Daily Archives

April 12, 2021

ପଶ୍ଚିମବଙ୍ଗ: ଷଷ୍ଠ ପର୍ଯ୍ୟାୟରେ ୪୩ ଆସନ ପାଇଁ ଲଢ଼ୁଥିବା ୩୦୬ ପ୍ରାର୍ଥୀଙ୍କ ମଧ୍ୟରୁ ୮୭ ହେଉଛନ୍ତି ‘ଦାଗୀ’ ପ୍ରାର୍ଥୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଷଷ୍ଠ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୪୩ଟି ଆସନ ପାଇଁ ୩୦୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ତେବେ, ଏହି ୩୦୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୮୭ ଜଣ (୨୮%) ଅପରାଧିକ ପୃଷ୍ଠଭୂମି ରହିଥିବା ପ୍ରାର୍ଥୀ ବୋଲି ପଶ୍ଚିମବଙ୍ଗ ନିର୍ବାଚନ ୱାଚ୍‌…
ଅଧିକ ଖବର ଦେଖନ୍ତୁ...

ପିପିଲି ଡେ଼ଲାଙ୍ଗର ବିକାଶ କଥା ମୁଁ ନିଜେ ବୁଝିବି: ନବୀନ

ଭୁବନେଶ୍ୱର: ପିପିଲି ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଆଜି ଭର୍ଚୁଆଲ୍ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି ଅବସରରେ ନବୀନ କହିଛନ୍ତି ଯେ ପିପିଲି ଡେ଼ଲାଙ୍ଗର ବିକାଶ କଥା ମୁଁ ନିଜେ ବୁଝିବି | ସେ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ବିଶ୍ବର ୨ୟ ସର୍ବାଧିକ କରୋନା ପ୍ରଭାବିତ ଦେଶରେ ପରିଣତ ହେଲା ଭାରତ

ନୂଆଦିଲ୍ଲୀ : ଭାରତ ବିଶ୍ବର ୨ୟ ସର୍ବାଧିକ କରୋନା ପ୍ରଭାବିତ ଦେଶରେ ପରିଣତ ହୋଇଛି । ଗତ କାଲି ଭାରତରେ ପ୍ରାୟ ୧ ଲକ୍ଷ ୬୯ ହଜାର ନୂଆ ସଂକ୍ରମଣ ମାମଲା ଦେଖାଯିବା ପରେ ଭାରତ ବ୍ରାଜିଲକୁ ଟପି ୨ୟ ସ୍ଥାନରେ ପହଞ୍ଚିଛି । ତେବେ ଆମେରିକା ପୂର୍ବବତ ବିଶ୍ବର ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ରହିଛି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରୁ ଆଜି ୧୯୦ କରୋନା ପଜିଟିଭ୍ ଚିହ୍ନଟ‌, ସୁସ୍ଥ ହେଲେ ୫୬ ଜଣ

ଭୁବନେଶ୍ବର: କରୋନା ଭାଇରସ୍‌ ମହାମାରୀ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବଢ଼ି ଚାଲିଛି। ଆଜି ପୁଣି ୧୯୦ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୩୮ଜଣ ଓ ସ୍ଥାନୀୟ ସଂକ୍ରମଣ ଯୋଗୁଁ ୧୫୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଭୁବନେଶ୍ବରରେ କରୋନା ସଂକ୍ରମିତ…
ଅଧିକ ଖବର ଦେଖନ୍ତୁ...

ଆଜି ରାଜ୍ୟରେ ସୁସ୍ଥ ହେଲେ ୫୩୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ଆଜି ରାଜ୍ୟରେ ୫୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ଖୋର୍ଦ୍ଧାର ୭୫ ଜଣ ଥିବାବେଳେ ସୁନ୍ଦରଗଡର ୭୩ ଜଣ, କଳାହାଣ୍ଡିର ୬୪ ଜଣ, ନୂଆପଡାର ୬୨ ଜଣ, ବଲାଙ୍ଗୀରର ୩୫ ଜଣ, କଟକର ୨୬ ଜଣ, ଝାରସୁଗୁଡ଼ାର ୨୫ ଜଣ, କେଉଁଝରର ୨୦ ଜଣ, ବରଗଡ଼ର ୧୯ ଜଣ, ମୟୁରଭଞ୍ଜର ୧୫…
ଅଧିକ ଖବର ଦେଖନ୍ତୁ...

ହାଇଦର ଫେରାର୍ ଘଟଣାରେ ଏତଲା ଦେଲେ କନଷ୍ଟେବଳ, ପୁଅ ଓ ଜ୍ୱାଇଁ ଭେଟିବାକୁ ଆସିଥିଲେ

କଟକ : ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ଘଟଣାକୁ ନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ସେଦିନ ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ । କନେଷ୍ଟବଳଙ୍କ ଏତଲା ମୁତାବକ ଫେରାର ହେବା ଦିନ ହାଇଦରଙ୍କୁ ତାଙ୍କ ପୁଅ ଓ ଜ୍ୱାଇଁ ଭେଟିବାକୁ ଆସିଥିଲେ । ଏହି ଏତଲା ପରେ ଏବେ ପୁଲିସ ହାଇଦରଙ୍କ ପୁଅ…
ଅଧିକ ଖବର ଦେଖନ୍ତୁ...

ଏବେ ୨ଘଣ୍ଟାରୁ କମ ଅବଧିର ବିମାନ ଯାତ୍ରାରେ ଯାତ୍ରୀଙ୍କୁ ମିଳିବନି ଖାଦ୍ୟ : ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ୨ଘଣ୍ଟାରୁ କମ ବିମାନ ଯାତ୍ରାରେ ଯାତ୍ରୀଙ୍କୁ ବିମାନରେ ଖାଦ୍ୟ ଯୋଗାଇ ଦିଆଯିବ ନାହିଁ। ଯଦି ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ୨ଘଣ୍ଟାରୁ ଅଧିକ ସମୟ ଲାଗୁଛି, ତେବେ ସେହି ବିମାନରେ ଯାତ୍ରୀ ଖାଦ୍ୟ…
ଅଧିକ ଖବର ଦେଖନ୍ତୁ...

ଷ୍ଟକ ବଜାରରେ ବଡ଼ଧରଣର ହ୍ରାସ, ନିବେଶକ ହରାଇଲେ ସାଢେ ୮ ଲକ୍ଷ କୋଟି

ମୁମ୍ବାଇ : ଦେଶରେ ବଢିଚାଲିଥିବା କରୋନା ସଂକ୍ରମଣର ପ୍ରଭାବ ଷ୍ଟକ ବଜାର ଉପରେ ପଡ଼ିଛି । ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ୧୭୦୮ ପଏଣ୍ଟ ହ୍ରାସ ପାଇଥିବାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ୫୨୪ ପଏଣ୍ଟ ହ୍ରାସ ପାଇଛି । ଏହା ଫଳରେ ନିବେଶକଙ୍କ ସମ୍ପତ୍ତି ପ୍ରାୟ ୮.୬୯…
ଅଧିକ ଖବର ଦେଖନ୍ତୁ...

ମଇଳା ଟାଙ୍କି ସଫେଇ କର୍ମୀଙ୍କ ମୃତ୍ୟୁ ଘଟଣା : ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ଡିଜିଙ୍କୁ ନୋଟିସ୍ ଜାରି କଲା ଏନଏଚଆରସି

ଭୁବନେଶ୍ବର: ଭୁବନେଶ୍ୱରରେ ମଇଳା ଟାଙ୍କି ସଫା କରିବା ସମୟରେ ଦୁଇଜଣଙ୍କ ମୃତ୍ୟୁ ହେବା ଘଟଣାରେ ଜାତୀୟ ମାନବିକ ଅଧିକାର କମିସନ (ଏନଏଚଆରସି) ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ଡିଜିଙ୍କୁ ନୋଟିସ୍ ଜାରି କରିଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଦୋଷୀ ଅଫିସରଙ୍କ…
ଅଧିକ ଖବର ଦେଖନ୍ତୁ...

କାହିଁକି ଓଡ଼ିଶାରେ କ୍ୟାନ୍ସର ହସ୍ପିଟାଲ ପାଇଁ ଇଚ୍ଛା କଲେ ବାଗଚୀ ଦମ୍ପତି, ପ୍ରେସମିଟରେ କଲେ ଖୁଲାସା

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରତିଷ୍ଠା ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ । ଏହି କ୍ୟାନସର ହସ୍ପିଟାଲ ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ । ବାଗଚି- ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଂଜୁରୀ ମିଳିଛି । ସେହିପରି ଭୁବନେଶ୍ୱରରେ…
ଅଧିକ ଖବର ଦେଖନ୍ତୁ...