Daily Archives

April 7, 2021

ମହାମାରୀ ସତ୍ତ୍ବେ ଓଡ଼ିଶାର ଖଣି ରାଜସ୍ବ ୧୩,୭୦୦ କୋଟିକୁ ବୃଦ୍ଧି

ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ଖଣି କାର୍ଯ୍ୟ ବାଧାପ୍ରାପ୍ତ ହେବା ସତ୍ତ୍ବେ ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାର ଖଣି ରାଜସ୍ବ ବୃଦ୍ଧି ପାଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାର ଖଣି ରାଜସ୍ବ ୧୧,୦୨୦ କୋଟି ଟଙ୍କା ଥିବାବେଳେ ୨୦୨୦-୨୧ରେ ତାହା ୧୩,୭୦୦ କୋଟିକୁ ବୃଦ୍ଧି ପାଇଛି ।…
ଅଧିକ ଖବର ଦେଖନ୍ତୁ...

ଶଶୁରଘର ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଢେଙ୍କାନାଳ: ଜିଲ୍ଲାର ପର୍ଜଙ୍ଗ ଥାନା ଅନ୍ତର୍ଗତ ଖଇରପଶି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଶଶୁରଘର ଗାଁ ନିକଟସ୍ଥ ଏକ ବିଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ସୂଚନା ମୁତାବକ, ମୃତ ଯୁବକ ଜଣକ ହେଉଛନ୍ତି ତାଳଚେର…
ଅଧିକ ଖବର ଦେଖନ୍ତୁ...

ଡିଜିଟାଲ ଓ୍ବାଲେଟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିହେବ, ରିଜର୍ଭ ବ୍ୟାଙ୍କର ଘୋଷଣା

ମୁମ୍ବାଇ : ଆଜି ରିଜର୍ଭ ବ୍ୟାଙ୍କ ଦ୍ବାରା ଘୋଷିତ ମୁଦ୍ରାନୀତି ସମୀକ୍ଷାରେ ସୁଧହାର ଅପରିବର୍ତ୍ତିତ ରଖାଯିବା ସହ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି । ତାହା ମଧ୍ୟରେ ରହିଛି ପେମେଣ୍ଟ ବ୍ୟାଙ୍କ ଖାତା ବା ଡିଜିଟାଲ ଓ୍ବାଲେଟର ସର୍ବାଧିକ ବାଲାନ୍ସ ରାଶି ବୃଦ୍ଧି ଓ ଅଣବ୍ୟାଙ୍କିଙ୍ଗ୍…
ଅଧିକ ଖବର ଦେଖନ୍ତୁ...

କୋଭିଡ ନିୟମ ଉଲ୍ଲଂଘନ କରିବାରୁ ବନ୍ଦ ହେଲା ରାଜଧାନୀର ଅକ୍ସଫୋର୍ଡ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ୍‌

ଭୁବନେଶ୍ବର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ଏକ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଛି । ରାଜଧାନୀ ଉପକଣ୍ଠ ପଳାସପଲ୍ଲୀରେ ଥିବା ଅକ୍ସଫୋର୍ଡ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ମ୍ୟାନେଜମେଂଟକୁ ବନ୍ଦ କରିଛି ଭୁବନେଶ୍ବର ମହାନଗର ନିଗମ (ବିଏମସି) । କୋଭିଡ ଗାଇଡଲାଇନକୁ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ସ୍ଥାନରେ ଭାରତ: କରୋନା ଟିକା ଦେବାରେ ଆମେରିକାକୁ ପଛରେ ପକାଇଲା

ନୂଆଦିଲ୍ଲୀ: ଆମେରିକାକୁ ଆଜି ପଛରେ ପକାଇଛ ଭାରତ। କରୋନା ଟିକା ଦେବାରେ ସବୁ ଦେଶଠାରୁ ଭାରତ ଆଗରେ ରହିଛି। ଆଜି ଏନେଇ କେନ୍ଦ୍ର ସରକାର ଜଣାଇଛନ୍ତି। ଭାରତରେ ଗୋଟେ ଦିନରେ ୩୦,୯୩,୮୬୧ଜଣଙ୍କୁ ଟିକା ଦିଆଯାଉଥିବା ବେଳେ ଆମେରିକାରେ ୨୯,୯୮,୫୩୩ଜଣଙ୍କୁ ଟିକା ଦିଆଯାଉଛି। ଏହି ଦୁଇଟି ଦେଶ ପଛକୁ…
ଅଧିକ ଖବର ଦେଖନ୍ତୁ...

ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ନବୀନ ଓ ଧର୍ମେନ୍ଦ୍ର

ପିପିଲି: ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର କରିବେ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ । ଏଥିପାଇଁ ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ଏଲଇଡିର ବ୍ୟବସ୍ଥା ହେବ । କେଉଁ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ଦ୍ଵିତୀୟ ସପ୍ତାହ ଶେଷ ପର୍ଯ୍ୟନ୍ତ ନୟାନ୍ତ କରିବ ତାତି; ସାମୟିକ ଆଶ୍ୱସ୍ତି ଆଣିବ କାଳବୈଶାଖୀ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିବ ତାତି। ଅସହ୍ୟ ତାତି ଓ ଗ୍ରୀଷ୍ମପ୍ରବାହରେ ଆଉଟୁପାଉଟୁ ହେବେ ରାଜ୍ୟବାସୀ। ଆଜି (ବୁଧବାର)ଠାରୁ ଅପ୍ରେଲ ଦ୍ୱିତୀୟ ସପ୍ତାହ ଶେଷ ପର୍ଯ୍ୟନ୍ତ ପ୍ରଚଣ୍ଡ ରୌଦ୍ରତାପରେ ଜଳିବ ଓଡ଼ିଶା। ରାଜ୍ୟର ତାପମାତ୍ରା ପ୍ରାୟ ୩-୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ…
ଅଧିକ ଖବର ଦେଖନ୍ତୁ...

ଟ୍ବିନ୍‌ସିଟିରେ ଚୋରାଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ, ୮ ଗିରଫ

କଟକ: କଟକ ଓ ଭୁବନେଶ୍ବରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଅବକାରୀ ବିଭାଗ ଗଞ୍ଜେଇ ଜବତ କରିଥିବା ବେଳେ ସମୁଦାୟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସୂଚନାନୁଯାୟୀ, ଆଜି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍ ଗୋପାଳପୁର ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ…
ଅଧିକ ଖବର ଦେଖନ୍ତୁ...

ଟିକାର ଅଭାବ ନେଇ ଅଭିଯୋଗ ଆସିବା ପରେ ଏହାକୁ ଖଣ୍ଡନ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ଟିକା ଅଭାବ ନେଇ କିଛି ରାଜ୍ୟ ଅଭିଯୋଗ କରିବା ପରେ ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ପ୍ରଶ୍ନ କରାଯାଇଥିଲା। ଦେଶରେ ଟିକାର ଅଭାବ ରହିଛି କି? କିଛି ଲୋକ ଟିକା ନେବାରୁ ବଞ୍ଚିତ ହେବେ କି? ବୋଲି ପ୍ରଶ୍ନ କରାଯାଇଥିବା ବେଳେ ଉତ୍ତରରେ ଟିକାର ଅଭାବ ନଥିବା…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସିର ଅନୁମତି ବିନା ଜନ୍ମଦିନ ଉତ୍ସବ ପାଳନ ବେଳେ ସିଲ୍‌ ‌ହେଲା ରାମ ମନ୍ଦିରର ଫଙ୍କ୍‌ସନ୍‌ ହଲ୍‌

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲୁଥିବା କାରଣରୁ ସଚେତନତା ବ୍ୟବସ୍ଥାକୁ ପୂର୍ବାପେକ୍ଷା କଡ଼ାକଡ଼ି କରାଯାଇଛି। ଏହି ପରିସ୍ଥିତିରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ବିନା ଅନୁମତିରେ ଜନପଥରେ ଥିବା ରାମ ମନ୍ଦିର ପରିସରରେ ଥିବା ଫଙ୍କ୍‌ସନ୍‌…
ଅଧିକ ଖବର ଦେଖନ୍ତୁ...