Daily Archives

April 9, 2021

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭବିଷ୍ୟତ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। କୌଣସି ବିଶେଷ କାମରେ ମାଆଙ୍କ ସହଯୋଗ ପାଇବେ। ଛାତ୍ରମାନେ ଫଳ ଚିନ୍ତା ନ କରି ପରିଶ୍ରମ କରନ୍ତୁ। ବୃଷ: କୌଣସି ନୂଆ କାରବାରରେ ପୁଞ୍ଜି ଲଗାଇବା ପାଇଁ ଭାବିବେ। ବନ୍ଧୁମାନଙ୍କ ଲାଗି ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ରାଜନୀତିରେ…
ଅଧିକ ଖବର ଦେଖନ୍ତୁ...

ବାଙ୍ଗାଲୋର ଆଗରେ ୧୬୦ ରନର ଲକ୍ଷ୍ୟ ରଖିଲା ମୁମ୍ବାଇ, ହର୍ଷଲ ପଟେଲଙ୍କୁ ୫ ଓ୍ବିକେଟ୍

ଚେନ୍ନାଇ : ଆଇପିଏଲ ୨୦୨୧ର ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୬୦  ରନର ବିଜୟ ଲକ୍ଷ୍ୟ ରଖିଛି । ଆଜି ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସର…
ଅଧିକ ଖବର ଦେଖନ୍ତୁ...

ବିଦେଶକୁ କମିଲା ଭାରତୀୟ ଟିକା ରପ୍ତାନିର ହାର, ୨୦ ଦିନରେ ପଠାଯାଇଛି ମାତ୍ର ୪୫ ଲକ୍ଷ ଡୋଜ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ସଂକ୍ରମଣ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି । ଏହାରି ଭିତରେ ଟିକାକୁ ନେଇ ରାଜନୀତି ଜୋର ଧରିଛି | ବିଶେଷ କରି ଭାରତ ପକ୍ଷରୁ ଅନ୍ୟ ଦେଶକୁ ଦିଆଯାଉଥିବା ଟିକାକୁ ନେଇ ବିରୋଧୀମାନେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ନେତା ରାହୁଲ…
ଅଧିକ ଖବର ଦେଖନ୍ତୁ...

ବିପୁଳ ପରିମାଣରେ କାଠ ଜବତ: ୨ଟି ଟ୍ରାକ୍ଟର ସହ ୪ ଗିରଫ

ମାଲକାନଗିରି: ମାଲକାନଗିରି ବନ ବିଭାଗକୁ ମିଳିଛି ବଡ ସଫଳତା। କାଠ ଚୋରାଚାଲାଣ କରାଯାଉଥିବା ବେଳେ ବିପୁଳ ପରିମାଣରେ କାଠ ଜବତ କରାଯିବା ସହ ଦୁଇଟି ଟ୍ରାକ୍ଟର ଏବଂ ଚାରି ଜଣଙ୍କୁ ଗିରଫ କରାଯାଇଛି। ଡିଏଫଓ ପ୍ରଦୀପ ମିରାସେଙ୍କ ନିର୍ଦେଶକ୍ରମେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀଙ୍କ ନେତୃତ୍ବରେ…
ଅଧିକ ଖବର ଦେଖନ୍ତୁ...

ରେଳ ସେବା ବନ୍ଦ ହେବ ନାହିଁ କିମ୍ବା ସୀମିତ କରାଯିବ ନାହିଁ : ଭାରତୀୟ ରେଳ

ଦିଲ୍ଲୀ : କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଥିଲେ ବି ରେଳସେବାକୁ ଆହୁରି ହ୍ରାସ କରାଯିବ ନାହିଁ । ରେଳ ସେବା ପୂର୍ବବତ୍ ଚାଲୁ ରହିବ । ଯଦି ଯାତ୍ରୀ ଚାହିଦା ବଢେ ତେବେ ଅଧିକ ସଂଖ୍ୟକ ଟ୍ରେନ ଚଳାଯିବ ବୋଲି ଭାରତୀୟ ରେଳ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ରେଳବୋର୍ଡ ଅଧ୍ୟକ୍ଷ ସୁନୀତ ଶର୍ମା…
ଅଧିକ ଖବର ଦେଖନ୍ତୁ...

ଆମେରିକୀୟ ନୌସେନାର ଲକ୍ଷାଦ୍ୱୀପ ନିକଟରେ ‘ଫ୍ରିଡମ୍‌ ଅଫ୍‌ ନେଭିଗେସନ୍‌ ପାଟ୍ରୋଲ୍’: ଅସନ୍ତୋଷ ବ୍ୟକ୍ତକଲା ଭାରତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିନା ସମ୍ମତିରେ ଆମେରିକୀୟ ନୌସେନା ଚଳିତ ସପ୍ତାହରେ ଲକ୍ଷାଦ୍ୱୀପ ନିକଟବର୍ତ୍ତୀ ଭାରତର ‘ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌’ (ଇଇଜେଡ୍‌) ଅଞ୍ଚଳରେ ‘ଫ୍ରିଡମ୍‌ ଅଫ୍‌ ନେଭିଗେସନ୍‌ ପାଟ୍ରୋଲ୍‌‌’ କରବା ଘଟଣାରେ ଭାରତ ଆଜି ନିଜର ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି। …
ଅଧିକ ଖବର ଦେଖନ୍ତୁ...

ଅପରାହ୍ନ ୩.୩୦ରେ ଟଣା ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଅପରାହ୍ନ ୩ଟା ୩୦ରେ ଟଣା ହେବ। ଚଳିତ ବର୍ଷ ରୁକୁଣା ରଥଯାତ୍ରା ନେଇ ଟ୍ରଷ୍ଟ ବୋର୍ଡ ଏନେଇ ନିଷ୍ପତ୍ତି ହୋଇଛି। କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ରଥ ଉପରେ ୨୦-୨୫ ସେବାୟତ ଏବଂ ରଥଟଣାରେ ମୋଟ ୧୦୦ ଜଣ ସେବାୟତ ଓ ପୁଲିସ ନିୟୋଜିତ ରହିବେ।…
ଅଧିକ ଖବର ଦେଖନ୍ତୁ...

ବିଦେଶ ମାଟିରେ ଓଡ଼ିଆ ବାସ୍ନା: ଓଡ଼ିଆ ପାଠଶାଳା ମାଧ୍ୟମରେ ଶିଖାଯାଉଛି ଓଡ଼ିଆ ଭାଷା

ଭୁବନେଶ୍ୱର/ଲଣ୍ଡନ: ମହନୀୟ ଓଡ଼ିଆ ଭାଷା | ଏକ ପୁରାତନ ଭାଷା ଭାବରେ ଖ୍ୟାତ ଓଡ଼ିଆ ଭାଷାର ଅପଭ୍ରଂଶକୁ ନେଇ ଭାଷା ପ୍ରେମୀ ଉଦବେଗ ପ୍ରକାଶ କରୁଥିଲେ ବି ଏବେ କିନ୍ତୁ ଓଡ଼ିଆ ଭାଷାରେ ପ୍ରସାରରେ ଲାଗିପଡିଛନ୍ତି ଦୁଇ ଜଣ ଓଡ଼ିଆ | ବ୍ରିଟେନର ଲଣ୍ଡନରେ ରହୁଥିବା ଡ. ଜୟଶ୍ରୀ ନନ୍ଦ ଓ ଶୁଭେନ୍ଦୁ…
ଅଧିକ ଖବର ଦେଖନ୍ତୁ...

ଅଇଁଠା ପତ୍ର ଚାଟି ଶିଶୁ ଭୋକ ମେଣ୍ଟାଇବା ଘଟଣା:ତିନି ଭାଇ ଭଉଣୀଙ୍କୁ ଚାଇଲଡ ଲାଇନକୁ ହସ୍ତାନ୍ତର କଲା ପ୍ରଶାସନ

ରାଉରକେଲା : କୋଇଡ଼ାରେ ହୃଦୟ ବିଦାରକ ଘଟଣା ପ୍ରକାଶ ପାଇବା ପରେ ସଜାଗ ହୋଇଛି ପ୍ରଶାସନ l ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ତିନି ଭାଇ ଭଉଣୀଙ୍କୁ ରାଉରକେଲା ଚାଇଲଡ ଲାଇନକୁ ହସ୍ତାନ୍ତର କରାଯାଇଛି l ଆଜି ସକାଳୁ ପ୍ରଶାସନ ଅଧିକାରୀଙ୍କ ସୁଅ ଛୁଟିଥିଲା ଶିଶୁଙ୍କ ଘରକୁ l କୋଇଡା ବିଡିଓ…
ଅଧିକ ଖବର ଦେଖନ୍ତୁ...

୭୧.୫୯ କୋଟି ଟଙ୍କାରେ ନିିର୍ମିତ ଟିଟିଲାଗଡରେ ରେଲ୍‌ ଓଭରବ୍ରିଜ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଟିଟିଲାଗଡରେ ୧୦୪୨ ମିଟର ଦୀର୍ଘ ଏକ ରେଲୱେ ଓଭରବ୍ରିଜର ଉଦ୍‌ଘାଟନ କରିଛନ୍ତି । ଏଥିପାଇଁ ୭୧.୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ଟିଟିଲାଗଡ ଏକ…
ଅଧିକ ଖବର ଦେଖନ୍ତୁ...