Daily Archives

July 2, 2021

ଜାତୀୟ ରାଜପଥରେ ନିଆଁ ଲାଗି ଜଳିଗଲା ଚଳନ୍ତା ଟ୍ରକ

ରଗଡ଼ି: ଜାତୀୟ ରାଜପଥ-୨୦ର ରଗଡି ପଲିଟେକ୍ନିକ କଲେଜ ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟା ୭ଟା ବେଳେ ଏକ ଲୁହାପଥର ବୋଝେଇ ଚଳନ୍ତା ଟ୍ରକ ଜଳିଯାଇଛି। କେନ୍ଦୁଝର ଆଡୁ ଲୁହାପଥର ଗୁଣ୍ଡ ବୋଝେଇ କରି ଆସୁଥିବା ଟ୍ରକ (ଓଡି ୦୫ ୱାଇ ୯୮୯୯) ରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ନିଆଁ ଦେଖି ଡ୍ରାଇଭର…
ଅଧିକ ଖବର ଦେଖନ୍ତୁ...

ମହିଳା ଯନ୍ତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର ଘଟଣାର ନୂଆ ମୋଡ଼: ସହକର୍ମୀ ଯନ୍ତ୍ରୀଙ୍କ ନାମରେ ଏତଲା ଦେଲେ ପରିବାର

ଭଞ୍ଜନଗର,: ଗତ ମାସ ୨୪ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଲଣ୍ଡେଇ ସାହି ୟୁନିଟ୍-୩ରେ ବନ୍ଦ ଘରୁ ଜଣେ ମହିଳା ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ମୃତ ଯୁବତୀ ଜଣଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଜେ.ଅନୀତା(୩୪)। ଅଚାନକ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ଶାଶୁ ଘରେ ମହିଳାଙ୍କ ଆତ୍ମହତ୍ୟା, ହସ୍ପିଟାଲକୁ ଆସିଲେନି ସ୍ୱାମୀ

ବାଲିପାଟଣା : ଶାଶୁ ଘର ଲୋକଙ୍କ ନିର୍ଯ୍ୟାତନା ଅସହ୍ୟ ହେବାରୁ ଆତ୍ମହତ୍ୟା କଲେ ମହିଳା। ସେ ହେଲେ ଦିୱାନପାଟଣା ବଢ଼େଇ ସାହିର ଅଞ୍ଜୁ ବେହେରା (୪୪)। ବାପ ଘର ଲୋକେ ଖବର ପାଇ ତାଙ୍କୁ ଶାଶୁଘରୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ…
ଅଧିକ ଖବର ଦେଖନ୍ତୁ...

ପ୍ରେମ ସଂର୍ପକ ପ୍ରତ୍ୟାଖାନ ପରେ ଯୁବକର ଆତ୍ମହତ୍ୟା ଉଦ୍ୟମ

ଭଞ୍ଜନଗର/ବେଲଗୁଣ୍ଠା: ହତାଶ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ। ଦୀର୍ଘ ଦିନ ଧରି ପ୍ରେମ ସଂର୍ପକ ରଖିବା ପରେ ପ୍ରେମ ସଂର୍ପକକୁ ପ୍ରେମିକା ପ୍ରତ୍ୟାଖାନ କରିବା ପରେ ପ୍ରେମିକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧୀନ ଭଗବତପାଟଣା…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ସପ୍ତାହରେ ହୋଇପାରେ ମୋଦୀ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ

ନୂଆଦିଲ୍ଲୀ : ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କ୍ୟାବିନେଟର ସଂପ୍ରସାରଣ କରିବାର ସମ୍ଭାବନା ରହିଛି । ଏଥିପାଇଁ ଗତ କିଛି ଦିନ ହେଲା ପ୍ରସ୍ତୁତି ଚାଲିଛି । ନିଜେ ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡର ସମୀକ୍ଷା କରୁଛନ୍ତି । ମନ୍ତ୍ରୀମଣ୍ଡଳରେ…
ଅଧିକ ଖବର ଦେଖନ୍ତୁ...

ବଜ୍ରାଘାତରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଗୋଷାଣୀ: ଗୁରାଣ୍ଡି ଥାନା ଅଧୀନ ତାଟିପେଟି ଗ୍ରାମର ଜନାର୍ଦ୍ଦନ ବଜ୍ରାଘାତରେ ପ୍ରାଣ ହରାଇଥିବା ବେଳେ ତାଙ୍କ ସ୍ତ୍ରୀ ବି.ପୂର୍ଣ୍ଣା ଗୁରୁତର ଆହତ ହୋଇଛନ୍ତି। ଉଭୟେ ଜମିରେ ବିହନ ବୁଣିବା ପାଇଁ ଯାଇଥିଲେ। ଏହି ସମୟରେ ବଜ୍ରାଘାତ ହେବା ସହ ଘଟଣାସ୍ଥଳରେ ହିଁ ଜନାର୍ଦ୍ଦନଙ୍କ ମୃତ୍ୟୁ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ଆଦିବାସୀ ପରିବାରଙ୍କ ଉପରେ ମରଣାନ୍ତକ ଆକ୍ରମଣ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅଧୀନସ୍ଥ କୁହୁଡ଼ି ସୀମାକୁ ଲାଗି ରହିଥିବା କଳାହାଣ୍ଡି ବାନାଞ୍ଚଳ ସୀମାରେ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅଧିନସ୍ଥ ଗୋତୋମୁଣ୍ଡା ଗ୍ରାମର କିଛି ବ୍ୟକ୍ତି ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଜଣାପଡିଛି। ଆକ୍ରମଣ…
ଅଧିକ ଖବର ଦେଖନ୍ତୁ...

ଘରେ ଶୋଇଥିବା ବେଳେ ଯୁବକକୁ ହତ୍ୟା, ଅଭିଯୁକ୍ତ  ଗିରଫ

ଲେଫ୍ରିପଡା: ଲେଫ୍ରିପଡା ଥାନା ଅନ୍ତର୍ଗତ ଦୁର୍ଗମ ମନୋହରପାଲି ଗ୍ରାମର ଜାମପକାରେ ରାତିରେ ଶୋଇଥିବା ଅବସ୍ଥାରେ ଜଣେ ଯୁବକକୁ ହତ୍ୟା କରାଯାଇଥିବା ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ସୂଚନା ମୁତାବକ, ଜାମପକା ଗାଁର ଧନଧନା ଲାକ୍ରାଙ୍କ ପୁଅ କୁଅଁର ଲାକ୍ରା (୨୭) ଗତକାଲି ରାତିରେ ଘରେ…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତୀରଥ ସିଂ ରାୱତ, ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ପାଖକୁ ପଠାଇଲେ…

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ବିଜେପି ପାଇଁ ସଙ୍କଟ ଥମିବାର ନାମ ନେଉନାହିଁ | ତିନିମାସ ପୂର୍ବେ ମୁଖ୍ୟମନ୍ତ୍ରୀ ବଦଳିବା ପରେ ବର୍ତ୍ତମାନ ପରେ ପୁଣି ଥରେ ଦଳର ନେତୃତ୍ୱ ସଙ୍କଟ ମଧ୍ୟକୁ ଚାଲି ଆସିଛି। ସୂଚନାନୁସାରେ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ଆଜି ବିଜେପି ରାଷ୍ଟ୍ରୀୟ…
ଅଧିକ ଖବର ଦେଖନ୍ତୁ...

ଜେଲ ପାଚେରୀ ଡେଇଁ ଆସାମୀ ଚମ୍ପଟ 

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଜେଲ ମଧ୍ୟରୁ ଆଜି ଜଣେ ବିଚାରାଧୀନ ଆସାମୀ ପାଚେରୀ ଡେଇଁ ଚମ୍ପଟ ମାରିଛି l ଖବର ଜଣା ପଡିବା ପରେ ଜେଲ କର୍ତୃପକ୍ଷ ହିନ୍ଦୋଳ ଥାନାକୁ ଖବର ଦେଇଥିଲେ l ଏହାପରେ ଉଭୟ ପୁଲିସ ଓ ଜେଲ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲା l ମାତ୍ର ଆସାମୀଙ୍କୁ ଧରି ପରି…
ଅଧିକ ଖବର ଦେଖନ୍ତୁ...