Daily Archives

April 2, 2021

ଶତାୟୁ ମହିଳା ନେଲେ କୋଭିଡ୍‌-୧୯ ଟିକା

ଇନ୍ଦୋର: ସଂପ୍ରତି ଦେଶରେ କରୋନାଭାଇରସ୍‌ର ଦ୍ୱିତୀୟ ଲହର କାୟା ବିସ୍ତାର କରିବାକୁ ଆରମ୍ଭ କରିଥିବା ବେଳେ ଆଜି ମଧ୍ୟପ୍ରଦେଶର ଇନ୍ଦୋରରେ ଜନୈକା ୧୦୦ ବର୍ଷ ବୟସ୍କା ମହିଳାଙ୍କୁ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି ବୋଲି ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ଇନ୍ଦୋର…
ଅଧିକ ଖବର ଦେଖନ୍ତୁ...

ପ୍ରତିଶୋଧ ଲକ୍ଷ୍ୟରେ ଛାତ୍ରୀଙ୍କର ନକଲି ଇନଷ୍ଟାଗ୍ରାମ୍‌ ପ୍ରୋଫାଇଲ୍‌ ତିଆରି କରି ଅଶ୍ଳୀଳ ବାର୍ତ୍ତା ଓ ଫଟୋ ପଠାଇ ଯୁବକ…

ଫରିଦାବାଦ: ପ୍ରତିଶୋଧ ନେବା ଲକ୍ଷ୍ୟରେ ଜନୈକା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କର ଏକ ନକଲି ଇନଷ୍ଟାଗ୍ରାମ୍‌ ପ୍ରୋଫାଇଲ୍‌ ତିଆରି କରି ସେଥିରୁ ଅଶ୍ଳୀଳ ବାର୍ତ୍ତା ପଠାଇବା ଏବଂ କମ୍ପ୍ୟୁଟର ସାହାଯ୍ୟରେ ଛାତ୍ରୀଙ୍କର ନଗ୍ନ ଫଟୋ ତିଆରି କରି ସେଗୁଡ଼ିକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ଅଭିଯୋଗରେ ଜନୈକ…
ଅଧିକ ଖବର ଦେଖନ୍ତୁ...

କାର୍‌ ଓଲଟି ଜଣେ ମୃତ, ୪ ଗୁରୁତର

ଯାଜପୁରସଦର : ଯାଜପୁର ଟାଉନ ଥାନା ଅନ୍ତର୍ଗତ କମାଗଡ଼ ଠାରେ ଆଜି ରାତିରେ କାର୍‌ ଓଲଟି ପଡ଼ିବା ଫଳରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଚାଳକ ସମେତ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଆଜି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଇଷ୍ଟଦେବଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ବୃଷ: ଏକ ତରଫା ଚିନ୍ତା ଆପଣଙ୍କୁ ଅଡୁଆରେ ପକାଇପାରେ। କୌଣସି କାମରେ ବ୍ୟସ୍ତ ରହିବେ। ବ୍ୟବସାୟୀଙ୍କୁ ଉନ୍ନତିର ସୁଯୋଗ ମିଳିବ। ବିବାହିତଙ୍କୁ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଦ୍ବିତୀୟ ଏମ୍ସ ପ୍ରସଙ୍ଗ : ଆଜି ଭିତ୍ତିଭୂମିର ଅନୁଧ୍ୟାନ କରିବ କେନ୍ଦ୍ର ବୈଷୟିକ ଟିମ୍

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଓଡ଼ିଶାର ଦ୍ବିତୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଓ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଚିଠି…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀଙ୍କୁ ଘରେ କୋଭିଡ୍‌-୧୯ ଟିକା ପ୍ରଦାନ ମହଙ୍ଗା ପଡ଼ିଲା; ନିଲମ୍ବିତ ହେଲେ ସ୍ୱାସ୍ଥ୍ୟ ଅଧିକାରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ କୃଷି ମନ୍ତ୍ରୀ ବି ସି ପାଟିଲ ଏବଂ ତାଙ୍କ ପତ୍ନୀଙ୍କୁ ଟିକାକରଣ ନିୟମ ଉଲ୍ଲଂଘନ କରି ଟିକା କେନ୍ଦ୍ର ବଦଳରେ ଘରେ କୋଭିଡ୍‌-୧୯ ଟିକା ଦେଇଥିବା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ମାର୍ଚ୍ଚ ୨୬ରେ ଜାରି କରାଯାଇଥିବା ଆଦେଶରେ ସ୍ୱାସ୍ଥ୍ୟ ଏବଂ ପରିବାର…
ଅଧିକ ଖବର ଦେଖନ୍ତୁ...

କରୋନା ଟିକାର ୨ଟି ନୁହେଁ, ନେବାକୁ ହେବ ୩ ଟି ଡୋଜ୍ ! କୋଭାକ୍ସିନର ବୁଷ୍ଟର ଡୋଜକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ବିରୋଧରେ ଦିଆଯାଉଥିବା ଟିକାର ତୃତୀୟ ଡୋଜ ପାଇଁ ପ୍ରସ୍ତୁତି ଚାଲିଛି । ଏହି ତୃତୀୟ ଡୋଜକୁ ବୁଷ୍ଟର ଡୋଜ କୁହାଯାଉଛି । ଅଭିଜ୍ଞ ବିଶେଷଜ୍ଞଙ୍କ ଏକ ଟିମ୍ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ତୃତୀୟ ଡୋଜକୁ ଅନୁମତି ଦେଇଛି । ଏହି ବୁଷ୍ଟର…
ଅଧିକ ଖବର ଦେଖନ୍ତୁ...

୩ ବଖରା ଜଳିଗଲା

କୁହିକା : ସୁକିନ୍ଦା ତହସିଲ ନିଜଗଡ଼ ରାଜସ୍ବ ସର୍କଲ ଅନ୍ତର୍ଗତ ଦୁଧୁଯୋରୀ ପଞ୍ଚାୟତ ଦାମୋଦରପୁର ପାତ୍ରସାହିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୩ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୩ ଟାରେ ଉକ୍ତ ଗ୍ରାମର ସ୍ବର୍ଗତ ଜମ୍ବେଶ୍ୱର ପାତ୍ରଙ୍କ ପତ୍ନୀ ପ୍ରେମଲତା…
ଅଧିକ ଖବର ଦେଖନ୍ତୁ...

ଥମୁନି ଶିମିଳିପାଳ ନିଆଁ; ପୁଣି ୫୨ଟି ଫାୟାର୍ ପଏଣ୍ଟ୍ ଚିହ୍ନଟ

ବାରିପଦା: ଶିମିଳିପାଳ ନିଆଁ ଥମିବାର ନାମ ନେଉନାହିଁ। ଏବେ ମଧ୍ୟ ଅଭୟାରଣ୍ୟ ଜଳୁଛି । ନୂଆ ନୂଆ ସ୍ଥାନକୁ ଏହି ନିଆଁ ବ୍ୟାପୁଛି। ଶିମିଳିପାଳ ସାଉଥ ଅଧୀନରେ ଥିବା ଉପର ବାରହାକାମୁଡ଼ା ୱାଇଲଡ୍ ଲାଇଫର ଚମ୍ପାଗଡ଼, ଡୁକୁରା ୱାଇଲଡ୍ ଲାଇଫ ଅଧୀନ ମାନିକପୁର, ଫୁଲବାଡ଼ିଆ ଅଞ୍ଚଳରେ ୧୦ଟି ସ୍ଥାନ,…
ଅଧିକ ଖବର ଦେଖନ୍ତୁ...