Daily Archives

April 7, 2021

୮ ତାରିଖରୁ ରାଜ୍ୟରେ ନବମ ଓ ଏକା‌ଦଶ ଶ୍ରେଣୀ କ୍ଲାସ୍‌ ବାତିଲ, କରୋନା ସଂକ୍ରମଣ ବ୍ୟାପିବା ଲାଗି ନିଷ୍ପତ୍ତି

ଭୁବନେଶ୍ବର: ବିଦ୍ୟାଳୟରେ ପାଠପଢ଼ା ନେଇ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଜି ବଡ଼ ନିଷ୍ପତ୍ତି ନେଇଛି। ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବ୍ୟାପି ଚାଲିଥିବାରୁ ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ ଚାଲୁଥିବା ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ାକୁ ସରକାର ବାତିଲ କରିଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ରେମଡେସିଭିରର ପ୍ରତି ଡୋଜ ପିଛା ମୂଲ୍ୟ ହେଲା ୧୧୦୦-୧୪୦୦ ଟଙ୍କା

ମୁମ୍ବାଇ: ରାଜ୍ୟରେ ଦୈନିକ ଅଧିକ ବ୍ୟବହାର ହେଉଥିବାରୁ ଏବେ ମହାରାଷ୍ଟ୍ର‌ରେ କରୋନା ଔଷଧ ରେମଡେସିଭିରର ମୂଲ୍ୟ ବୃଦ୍ଧି କରାଯାଇଛି। ‌ଏବେ ମହାରାଷ୍ଟ୍ରରେ ଲୋକଙ୍କୁ ୧୧୦୦-୧୪୦୦ ଟଙ୍କା ଦେଇ କରୋନା ଔଷଧ ରେମଡେସିଭିର କିଣିବାକୁ ପଡ଼ିବ। ଏନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ରର…
ଅଧିକ ଖବର ଦେଖନ୍ତୁ...

ଘରୋଇ ସଂସ୍ଥାରେ ବି ହେବ କରୋନା ଟିକାକରଣ, ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର: ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନା ଗୁଡ଼ିକରେ ଗତ ଜାନୁଆରି ୧୬ ତାରିଖ ଠାରୁ କରୋନା ଟିକାକରଣ ଜାରି ଥିବା ବେଳେ ଆଗାମୀ ଦିନରେ ଘରୋଇ ସଂସ୍ଥା/ଅଫିସ୍‌ରେ ମଧ୍ୟ ଏହି କାମ କରାଯିବାକୁ କେନ୍ଦ୍ର ସରକାର ମନ ବଳାଇଛନ୍ତି। ଏବେ ଘରୋଇ ସଂସ୍ଥା ଅଥବା କାର୍ଯ୍ୟାଳୟରେ ମଧ୍ୟ ଟିକାକରଣ…
ଅଧିକ ଖବର ଦେଖନ୍ତୁ...

ବିଜାପୁର ଆକ୍ରମଣ ଘଟଣା: ନକ୍ସଲ ନିୟନ୍ତ୍ରଣରେ ନିଖୋଜ ଯବାନ ରାକେଶ୍ବର ସୁରକ୍ଷିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଗତ ଶନିବାର ଦିନ ହୋଇଥିବା ନକ୍ସଲ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ସାରା ଭାରତ ଥରି ଉଠିଥିଲା। ୨୨ ଜଣ ଯବାନ ଏହି ଆକ୍ରମଣରେ ସହିଦ ହୋଇଥିଲେ ଏବଂ ଜଣେ ଯବାନ ନିଖୋଜ ଅଛନ୍ତି। ତେବେ ନିଖୋଜ ଯବାନଙ୍କୁ ନକ୍ସଲ ଅପହରଣ କରି…
ଅଧିକ ଖବର ଦେଖନ୍ତୁ...

ମୋର ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ୨କୋଟି ମାଗିଥିଲେ ଅନିଲ ଦେଶମୁଖ : ସଚିନ ଭାଜେ

ମୁମ୍ବାଇ: ପୁଣି ବିବାଦରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ। ପୂର୍ବତନ ପୁଲିସ କମିସନର ପରମବୀର ସିଂହ ୧୦୦କୋଟି ବଟି ଆଦାୟ କରିବାକୁ ଅନିଲ ଦେଖମୁଖ ଆଦେଶ ଦେଉଥିବା ନେଇ ଅଭିଯୋଗ କରିଥିବା ବେଳେ ଏବେ ଅନିଲ ଦେଖମୁଖଙ୍କ ଉପରେ ଆଉ ଏକ ଗମ୍ଭୀର ଆରୋପ ଲଗାଇଛନ୍ତି ଗିରଫ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଠିକାଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗରେ ରାସ୍ତା ଅବରୋଧ 

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲାସ୍ଥିତ ଏନଏସିର ନିର୍ମାଣଧୀନ କୋଠା ଘରୁ ଠିକାଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଠିକାଦାରଙ୍କ ନାମ ଚିତ୍ତରଞ୍ଜନ ପ୍ରଧାନ। ତାଙ୍କ ଘର ସ୍ଥାନୀୟ ଡିହଗାଁରେ ବୋଲି ଜଣାପଡ଼ିଛି। ସେ ଅନ୍ୟ ଦୁଇ ଠିକାଦାର ଦିବ୍ୟସୁନ୍ଦର ସାହୁ ଓ ବାପି ସାହୁଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରେ କରୋନା ସ୍ଥିତି ଅଣାୟତ୍ତ : ରାୟପୁରରେ ଏପ୍ରିଲ ୯ ରୁ୧୯ ସଂପୂର୍ଣ୍ଣ ଲକଡାଉନ୍

ରାୟପୁର: ଛତିଶଗଡ଼ରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡ଼ିଛି । ମଙ୍ଗଳବାରଦିନ ରାଜ୍ୟରେ ମୋଟ ୯୯୨୧ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଛି, ଯାହାକି ଗତ ବର୍ଷ କରୋନା ଆସିବା ପରଠାରୁ ସର୍ବାଧିକ ଦୈନିକ ସଂକ୍ରମଣ । ସ୍ଥିତିକୁ ଦେଖି ରାଜଧାନୀ ରାୟପୁରରେ ଆସନ୍ତା ଏପ୍ରିଲ ୯ରୁ ୧୯ ପର୍ଯ୍ୟନ୍ତ ଲକଡାଉନ…
ଅଧିକ ଖବର ଦେଖନ୍ତୁ...

ଗରିବଙ୍କ ଘର ଭାଙ୍ଗିଲା ଦନ୍ତା; ଧାନ-ଚାଉଳ ଖାଇଲା, ସରକାରୀ ସହାୟତା ଦାବି କଲେ ଗ୍ରାମବାସୀ

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଅଧିନ ତିମିଗାଁରେ ହାତୀ ଆତଙ୍କ ଦେଖାଯାଇଛି। ଦନ୍ତା ହାତୀ ଗାଁରେ ୩ ଜଣ ଗରିବ ଲୋକଙ୍କ ଘର ଭାଙ୍ଗିଛି। ହାତୀ ଧାନ-ଚାଉଳ ଖାଇବା ସହିତ ଅନ୍ୟ ଜିନିଷ କ୍ଷୟକ୍ଷତି କରିଥିବା ଜଣାଯାଇଛି। ହାତୀ ଉତ୍ପାତ ଯୋଗୁଁ ତିମି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ଜଗା ଦର୍ଶନ କରିବାକୁ ଆସୁଥିବା ଭକ୍ତ ପିନ୍ଧନ୍ତୁ ମାସ୍କ, ନହେଲେ ଦେବେ ଜରିମାନା: ପୁରୀ ପୁଲିସ

ପୁରୀ/ଭୁବନେଶ୍ବର: କରୋନା ଭାଇରସ ସଂକ୍ରମଣ ବୃଦ୍ଧି ‌ଦେଖାଯାଇଥିବାରୁ ରାଜ୍ୟରେ କଟକଣାକୁ ଆହୁରି ଜୋରଦାର୍‌ କରିଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ପୁଲିସ ରାଜ୍ୟରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହି ଦୃଷ୍ଟିରୁ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଆଜି…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ସରକାର ଗଢ଼ିବ ବିଜେପି; ମତଦାନ ସରିଥିବା ୯୧ ମଧ୍ୟରୁ ୬୫ଟି ଆସନରେ ଜିତିବ ଦଳ: ଅମିତ ଶାହା

ସିଙ୍ଗୁର: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗରେ ପରବର୍ତ୍ତୀ ସରକାର ବିଜେପି ଗଠନ କରିବ। ହୁଗୁଲି ଜିଲ୍ଲାର ସିଙ୍ଗୁରରେ ଆଜି ଆୟୋଜିତ ଏକ ରୋଡ୍‌ ସୋ ଯୋଗ ଦେଇଥିବା ସମୟରେ ଜାତୀୟ ସ୍ତରର ଏକ ଘରୋଇ…
ଅଧିକ ଖବର ଦେଖନ୍ତୁ...