Daily Archives

March 3, 2021

ମିଠା ଦୋକାନୀଙ୍କୁ ଆକ୍ରମଣ: ଟଙ୍କା ଓ ସୁନାଚେନ୍ ଛଡ଼ାଇ ନେଲେ

ଦଶରଥପୁର: ଜଳଖିଆ ଖାଇବା ପରେ ପଇସା ମାଗିବାରୁ କିଛି ଦୁର୍ବୃତ୍ତ ଦୋକାନୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ସହିତ ସୁନାଚେନ୍‌ ଓ ଟଙ୍କା ଛଡ଼ାଇ ନେଇଥିବା ଯାଜପୁରଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଯାଜପୁରଟାଉନ ଥାନା ଅନ୍ତର୍ଗତ ତଳିହାର ମାନସ ରଞ୍ଜନ ରାଉତଙ୍କ ମିଠା ଦୋକାନରେ ଗତ…
ଅଧିକ ଖବର ଦେଖନ୍ତୁ...

ଘର ଭାଙ୍ଗିଲା ହାତୀ: ଅଳ୍ପକେ ବର୍ତ୍ତିଲେ ଦିବ୍ୟାଙ୍ଗ ବାପଝିଅ

ରାଇସୁଆଁ: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନର ରାଣୀବେଡା ବିଟ ପଟିଲସାହିର ଦିଗାମ୍ବର ମହାନ୍ତଙ୍କର ଦୁଇବଖରା ଝାଟିମାଟି ଟାଇଲ ଛପର ଘରକୁ ଗତକାଲି ବିଳମ୍ବିତ ରାତିରେ ଏକ ୫ଟିକିଆ ହାତୀପଲ ଭାଙ୍ଗିବା ସହିତ ଘରେ ଥିବା ଧାନ ଖାଇ ଦେଇଛନ୍ତି। ଘର ବାରଣ୍ଡାରେ…
ଅଧିକ ଖବର ଦେଖନ୍ତୁ...

ଝିଅର ପ୍ରେରଣା ପାଇବା ପରେ ୬୨ ବର୍ଷରେ ପରୀକ୍ଷା ଦେଲେ ବିଜେପି ବିଧାୟକ

ଜୟପୁର: ଝିଅର ପ୍ରେରଣା ପାଇବା ପରେ ପରୀକ୍ଷା କେନ୍ଦ୍ରରେ ପହଁଚିଲେ ବିଧାୟକ ଫୁଲ ସିଂହ ମିନା | ଆଜି ଆମେ ଆପଣଙ୍କୁ ଏମିତି ଜଣେ ବିଧାୟକଙ୍କ କାହାଣୀ କହିବୁ, ଯାହାକି ପ୍ରମାଣ କରିଛି ଯେ ଜଣଙ୍କର ପାଠ ପଢ଼ିବାର ଇଚ୍ଛା ଥିଲେ କୌଣସି ପ୍ରତିବନ୍ଧକ ବାଧକ ସାଜିପାରିବ ନାହିଁ | ୪୦ ବର୍ଷ ପୂର୍ବେ ଘରର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାଇପଡ଼ିଶା ଲୋକେ ଆପଣଙ୍କର ଭଲ ବ୍ୟବହାରରେ ଖୁସି ରହିବେ। ବେପାରରେ ଅଚାନକ ଧନଲାଭର ସୁଯୋଗ ମିଳିବ। ବିବାହିତଙ୍କ ଲାଗି ଭଲ ଦିନଟିଏ। ବୃଷ: ଆଶା ଅନୁଯାୟୀ ପରିବାର ଲୋକଙ୍କ ଠାରୁ ସାହାଯ୍ୟ ମିଳିବାର ସମ୍ଭାବନା କମ୍‌। ମନ ଶାନ୍ତ ରଖି ବିବାଦର ସମାଧାନ କରନ୍ତୁ। ବ୍ୟବସାୟରେ ଲାଭ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ବିବାହ ନେଇ ଥାନାରେ ଅଭିଯୋଗ

ହାଟଡ଼ିହି: ହାଟଡିହି ବ୍ଲକ୍‌ ଇଞ୍ଚୋଳ ଗ୍ରାମର ଜଣେ ନାବାଳିକାଙ୍କ ବିବାହ କରାଯାଇଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି ହାଟଡିହି ସିଡିପିଓ। ପୂର୍ବରୁ ସମ୍ପୃକ୍ତ ନାବାଳିକାଙ୍କ ବିବାହ ସମ୍ପର୍କରେ ଖବରପାଇ ହାଟଡିହି ସିଡିପିଓ ଏବଂ ଆନନ୍ଦପୁର ଚାଇଲଡ୍‌ ଲାଇନ୍‌ ସଦସ୍ୟ ତାଙ୍କ ଘରକୁ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥରେ ପଲସର ଆତଙ୍କ, ଚଳନ୍ତା ଗାଡ଼ିରୁ ଦମ୍ପତିଙ୍କ ଭ୍ୟାନିଟି ଲୁଟ

ପୁରୀ: ଆଜି ରାତିରେ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଏକ ଦମ୍ପତିଙ୍କ ଭ୍ୟାନିଟି ଲୁଟ ହୋଇଯାଇଛି। ଚନ୍ଦନପୁର ଥାନା ଅନ୍ତର୍ଗତ ସମଯାଜପୁର ଓଭରବ୍ରିଜ ଉପରେ ଏହି ଲୁଟ ଘଟଣା ଘଟିଯାଇଛି। ପ୍ରକାଶ ଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସବିଦ୍ୟାଧରପୁର ନିବାସୀ ବିରବର ପ୍ରଧାନ ତାଙ୍କ ଗାଁରୁ ପତ୍ନୀ…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଯାଞ୍ଚ୍ ବେଳେ ପୁଲିସ ହାବୁଡ଼ରେ ପଡ଼ିଲେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ: ଜବତ ହେଲା ମାଉଜର୍ ଓ ଗୁଳି

ଜଗନ୍ନାଥପ୍ରସାଦ : ଗତ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଛକ ଠାରେ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ କିଛି ପୁଲିସ କର୍ମୀଙ୍କ ସହ ମିଶି ଗାଡ଼ିମୋଟର ଯାଞ୍ଚ୍ କରୁଥିଲେ। ଏତିକିବେଳେ ପୁଲିସ ଫାନ୍ଦରେ ପଡ଼ିଛନ୍ତି ରାଜଧାନୀ ପୁଲିସ ଆଖିରେ ଧୂଳି ଦେଇ ଫେରାର୍ ଥିବା ଦୁଇ…
ଅଧିକ ଖବର ଦେଖନ୍ତୁ...

ମାଗଣାରେ ଜହ୍ନ ଆଡେ ବୁଲିଯିବେ କି? ଏହି କୋଟିପତି ଦେଉଛନ୍ତି ସୁଯୋଗ

ଟୋକିଓ: ମାଗଣାରେ ଜହ୍ନକୁ ବୁଲିଯିବାକୁ ଚାଁହୁଛନ୍ତି କି ? ଯଦି ହଁ ତେବେ ଏହି ଖବରଟି ଆପଣ ପଢିବା ନିହାତି ଦରକାର | କାରଣ ଜାପାନର କୋଟିପତି ୟୁସାକୁ ମାଇଜାୱା କିଛି ଲୋକଙ୍କୁ ମାଗଣାରେ ଚନ୍ଦ୍ର ଯାତ୍ରା କରାଇବାକୁ ଘୋଷଣା କରିଛନ୍ତି | ଏହି ଯାତ୍ରା ପାଇଁ ୮ ଜଣଙ୍କୁ ମନୋନୀତ କରାଯିବ | ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ଜୀବନରେ ଉନ୍ନତି ଆଣିବାକୁ ଜ୍ୟୋତିଷ କଥାରେ ୫ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା

ଚେନ୍ନାଇ: 'ଜୀବନରେ ଉନ୍ନତି ଆଣିବାକୁ ହେଲେ ପୁଅକୁ ବଳି ଦିଅ | ତୁମର ପ୍ରଗତିରେ ୫ ବର୍ଷୀୟ ପୁଅ ବାଧା ସାଜୁଛି' | କିଛି ଏଭଳି କହି ଜନୈକ ଜ୍ୟୋତିଷ ଜଣେ ବାପାକୁ ହତ୍ୟାକାରୀ ସଜାଇଦେଇଛନ୍ତି | ଆଉ ଜ୍ୟୋତିଷର ମିଛ କଥାରେ ବିଶ୍ୱାସ କରି ଜଣେ ବାପା ତାହାର ପୁଅକୁ ହରାଇଛି | ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତିକୁ ଚାଲେଞ୍ଜ: ହାଇକୋର୍ଟରେ ମାମଲା ଶୁଣାଣି ଶେଷ, ରାୟ ସଂରକ୍ଷିତ  

କଟକ: ଓଡିଶା ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ଉଚ୍ଛେଦକୁ ଚାଲେଞ୍ଜ କରି ଦାୟର ମାମଲାର ହାଇକୋର୍ଟରେ ଆଜି ଶୁଣାଣି ଶେଷ ହୋଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ସମସ୍ତ ଦଶଟି ମାମଲାର ଆଜି ପୂର୍ଣ୍ଣାଙ୍ଗ…
ଅଧିକ ଖବର ଦେଖନ୍ତୁ...