Monthly Archives

April 2021

କଟକରେ ଆରମ୍ଭ ହେଵ ସ୍ବେଛାକୃତ ଲକଡାଉନ୍: ଦିନ ୨ଟାରୁ ଦୋକାନ ବଜାର ବନ୍ଦ

କଟକ: କରୋନା ସ୍ଥିତି ନେଇ ସିଏମସି କମିସନର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, କଟକରେ ଆରମ୍ଭ ହେବ ସ୍ୱେଚ୍ଛାକୃତ ଲକଡାଉନ୍। ସଂକ୍ରମଣ ବଢୁଛି ତେଣୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଉଛନ୍ତି। ସୋମବାରଠାରୁ ମେ ୧୫ ତାରିଖ ଯାଏଁ ଲକଡାଉନ୍ ଲାଗୁ କରିବାକୁ ସିଏମସିକୁ ଜଣାଇଛି ସଂଘ।…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲିଙ୍ଗରାଜଙ୍କ ଦୟଣାଚୋରି ଯାତ୍ରା

ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଦୟଣାଚୋରି ଯାତ୍ରା ପରି, ଏକାମ୍ରକ୍ଷେତ୍ରରେ ମଧ୍ୟ ଶ୍ରୀଲିଙ୍ଗରାଜଙ୍କର ଦୟଣାଚୋରି ଯାତ୍ରା ଅଛି। ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରାର ଅନ୍ତର୍ଗତ ହେବା ପରି, ଏହା ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ଚତୁର୍ଦ୍ଦଶଯାତ୍ରାର ଅନ୍ତର୍ଗତ। ଏହା ମଧ୍ୟ ଚୈତ୍ର ଶୁକ୍ଳ…
ଅଧିକ ଖବର ଦେଖନ୍ତୁ...

ବାରମ୍ବାର ଧାରଣା ପରେ ବି ବାତିଲ ହେଲାନି ଯୁକ୍ତ ଦୁଇ ପରୀକ୍ଷା, ମେ ୬ ରେ ଶାନ୍ତିପୂର୍ଣ୍ଣ ଧାରଣାର ଚେତାବନୀ ଦେଲେ…

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଦୁଇ ଦୁଇ ଥର ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିବା ବେଳେ ଆଜି ତୃତୀୟ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରି ଗଣଶିକ୍ଷା ମନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ। ଗତ ୨୬ତାରିଖରେ କରିଥିବା ପ୍ରତିବାଦରେ ଅଧିକାଂଶ…
ଅଧିକ ଖବର ଦେଖନ୍ତୁ...

ମେ ପହିଲାରୁ ଆରମ୍ଭ ହେବାକୁ ଯାଉଛି ଆଉଟରିଚ ସମର ଟ୍ରେନିଂ : ଅନଲାଇନରେ ରେଡ଼ିଓ, ଟିଭି ଓ ଷ୍ଟେଜ ଆଙ୍କରିଂ ଶିଖିବାର…

ଭୁବନେଶ୍ୱର: ମେ ପହିଲାରୁ ଆରମ୍ଭ ହେବାକୁ ଆଉଟରିଚର ଅଷ୍ଟମ ଆଙ୍କର ତାଲିମ କର୍ମଶାଳା । ବହୁ ସୁନାମଧନ୍ୟ ଲୋକପ୍ରିୟ ରେଡ଼ିଓ, ଟେଲିଭିଜନ ବ୍ୟକ୍ତିତ୍ଵ ଏଥିରେ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ଦେବେ। କରୋନା ମହାମାରୀ କାରଣରୁ ୧୫ ଦିନିଆ ଏହି ତାଲିମ ଅଫ୍ ଲାଇନ ନ ହୋଇ ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ଶରୀରକୁ ଥଣ୍ଡା ରଖିବା ସହ ଏହି ସବୁ ରୋଗକୁ ଦୂର କରିଥାଏ ଆଖୁର ରସ

ଖରାଦିନେ ଲୋକମାନେ ଥଣ୍ଡାଜାତୀୟ ଜିନିଷକୁ ଖାଇବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ଲୋକମାନେ ନଡ଼ିଆ ପାଣି ପିଇବାକୁ ଭଲ ପାଉଥିବା ବେଳେ କିଛି ଲୋକ ଆଖୁର ରସରୁ ମିଳୁଥିବା ଫାଇଦା ବିଷୟରେ ଜାଣି ପାରନ୍ତି ନାହିଁ, ଯାହା ଦ୍ୱାରା ସେମାନେ ଆଖୁ ରସ ପିଇବାକୁ ସେତେଟା ଗୁରୁତ୍ୱ ଦେଇ ନଥାନ୍ତି ।…
ଅଧିକ ଖବର ଦେଖନ୍ତୁ...

ପ୍ରୟାଗରାଜରେ ଅସହାୟ କୋଭିଡ୍‌ ରୋଗୀଙ୍କୁ ପୁଲିସ କହିଲା: ‘ଅକ୍ସିଜେନ୍‌’ସ୍ତର ବୃଦ୍ଧି ପାଇଁ ଓସ୍ତଗଛ ମୂଳେ ବସ

ପ୍ରୟାଗରାଜ: ଦେହରୁ ହ୍ରାସ ପାଇଥିବା ‘ଅକ୍ସିଜେନ୍‌’ସ୍ତର ବୃଦ୍ଧି ପାଇଁ ଓସ୍ତଗଛ ମୂଳେ ବସିବାକୁ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ‘ଅକ୍ସିଜେନ୍‌’ ପାଇଁ ବିକଳ ହେଉଥିବା କୋଭିଡ୍‌ ରୋଗୀ ଏବଂ ସେମାନଙ୍କ ଆତ୍ମୀୟମାନଙ୍କୁ ପୁଲିସ କହିଛି ବୋଲି ଶୁଣିବାକୁ ମିଳୁଛି। ‘ଅକ୍ସିଜେନ୍‌’ ସଙ୍କଟର ଏଭଳି…
ଅଧିକ ଖବର ଦେଖନ୍ତୁ...

‘ମାଧବ’ ମାସର ମହତ୍ତ୍ବ

ବିଶାଖା ନକ୍ଷତ୍ରଯୁକ୍ତ ମାସକୁ ବୈଶାଖ କୁହାଯାଏ। ଭଗବାନ ବିଷ୍ଣୁଙ୍କର ପ୍ରିୟ ମାସ ହେତୁ ଏହା ମାଧବ ମାସ। ପୁରାଣ ପ୍ରସଙ୍ଗ ଅନୁସାରେ- ଯେପରି ସଂପୂର୍ଣ୍ଣ ସ୍ତ୍ରୀ ଜଗତ୍ ମଧ୍ୟରେ ପାର୍ବତୀ, ଉଷ୍ମତା ପ୍ରଦାନକାରୀମାନଙ୍କ ମଧ୍ୟରେ ସୂର୍ଯ୍ୟ, ଲାଭମାନଙ୍କ ମଧ୍ୟରେ ଆରୋଗ୍ୟ ଲାଭ, ମନୁଷ୍ୟମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଘରେ ସ୍ବାମୀ ନଥିବା ଅବସ୍ଥାରେ ମହିଳାଙ୍କୁ ଦୁଷ୍କର୍ମ, ଦୁଷ୍କର୍ମକାରୀକୁ ପିଟି ମାରିଦେଲେ ଲୋକେ

ବାଲେଶ୍ବର: ଦୁଷ୍କର୍ମକାରୀଙ୍କୁ ପିଟି ପିଟି ମାରିଦେଲେ ଲୋକ । ବାଲେଶ୍ୱର ଜିଲ୍ଲା ସୋର ଥାନା ସିଙ୍ଗାଖୁଂଟା ଅଂଚଳର ଜଣେ ମହିଳାଙ୍କ ସ୍ୱାମୀ ନଥିବା ସମୟରେ ତାଙ୍କୁ ବସନ୍ତ ସିଂ ନାମକ ଜଣେ ଯୁବକ ଏକ ଘରକୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚି…
ଅଧିକ ଖବର ଦେଖନ୍ତୁ...