Daily Archives

June 8, 2021

ସମୁଦ୍ରରେ ହଜି ଯାଇଥିବା କ୍ୟାମେରା ଦୁଇବର୍ଷ ପରେ ମିଳିଲା; ଅନ ହେବା ସହିତ ସେଥିରେ ଥିଲା ଫୁଲ ଚାର୍ଜ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏମିତି  କିଛି ଘଟଣା ଘଟିଥାଏ  ଯାହାକୁ ବିଶ୍ବାସ କରି ହୋଇ ନଥାଏ। ଏମିତି ଏକ ଘଟଣା ତାଇବାନରେ ଘଟିଛି। ଯେଉଁଠାରେ ଦୁଇବର୍ଷ ପୂର୍ବେ ସମୁଦ୍ରରେ ହଜି ଯାଇଥିବା ଏକ କ୍ୟାମେରା ମିଳିଛି। ଏହି କ୍ୟାମେରା ମାଲିକ ଯିଏ ତାଙ୍କୁ ଫେରାଇ ଦିଆଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

ଚାଲାଣ ପୂର୍ବରୁ ମାଡ଼ି ବସିଲା ପୁଲିସ୍, ୬୫୩ କେଜି ଗଞ୍ଜେଇ ଜବତ, ୪ ଗିରଫ

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ପୁଲିସ୍ ଚୋରା ଗଞ୍ଜେଇ ଚାଲାଣର ପର୍ଦାଫାଶ କରିଛି। ବାହାର ରାଜ୍ୟକୁ ଚାଲାଣ ପୂର୍ବରୁ ପୁଲିସ୍ ଚଢ଼ାଉ କରି ୬୫୩ କେଜି ଗଞ୍ଜେଇ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି। ଚୋରା ଚାଲାଣରେ ସଂପୃକ୍ତ ଅନ୍ୟ ୫ ଜଣ ଫେରାର୍ ହୋଇଯାଇଛନ୍ତି। ଫେରାର ଗଞ୍ଜେଇ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା କୋଭିଡ୍‌ ହସ୍‌ପିଟାଲ୍‌: ଶବ ଦେହରୁ ସୁନାମାଳି ଲୁଟ୍‌, ୪ ଗିରଫ

ଝାରସୁଗୁଡ଼ା: ଶେ‌ଷରେ ‌ଚୋରି ଘଟଣାର ସତ୍ୟତା ଲୋକଲୋଚନକୁ ଆସିଲା। ହସ୍ପିଟାଲ୍‌ରେ ମୃତ୍ୟୁ ହେବା ପରେ ଶବ ଦେହରୁ ଲୁଟି ନେଉଥିଲେ ସୁନା ମାଳି। ଝାରସୁଗୁଡ଼ା କୋଭିଡ୍‌ ହସ୍‌ପିଟାଲ୍‌ରେ ଘଟିଥିବା ଏହି ଘଟଣାକୁ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ‘ସମ୍ବାଦ’ ଏହା ଉପରେ ବାରମ୍ବାର…
ଅଧିକ ଖବର ଦେଖନ୍ତୁ...

ସାବିତ୍ରୀ ଭିଡ଼ ଭିତରେ ଘଣ୍ଟାଏ ଫସିଲା ୧୦୮ ଆମ୍ବୁଲାନ୍ସ, କରୋନା ରୋଗୀ ଛଟପଟ

ବାଲିଅନ୍ତା:ସାବିତ୍ରୀ ଓ ରଜପର୍ବକୁ ଦୃଷ୍ଟିରେ ରଖି ଫଳମୂଳ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ନେଇ ଆଜି ବାଳକାଟି ବଜାରରେ ଲୋକମାନଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ପରିସ୍ଥିତି ଏମିତି ଉପୁଜିଥିଲାଯେ, ସାବିତ୍ରୀ ଭିଡ଼ ଭିତରେ ଦୀର୍ଘ ସମୟ ଧରି ୧୦୮ ଆମ୍ବୁଲାନ୍ସ ଫସି ରହିଥିଲା। ଉଭୟ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାରେ ଖାଦ୍ୟ ବଣ୍ଟନରେ ଅନିୟମିତତା, ଜିଲ୍ଲା ଯୋଗାଣ ବିଭାଗକୁ ପୁଣି କାରଣ ଦର୍ଶାଅ ନୋଟିସ୍

ଖୋର୍ଦ୍ଧା: ନିକଟରେ ଖୋର୍ଦ୍ଧା ଜିଲ୍ଲାର ଏଫ୍ସିଆଇ କେନ୍ଦ୍ରୀୟ ଗୋଦମ, ରାଜ୍ୟ ଯୋଗାଣ ନିଗମର ଗୋଦାମରେ ଚାଉଳରମାନ ଓ ବଂଟନରେ ଅନିୟମିତତା ହୋଇଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୁଗ୍ମ ଟିମ୍ ଦ୍ୱାରା ଧରାପଡ଼ିଥିଲା । ବର୍ତମାନ ଜିଲ୍ଲାରେ ଚାଉଳ ଯୋଗାଣରେ ଓ ଯୋଗାଣ ଶୃଙ୍ଖଳ ପରିଚାଳନା ବ୍ୟବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ୬ ବର୍ଷ ବୟସର ଶିଶୁ ମୃତ

ରାୟଗଡ଼ା: ରାୟଗଡ଼ା ବ୍ଲକ୍ ଜେମାଦେଇପେଣ୍ଠ ପଞ୍ଚାୟତ ମହାଦେବ କାକିଲି ଗ୍ରାମରେ ୬ ବର୍ଷର ବାଳକ ବାବୁନି କାଳପାଙ୍କ ଆଜି ବ୍ରଜପାତରେ ମୃତ୍ୟୁ ଘଟିଛି। ବାବୁନି ସଂଧ୍ୟାରେ ନିଜ ସାଥୀଙ୍କ ସହ ଖେଳୁଥିବା ବେଳେ ହଠାତ୍ ମେଘ, ପବନ ଆସିଥିଲା। ଫଳରେ ସଭିଁଏ ଏକ ତେନ୍ତୁଳି ଗଛ ତଳେ ଘରକୁ ଫେରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଅଜଣା ମହିଳାଙ୍କ ମୃତଦେହ ମିଳିବା ଘଟଣା: ମୃତକ ହେଉଛନ୍ତି ମୁରଶୀଦାବାଦର ଚୁମକି ଖାତୁନ

ବାରିପଦା: ଚଳିତ ମାସ ୫ ତାରିଖରେ ମୟୂରଭଂଜ ଜିଲ୍ଲା ବେତନଟୀ ଥାନା ଅଧୀନ କୃଷ୍ଣଚନ୍ଦ୍ରପୁର କେନ୍ଦୁଖାଳ ପୋଲ ନିକଟସ୍ଥ କଲଭର୍ଟ ନିକଟରୁ ଜଣେ ଅପରିଚିତ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ତେବେ ଉକ୍ତ ଅପରିଚିତ ମୃତ ମହିଳାଙ୍କ ପରିଚୟ ମିଳିଛି। ମୃତକ ଜଣଙ୍କ ହେଉଛନ୍ତି ପଶିମବଙ୍ଗ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀର ନିର୍ଯାତନା ସହି ନ ପାରି ସ୍ତ୍ରୀର ଆତ୍ମହତ୍ୟା ଅଭିଯୋଗ

ଉମରକୋଟ: ସ୍ବାମୀର ନିର୍ଯାତନା ସହି ନ ପାରି ସ୍ତ୍ରୀ ଶେଷରେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଲା। ଏପରି ଏକ ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବକଦା ଗ୍ରାମପଞ୍ଚାୟତର ଜଡିଭଟ୍ଟ। ଗ୍ରାମରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ତହଲୁ ରାମ ସାହୁଙ୍କ ଝିଅ ଚାନ୍ଦିନୀ ସାହୁ (୨୨)…
ଅଧିକ ଖବର ଦେଖନ୍ତୁ...

ସରକାରୀ ଜମିକୁ ନେଇ ବିବାଦ: ବୁଲିଲା ଖଣ୍ଡା, ୬ ଜଣ ଆହାତ

ଅନୁଗୁଳ: ଏକ ସରକାରୀ ଜମିକୁ କେନ୍ଦ୍ର କରି ଦୁଇ ପକ୍ଷଙ୍କ ଭିତରେ ଜୋରଦାର ଗଣ୍ଡଗୋଳ ହୋଇଛି। ଏପରିକି ସହର ଭିତରେ ଖଣ୍ଡା, ଭୁଜାଲି ବି ବୁଲିଛି। ଏଥିରେ ୬ ଜଣ ଆହାତ ହୋଇଛନ୍ତି। ଥାନାରେ ଏଥିନେଇ ଉଭୟ ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...