Daily Archives

June 25, 2021

ରେଳ ଷ୍ଟେସନରେ ହଠାତ ଭେଟ ହୋଇଥିବା ପାଞ୍ଚ ବର୍ଷ ଶିଶୁର ମୁହଁରୁ ଏଭଳି କଥା ଶୁଣି ସ୍ତବ୍ଧ ହୋଇଗଲେ ଅନୁପମ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅନୁପମ ଖେର ନିକଟରେ ଏକ ଭାବବିହ୍ବଳ ଭିଡିଓ ସେୟାର କରିଛନ୍ତି। ଅନୁପମ ଶିମଲା ନିକଟସ୍ଥ ଏକ ରେଳ ଷ୍ଟେସନରୁ ଏହି ଭିଡିଓ ସେୟାର କରିଛନ୍ତି। पाँच वर्षीय हिमांशु से मेरी मुलाक़ात शिमला के पास जतोग रेलवे स्टेशन पर हुई।उसकी बातों में जानकारी…
ଅଧିକ ଖବର ଦେଖନ୍ତୁ...

ସାଇ ବିଦ୍ୟାମନ୍ଦିରର ଶତପ୍ରତିଶତ ସଫଳତା: ୭ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ 

ବାରିପଦା: ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାରିପଦାର ଦାରଗାଡ଼ାହି ଗୋଲେଇସ୍ଥିତ ସାଇ ବିଦ୍ୟାମନ୍ଦିର ଆବାସିକ ବିଦ୍ୟାଳୟ ମାଟ୍ରିକ୍ ପରୀକ୍ଷାରେ ଐତିହାସିକ ସଫଳତା ଦୋହାରାଇଛି। ବିଦ୍ୟାଳୟର ସମସ୍ତ ୯୪ଜଣ ଛାତ୍ରଛାତ୍ରୀ ସଫଳତାର ସହିତ କୃତିତ୍ବ ଅର୍ଜନ କରିଛନ୍ତି। ଏମାନଙ୍କ ମଧ୍ୟରୁ ୭ଜଣ…
ଅଧିକ ଖବର ଦେଖନ୍ତୁ...

ସରସ୍ବତୀ ଶିଶୁ ମନ୍ଦିର ଓ ଘରୋଇ ସ୍କୁଲ୍ ଆଗରେ: ପଛରେ ପଡ଼ିଲେ ସରକାରୀ ଶିକ୍ଷାନୁଷ୍ଠାନ

ବାରିପଦା: ଚଳିତ ବର୍ଷ ପ୍ରଚଳିତ ହୋଇଥିବା ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ୍ ପରୀକ୍ଷା ଫଳରେ ମୟୂରଭଞ୍ଜ ଜିଲ୍ଲାରେ ଥିବା ସରସ୍ବତୀ ଶିଶୁ ମନ୍ଦିର ଏବଂ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରମୁଖ ସରକାରୀ ହାଇସ୍କୁଲ୍ ଅପେକ୍ଷା ଉତ୍ତମ ପ୍ରଦର୍ଶନ କରିଛନ୍ତି। ଜିଲ୍ଲାରେ ୮୧ ଜଣ ଛାତ୍ରଛାତ୍ରୀ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ହୀରାପୁର ଅଞ୍ଚଳରେ ଏକ ଇଟାଭାଟି ଝୁମ୍ପୁଡ଼ିରେ ରହୁଥିବା ଜଣେ ମହିଳାଙ୍କର ଗତକାଲି ରାତିରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଯାଇଛି। ମୃତ ମହିଳା ଜଣଙ୍କ ହେଲେ ଆରତୀ ସିଂହ(୪୫)। ଆରତୀଙ୍କର ମୃତ୍ୟୁ କିଭଳି ଘଟିଛି ତାହା ଏଯାଏ ସ୍ପଷ୍ଟ ହୋଇପାରିନଥିବା ପୁଲିସ…
ଅଧିକ ଖବର ଦେଖନ୍ତୁ...

ଆନ୍ତଃରାଜ୍ୟ ଡକାୟତି ଦଳ ଚିହ୍ନଟ, ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ସୋ’ରୁମରୁ ବାଇକ୍ ଚୋରି

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ପୁଲିସ ଆନ୍ତଃରାଜ୍ୟ ଡକାୟତି ଦଳକୁ ଚିହ୍ନଟ କରିଛି। ଏହି ଡକାୟତି ଦଳ ଗଞ୍ଜାମ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟ ବାହାରେ ଲୁଟ୍ ଓ ଡକାୟତି ମାମଲାରେ ସଂପୃକ୍ତି ଥିବା ଜଣାପଡିଛି। ଉକ୍ତ ଡକାୟତି ଦଳରୁ ୨ ଡକାୟତିକୁ ଛତ୍ରପୁର ପୁଲିସ ଗିରଫ କରିବାରେ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମିତ ନକ୍ସଲଙ୍କୁ ଦେଶୀ ଚିକିତ୍ସା; ମାଓ କମାଣ୍ଡର ବୁଦ୍ରିକାର ବି କରୋନାରେ ମୃତ୍ୟୁ

ମାଲକାନଗିରି: ମାଓ ସଂଗଠନରେ ଏବେ ଧସେଇ ପଶିଛି କରୋନା। ଶତାଧିକ ନକ୍ସଲ ଏବେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ଲଢେଇ କରୁଥିବା ବେଳେ ୭ ଜଣ କ୍ୟାଡର ନକ୍ସଲଙ୍କର ମୃତ୍ୟୁ ହୋଇଥିବା ନେଇ ଆଜି ଦନ୍ତେଵାଡା ଏସପି ଅଭିଷେକ ପଲ୍ଲବ ପ୍ରକାଶ କରିଛନ୍ତି। ଏସପି ଶ୍ରୀ ପଲ୍ଲବଙ୍କ ନିକଟରେ ପହଞ୍ଚିଥିବା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ପୁଣି ଝଟକା, ଏଫଏଟିଏଫ ଧୂସର ତାଲିକାରେ ବଜାୟ ରହିବ

ପ୍ୟାରିସ : ଅନ୍ତର୍ଜାତୀୟ ସ୍ତରରେ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫଏଟିଏଫ) ପାକିସ୍ତାନକୁ ଧୂସର ତାଲିକାରେ ବଜାର ରଖିବାକୁ ନିଷ୍ପତ୍ତି ନେଇଛି । ଏହାର ଅର୍ଥ ହେଉଛି ପାକିସ୍ତାନ ଉପରେ ଏହି ଅନ୍ତର୍ଜାତୀୟ ସଂସ୍ଥାର ସତର୍କ ଦୃଷ୍ଟି ବଜାୟ…
ଅଧିକ ଖବର ଦେଖନ୍ତୁ...

ସାଇକଲ୍‌କୁ ନେଇ ବଚସା, ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ବ୍ରଜରାଜନଗର: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ କଦଳୀମୁଣ୍ଡା ଧୁକାପଡାସାହି ରାସ୍ତାର ଫୁଟ୍‌ବଲ୍‌ ଫିଲ୍‌ଡ ନିକଟରେ ଶୁକ୍ରବାର ଅପରାହ୍‌ଣ ପ୍ରାୟ ୪ଟାରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସାମାନ୍ୟ କଥାକୁ ନେଇ ବଚସା ଓ ପରେ ଏପରି ବୀଭତ୍ସ ଘଟଣା ଘଟିଥିବା…
ଅଧିକ ଖବର ଦେଖନ୍ତୁ...

କୋରାପୁଟରେ ପାସ୍‌ ହାର ୯୭.୬୭ ପ୍ରତିଶତ

କୋରାପୁଟ: ପରୀକ୍ଷା ନ ହୋଇ ବିକଳ୍ପ ବ୍ୟବସ୍ଥା କରାଯାଇ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବହୁ ପ୍ରତିକ୍ଷା ପ‌ରେ ଆଜି ପ୍ରକାଶ ପାଇଛି। କୋରାପୁଟ ଜିଲ୍ଲା ଚଳିତବର୍ଷ ମଧ୍ୟ ଆଶାଠାରୁ ବହୁ ଛାତ୍ରଛାତ୍ରୀ…
ଅଧିକ ଖବର ଦେଖନ୍ତୁ...

ଚାରଧାମ ଯାତ୍ରାକୁ ଅନୁମତି ନିଷ୍ପତ୍ତିର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଲେ ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟ

ଡେରାଡୁନ୍: ତୃତୀୟ କୋଭିଡ-୧୯ ତରଙ୍ଗର ଭୟ ଥାଇ ମଧ୍ୟ ଜୁଲାଇ ୧ ତାରିଖରୁ ଚାର୍ ଧାମ ଯାତ୍ରୀଙ୍କୁ ଅନୁମତି ଦେଇଥିବାରୁ ଉତ୍ତରାଖଣ୍ଡ ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି। ଏହା ନିଷ୍ପତ୍ତିର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ଜମ୍ମୁ…
ଅଧିକ ଖବର ଦେଖନ୍ତୁ...