Daily Archives

April 12, 2021

ଶ୍ମଶାନ ଘାଟରୁ ପୁଅର ଦୁଃଖ: ୪୦ ଘଣ୍ଟା ଧରି ଛିଡ଼ା ହୋଇଛି କିନ୍ତୁ ହୋଇ ପାରୁ ନାହିଁ ବାପାଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ଦିଲ୍ଲୀ-ମୁମ୍ବାଇ ଭଳି ବଡ଼ ସହର ପରେ ଏବେ ଦେଶର ଅନେକ ସ୍ଥାନରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଝାଡ଼ଖଣ୍ଡରେ କରୋନା ସଂକ୍ରମଣ ଚିନ୍ତାରକାରଣ ପାଲଟିଛି। କରୋନା ସଂକ୍ରମଣ ସଂଖ୍ୟ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। ଏଭଳି ପରିସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ଆଗରେ ୨୨୨ ରନର ବିଜୟ ଲକ୍ଷ୍ୟ ରଖିଲା ପଂଜାବ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୧ର ୪ର୍ଥ ମ୍ୟାଚରେ ପଂଜାବ କିଙ୍ଗ୍ସ ରାଜସ୍ଥାନ ରୟାଲ୍ସ ଆଗରେ ୨୨୨ ରନର ବିଜୟ ଲକ୍ଷ୍ୟ ରଖିଛି । ଆଜି ରାଜସ୍ଥାନ ରୟାଲ୍ସ ଟସ ଜିତି ପଂଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପଂଜାବ ପକ୍ଷରୁ ଅଧିନାୟକ କେଏଲ…
ଅଧିକ ଖବର ଦେଖନ୍ତୁ...

ବନ୍ଦ ହୋଇଥିବା ସମସ୍ତ ସରକାରୀ ଓ ଘରୋଇ କୋଭିଡ୍ ଚିକିତ୍ସାକେନ୍ଦ୍ରକୁ ପୁଣି ଖୋଲିବା ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ…

ଭୁବନେଶ୍ବର: ରାଜ୍ୟରେ ଏବେ କ‌ରୋନା ମିଟର ଉପରମୁହାଁ ହେଉଥିବା ଦେଖି ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। କରୋନା କଟକଣା କଡ଼ାକଡ଼ି କରିବା ସହ ପ୍ରଥମ ଲହରର ପ୍ରଭାବ କମ ହେବା ପ‌ରେ ବନ୍ଦ ହୋଇଥିବା ସମସ୍ତ ସରକାରୀ ଓ ଘରୋଇ କୋଭିଡ୍ ଚିକିତ୍ସା କେନ୍ଦ୍ରକୁ ପୁଣି ଖୋଲିବା…
ଅଧିକ ଖବର ଦେଖନ୍ତୁ...

ପୁନର୍ବାର ରାଜ୍ୟକୁ ଟିକା ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁଣି ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର | ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ  ଚିଠିରେ ଲେଖିଛନ୍ତି ଯେ ଓଡ଼ିଶାକୁ ସ୍ୱଳ୍ପ ଓ ଅନିୟମିତ ଭାବେ କୋଭିଡ୍-୧୯ ଟିକା ଯୋଗାଣ ହେତୁ ରାଜ୍ୟରେ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ…
ଅଧିକ ଖବର ଦେଖନ୍ତୁ...

୨୪ଘଣ୍ଟା ପାଇଁ ପ୍ରଚାର କରିପାରିବେ ନାହିଁ ଦିଦି : କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କୁ ‘ଘେରାଉ’ କରିବାକୁ ଭୋଟରଙ୍କୁ…

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିସନ୍। ଏକ ନିର୍ବାଚନୀ ସଭାରେ ହିନ୍ଦୁ-ମୁସଲିମଙ୍କୁ ନେଇ ମମତା ବୟାନ ଦେବା ପରେ ନିର୍ବାଚନ କମିସନ ନୋଟିସ ପଠାଇବା ସହ ଏହି…
ଅଧିକ ଖବର ଦେଖନ୍ତୁ...

ଏଲଏସିରେ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ମୁତୟନ କରିଛି ଚୀନ, ଭାରତର ଚିନ୍ତା

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ କଥାବାର୍ତ୍ତା ଚାଲିଥିବା ସତ୍ତ୍ବେ ଚୀନ ସୀମାରେ ନିଜର ଶକ୍ତି ବଢାଇଚାଲିଛି । ଗ୍ରୀଷ୍ମଋତୁ ଆରମ୍ଭ ହୋଇଯାଇଥିବାରୁ ଚୀନ ପୁଣି ଉତ୍ତେଜନା ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି । ଏହାକୁ ନେଇ ଭାରତୀୟ ସେନାର ଚିନ୍ତା ବଢିଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଶରଧାପୁରଠାରେ ୧୪ ଦୋଳ ମେଲଣ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ଶରଧାପୁରଠାରେ ବହୁଦିନରୁ ପାଳିତ ହୋଇ ଆସୁଥିବା ଶ୍ରୀବାଲୁଙ୍କେଶ୍ୱର ମହାଦବଙ୍କ ୧୪ ଦୋଳ ମେଲଣ ଆରମ୍ଭ ହୋଇଛି । ଶରଧାପୁର ଗ୍ରାମ୍ୟ କମିଟିର ଲକ୍ଷ୍ମୀଧର ବଡ଼ଜେନା କହିଛନ୍ତି ଯେ ୨୦୨୦ରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେଲଣ ବନ୍ଦ ରହିଥିଲା । ଚଳିତ ବର୍ଷ…
ଅଧିକ ଖବର ଦେଖନ୍ତୁ...

କୁମ୍ଭମେଳାରେ କରୋନାକୁ ଭୟନାହିଁ ! କଟକଣା ଭାଙ୍ଗି ଗଙ୍ଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ହରିଦ୍ବାର: କୁମ୍ଭମେଳାରେ କରୋନାକୁ ନାହିଁ ଡର । ସାରା ଦେଶରେ କରୋନା ଭୂତାଣୁର ଭୟ ଛାଇ ଯାଇଥିବା ବେଳେ କୁମ୍ଭମେଳାରେ ହଜାର ହଜାର ସାଧୁସନ୍ଥ ଏକାଠି ହୋଇଛନ୍ତି । ହରିଦ୍ୱାର କୁମ୍ଭମେଳାର ଦ୍ୱିତୀୟ ମହାସ୍ନାନରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ୧୩ଟି ଆଖଡାର ସାଧୁସନ୍ଥଙ୍କ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ, ବ୍ୟାଟିଂ କରିବ ପଂଜାବ

ଭୁବନେଶ୍ବର : ଆଜି ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ରାଜସ୍ଥାନ ରୟାଲ୍ସ ଓ ପଂଜାବ କିଙ୍ଗସ ମଧ୍ୟରେ ଆଇପିଏଲ ୨୦୨୧ର ୪ର୍ଥ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ପର୍ଯ୍ୟନ୍ତ ଆଇପିଏଲରେ ରାଜସ୍ଥାନ…
ଅଧିକ ଖବର ଦେଖନ୍ତୁ...

ଅନଲାଇନରେ ପରୀକ୍ଷା କରିବାକୁ ପିଏନ୍ କଲେଜ ଛାତ୍ରଙ୍କ ଦାବି

ଖୋର୍ଦ୍ଧା: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାର ପୁରାତନ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଆଗାମୀ ସେମିଷ୍ଟର ପରୀକ୍ଷାଗୁଡ଼ିକ ଅନଲାଇନ ମାଧ୍ୟମରେ କରିବାକୁ ଆଜି କଲେଜର ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଲିଖିତ ଦାବି ପ୍ରଦାନ କରିଛନ୍ତି । ଛାତ୍ରମାନଙ୍କ…
ଅଧିକ ଖବର ଦେଖନ୍ତୁ...