ବାପ-ପୁଅଙ୍କୁ ଆଜି ହାଇକୋର୍ଟରୁ ଜାମିନ ମିଳିଛି। ଟ୍ରାଭେଲ୍ସ ବିଲ୍ ଠକେଇ ମାମଲରେ ହାଇକୋର୍ଟ ଆଜି ଦୁହିଁଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୨ ଲକ୍ଷ ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ଦୁଇ ବାପ-ପୁଅଙ୍କୁ ହାଇକୋର୍ଟ…
ଅଧିକ ଖବର ଦେଖନ୍ତୁ...

ଯୁବପିଢ଼ିକୁ କରୋନା ଟିକା ଦିଅ, ମୋତେ ୭୦ ଟପିଲାଣି: କଂଗ୍ରେସ ନେତା ମଲ୍ଲିକାର୍ଜୁନ୍ ଖଡଗେ

ନୂଆଦିଲ୍ଲୀ: ଆଜି କରୋନା ଟିକାକରଣର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୬୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଏବଂ ଅନ୍ୟ ଗମ୍ଭୀର ରୋଗରେ ପୀଡ଼ିତ ଥିବା ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକା ଦିଆଯାଉଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟିକାକରଣ ଅଭିଯାନରେ…
ଅଧିକ ଖବର ଦେଖନ୍ତୁ...